ମାଡ ଖାଇ ତିନି ଭାଇ ରିକ୍ସା ଟାଣି ଯାହା ବି ରୋଜଗାର କରିଥିଲେ ସ୍ତ୍ରୀମାନଙ୍କୁ ସବୁ ଟଙ୍କା ଦେଲେ । ତେଲ, ଲୁଣ, ଡାଲି, ଚାଉଳ କିଣି ରୋଷେଇ କରି ଖାଇଲେ । ତା’ପରଦିନ ସକାଳେ ନାନ୍ଦୁରା, କାନ୍ଦୁରା, ଚନ୍ଦରା ଯେତେବେଳେ ରିକ୍ସାଧରି ବାହାରିଲେ ନାନ୍ଦୁରା ସ୍ତ୍ରୀ ନାନ୍ଦୁରା ରିକ୍ସାରେ ବସିଲା ତେଣୁ ଆଉ କେହି ବି ସେ ରିକ୍ସାରେ ଉଠିଲେ ନାହିଁ । ତିନିଜଣ ଯାକ ବାଧ୍ୟ ହୋଇ ଯେଝା ସ୍ତ୍ରୀମାନଙ୍କୁ ବସାଇ ସହର ଭିତରକୁ ଚାଲିଲେ । ସ୍ତ୍ରୀଲୋକ ରିକ୍ସାରେ ବସିଥିବା ଦେଖି ଆଉ କେହି ବି ସେ ରିକ୍ସାରେ ବସିଲେ ନାହିଁ । ସ୍ତ୍ରୀମାନଙ୍କୁ ସହର ସାରା ବୁଲେଇ ତିନିହେଁ ଲୋକ ଉପାସରେ ଘରକୁ ଫେରିଲେ । ଏବେ ସେ ତିନି ଜଣଙ୍କ ମୁଣ୍ଡରେ ଚେତା ପଶିଲା । ତିନିହେଁ ଆଉ କେବେବି ମଦ ପିଇବେ ନାହିଁ ବୋଲି ଶପଥ କଲେ । ଧୀରେ ଧୀରେ ମଦ ପିଇବା ମଧ୍ୟ ଛାଡି ଦେଲେ ସେମାନେ । ସେମାନେ ବୁଝିଲେ ମଦ୍ୟପ ଦିନକୁ ହଜାର ଟଙ୍କା ରୋଜଗାର କଲେ ମଧ୍ୟ ଅଭାବ ରହିବ । ମଦ ପିଇବା ଛାଡି ନାନ୍ଦୁରା, କାନ୍ଦୁରା, ଚନ୍ଦରା ବିଡି ସିଗାରେଟ୍ ଟାଣିଲେ । ଭବିଷ୍ୟତ ପାଇଁ କିଛି ଟଙ୍କା ବି ସଂଚୟ କଲେ । କୋଠାଘର କଲେ । ଅନ୍ୟ ମଦ୍ୟପ ରିକ୍ସା ଚାଳକମାନଙ୍କୁ କହିଲେ ଆମେ ତ ବଦଳି ଯାଇଛୁ ଏବେ ତୁମେ ବି ବଦଳି ଯାଅ ।
ନାନ୍ଦୁରା କାନ୍ଦୁରା ଚନ୍ଦରା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ପାଗଳ ପ୍ରେମୀ
- ନିରିମାଖି ଝିଅର ଭାଗ୍ୟ
- ଜ୍ୟୋତିଷ ଶୁକପକ୍ଷୀ
- ବାହାଘର ପାଇଁ ତିନୋଟି ସର୍ତ୍ତ
- ଜିଦି
- ଠକ ଦଣ୍ଡ ପାଇଲା
- ସାବତ ମା
- ପ୍ରଭାବତୀ କଥା
- ଭୁଲାମନ
- ମାଛଖିଆ ଭୂତ
- ଅମାନିଆ ଛୁଆ
- ପଦବୀର ବଳ
- ବେଦବତୀ
- “ଅତିଥି”
- ରାଜା ଏବଂ ବୋକା ମାଙ୍କଡ କଥା
- ବୋକା ନା ବିବେକୀ?
- ଏକ ହଜାର ଏକଶ ଷୋହଳ
- ପର ପାଇଁ ଗାତ ଖୋଳା
- ପୁଅଙ୍କ ପାଇଁ ବୁଢାର ଧନ
- ମା’ର ଋଣ
- ଚକ୍ରଧରର କାହାଣୀ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ସମ୍ରାଟ ଅଶୋକ
- ଅଣଅଜା
- ଗଙ୍ଗାରାମଙ୍କ ଭୂଲ୍
- ଗୁପ୍ତ ଦଲିଲ୍
- ରାଣ୍ଡୀପୁଅ ଅନନ୍ତା
- ପ୍ରକୃତ ଶୁଭେଚ୍ଛୁ
- ବନପରୀ
- କାଲିର କାମ ଆଜି କର
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ବୁଧିଆ ଶିଆଳ
- ଶିବଭକ୍ତ ଯୁବକ
- କୁହୁକ ଦ୍ୱୀପ
- ରାଜକୁମାରୀ ସୌଦାମିନୀ
- ଛୁଆ କୁକୁଡା
- ଗୋଟିଏ ଭଲ ଉପାୟ
- ଭୂତ ଏବଂ ଅସଲ ଭୂତ
- ବିଚିତ୍ର ଚିତ୍ରକଳା
- ମହାଜନୀ କାରବାର
- ଦଗା!
- ପ୍ରମାଣ
- ପ୍ରସାଦ
- କଞ୍ଜୁସ୍
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ଚୋରୀ
- ସିଂହ ଜାତକ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ପେଟ ଓ ଶରୀର
- ଶାଶୁଙ୍କ ଆତ୍ମା
- ଭୂବନ ସୁନ୍ଦରୀ
- ଦୁଇ ବିରଳ ବିପ୍ଳବୀ
- ଅଦ୍ଭୁତ ଅସ୍ତ୍ର
- ନର୍ତକ ଛାଗଳ
- ଅଭିନେତାଙ୍କ ଭିନ୍ନ ବିଚାର
- ଦସ୍ୟୁ ରାଜକୁମାର
- କାବ୍ୟ ରସିକ
- ଲୋଭ
- ଅବିଶ୍ୱାସି ବନ୍ଧୁ
- ତୃତୀୟ ପ୍ରତିବେଶୀ
- ବୀର ହନୁମାନ
- ଚୋର ବୁଦ୍ଧି ଶିଖିଲା
- ଅସୀମ ସାହସ ଓ ତ୍ୟାଗର ଫଳ
- ବିଷ୍ଣୁଙ୍କ ମାୟା
- ଶ୍ରମଚୋର
- ଅନ୍ୟକୁ ଉପଦେଶ
- ମଦ୍ୟପାନର ପରିଣାମ
- ଖୋଳିଥିବା ଗର୍ତ୍ତରେ ନିଜେ
- ତିନି ପୁରୁଷର ବିତ୍ତ
- ସୁଧଖୋର୍ ଓ ପିଶାଚ
- କର୍ମଘେନି ଫଳ
- ଚିକିତ୍ସା
- ଭୂତୁଣୀର ସର୍ତ୍ତ
- ପୁତ୍ରର କର୍ତ୍ତବ୍ୟ
- ଲୋଭରୁ ମୃତ୍ୟୁ
- ହାତୀର ଚିକିତ୍ସା
- ଏକତା
- ସାହସ
- ଆଶୀର୍ବାଦ ହିଁ ବିଜୟ
- ଶତ୍ରୁକୁ ସତ୍କାର
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ସାପ ପୁଅର ବାହାଘର କଥା
- ବିଚିତ୍ର ସ୍ୱପ୍ନ
- ଯକ୍ଷର ଅଟ୍ଟହାସ୍ୟ
- ମାଛ କଡେଇରେ ଶଗଡିଆର ଆଶା
- ବଗୁଲିଆ ବନେଇ ଅଜା
- ଉଦ୍ଧତ ଛାଗ
- ଶ୍ରୀଜଗନ୍ନାଥଙ୍କ କାହାଣୀ
- କନକ ଉପତ୍ୟକାର କାହାଣୀ
- ଯେସାକୁ ତେସା
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ଅତି ଲୋଭ ବିପଦ
- ଫଳନ୍ତି ବୃକ୍ଷ
- ମତ ପରିବର୍ତ୍ତନ
- ଆନ୍ତର ସୌନ୍ଦର୍ଯ୍ୟ
- ଶତ୍ରୁକୁ ସାହାଯ୍ୟ
- ବିଚିତ୍ର ପୁଷ୍ପ
- ଅଦୃଶ୍ୟ ପରିଚାରିକା
- ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
- ରାଣୀ ରୂପମତୀ କଥା
- ପ୍ରତ୍ୟେକ ଜିନିଷ କାମରେ ଆସେ
- ଥମ୍ବଲୀନା
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ତିନି ତାନ୍ତ୍ରିକ
- ଦିବ୍ୟଦୃଷ୍ଟି
- ସଚ୍ଚା ପ୍ରେମୀ
- ସାଧୁ ଓ ଛଦ୍ମବେଶୀ
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ଆଳସ୍ୟ
- ବୁଦ୍ଧିର ବଳ
- ବର୍ଷା ରାଣୀ
- ଦୁର୍ଜ୍ଜନ ସଙ୍ଗର ଫଳ
- କୃଷ୍ଣାବତାର
- ଜାଗୃତିର ପ୍ରତୀକ
- ପରିବର୍ତ୍ତନ
- ସଚ୍ଚୋଟ ପଣିଆର ପୁରସ୍କାର
- ତିନୋଟି ଗଧଙ୍କର ବୋଝ
- ଅଧା ମୂଲ୍ୟ
- ତେନାଲୀରାମାଙ୍କ ଚତୁରତା
- ପତ୍ନୀର ଯୋଗ୍ୟ ପତି
- ରାଜମୁକୁଟ
- କୁହୁକ ଢୋଲ
- ସତ ଲୁଚେନା
- ଶିକ୍ଷା କାହିଁକି
- ଶାଶ୍ୱତ ସନ୍ଦେଶ
- କୁକୁଡାର ନାଲିଚୁଳ
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ସମସ୍ୟାର ସମାଧାନ
- ଉତ୍ତରାଧିକାର
- ଦାସତ୍ତ୍ଵର ଶୃଙ୍ଖଳ
- ଘୃତଦାନ
- ଯେ ପାଂଚେ ପରମନ୍ଦ
- ଶିବ ପୁରାଣ
- ଚୋରର ଆଚରଣ ବଦଳିଗଲା
- ପ୍ରତିଶୋଧ
- କର୍ମ ହିଁ ଜୀବନର ମାନଦଣ୍ଡ
- କୁହୁଡି ଆମ୍ବ ବଉଳ
- ସିଂହ ଏବଂ ଗଧ କଥା
- ବଗୁଲିଆ ପିଲା ଲେଖକ ହେଲା
- ଚମ୍ପେଇ ନେଉଳ କାମୁଡେ ନାହିଁ
- ତୋ ବାବା ମୁଁ
- ବିବେକୀ ରାଜା
- ସନ୍ଦେହ ନିବାରଣ
- ଯଦୁମଣି ରହସ୍ୟ
- ମଦନ ସୁନ୍ଦର କଥା
- ଅସୁନ୍ଦର ସୁନ୍ଦର ଅଟେ
- ହରିଣ ଓ ଅଙ୍ଗୁର ଲତା
- ପରୀରାଇଜ
- ସମ୍ରାଟ ଅଶୋକ
- ସୁନାର ଆବିଷ୍କାର
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ବିଚରା ପଣ୍ଡିତ
- ବଦାନ୍ୟ ଜମିଦାର
- ବତ୍ରିଶ ସିଂହାସନ
- ଭୟ ପାଇଁ ଔଷଧ
- ଦସ୍ୟୁ ରାଜକୁମାର
- ଶ୍ରୀ ରାମକୃଷ୍ଣ ପରମହଂସ
- ବିନାମୂଲ୍ୟରେ ପ୍ରବେଶ
- ଘୋଡା ଓ ହରିଣର କଳି
- ମଖଦେବ ଜାତକ
- ସୁଯୋଗ ହରାଅ ନାହିଁ
- ଡାକିନୀ ଝିଅ
- ଦୁଇ ଦୃଷ୍ଟି
- ମହାରାଜା ବିକ୍ରମାଦିତ୍ୟ
- କାଉର ମୟୂର ଚାଲି
- ବକ ଜାତକ
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- କାରଣ
- ପବନ ଓ ସୂର୍ଯ୍ୟ
- କୃତଘ୍ନର ଶାସ୍ତି
- ମା ଆସନ୍ତି ନାହିଁ ବାପା ଆସନ୍ତି
- କୁକୁରର ଲାଞ୍ଜ
- ଅନ୍ତିମ ଇଚ୍ଛା
- ଅଳପ ହେଲେ ବି ଖୋଲା ମନରେ ଦାନ କର
- ବହୁମୂଲ୍ୟ ଉପହାର
- କୃପଣ ବଣିକ
- ଗଧ ଓ ଘୋଡା
- ନିର୍ଭୀକ ସଲମା
- ଦସ୍ୟୁ ରାଜକୁମାର
- ଗୁଡର କରାମତି
- ବୁଦ୍ଧିଆ ମହାଜନ
- ଭୁଲାପଣ
- ଦୁଃସାହସର ଫଳ
- ରାକ୍ଷସ ଓ ଦୁଇ ବନ୍ଧୁ
- ନୀଳବର୍ଣ୍ଣ ଶୃଗାଳ କଥା
- ସବୁଠାରୁ ଖରାପ ପିଲା ବି ପୁରସ୍କାର ପାଇଲା
- ମାମୁଁ ଘର ଓଳି ପୁଅ ହୋଇଛି
- ଯାଦୁ ମହଲ
- କ୍ରୋଧ ମଣିଷର ଶତ୍ରୁ
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଦକ୍ଷିଣା
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଆଜ୍ଞାବହ ଆରୁଣୀ
- ଉତ୍ତରାଧିକାରୀ
- ମିତ୍ରତାର ମୂଲ୍ୟ
- କୃଷ୍ଣାବତାର
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ଅମ୍ବା
- ବିଚିତ୍ର ଚିକିତ୍ସା
- ମୂଲ୍ୟ



