କ୍ରମେ ସେ ପିଲାମାନେ ବଡ ହେଲେ । ପୁଅ ପ୍ରଭାକର ଡାକ୍ତରୀ ପାଶ୍କରି ଆମେରିକା ଚାଲିଗଲେ । ସେଇଠି ଯାଇ ପ୍ରଭାକର ଚାକିରି କଲେ । ଏମିତି କିଛି ବର୍ଷ ଚାଲିଗଲା । ପ୍ରଭାକର ଆମେରିକାର ଗୋଟିଏ ଝିଅକୁ ବିବାହ କଲେ । ବାପ କାଶୀନାଥ ପାଖକୁ ଚିଠି ଦେଲେ । ତା’ପରେ ଆଉ ଚିଠିପତ୍ର କିଛି ବି ନାହିଁ । ତେଣେ ପ୍ରଭାକର ଆମେରିକାରେ ବାହା ହୋଇ ସେଠାକାର ସ୍ଥାୟୀବାସିନ୍ଦା ଭାବରେ ରହିଗଲେ । କେତେ ଆଶା କରିଥିଲେ ସେ କାଶୀନାଥ ବାବୁ । ହେଲେ ପୁଅ ପ୍ରଭାକରର ଏଭଳି କର୍ମ ଦେଖି ସେ କାଶୀନାଥ ବାବୁ ଅତ୍ୟନ୍ତ ମର୍ମାହତ ହେଲେ । ତାଙ୍କୁ ନ ପଚାରି ପୁଅ ତାଙ୍କର କେତେ ବଡ ଭୁଲ୍ ନ କଲା । ଏଭଳି ଭାବି ଭାବି ଶେଷରେ ସେ କାଶୀନାଥ ବାବୁ ପାଗଳ ହୋଇଗଲେ । ଦିନେ ରାତିରେ କାଶୀନାଥ ବାବୁ ତାଙ୍କ ଘର ଛାଡି କେଉଁଆଡେ ଚାଲିଗଲେ । ଆଉ କେବେବି ଫେରିଲେ ନାହିଁ । ବାପ ଓ ଭାଇ କେଉଁଆଡେ ଚାଲି ଯିବାର ଦେଖି ପ୍ରମିଳା ଏକଦମ୍ ନିଃସହାୟ ହୋଇ ପଡିଲା । ତାପରେ ସେ ଅନେକ କାନ୍ଦିଲା । ସେତେବେଳେ ସେ ପ୍ରମିଳାକୁ ତ ମାତ୍ର କୋଡିଏ, ଏକୋଇଶ ବର୍ଷ ବୟସ । ସେ ଗାଆଁରେ ବି ତା’ର ମାଉସୀ ଘର । ମାଉସୀକୁ ଛାଡି ଦେଲେ ସେ ପ୍ରମିଳାର ଆଉ ନିଜର ବୋଲି କେହି ବି ନାହାଁନ୍ତି । ତେଣୁ ସେ ପ୍ରମିଳା ତା’ ମାଉସୀ ଘରେ ହିଁ ରହିଲା । କଥାରେ କହନ୍ତି ମାଆ ଅଧା ମାଉସୀ ଓ ବାପ ଅଧା ପିଉସୀ । କିନ୍ତୁ ସେ ପ୍ରମିଳାର ମାଉସୀ ମାଆ ନୁହେଁ ବରଂ ଗୋଟେ କାଳ ନାଗୁଣୀ । ରନ୍ଧା ବଢାଠାରୁ ଆରମ୍ଭ କରି ଘରର ଯାବତୀୟ କାମ ପ୍ରମିଳା ହାତରେ କରାଇ ପ୍ରମିଳାର ମାଉସୀ କେବଳ ଆରାମ୍ରେ ଖାଆନ୍ତି ଏବଂ ଶୁଅନ୍ତି । ପ୍ରମିଳା ସବୁ ସହିଯାଏ । କିଛି ବି କହେ ନାହିଁ । ଚିରା ଶାଢି ଛିଣ୍ଡା ବ୍ଲାଉଜଟିଏ ପିନ୍ଧିଥାଏ । ନୁଖୁରା ବାଳ । ପ୍ରମିଳାର ମାଉସୀ ପ୍ରମିଳାକୁ ତେଲ କି ସାବୁନ୍ ଏମିତି କିଛି ବି ଦିଏ ନାହିଁ । ତେଣୁ କିଏ କେତେ କଥା ତାକୁ କହନ୍ତି । ଥଟ୍ଟା ପରିହାସ ବି କରନ୍ତି । ହେଲେ ସେ ପ୍ରମିଳା କାହାରି କଥା ଆଦୌ ଶୁଣେ ନାହିଁ । କାନ ବନ୍ଦ କରିଦିଏ ଦୁଇ ହାତରେ । ପ୍ରମିଳା ନଈକୁ ଗାଧୋଇ ବାହାରିଲେ ଛୋଟ ଛୋଟ ପିଲାମାନେ ପାଗଳୀ କହି ତାକୁ ଚିଡାନ୍ତି । ସେସବୁ ଶୁଣି ପ୍ରମିଳା ହସିଦିଏ । ହେଲେ କାହାରିକୁ କିଛି ବି କହେ ନାହିଁ ।
ନିରିମାଖି ଝିଅର ଭାଗ୍ୟ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ରୂପାନ୍ତର
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ହସର କାରଣ
- କୂପରୁ ମୁଦି ବାହାର କରିବା
- ଅସଲ କଥା
- ବାନର କୃତି
- ବିଚିତ୍ର ପୁଷ୍ପ
- ଅର୍ଥହୀନ ସ୍ୱାର୍ଥ
- ଅସନ୍ତୋଷର ରହସ୍ୟ
- ସବୁ ମାୟାରେ ବାୟା
- ବିଚିତ୍ର ସ୍ୱପ୍ନ
- ଦୂରଦୃଷ୍ଟି
- ବୋତଲ ଭୂତ
- ସୋମିଲାକ୍ ତନ୍ତ୍ରୀ କଥା
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ବୋକା ନା ବିବେକୀ?
- ଅସଲ ଆତସବାଜି
- ସଂଗେ ସଂଗେ ଧରିଆଣ
- ମାଡ
- ଅମାନିଆ ଛୁଆ
- ମହାଭାରତ
- ହୀରା ଫେରସ୍ତ
- କନକ ଉପତ୍ୟକାର କାହାଣୀ
- ଉଦାସୀନରାଜପୁତ୍ର
- କପଟୀକୁ ବିଶ୍ୱାସ କର ନାହିଁ
- ମହାଭାରତ
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ଶିଳ୍ପୀର ଇଚ୍ଛା
- ତିନି ତାନ୍ତ୍ରିକ
- ରାକ୍ଷସୀର ମୁକ୍ତି
- ଫୁଲ ଝଡିପଡେ କାହିଁକି?
- ବୀର ହନୁମାନ
- ରେଡକ୍ରସ ଜନ୍ମଦାତା
- ଠକ ସହିତ ଠକାମୀ
- ବୁଢୀ ଓ ଯୁବତୀ ସ୍ତ୍ରୀ
- ନିର୍ଭରତା ଶିଖ
- ବୁଦ୍ଧି ଓ ବିବେକ
- ଚାରୀ ସୁନ୍ଦରୀ ଓ ମେଣ୍ଢା କଥା
- ଭୂତ ଅନୁଭୂତି
- ଉତ୍ତର ରାମାୟଣ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ବ୍ରହ୍ମଜ୍ଞାନୀ ଶୁକମୁନି
- ବିନା ବିଚାରରେ ଯିଏ କିଛି କରେ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- କୂପର ବିବାହ
- ପଦ୍ମାବତୀ କଥା
- ତାନ୍ତ୍ରିକ
- ଅସଲ ମିତ୍ର
- ଗୁରୁ ଆଶୀର୍ବାଦ
- ମହାଭାରତ
- ବିରବଲଙ୍କର ବୁଦ୍ଧି
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ନ୍ୟାୟ ବିଚାର
- ସେମାନେ ବି ଥିଲେ ସହଯାତ୍ରୀ
- କୁହୁକ ହାଣ୍ଡି
- ଜିଦି
- ମଧୁମାଳତୀ କଥା
- ଦେବୀଭକ୍ତ
- ବିପଦକୁ ମୁକାବିଲା
- ସାଧୁ ଓ ଛଦ୍ମବେଶୀ
- ଭାଗ୍ୟକୁ ବିଶ୍ୱାସ
- ଦୁଷ୍ଟା ଦାସୀ
- ଦୋମୁହାଁ ବିଚାର
- ହାଡଗିଳା ଭୂତ
- ମହାଭାରତ
- ସୋମସେନଙ୍କ ଚିତ୍ର
- ଚତୁର ପ୍ରଶ୍ନ
- ଗୋପାଳର ଚଣ୍ଡୀ ପାଠ
- ରଜାପୁଅ ଓ ମାଙ୍କଡ ରାଣୀ
- ପ୍ରକୃତ ପୂଜକ
- ସମସ୍ୟାର ସମାଧାନ
- ରାକ୍ଷସ ଓ ସାହସୀ ପିଲା
- ଗୁଣ୍ଡୁଚି ପିଠିରେ ଗାର
- ଭୁଲାପଣ
- ଭୀମସେନ ଜାତକ
- ଅରିଷ୍ଟନେମି
- ବାଚାଳ ଶୁକପକ୍ଷୀ
- ଜ୍ଞାନ ଓ ଭାଷଣ
- ନିରର୍ଥକ ଉପାୟ
- ଉଦାରତା
- ସିଂହ ଆଉ ହରିଣ
- ରାଜ କୁମାରଙ୍କର ପରିବର୍ତ୍ତନ
- ଭାଇଭାଗ
- ଡାହାଣୀ ଓ ସାହାସୀ ଭଉଣୀ
- ଶାପ ମୁକ୍ତି
- ବିଷ୍ଣୁ ପୁରାଣ
- ଆୟ ଦେଖି ବ୍ୟୟ କର
- ମହାଭାରତ
- କଚ
- ଯେସାକୁ ତେସା
- ନର୍ତକ ଛାଗଳ
- ଦୟାବତୀ ଭରତାମ୍ମା
- ରହେ ତା’ ଆଦର ଯଶ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ଠେକୁଆ ଏବଂ ଭୂମିକମ୍ପ
- ଯେସାକୁ ତେସା
- ଏହା ଯେ ଦୁଇଟି ଗଧର
- ବୀର ହନୁମାନ
- ନିଶ୍ରାଗ୍ରସ୍ତ
- ଦୁଇ ବିରଳ ବିପ୍ଳବୀ
- କୁକୁର ଶିଖେଇଲା ବୁଦ୍ଧି
- ମୂଲ୍ୟ
- ଭୀରୁର ଭୂମିକା
- ପିଣ୍ଡଦାନ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ମାୟାଚିତ୍ର
- ସର୍ପ – ମନ୍ତ୍ର
- ବୀର ହନୁମାନ
- ବିଶ୍ୱାସରେ ବିଷ
- ମନ୍ଥରକ ତନ୍ତୀ କଥା
- ଆରୋଗ୍ୟ ରହସ୍ୟ
- ଅନ୍ଧ ରାଇଜ
- ନୂତନ ପଞ୍ଜିକା
- ସାପ ଓ ବେଙ୍ଗ
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- ପରୀରାଇଜ
- ମହାଭାରତ
- ବାକ୍ୟବିନ୍ୟାସ
- ଶିବୁର ଚାଲାକି
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ଗାରୁଡି ମନ୍ତ୍ର
- ସାଗର ଓ ନଦୀ କଥା
- ଶିବ ପୁରାଣ
- କାଉର ଦୁଃସାହସ
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି
- ବିଟପି ରାଜକୁମାରୀ କାହାଣୀ
- ପତିବ୍ରତା
- ମୁକ୍ତି
- ବୀର ହନୁମାନ
- ବେକା ନା ଭଦ୍ର?
- ଶତ୍ରୁକୁ ମିତ୍ର କରିବା ଉପାୟ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ସତ ଲୁଚେନା
- ପୁରସ୍କାର – ପ୍ରୋତ୍ସାହନ
- ସୁଧଖୋର୍ ଓ ପିଶାଚ
- ପ୍ରକୃତ ଶୁଭେଚ୍ଛୁ
- ଲାଗିଲେ ଛାଡିବିନି
- ସ୍ୱପ୍ନରୁ ବାସ୍ତବ
- ମା ଆସନ୍ତି ନାହିଁ ବାପା ଆସନ୍ତି
- ସମ୍ରାଟ ଅଶୋକ
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- ଶୁଆ ପକ୍ଷୀର ଚାତୁରୀ
- ଅଳଙ୍କାର!
- ଭଗବାନ କାହାର
- ଗୋପାଳର ମୃଗୀ ରୋଗ
- ବିଷ୍ଣୁ ପୁରାଣ
- ଦାରୁ ଓ ଦିଅଁ
- ବିଷ୍ଣୁଙ୍କ ମାୟା
- ପରନ୍ତପ ଜାତକ
- ଦୁଃଶ୍ଚରିତ୍ରା ନାରୀ
- ସିଂହ ଏବଂ ଗଧ କଥା
- ସତ୍ସଙ୍ଗର ଫଳ
- ବୋକା ବ୍ରାହ୍ମଣ କଥା
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ରାଜପଦର ମହତ୍ୱ
- ଗର୍ବ କଲେ ଖର୍ବ ହୁଏ
- ଈଶ୍ୱର ପ୍ରାଥନାର ଚମତ୍କରିତା
- ଅକ୍ଷୟପାତ୍ର
- ଶିବ ପୁରାଣ
- ମହତ୍ତ୍ୱ ପରୀକ୍ଷା
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- କୋକୀର ସିଂହ ସହିତ ବନ୍ଧୁତା
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ଯାଦୁ ମହଲ
- କୌଶଲ୍ୟା କଥା
- ବିଚିତ୍ର ବୀଣା
- ଗୁରୁଜନଙ୍କ ଆଶୀର୍ବାଦ
- କୁକୁରର ପ୍ରଭୁ ଭକ୍ତି
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ରାଜଦୂତର ଧର୍ମ
- ବନପରୀ
- ବୀର ହନୁମାନ
- ଶିଆଳ ରାଜା କଥା
- ମା’ ସାନ୍ଧିଲିଙ୍କ କଥା
- ବନ୍ଧୁଙ୍କ ଅସୁଲି
- ଗୋପାଳର ଘର ଦେଖିବା
- ଦଧିବାହନ ଜାତକ
- ଝାଡୁଦାରର ବିବାହ
- ସିଂହର ଛୁଆ
- ରାକ୍ଷସ ଓ ଦୁଇ ବନ୍ଧୁ
- ନମ୍ରଭାବ ଶ୍ରେଷ୍ଠ କରାଏ
- ବିଷ୍ଣୁଭକ୍ତ ଗଜରାଜ
- ବୁଦ୍ଧିମାନ ବୃଦ୍ଧ
- ସୁନ୍ଦରୀ ପରୀରାଣୀ
- ଧନ୍ୟ ଶିବାଜୀ ଧନ୍ୟ
- ସନ୍ତରଣ ବିଦ୍ୟା
- ଗଧ ମନେ ମନେ ଠାକୁର
- ଅଶୁଭ ଗୃହ
- ଝୁଡି ଓ ବୁଢାବାପା
- ପୁଣ୍ୟ ଦାନ
- ଗୋପନୀୟ କାରଣ
- ତ୍ୟାଗ ଓ ଭୋଗ
- ଚଢେଇର ମନ୍ଦବୁଦ୍ଧି
- ଡାକୁ ଭୈରବ
- ସାହସୀ ଶ୍ରୀକାନ୍ତ



