ରାଜୁ ଓ ବିଜୁ ଦୁଇ ସାଙ୍ଗ । ସେ ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ଶ୍ରେଣୀ ଗୃହରେ ପାଖାପାଖି ହୋଇ ମଧ୍ୟ ବସନ୍ତି । ଦୁଇଜଣଙ୍କର ଗୋଟିଏ ମନ । ଖାଇବା, ଶୋଇବା, ସମୟତକ ଛାଡି ସବୁବେଳେ ସେମାନେ ଏକାଠି ଖେଳନ୍ତି ଓ ବୁଲନ୍ତି । ରାଜୁ ଓ ବିଜୁ ଦୁଇ ଜଣଙ୍କ ମଧ୍ୟରେ ବିଜୁ ଅତ୍ୟନ୍ତ ଦୁଷ୍ଟ । ୟା’ ତା’ ବାଡିରେ ପଶି ପିଜୁଳି କାକୁଡି ଆମ୍ବ ପ୍ରଭୃତି ଚୋରି କରେ । ବିଜୁର ସ୍ୱଭାବ ଏତେ ଖରାପ ବୋଲି ରାଜୁ ତ ଆଉ ଜାଣି ନଥାଏ । ରାଜୁର ସ୍ୱଭାବ ଅତ୍ୟନ୍ତ ଭଲ । ନିହାତି ଶାନ୍ତ, ସରଳ, ଉଦାର ସ୍ୱଭାବର । କୌଣସି ଉପାୟରେ ରାଜୁ, ବିଜୁର ମନ୍ଦ ସ୍ୱଭାବ ଜାଣିପାରିଲା । ବିଜୁକୁ ବୁଝାଇଲା ରାଜୁ । ରାଜୁ କହିଲା, ଦେଖ ବିଜୁ ‘ଚୋରି କରିବା ମହାପାପ’ । ତୁ କହିଲୁ ବିଜୁ ସମସ୍ତେ ଯେତେବେଳେ ତୋର ମନ୍ଦ ସ୍ୱଭାବ ଜାଣିଯିବେ ଘରେ ଓ ବାହାରେ ସମସ୍ତେ ତୋତେ ଘୃଣା କରିବେ । ତୁ, ତ ଜାଣୁ ବିଦ୍ୟାଳୟରେ ଗୁରୁଜୀ କହନ୍ତି, ଘରେ ବାପା, ମାଆ ବି କହନ୍ତି, ‘ଚୋରି କରିବା ମହାପାପ’ । ଏମିତି ଛୋଟ ଚୋରି କରୁ କରୁ ତୁ ବଡ ଚୋର ହୋଇଯିବୁ । ବାପାର ନାଆଁ ପକାଇବୁ, ସମସ୍ତେ କହିବେ ଅମୁକ ପୁଅଟା ଚୋରଟାଏ । ଚୋରଟାର ମାନସମ୍ମାନ କିଛି ବି ନାହିଁ । ତୁ ମୋ କଥା ମାନ ବିଜୁ । ତୁ ଚୋରି ଆଦୌ କର ନାହିଁ । ବିଜୁ ରାଜୁର ସବୁ କଥା ଶୁଣିଲା, ହେଲେ ଏ କାନରେ ପୂରାଇ ସେ କାନରେ ବାହାର କରିଦେଲା । ବିଜୁର ତ ଚୋରି କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେ ସେହିଭଳି ଚୋରି କରି ଚାଲିଲା । ବିଜୁର କୌଣସି ପରିବର୍ତ୍ତନ ନ ଦେଖି ରାଜୁ ଆଉ ବିଜୁ ସହିତ କଥାବାର୍ତ୍ତା କଲା ନାହିଁ । ରାଜୁ ବିଜୁକୁ କହିଲା ତୁ ଆଉ ମୋ ସାଙ୍ଗରେ କଥାବାର୍ତ୍ତା କର ନାହିଁ କି ସାଙ୍ଗ ବି ହେବୁ ନାହିଁ ।
ପରିବର୍ତ୍ତନ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ପେଟେଂଟ ମେଡିସିନ୍
- ବିଶ୍ୱାସ ଘାତକ
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- କାବ୍ୟ ରସିକ
- ସଫଳତା ପାଇଁ ଉଦ୍ୟମ ଲୋଡା
- ପାପ
- ପକ୍ଷୀ ଗଣତି
- ପାଞ୍ଚ ପ୍ରଶ୍ନ
- ଚକ୍ରଧରର କାହାଣୀ
- ହଠାତ୍ ବିନୟ!
- ବନ୍ଧୁମିଳନ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଲାଉର ତୀର୍ଥ ଦର୍ଶନ
- ଅଳଙ୍କାର!
- ଓଟର ନାଚ
- ବଧୁ ନିର୍ବାଚନ
- ତିନି ତାନ୍ତ୍ରିକ
- ବିଷ୍ଣୁ ପୁରାଣ
- ହସ ଏବଂ ଲୁହ
- ଆମ ସଂସ୍କୃତି
- ଓଟ ବେକ ବଙ୍କା
- ସମ୍ମାନ ପାଇଁ ଯୋଗ୍ୟତା
- ପଶୁପକ୍ଷୀଙ୍କ ଶବ୍ଦ
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- ସୁପାରିଶ୍ ପତ୍ର
- ନର୍ତକ ଛାଗଳ
- ଗୋପନୀୟ କାରଣ
- ଏମିତି ଭାଇ ଜଗତେ ନାହିଁ
- ଗୁଣ ବଡ ନା ସଂଖ୍ୟା ବଡ
- କୃଷ୍ଣାବତାର
- କେଁ କେଁ ଶଗଡ
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ବଡ କିଏ?
- ଦସ୍ୟୁ ରାଜକୁମାର
- ଗଧ ଓ ଘୋଡା
- ଧାନ କ୍ଷେତ
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- ହରିଣର କୁଣିଆ
- ଘୋରକର ଉଦାରତା
- ଶତ୍ରୁ – ମିତ୍ର
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଅହଂକାରର ପରିଣତି
- ତିନୋଟି ପରୀକ୍ଷା
- ଯେସାକୁ ତେସା
- ମଣିଷପଣିଆ
- ମନ୍ତ୍ରୀ ନିର୍ବାଚନ
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ଶିବମଲ୍ଲଙ୍କ କାହାଣୀ
- ଲାମା ଓ ଦସ୍ୟୁ
- ପରିବର୍ତ୍ତନ
- ଏକ ହଜାର ଏକଶ ଷୋହଳ
- ଭାଗ୍ୟ
- ଗୋପାଳ ଓ ତାହାର ସ୍ତ୍ରୀ
- ଦିବ୍ୟଦୃଷ୍ଟି
- କୂପର ବିବାହ
- ଅଦ୍ଭୁତ ଅସ୍ତ୍ର
- ଚଷାର ଯୁକ୍ତି
- ମହାଭାରତ
- ବିଧବା ସ୍ତ୍ରୀଟିର ବିଚାର
- କଳାବତୀ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ରାଣୀ ପସନ୍ଦ
- ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ
- କେହି କାହାର ପ୍ରଭୁ ନୁହଁନ୍ତି
- ମାଛି ସନ୍ଦେଶ ଖାଉଛି
- ଦୂର ପରବତ
- ଏକ ବୃଦ୍ଧ ବଣିକର କାହାଣୀ
- ପାଣ୍ଡିତ୍ୟ
- ବେତାଳ ସମ୍ମୁଖେ କମଳିନୀ
- ଜୟ ପରାଜୟ
- ପରିଶ୍ରମର ଫଳ
- ହାରଜିତ୍
- ଭୂତ ଅନୁଭୂତି
- ଅଦ୍ଭୁତ ମଣିଚୁଳ କଥା
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ମଖଦେବ ଜାତକ
- ନାରୀ ମାୟା ଦେବେ ଅଗୋଚର
- ବିଶ୍ୱାସଘାତକତାର ଫଳ ଅତି ବିଷମ
- କର୍ମ ହେଉଛି ଭଗବାନ୍
- ବୀର ହନୁମାନ
- ପରିଶ୍ରମ ହିଁ ଶ୍ରେଷ୍ଠ
- କୃଷ୍ଣାବତାର
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ସନ୍ନ୍ୟାସୀ ଏବଂ ମୂଷା
- ବୁଝାମଣା
- ବେପାରୀ-ମନ
- ଦୁଷ୍ଟ ଘୋଡା
- ସାବାସ୍ ଗୌରବ
- ଉତ୍ତମ କାବ୍ୟ
- ପଣ୍ଡିତଙ୍କ ଆଶୀର୍ବାଦ
- ଅନ୍ୟର ହୃଦୟ ଜୟକର
- ଆଶାବାନ ଚୋର
- ମାନବ ସେବାହିଁ ଶ୍ରେଷ୍ଠ ଧର୍ମ
- ପରିବର୍ତ୍ତନ
- ମହାଭାରତ
- ସୂର୍ଯ୍ୟଦେବଙ୍କ ବାହାଘର
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ବହ୍ନି ଦ୍ୱୀପ
- ଈଶ୍ୱର ଏକ
- ଶାଶ୍ୱତର ଆକର୍ଷଣ
- ମିତ୍ରତାର ମୂଲ୍ୟ
- ଇଏ ମଣିଷ ନା ଦେବତା
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ଦେବୀଭକ୍ତ
- ମାଙ୍କଡ ଓ ଗୁଣ୍ଡୁଚି ମୂଷା
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ରାଣୀଙ୍କର ଯାତ୍ରା ଦେଖା
- ସାଧୁ ଭକ୍ତ
- ଦ୍ୱାଦଶ ରାଜକୁମାରୀ କାହାଣୀ
- ମାଛ ଶିକାର
- ସାଷ୍ଟାଙ୍ଗ ପ୍ରଣିପାତ
- ଭୀମସେନ ଜାତକ
- କୁକୁରର ଲାଞ୍ଜ
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ବିଷ୍ଣୁଭଟ୍ଟ ବିରଚିତ
- ଶିବ ପୁରାଣ
- ସବୁଠାରୁ ବଡ ଶିଶୁ
- ଠକ ନଗରୀ
- ମନ୍ତ୍ରଶକ୍ତି
- ବଗଲା-ବଗୁଲୀଞ୍ଚ
- ଈର୍ଷ୍ୟା
- ଚମ୍ପା ଓ ଚୁନ୍ନି
- ମହା ଗଧ
- ବଣ ଆମର ବନ୍ଧୁ
- ସତ୍ୟ ବିଚାର
- ହୃଦୟ ପରିବର୍ତ୍ତନ
- ପବିତ୍ର ଜୀବନ
- ସତ୍କର୍ମର ପୁଣ୍ୟଫଳ
- ଭିନ୍ନ ବିଦ୍ୟା
- ମହାଭାରତ
- ପକ୍ଷୀ ଏବଂ ମାଙ୍କଡ କଥା
- ବନ୍ଧୁଙ୍କ ଅସୁଲି
- ଅନୁତାପର ନିଆଁ
- କାଳିଆ ଭରସା
- ସୋମସେନଙ୍କ ଚିତ୍ର
- ବୀର ହନୁମାନ
- ଦସ୍ୟୁରାଜକୁମାର
- ଦୁଇବନ୍ଧୁ
- ସମୁଚିତ ଶାସ୍ତି
- ଶ୍ରମଚୋର
- ହୁସ୍ ହୁସ୍
- ପାଷାଣ ବୋହୂ
- କାମ କନ୍ଦଳା କଥା
- ନ୍ୟାୟ ବିଚାର
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ଗଧ ଏବଂ ଧୋବାର କାହାଣୀ
- ମହାଭାରତ
- ଅସୁନ୍ଦର ସୁନ୍ଦର ଅଟେ
- କୁଜାର ଭେଳିକି କାରସାଦି
- ସିଦ୍ଧିଲାଭର ସଦୁପଯୋଗ
- ଝାଡୁଦାରର ବିବାହ
- ଶିବଲୀଳା
- ମହାଭାଗ୍ୟ
- କପଟୀକୁ ବିଶ୍ୱାସ କର ନାହିଁ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ଠେକୁଆ ଏବଂ ଭୂମିକମ୍ପ
- ବନ୍ଧୁତା
- ପ୍ରମାଣ
- କୃଷ୍ଣାବତାର
- ବକ ଜାତକ
- ଏ ବାକ୍ସ କାହାର?
- ମହତ୍ତ୍ୱ ପରୀକ୍ଷା
- ଈଶ୍ୱରଙ୍କ ଇଚ୍ଛା
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- କନ୍ୟା ନର୍ମଦା
- ଡାକୁ
- ଠକ ସହିତ ଠକାମୀ
- ପ୍ରକୃତ ସନ୍ନ୍ୟାସୀ
- ବଳ ଓ ତେଜ
- ପରିପୂର୍ଣ୍ଣ ମାନବିକତା
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ଜିଦି
- କୀର୍ତ୍ତି!
- ପିଣ୍ଡଦାନ
- ସୁଖୀ ପରିବାର
- ରାଜାଙ୍କର କୋଷ୍ଠ ସାଫ୍
- ସିଦ୍ଧୁର ଅହଂକାର
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ହଜାରେ ବାଲ୍ଟି ପାଣି
- ମତ ପରିବର୍ତ୍ତନ
- ମାତୃଭକ୍ତ ପରଶୁରାମ
- ବିଚିତ୍ର ବୀଣା
- ଚମତ୍କାର ହିସାବ!
- ଅହଂକାର ସବୁ ଅନିଷ୍ଟର ମୂଳ
- ଉପକାରୀ ଇଗଲ୍
- ମହାଭାରତ
- ହେଟାର ଖରାପ ଉଦ୍ଧେଶ୍ୟ
- ଗୁପ୍ତଦଲିଲ୍
- ଦୋଷୀ କିଏ?
- ଚିରୁଗୁଣୀ
- ଦସ୍ୟୁ ରାଜକୁମାର
- ଅଳିଆ
- ସୁନାଲୋଭୀ ମିଦାସ୍
- ଅଧିକାର
- ବେଙ୍ଗ ଏବଂ କଳାନାଗ କଥା
- ସେତ ଆମରି ମାଆ
- ଜିଦ୍ଖୋର ଶାସକ



