ଏହାପରେ ଉଭୟେ ସାଙ୍ଗ ହୋଇ ବସାକୁ ଫେରିଲେ । କିଛି ସମୟପରେ କୁଆଟି ମଧ୍ୟ ବସାକୁ ଫେରିଆସିଲା । ବସାରେ ଶୃଗାଳକୁ ଦେଖି ହରିଣକୁ ପଚାରିଲା, “ଭାଇ! ଏହି ଜନ୍ତୁଟି କିଏ ଆମ ବସାରେ ଆସି ରହିଲାଣି ।” କୁଆର କଥା ଶୁଣି ହରିଣ କହିଲା, “ଭାଇ! ଏ ହେଉଛି ଏକ ଶୃଗାଳ, ସେ ଆମ ସହିତ ବନ୍ଧୁତା ସ୍ଥାପନା କରି ରହିବାକୁ ଚାହୁଁଛି । କୁଆ ତ’ ମହା ଚତୁର । ସେ ହରିଣକୁ ଏକାକୀ ପାଖକୁ ଡାକି କହିଲା, “ଦେଖ ଭାଇ! ଆମେ ସେହି ଶୃଗାଳ ସଂପର୍କରେ କିଛି ଜାଣି ନାହୁଁ । ଅଜଣା ଅଶୁଣା ବ୍ୟକ୍ତିକୁ କଦାପି ଗୃହରେ ଆଶ୍ରୟ ଦେବା ଉଚିତ୍ ନୁହେଁ । ସୁବିଧା ସୁଯୋଗ ଦେଖି ସେ ଗୃହସ୍ଥକୁ ବିପଦରେ ପକାଇଥାଏ । ତେଣୁ ଆମେ ଗୋଟିଏ କାମ କରିବା । ଶୃଗାଳ ଯେତେବେଳେ ଏଠାରେ ଆସି ରହିଲାଣି ତାକୁ ତ’ ଆମେ ବାହାର କରିଦେଇ ପାରିବାନି । ଆମେ ଏହି ସ୍ଥାନ ଛାଡି ଚାଲ ଅନ୍ୟତ୍ର ପଳାଇବା । କୁଆର କଥାକୁ ହରିଣ ଠିକ୍ ବୁଝିପାରିଲା । କିନ୍ତୁ ନିଜ ବାସସ୍ଥାନ ଛାଡି ଯିବାକୁ ମନ କଲା ନାହିଁ । ଦିନେ ଶୃଗାଳକୁ ପାଖକୁ ଡାକି କହିଲା, “ବନ୍ଧୁ! ତୁମର ଏଠାରେ କୌଣସି ଆବଶ୍ୟକତା ନାହିଁ । ମୁଁ ତୁମ ସହିତ ମିତ୍ରତା କରିବାକୁ ଚାହୁଁନି । ତୁମେ ଦୟାକରି ଏଠାରୁ ଦୂରେଇ ଯାଅ ।” ହରିଣର କଥା ଶୁଣି ଶୃଗାଳଟି ହରିଣଙ୍କୁ ନିଜ ପ୍ରକୃତ ରୂପ ଦେଖାଇ ଆକ୍ରମଣ କରନ୍ତେ ହରିଣଟି ଦ୍ରୁତ ଗତିରେ ଜଙ୍ଗଲକୁ ଦୌଡ଼ି ପଳାଇଲା । ତେଣୁ ପ୍ରକୃତ ବନ୍ଧୁ ହିଁ ଠିକ୍ ଉପାୟ ବତାଏ ।
ବନ୍ଧୁତ୍ୱ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଶାଶ୍ୱତ ସନ୍ଦେଶ
- ପରୋପକାରୀ
- ସୁଧଖୋର ରତନଲାଲ୍
- ଠେକୁଆ ଏବଂ ଭୂମିକମ୍ପ
- ରାଜା ଏବଂ ଝାଡୁଦାର କଥା
- ଚକ୍ରଧରର କାହାଣୀ
- ଶିବ ପୁରାଣ
- କୃଷ୍ଣାବତାର
- ଅକୃତଜ୍ଞକୁ ଶାସ୍ତି
- ଭୂତ ଅନୁଭୂତି
- ରୂପଧରଙ୍କ ଯାତ୍ରା
- ମର୍ତ୍ତ୍ୟ ବୈକୁଣ୍ଠ
- ଚତୁର ମାଙ୍କଡ
- ଉପଯୁକ୍ତ ବର
- କପୋଳ କଳ୍ପିତ
- ପାଖରେ ଶୁଏ କାନରେ କହେ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- ଧୂସର ଦୁର୍ଗ
- ବୀର ହନୁମାନ
- ମାଟି ଓ ଆଖୁ
- ବଦାନ୍ୟ ଜମିଦାର
- ମହାନ୍ କିଏ?
- ତିନୋଟି ପ୍ରଶ୍ନ
- ହନୁ କରଣ
- ଚିରୁଗୁଣୀ
- କୁଜାର କୁହୁକ ଲଢେଇ
- ଜଡ ଭରତ
- କୁଆ ଗଣତି
- ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ
- ଚତୁରୀ ରମଣୀ
- ବୁଧିଆ ଶିଆଳ
- ଠକ ନଗରୀ
- ରାଜା ଓ କଳାକାର
- ବିଷ୍ଣୁ ପୁରାଣ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ଛିଟିକିଣି
- କଇଁଚର ଉଡିବାକୁ ଇଚ୍ଛା
- ଗୋ-ପାଳକର ପତ୍ନୀ
- ଗୋପାଳ ଓ ତାହାର ସ୍ତ୍ରୀ
- ବୀର ହନୁମାନ
- ଯଥାର୍ଥ ଐଶ୍ୱର୍ଯ୍ୟ
- ଶିଆଳ ଓ ଠେକୁଆ
- ସଦାନନ୍ଦ
- ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ
- ଭାଗ୍ୟ – ଦୁର୍ଭାଗ୍ୟ
- ଆଶୀର୍ବାଦ ବି ଅଭିଶାପ
- କମଳିନୀ ବିବାହ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ନାରାୟଣ ଓ ନଡିଆ
- ଚମ୍ପା ଓ ଚୁନ୍ନି
- ଘଂଟି ବନ୍ଧା ଓଟ କଥା
- ସୁନା ପାଇଁ କାହିଁକି ଲୋଭ
- କୁକୁରର ଲାଞ୍ଜ
- ରାଜନୀତି
- ମହାବଳୀ
- ଶଗଡିଆ ଓ ଶଗଡ ଗାଡି
- ପିଶାଚର ଦୁରାଶା
- ଦ୍ୱାଦଶ ରାଜକୁମାରୀ କାହାଣୀ
- ସଫଳତା ପାଇଁ ଉଦ୍ୟମ ଲୋଡା
- ରତ୍ନ ମଞ୍ଜରୀ କଥା
- ବୀର ହନୁମାନ
- କବିର ପରୀକ୍ଷା
- ଅତ୍ୟାଚାରୀ ମାଲିକ
- ପିଶାଚର ସାହାଯ୍ୟ
- ଅନ୍ୟକୁ ଉପଦେଶ
- ବିଟ ପୁରୁଷର ପ୍ରେମ
- ସ୍ୱର୍ଗ ରାଜାଙ୍କ ଶୁଆ
- ଲୋଭୀର ଧନ
- ରୂପ-ସୁନ୍ଦରୀ କଥା
- ଦସ୍ୟୁରାଜକୁମାର
- ସେତ ଆମରି ମାଆ
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ରଘୁର ରସିଦ୍
- ଭାଗ୍ୟର ବିଡମ୍ବନା
- ଭୁଲାପଣ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ଦୁଇ ବିଦ୍ୟାର୍ଥୀ
- କୁଆ ଏବଂ ପେଚା କାହାଣୀ
- ବୁଦ୍ଧିମତୀ ରାଜକୁମାରୀ
- ମଲାମୂଷାର ମୂଳଧନ
- ପୁରସ୍କାର
- ବନ୍ଦିନୀ ପରୀ
- ରଙ୍ଗୀନ୍ ମୟୂର
- ସନ୍ତୋଷଲାଭର ରହସ୍ୟ
- ଦୁଇ ବିରଳ ବିପ୍ଳବୀ
- ଶିକ୍ଷା କାହିଁକି
- ଅଭିନବ ପରୀକ୍ଷା
- ଦୁଇ ଡାକୁ
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ଦିବ୍ୟଗୁଣ
- ଶିକାରୀ ଏବଂ ପକ୍ଷୀ
- ଓଟ ବେକ ବଙ୍କା
- ଶିବି ଜାତକ
- ଯୀଶୁ ଓ ତିନି ଗଛ କାହାଣୀ
- ବନଦେବୀଙ୍କ କୃପା
- ମଣିଷପଣିଆ
- କାଉର ମୟୂର ଚାଲି
- ମନ୍ତ୍ରର ପ୍ରଭାବ
- ବିଗୁଲ୍
- ପୁଅଙ୍କ ପାଇଁ ବୁଢାର ଧନ
- ସୋମସେନଙ୍କ ଚିତ୍ର
- ନିଶର ଦାସ
- ବର୍ଷା ରାତିର ଚୋର
- ବିଚିତ୍ର ପୁଷ୍ପ
- ସ୍ୱାର୍ଥ ଓ ପରାର୍ଥ
- ସାହସୀ
- ବନ୍ଧୁତା
- ବିଚିତ୍ର ପୁଷ୍ପ
- ଉଦାରତା
- ଅହଂକାର ସବୁ ଅନିଷ୍ଟର ମୂଳ
- ଲୀଳାବତୀ କଥା
- କନକ ସୁନ୍ଦରୀ
- ବିଷ୍ଣୁ ପୁରାଣ
- ସର୍ବୋତ୍ତମ ଔଷଧ
- ମହାଶିଳ୍ପୀ
- ଜାଦୂର ଥଳି
- ଭୂତ ଏବଂ ଅସଲ ଭୂତ
- ଏକ କ୍ରୀତଦାସର କାହାଣୀ
- ପ୍ରକୃତ ପ୍ରତିନିଧି
- ଯଥା ରାଜା ତଥା ପ୍ରଜା
- ଆଶା – ନିରାଶା
- ନିଃସ୍ୱାର୍ଥପର ଲୋକ
- ଉତ୍ତର ରାମାୟଣ
- ପଶୁପକ୍ଷୀଙ୍କ ଶବ୍ଦ
- କଇଁଛର ଧୀର ଚାଲି
- ବିଲୁଆ ଏବଂ ସିଂହ କଥା
- ବିନାମୂଲ୍ୟରେ ପ୍ରବେଶ
- ସୋମିଲାକ୍ ତନ୍ତ୍ରୀ କଥା
- କଳାକାର
- କର୍ମ ହେଉଛି ଭଗବାନ୍
- ହଂସୀ ପରୀ
- ବୈଦେହୀ କଥା
- ସମୟର ମୂଲ୍ୟ
- ସଫଳତା
- ତଥାସ୍ତୁ ଦେବତା
- ପରୀକନ୍ୟା
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଶତ୍ରୁକୁ ସତ୍କାର
- ଗନ୍ଧର୍ବର ବିସ୍ମୟ
- ବିଷ୍ଣୁ ପୁରାଣ
- ଚିତ୍ରଲେଖା କଥା
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- କୁଜାର ଭେଳିକି କାରସାଦି
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଚିକିତ୍ସା
- ପ୍ରତିଶୋଧ
- ବନ୍ଧୁତ୍ୱ
- ଅସନ୍ତୋଷର ରହସ୍ୟ
- ସନ୍ଦେହ
- ଚାଷୀର ପ୍ରାର୍ଥନା
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ଉତ୍ତରାଧିକାରୀର ଅଧିକାର
- ଭାଗ ବଣ୍ଟା
- ଦସ୍ୟୁ ରାଜକୁମାର
- ଶ୍ରେଷ୍ଠ ବୈଦ୍ୟ
- ଆଗନ୍ତୁକା
- ସନ୍ଥ ଜିଲାନୀଙ୍କ ବଡପଣିଆ
- ସତ୍ୟ ଅସତ୍ୟ
- ନିଷ୍ପତି ବଦଳ
- କିନ୍ତୁ!
- ମନ୍ତ୍ର – ସିଂହାସନ
- ରାମନାଥଙ୍କ ବୁଦ୍ଧି
- ବିଧି ନିର୍ଦ୍ଦିଷ୍ଟ
- କୋକୀର ସିଂହ ସହିତ ବନ୍ଧୁତା
- ଠେକୁଆ ଓ ମହୁଫେଣା
- ଯେପରି କର୍ମ ସେପରି ଫଳ
- ସେମାନେ ବି ଥିଲେ ସହଯାତ୍ରୀ
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- ମିଛୁଆ, ଖଚୁଆ, ଚୁଗୁଲିଆ
- ଜାଗୃତିର ପ୍ରତୀକ
- ହୀରା ଫେରସ୍ତ
- ବିଚାର କରି କାମ କଲେ ତାହା ହିତକର ହୁଏ
- ପ୍ରାର୍ଥୀ ମନୋନୟନ
- କୃଷ୍ଣାବତାର
- ଅତି ଲୋଭରେ ବଂଶ ବୁଡେ
- ସତ କେବେ ଲୁଚି ରହେନା
- କୁବେରଙ୍କ ଗର୍ବ ଭାଙ୍ଗିଲା
- ସୁଖଦୁଃଖର ସାଥୀ
- ବସଣୀ ଚୋରି
- ନିରକ୍ଷର
- ଭାଗ୍ୟକୁ ବିଶ୍ୱାସ
- ସବୁ କଥାରେ ଦୁଇଟି ପଟ
- ସାହସ
- ବୀର ହନୁମାନ
- ବୁଝାମଣା
- ବଗୁଲିଆ ବନେଇ ଅଜା
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ଦୂରଦ୍ରଷ୍ଟା ବଣିକ
- ଶ୍ରେଷ୍ଠ ବିଦ୍ୟା
- ବିଷମ ପରୀକ୍ଷା
- କପୋତ ଜାତକ
- ପୁଷ୍ପାକୁମାରୀ କାହାଣୀ
- ପୂଣ୍ୟକର୍ମର ମୂଲ୍ୟ
- ବନ୍ଧୁତା
- ଗୋପୀର ଅନୁମାନ
- ଛାଗଳର ଦୃଷ୍ଟାନ୍ତ
- ରାକ୍ଷସ ନୀତି
- ମିଠା କଥା କୁହା ଦୁଷ୍ଟ ମିତ୍ର



