କିଛି ସମୟପରେ ତେନାଲୀରାମା ଆସି ସଭାସ୍ଥଳରେ ଉପସ୍ଥିତ ହେଲେ । ସେତେବେଳେ ସଦସ୍ୟମାନେ କେବଳ ତାଙ୍କୁ ପରିହାସ କରି କହିଲେ, “ତେନାଲୀରାମା ମହାଶୟ! ଆସନ୍ତୁ । ଆପଣଙ୍କ ବହୁମୂଲ୍ୟ ଉପହାର ଆପଣଙ୍କୁ ହିଁ ଅପେକ୍ଷା କରିଛି ।” ସଦସ୍ୟମାନଙ୍କ କଥା ଶୁଣି ତେନାଲୀରାମା ସେମାନଙ୍କ ଆଡକୁ ଚାହିଁଲେ । ସମସ୍ତଙ୍କ ହାତରେ ଗୋଟେ ପୁରସ୍କାର ଥାଏ । କାହାର ବେକରେ ସୁବର୍ଣ୍ଣ ମାଳା ଥାଏ ତ’ କାହାର ହାତରେ ସୁନାର ମାଳା, ତ’ ଆଉ କାହା ମୁଣ୍ଡରେ ସୁନା କାମ କରାଯାଇଥିବା ରେଶମୀ ପଗଡ, ତ’ ପୁଣି କାହା ହାତରେ ହୀରାର ମୁଦ୍ରିକା । ତେନାଲୀରାମା ଏସବୁ ଦେଖି ସବୁ ବୁଝିଗଲେ । ତାପରେ ସେ ତେନାଲୀରାମା ଚୁପ୍ଚାପ୍ ଚାନ୍ଦିର ଥାଳି ନେଇ ଆସିଲେ । ସେହି ଥାଳୀକୁ ମସ୍ତକରେ ଲଗାଇ ତେନାଲୀରାମା ତାହା ଉପରେ ନିଜର ଉତରୀୟକୁ ଢାଙ୍କି ଦେଲେ । ରାଜା କୃଷ୍ଣଦେବରାୟ ଏହା ଦେଖି ତେନାଲୀରାମାଙ୍କୁ କହିଲେ, “ତେନାଲୀରାମା! ଆପଣ ଚାନ୍ଦିର ଥାଳିକୁ ଏପରି ଢାଙ୍କି ଦେଉଛନ୍ତି କାହିଁକି? ରାଜାଙ୍କ ଏଭଳି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆଜିପର୍ଯ୍ୟନ୍ତ ଆପଣ ମୋତେ ଯାହା ବି ଦେଇଛନ୍ତି ସବୁ ସମୟରେ ତାହା ଥାଳୀ ପୂର୍ଣ୍ଣ ଥାଏ । ଆଜି ପ୍ରଥମଥର ଆପଣ ମୋତେ ଶୂନ୍ୟ ଥାଳୀ ପ୍ରଦାନ କରୁଛନ୍ତି । ତେଣୁ ଖାସ୍ ଆପଣଙ୍କ ପାଇଁ ମୁଁ ଏହାକୁ ଢାଙ୍କି ଦେଉଛି ।” ତେନାଲୀରାମାଙ୍କ କଥା ଶୁଣି ରାଜା ସଂଗେ ସଂଗେ ନିଜ ବେକରୁ ରତ୍ନମାଳା କାଢି ତେନାଲୀରାମାଙ୍କ ଥାଳୀରେ ରଖିଦେଲେ ଓ କହିଲେ, “ତେନାଲୀରାମା! ଆଜି ମଧ୍ୟ ତୁମର ଥାଳୀ ମୁଁ ପୂର୍ଣ୍ଣ କରିଦେଇଛି ।” ରାଜାଙ୍କର ଏପରି ଆଚରଣ ଦେଖି ପାରିଷଦ ବର୍ଗ ହଠାତ୍ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ତେନାଲୀରାମାଙ୍କର ଶତ୍ରୁ ମାନଙ୍କର ମୁହଁ ଲାଜରେ କଳା ପଡିଗଲା ।
ବହୁମୂଲ୍ୟ ଉପହାର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବୁଦ୍ଧିମାନ ଭିକାରୀ
- ଦସ୍ୟୁ ରାଜକୁମାର
- ମୋହ
- ସିଂହ ଓ ନିର୍ବୋଧ ଷଣ୍ଢମାନେ
- ବିଳମ୍ବିତ ବୁଦ୍ଧି!
- ଆଶା – ନିରାଶା
- ଗରିବର ଭଗବାନ
- ଯଦୁମଣି ରହସ୍ୟ
- ସୁବର୍ଣ୍ଣ ହଂସ
- ବୀର ହନୁମାନ
- ରାଜା ମଦନ ପାଳ କଥା
- କିଏ ଚୋର?
- ପ୍ରକୃତ ଧନ
- ନିରକ୍ଷର ସେନାପତି
- ଭଗବାନଙ୍କ ଉପରେ ଆସ୍ଥା
- ରାଜାଙ୍କ ପରୀକ୍ଷା
- ବନ୍ଧୁତା
- ଲାମା ଓ ଦସ୍ୟୁ
- ଶାଶୁବୋହୁ
- କୃଷ୍ଣାବତାର
- ମନ୍ଦିର ଅମରନାଥ
- ପ୍ରଭାବତୀ କଥା
- ଚିକିତ୍ସା ଶାସ୍ତ୍ର
- ଜୟମତୀ କଥା
- ହୁସ୍ ହୁସ୍
- ବୀର ହନୁମାନ
- ଫଳନ୍ତି ବୃକ୍ଷ
- ଥମ୍ବଲୀନା
- ଭଗବାନ କାହାର
- କନକ ଉପତ୍ୟକାର କାହାଣୀ
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ଈର୍ଷାପରାୟଣ ସଭ୍ୟ
- ଯେସାକୁ ତେସା
- ବୀରହନୁମାନ
- ଚତୁର ଶତ୍ରୁ
- ବୁଦ୍ଧିମାନ ବିଶୁ
- ଶିବମଲ୍ଲଙ୍କ କାହାଣୀ
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ପଦ୍ମାବତୀ କଥା
- ପୁଅକୁ ବଳି ବାପ
- ଛିଟିକିଣି
- ଧର୍ମ ସହିବ ନାହଁ
- ସଚ୍ଚୋଟ ପଣିଆର ପୁରସ୍କାର
- ଅମ୍ବରୀଷ
- ମାଛ ଫସଲ
- ଅପରାଧୀ କିଏ?
- ତୃତୀୟ ପ୍ରତିବେଶୀ
- ତିନି ତାନ୍ତ୍ରିକ
- ମିଠା କଥା କୁହା ଦୁଷ୍ଟ ମିତ୍ର
- ସଚ୍ଚା ପ୍ରେମୀ
- ଶୁଭେଚ୍ଛା
- ବନ୍ଧୁଙ୍କ ଅସୁଲି
- ଲୋଭର ଫଳ
- ବୀଣାର ବିବାହ
- ବେଙ୍ଗର ଦୁର୍ଦ୍ଦଶା
- କୁଶଳ ବୁଦ୍ଧି
- କୁତ୍ସା
- ବଡ କିଏ?
- ବିଚରା ପଣ୍ଡିତ
- ଅନୁମତି ପତ୍ର
- ପରିପୂର୍ଣ୍ଣ ମାନବିକତା
- ଯେସାକୁ ତେସା
- ବିଶ୍ୱାସ ଓ ବିଷ
- ପ୍ରଶଂସା ପତ୍ର
- ପ୍ରାପ୍ତ ଧନ
- ଅଭିନବ ବିବାହ
- ଆରୋଗ୍ୟ ରହସ୍ୟ
- ଦସ୍ୟୁ ରାଜକୁମାର
- ଗୁରୁତ୍ୱପୂର୍ଣ୍ଣ କଥା
- ଚିଦାମ୍ବରର ଧର୍ମଜ୍ଞାନ
- ସବୁ ମାୟାରେ ବାୟା
- ଭୀତୁ
- ଚୋରୀ
- ଅତି ଚାତୁରୀରେ ମୃତ୍ୟୁ
- ସେବା କରିବାର ଫଳ
- ଭୂବନ ସୁନ୍ଦରୀ
- ସୁଲତାନ୍ ଙ୍କ ପ୍ରଶ୍ନ
- ମନ୍ତ୍ରୀ ନିର୍ବାଚନ
- ଧୂସର ଦୁର୍ଗ
- ଯଥାର୍ଥ ଚିକିତ୍ସା
- ଶକ୍ତି-ଯୁକ୍ତି
- ସୁନା ସମ୍ପଦ
- ଶୁଆ ଶାରୀ କଥା
- ବିଚାରପତିଙ୍କ ନ୍ୟାୟାଦେଶ
- ଗୁରୁଭକ୍ତି
- ସୁନୟନା କଥା
- ରେବତୀ
- ତୀର୍ଥଯାତ୍ରୀ
- ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ
- ଲାବଣ୍ୟବତୀ
- କୃତଘ୍ନର ଶାସ୍ତି
- ବୀରକ ଜାତକ
- ଗାରୁଡି ମନ୍ତ୍ର
- ଭୁବନ ସୁନ୍ଦରୀ
- ମତ ପରିବର୍ତ୍ତନ
- ବଗୁଲିଆ ପିଲା ଲେଖକ ହେଲା
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ବିଦ୍ୟା – ଦାନ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ଅଦ୍ଭୁତ ବଂଶୀ
- ପ୍ରାର୍ଥୀ ମନୋନୟନ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଅଯୋଗ୍ୟ ସନ୍ତାନ
- ପ୍ରକୃତ ଶୁଭେଚ୍ଛୁ
- ଭ୍ରମ ଧାରଣା
- ଦିବ୍ୟଗୁଣ
- ଗୋପୀର ସହର ଯାତ୍ରା
- ଦରିଦ୍ର ବର
- ଭିନ୍ନ ମତ
- କାହାର ଦୋଷ?
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ଦୁଃସ୍ୱପ୍ନ
- ଗୋପାଳଙ୍କ ରୋଷେଇ
- ଏହା ଯେ ଦୁଇଟି ଗଧର
- ବୁଦ୍ଧିହୀନ କୁଆ
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ବନ୍ଦୀ ରାଜଗୁରୁ
- ବିଚିତ୍ର ପୁଷ୍ପ
- ନିର୍ଭିକ ଚ୍ୟାଙ୍ଗ୍
- ବିଚିତ୍ର ପୁଷ୍ପ
- ପରୀକ୍ଷା
- ନମ୍ରଭାବ ଶ୍ରେଷ୍ଠ କରାଏ
- ପରିବର୍ତ୍ତନ
- ମୌନାବତୀ କଥା
- କୂପର ବିବାହ
- ମା ଆସନ୍ତି ନାହିଁ ବାପା ଆସନ୍ତି
- ରାଜାଙ୍କର ବିରାଡି
- ଯାଦୁ ମହଲ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ବିଚିତ୍ର ବଂଶୀ
- ମହାବୀର
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ମଲାମୂଷାର ମୂଳଧନ
- ଅପୂର୍ବଙ୍କ ପରାକ୍ରମ
- ଶଳା ଅନ୍ଧ
- ଅଦୃଶ୍ୟ ପରୀ
- ଲୋଭୀ କିଏ?
- ମଲାପୁଅ ବଂଚିଲା
- ମିଠା କଥାର ମହତ୍ୱ
- କୃଷ୍ଣାବତାର
- କୁହୁଡି ଆମ୍ବ ବଉଳ
- ଅବିଶ୍ୱାସି ବନ୍ଧୁ
- ପୁଷ୍ପବତୀ କଥା
- ବିଚାରବାନ ଚୋର
- ଏକ ବୃଦ୍ଧ ବଣିକର କାହାଣୀ
- ଅମାବାସ୍ୟାର ପିଶାଚ
- ସାଧୁ ବାବା
- କୁହୁକ ଦ୍ୱୀପ
- କୁମ୍ଭୀର, ମାଙ୍କଡ କଥା
- ମହାଭାରତ
- ଧନ୍ୟ ଶିବାଜୀ ଧନ୍ୟ
- ବାସ୍ତବ ଓ କଳ୍ପନା
- ଠକ ଜ୍ୟୋତିଷ
- ବିଚିତ୍ର ପୁଷ୍ପ
- ପ୍ରତିଶୋଧ
- ପ୍ରକୃତ ଧନୀ
- ତରବର
- ଅଧିକ ଦଣ୍ଡ
- ମାମୁଁ ଘର ଓଳି ପୁଅ ହୋଇଛି
- ଯମୁନା ନଦୀର କାନ୍ଦ
- ସ୍ତ୍ରୀ ପ୍ରେମୀ ଅରଫିଅସ
- କୋକିଶିଆଳି ଲାଞ୍ଜ ଧଳା
- ଭୁଲାପଣ
- ଦଧିବାହନ ଜାତକ
- ରଘୁର ରସିଦ୍
- ମାଡ
- ଗୋପାଳ ଭାଣ୍ଡ
- ଦାରୁ ଓ ଦିଅଁ
- ପୁରସ୍କାର
- ମହାମନ୍ତ୍ରୀଙ୍କ କୁଡିଆ ଘର
- ଯାହାକୁ ଯେପରି ଶିକ୍ଷା
- ନୂତନ ପଞ୍ଜିକା
- କ୍ରୋଧୀ ସର୍ପ
- ସାବାସ୍ ମହାରାଜ!
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ରାଜା ଏବଂ ଝାଡୁଦାର କଥା
- ଧାନ କ୍ଷେତ
- କୋକୀର ସିଂହ ସହିତ ବନ୍ଧୁତା
- ଶୂନ୍ୟ ଉପଦେଶ
- ଧନକୁ କାହିଁକି ରଖୁ
- ଗୋପାଳର ଘର ଦେଖିବା
- ମିଛ ହିଁ କାଳ
- ଅଭିନବ ରାଜମୁକୁଟ
- ନିର୍ଦ୍ଦୟରୁ ସଦୟ
- ବିନିନ୍ଦ୍ର ରଜନୀ
- ବୁଦ୍ଧି ଦାତା ଗୋପାଳ
- ମଦନ ସୁନ୍ଦର କଥା
- ବୀର ହନୁମାନ
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- କୁକୁର ଜାତକ
- ବଦଭ୍ୟାସ
- ଦ୍ରୋଣଙ୍କର କାହାଣୀ
- ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ
- ବିରବଲଙ୍କ ଚତୁରତା
- ସାଧୁଙ୍କ ଯାଦୁ
- ଶିକାରୀ ଏବଂ କପୋତ ପକ୍ଷୀ
- ଆଜ୍ଞାବହ ଆରୁଣୀ
- ଦୁଷ୍ଟ କାଉ ଦଳ



