ହରିବଂଶ ନିଜ ପ୍ରିୟାକୁ ଦେଖି ଡାକିଲା ପ୍ରାଣେଶ୍ୱରୀ, ତୁ ମୋତେ ଭୁଲି ଏହିଠାରେ ରହିଛୁ । ମୁଁ ତୃଷାତୁର ଥିଲି । ତୁ ଜଳ ନେବାକୁ ଆସି ଏଠାରେ ରହିଲୁ । ଜଳ ନେଇ ତୁ ଯିବୁ କ’ଣ ମୋତେ ପାଶୋରି ଦେଲୁ । ଶୁଣ୍ଢୀର ଗୃହରେ ରହି ତୁ କି ସୁଖ ପାଉଛୁ । ପ୍ରାଣପ୍ରିୟା ଆସ ଆମ୍ଭେ ଯିବା । ତୋ ବିନେ ମୋତେ ଅଧୈର୍ଯ୍ୟ ଲାଗୁଛି । ସେ ତ ବିଟପି ନାରୀ, ହରିବଂଶକୁ ଦେଖି ମୁହଁ ମୋଡିଦେଲା । ତା’ ଆଡକୁ କର୍ଣ୍ଣପାତ କଲା ନାହିଁ । ହରିବଂଶ ନିରୁପାୟ ହୋଇ ତା’ ଗୋଡ ତଳେ ପଡିଲା । ମୁଁ ତୋଠାରେ କି ଅପରାଧ କରିଛି ସଖୀ । ତୁ ମୋତେ ଛାଡି ଆସିଲୁ । ଯାହା ହୋଇଛି ହେଲା । ଏବେ ଆସ । ହରିବଂଶର ଆକୁଳ ସ୍ୱଭାବ ଦେଖି ରାଜକନ୍ୟା ଏକ କଟୁରି ଧରି ହରିବଂଶକୁ ହାଣିଦେଲା । ତା’ର ମୁଣ୍ଡ ଓ ଗଣ୍ଡିକୁ ନେଇ ଅନ୍ୟ ସ୍ଥାନରେ ଫିଙ୍ଗିଦେଲା । ଶୁକ କହିଲା ହେ ରାଜନ, ଦୋଚାରୁଣୀ ନାରୀର ଏହିପରି ଗତି । ଅତି ପ୍ରୀତି କରିବାରେ ମୃତ୍ୟୁ ସୁନିଶ୍ଚିତ । ଶୁକ କହିଲା ହେ ନୃପ ଏବେ ମୋ କଥା ଶୁଣ । ଶୁକ କଥା ଶୁଣି ନୃପ କହିଲେ ମୁଁ ତୁମ୍ଭ କଥାରେ ଆଜି ସନ୍ତୋଷ ହେଲି । ତାହାପରେ ଶୁକ ନୃପତିଙ୍କୁ ଯିବାପାଇଁ ବିଦାୟ ମାଗିଲେ । ରାଜା ବିକ୍ରମାଦିତ୍ୟ ଶୁକପକ୍ଷୀକୁ ବିଦାୟ ଦେଲେ । ପରେ ରାଜାଙ୍କର ମନରେ ଖେଦ ଜାତ ହେଲା । ଶାରୀ କଥା ଚିନ୍ତାକରି ଶୁକ ଗଗନ ମାର୍ଗରେ ଗମନ କରି ଶାରୀ ପାଖରେ ପହଁଚିଲା । ଶୁକ ଆସିବାର ଦେଖି ଶାରୀ ତାଙ୍କୁ ଅଧା ବାଟରୁ ପାଛୋଟି ନେଲା । ଅତି ଆନନ୍ଦ ହୋଇ ନିଜର ସ୍ୱାମୀଙ୍କୁ ଭୋଜନ ଦେଇ ତାଙ୍କର କୁଶଳ ପୁଚ୍ଛିଲା । ଶୁକ କହିଲା ପ୍ରିୟ ସହି ବହୁତ ଭଲରେ ରହିଥିଲି । ହେ ସଖି କୁହ ତୁମ୍ଭେ କୁଶଳରେ ଅଛ ତ । ଶୁକ କହିଲା ପ୍ରିୟେ ତୁମ୍ଭ କଥା ମୁଁ ଯେତେବେଳେ ଭାବେ ସେତିକି ମୋତେ ଦୁଃଖ ଲାଗେ । ଶୁକ ମୁଖରୁ କୁଶଳ କଥା ଶୁଣି ଶାରୀ କହିଲା ମୁଁ ଭଲରେ ଅଛି । ପୁତ୍ରକୁ ଧରି ମୁଁ ଯେତେବେଳେ ଏକା ଅଛି ତେଣୁ ଅନ୍ୟ ନାରୀ ପାଇ ତୁମ୍ଭେ ମୋତେ ଭୁଲି ଯାଇଛ । ତେଣୁ ତୁମ୍ଭର ଆସିବା ବିଳମ୍ବ ହେଲା । ଶାରୀ କଥା ଶୁଣି ଶୁକ କହିଲା ହେ ଶାରୀ, ମୁଁ ଲମ୍ପଟ ପୁରୁଷ ନୁହେଁ । ଦରବାରରେ ମୁଁ ପ୍ରତିଦିନ ଥାଏ । ମନରେ ଚିନ୍ତାକରେ ମୋତେ ନଦେଖି ମୋ ପ୍ରିୟା ଆନ ଶୁକକୁ ଭଜିଲାଣି । ଶାରୀ କହିଲା ହେ କାନ୍ତ ସେ କଥା ମନରୁ ତ୍ୟାଗକର । ତୁମ୍ଭେ ମୋର ପତି, ଆତ୍ମୀୟସ୍ୱଜନ । ତୁମ୍ଭବିନା ମୋର ଅନ୍ୟକେହିନାହିଁ । ଶୁକ ନିତି ବସାରେ ରହେ ଶାରୀ ଯାଇ ଅରଣ୍ୟରୁ ପକ୍ୱଫଳ ଆଣି ଶୁକକୁ ଭୁଞ୍ଜିବାକୁ ଦିଏ । ଆନନ୍ଦରେ ଦୁହେଁ ରଜନୀ ବିତାନ୍ତି । ଏପରି ଭାବରେ ପନ୍ଦର ଦିନ ସମୟ ଅତିକ୍ରାନ୍ତ ହେଲା । ଶୁକ ଦିନେ ଶାରୀକୁ କହିଲା ପ୍ରିୟେ ଏବେ ମୋତେ ଖୁସିରେ ବିଦାୟ ଦେଲେ ମୁଁ ମୋ କର୍ମକ୍ଷେତ୍ରକୁ ଯିବି । ବିଶେଷ ବିଳମ୍ବ ହେଲେ ରାଜା ବିକ୍ରମାଦିତ୍ୟ ଦୁଃଖିତ ହେବେ । ଶାରୀକୁ ଶୁକ ବହୁତ ବୁଝାଇ ଶୂନ୍ୟମାର୍ଗକୁ ଉଡିଗଲା । ଆକାଶମାର୍ଗରେ ଶୁକପକ୍ଷୀ ଯାଉ ଯାଉ ଗୋଟିଏ ଦେଉଳ ଦେଖିଲା । ମନମଧ୍ୟରେ ଚିନ୍ତା କଲା ମୁଁ ପଥ ଭୁଲିଗଲି କି? କିଛି ନଭାବି ସେ ମନ୍ଦିରକୁ ଗଲା । ସେଠାକାର ବୃକ୍ଷରେ ଅମର ଫଳ ଫଳିଥିବାର ଦେଖି ଚିନ୍ତାକଲା ଏ ଫଳ ସ୍ୱର୍ଗରେ ଅତି ଦୁର୍ଲଭ । ପୁଣ୍ୟବନ୍ତ ଜନମାନେ ଏ ଫଳ ପ୍ରାପ୍ତ ହୁଅନ୍ତି ।
ବିଟପି ରାଜକୁମାରୀ କାହାଣୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବୀର ହନୁମାନ
- ଗଧ ଏବଂ ଧୋବାର କାହାଣୀ
- ମାନବ ଓ ଦାନବ
- ପଦ୍ମାବତୀ କଥା
- ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ
- ଲାଭ କ୍ଷତି
- ଶାଶୁ ବୋହୁ
- ବିଚିତ୍ର ଚୋରୀ
- ଅକୃତଜ୍ଞକୁ ଶାସ୍ତି
- ପତ୍ନୀର ଯୋଗ୍ୟ ପତି
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ତିନି ତାନ୍ତ୍ରିକ
- କୃଷ୍ଣାବତାର
- କୁମୁଦର ସଦ୍ଗୁଣ
- ହାସ୍ୟରସ
- ଏକତାର କରାମତି
- ଚୋର ଅତିଥି
- ବିଟପି ରାଜକୁମାରୀ କାହାଣୀ
- ବୁଦ୍ଧିମତୀ ମଲ୍ଲିକା
- ପଣ୍ଡିତଙ୍କ ଆଶୀର୍ବାଦ
- ଉଦାରତା
- ମୌନାବତୀ କଥା
- ପକ୍ଷୀପାଗଳ ବାଳକ
- କଥାର ଦୁଇ ଭଙ୍ଗୀ
- ମହା ପଣ୍ଡିତ
- ଜଡ ଭରତ
- ବିଚିତ୍ର ପୁଷ୍ପ
- କ’ଣ ଲୋଡା
- ବୋକା ବ୍ରାହ୍ମଣ କଥା
- ବିଚାର କରି କାମ କଲେ ତାହା ହିତକର ହୁଏ
- ଶିବ କୃପା
- ବୋକା ତୁମେ ନୁହେଁ ମୁଁ
- ମନ୍ତ୍ରଶକ୍ତି
- ହଂସ ଓ ଡିମ୍ବକ
- ଦୁଇ ମୂର୍ଖ ବ୍ୟବସାୟୀ
- ଜାଦୂର ଥଳି
- ରାଜକନ୍ୟା ଓ ବଣୁଆ ରାଜା
- ଗୋପନୀୟ କାରଣ
- ବୀର ହନୁମାନ
- ସ୍ୱାର୍ଥପର ମଣିଷ
- କାହାଣୀରେ ଅବୋଲକରା
- ଭାଗ ବଣ୍ଟା
- ନ୍ୟାୟ ବିଚାର
- ଭୁବନସୁନ୍ଦରୀ
- ଈର୍ଷା ଓ ସ୍ୱାର୍ଥପରତା ମଣିଷର ପରମ ଶତ୍ରୁ
- ମହାଭାରତ
- ଅଭିନବ ବିବାହ
- ବିଦ୍ୟା ଅଟଇ ମହାଧନ
- ଡାହାଣୀ ଓ ସାହାସୀ ଭଉଣୀ
- ବଦାନ୍ୟ ଜମିଦାର
- ଗଙ୍ଗାରାମଙ୍କ ଭୂଲ୍
- ତିନି ମିତ୍ର
- ବୃଷୋତ୍ସର୍ଗ
- ମତ୍ସ୍ୟ ମାନବ
- ଭଗବାନଙ୍କର ଧ୍ୟାନ
- ଭୂତ କୋଠି
- ସ୍ୱର୍ଗରେ ରାଜା ନିଯୁକ୍ତି
- ପୋଡା ମୁହଁରେ ସବୁ ଭଲ
- ପିଶାଚର ସାହାଯ୍ୟ
- ବଣ ଆମର ବନ୍ଧୁ
- ଦୟା ସାଗର
- ଯେସାକୁ ତେସା, ସାନ୍ତ୍ୱନା
- ପରିବର୍ତ୍ତନ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ଚିତ୍ରଲେଖା କଥା
- ଦସ୍ୟୁ ରାଜକୁମାର
- ଧାନ କ୍ଷେତ
- ରାଣୀ ପସନ୍ଦ
- ରାଜାଙ୍କ ଦାନ
- ଶ୍ରଦ୍ଧାପୂର୍ବକ ସେବା କର
- ଧାର୍ ଆଣିବା
- ମୂଷା ମାନଙ୍କର ଉତ୍ପାତ
- ପବିତ୍ର ଜୀବନ
- ଧୂସର ଦୁର୍ଗ
- ଦାରୁ ଓ ଦିଅଁ
- କୁ-ସଙ୍ଗରୁ ବୁଦ୍ଧି ନାଶ
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ଅଧା ଆଲୋକ ଅଧାଛାଇ
- ମାଠିଆରୁ ପାଣି କୁଆ ପିଇଲା
- କୂପମଣ୍ଡୁକ
- ସୁନାବୋହୁ
- ଦୁଃସାହସର ଫଳ
- ଅମୂଲ୍ୟ ହୀରା
- ସୁନ୍ଦରୀ ଗଣିକା
- ଗଧର ବୁଦ୍ଧି
- ମହାଭାରତ
- ଯଥା ରାଜା ତଥା ପ୍ରଜା
- ପରନ୍ତପ ଜାତକ
- ଅତି ଚତୁର
- କଚ୍ଛପର ଖୋଳ
- ସୂର୍ଯ୍ୟଦେବଙ୍କ ବାହାଘର
- କୂପରୁ ମୁଦି ବାହାର କରିବା
- ମଲାପୁଅ ବଂଚିଲା
- ସ୍ୱଭାବ
- ରାଜାଙ୍କ ପରୀକ୍ଷା
- ମିତବ୍ୟୟୀ
- ଉପସ୍ଥିତ ବୁଦ୍ଧି
- ବାନର ଓ ଚଟକ ଦମ୍ପତି କଥା
- ନିଃସ୍ୱାର୍ଥପର ଲୋକ
- ବେଙ୍ଗ ବାହାଦୁର
- ମାଟି ଓ ଆଖୁ
- ଧୂସର ଦୁର୍ଗ
- ମା’ ସାନ୍ଧିଲିଙ୍କ କଥା
- ଯକ୍ଷର ଅଟ୍ଟହାସ୍ୟ
- ବିବ୍ରତ
- ସୁନା ସଂଗ୍ରହ ପାଇଁ ଚାଲାକି
- ରାଗୀ ସୁରେଶ
- ଯାଦୁକାରୀ ଘଂଟି
- ମଧୁମାଳତୀ କଥା
- ଭାଗ୍ୟର ବିଡମ୍ବନା
- ଝାଡୁଦାରର ବିବାହ
- ବୁଦ୍ଧିମାନ୍ ବୈଦ୍ୟ
- ମହାଭାଗ୍ୟ
- ମହା ଠକ
- ପ୍ରବୀଣଙ୍କ ପାଇଁ ଚାରିମାର୍ଗ
- ରାଣୀଙ୍କର ଯାତ୍ରା ଦେଖା
- ରାସ୍ତାର ବାଙ୍କ
- ତିନିଟି ଜିନିଷ
- ବନଦେବୀଙ୍କ କୃପା
- ମହାଭାରତ
- ଉଦାସୀନ ରାଜପୁତ୍ର
- ପାଞ୍ଚ ପ୍ରଶ୍ନ
- ଶୁକପକ୍ଷୀ
- ପୁନର୍ମୂଷିକୋଭବ
- ଅଫିମିଆର ସାକ୍ଷ୍ୟଦାନ
- ସେବା କରିବାର ଫଳ
- ନିରକ୍ଷର
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ଶୂନ୍ୟ ଉପଦେଶ
- ଆମ ସଂସ୍କୃତି
- ଯୋଗ୍ୟ କିଏ?
- କଠୋର ତପସ୍ୟା
- ପିଣ୍ଡଦାନ
- ଆତ୍ମସମ୍ମାନ
- ଯଶହିଁ ମାନବର ଅତୁଳନୀୟ ସଂପଦ
- ପୁତ୍ର – କନ୍ୟା
- ଭଗବାନ ସାକ୍ଷୀ
- ଯାଦୁ ମହଲ
- ବିଚିତ୍ର ପୁଷ୍ପ
- ସମ୍ରାଟ ଅଶୋକ
- ବୁଦ୍ଧିମାନ ବାଳକ
- ଆମ୍ବ ଭୂତ
- ବିଷ୍ଣୁଭକ୍ତ ଗଜରାଜ
- ବୀର ହନୁମାନ
- ତାମ୍ର ଯନ୍ତ୍ର
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ଟଙ୍କା ଥଳି
- ଶ୍ରୀ ରାମକୃଷ୍ଣ ପରମହଂସ
- ବିଶ୍ୱାସ
- ପଦବୀର ବଳ
- ଠକ ଦଣ୍ଡ ପାଇଲା
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ରାଷ୍ଟ୍ରପତିଙ୍କ ମହାନତା
- ଗୋବିନ୍ଦଙ୍କ ଇଚ୍ଛା
- ପରୀ ରାଇଜର ପରୀରାଣୀ
- ଦୁଇ ଦୃଷ୍ଟି
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ଗନ୍ଧର୍ବର ବିସ୍ମୟ
- ଦିବ୍ୟଦୃଷ୍ଟି
- ଯେସାକୁ ତେସା
- ଭ୍ରମ ଧାରଣା
- ଯେସାକୁ ତେସା
- ସାବାସ୍ ବିଶାନ
- କୀର୍ତ୍ତିସିଂହ
- ଯେସାକୁ ତେସା
- ରୂପରେଖା କଥା
- ସାଧୁଙ୍କ ଯାଦୁ
- ମାତୃ – ଋଣ
- ମାଳତୀକୁ ଈଶ୍ୱର ଦେଖାଦେଲେ
- ପରୀକ୍ଷା
- ପରିବର୍ତ୍ତନ
- ସାହାଯ୍ୟକାରୀ ଜଙ୍ଗଲପରୀ
- ଚନ୍ଦରା ଚନ୍ଦିରୀ ଫାର୍ସ
- ସୁଧଖୋର ରତନଲାଲ୍
- ଘୋଡା ବୁଦ୍ଧିରେ ବଳିଗଲା
- ସାଧୁ ଦେବ ଶର୍ମାଙ୍କ କାହାଣୀ
- ଦୂର ଦୃଷ୍ଟି ର ଫଳ
- ଯେ ପାଂଚେ ପରର ମନ୍ଦ
- କୃଷ୍ଣାବତାର
- କାହାର ଶିକ୍ଷାଲାଭ?
- ସାପ ମାନଙ୍କର କାହାଣୀ
- ବିଷବୃକ୍ଷ
- ବନ୍ୟା ପୀଡିତ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ହାତୀ ଏବଂ ଘରଚଟିଆ କଥା
- ବୀର ହନୁମାନ
- କଥା କୌଶଳ
- ରାମନାଥଙ୍କ ବୁଦ୍ଧି
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ଦେବୀଭକ୍ତ
- ପିତା ଓ ପୁତ୍ର
- ପୁତ୍ରର କର୍ତ୍ତବ୍ୟ
- ସଦାନନ୍ଦ
- ରୂପଧରଙ୍କ ଯାତ୍ରା
- ଅଣାଏ ପଇସା
- ବୁଝାମଣା
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଆକବର ବିରବଲ
- ମନ୍ତ୍ର – ସିଂହାସନ



