ଛେଳି ଗଧିଆର କଥା ଶୁଣି ନିଜକୁ ନିଜେ ଭୁଲି ଗଲା । ସେ ଆଗ ପଛ କିଛି ବିଚାର ନ କରି ଡେଇଁ ପଡିଲା କୂଅ ଭିତରକୁ । ବାସ୍! ଯାହା ଚାହୁଁ ଥିଲା ଗଧିଆ ତାହା ହିଁ ହେଲା । କୂଅ ଭିତରକୁ ଛେଳି ଡେଇଁ ପଡିବା ସଂଗେ ସଂଗେ ଗଧିଆ ଗୋଟିଏ ଡିଆଁରେ ଛେଳି ପିଠି ଉପରକୁ ଉଠି ଗଲା । ଛେଳି ପିଠି ଉପରକୁ ଉଠି ଆଉ ଗୋଟିଏ ଡିଆଁ ମାରିଲା ଯେ କୂଅ ବାହାରକୁ ବାହାରି ଆସିଲା । ଏଥିରେ ଛେଳି ବ୍ୟସ୍ତ ହୋଇ କହିଲା – କ’ଣ ଗଧିଆ ଭାଇ ତୁମେ ତ କହୁଥିଲ ଏଥିରୁ ବାହାରକୁ ବାହାରିବାକୁ ଇଚ୍ଛା କରୁ ନାହିଁ । ଏଥର ମୋତେ ତୁମେ ଭିତରେ ଛାଡି କୁଆଡେ ଯାଉଛ? ମୁଁ କ’ଣ ଏକୁଟିଆ ଏଠାରେ ପଡି ପଡି ମରିବି ନା କ’ଣ? ତୁମେ ତ ବହୁତ ସ୍ୱାର୍ଥପର ଗଧିଆ । ଏ କଥା ଶୁଣି ଗଧିଆ କହିଲା – ଛେଳି ଭାଇ ଆଜିଠୁ ତୁମେ ସେହିଠାରେ ହିଁ ରୁହ । ନିଜ ମୂର୍ଖାମୀ ପାଇଁ ତୁମେ ନିଜେ ଦାୟୀ । ତେଣୁ ସେଠାରେ ବସି କାନ୍ଦ । ତୁମେ ତ ମୋର ମିଠା ମିଠା କଥାରେ ଭୁଲି ଗଲ । ଆଗ ପଛ କିଛି ମଧ୍ୟ ବିଚାର କଲ ନାହିଁ । ଆଉ କୁଦି ପଡିଲ ଏହି ଭଙ୍ଗା କୂଅ ଭିତରକୁ । ଯଦି ତୁମର ଟିକିଏ ବି ବୁଦ୍ଧି ଥା’ନ୍ତା ତେବେ ତୁମେ ଏଭଳି ବିପତ୍ତିରେ ପଡି ଥା’ନ୍ତ କେମିତି? ତେଣୁ ପ୍ରତି କାମ କରିବା ଆଗରୁ ଟିକିଏ ଭାବି ବିଚାରି କାମ କରିଲେ ବିପତ୍ତି ପଡେ ନାହିଁ । ବର୍ତ୍ତମାନ ତୁମକୁ ଆଉ ମୁଁ କ’ଣ କହିବି? ତୁମେ ଏତିକି ଜାଣି ନାହଁ କି ବିନା ବିଚାରରେ ଯେଉଁ କାମ କରାଯାଏ ତାହା ପାଇଁ ପରେ ପସ୍ତେଇବାକୁ ପଡେ ।
ବିନା ବିଚାରରେ ଯିଏ କିଛି କରେ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମୌନାମୌନୀ
- କହିବା, କରିବା
- ପରିଶ୍ରମର ଫଳ
- ପୁରୁଣା ଅଭ୍ୟାସ
- ଗଧ ମନେ ମନେ ଠାକୁର
- ନିଷ୍କର୍ମା ମନ ଭୂତର ଘର
- ଶାଶ୍ୱତର ଆକର୍ଷଣ
- ଶନି କୋପ ଓ ଧନ ଦେବୀଙ୍କ କୃପା
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ଚମ୍ପେଇ ନେଉଳ କାମୁଡେ ନାହିଁ
- ଶ୍ରୀ ରାମକୃଷ୍ଣ ପରମହଂସ
- ଦୃଢ ସଂକଳ୍ପ
- ବିଚିତ୍ର ପୁଷ୍ପ
- ତାଙ୍କର ତୁଳନା ନାହିଁ
- ଉଦାରତା
- ନକଲି ସୁନା
- ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।
- ଚଢେଇର ପର
- ମନ୍ତ୍ର – ସିଂହାସନ
- କାର୍ଯ୍ୟକୁଶଳତା
- ଘୋରକର ଉଦାରତା
- ହସରେ ହସରେ ଚାପୁଡା
- ପ୍ରାୟଶ୍ଚିତ
- ମଧୁମତିଙ୍କ ପସନ୍ଦ
- ଯୁଧିଷ୍ଠିରଙ୍କ ଅତିଥି ସେବା
- ପୂଣ୍ୟକର୍ମର ମୂଲ୍ୟ
- ଦୁଇ ବୈଦ୍ୟ
- ଭୂତ କୋଠି
- ପର ପାଇଁ ଗାତ ଖୋଳା
- ମାନସିକ ରୋଗୀ
- ଯଥାର୍ଥ ଦାନ
- ଗନ୍ଧର୍ବ ମାଳା
- ଅଣଅଜା
- ଚାଷୀର ପ୍ରାର୍ଥନା
- ହାଡବାଇ କଥା
- ବଦ୍ ଖର୍ଚ୍ଚ ଓ ସଂଚୟ
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ରୂପଧରଙ୍କ ଯାତ୍ରା
- ଦୟାବତୀ ଭରତାମ୍ମା
- ପିଶାଚର ସାହାଯ୍ୟ
- ସ୍ୱର୍ଗ ଗମନ
- ବୁଦ୍ଧି ଓ ବିବେକ
- ରାଜଦୂତର ଧର୍ମ
- ପରିବର୍ତ୍ତନ
- ମହାଭାରତ
- ପ୍ରକୃତ ଚୋର
- ଶିବି ଜାତକ
- ଗୋଟିଏ ଭଲ ଉପାୟ
- ସୁନାଲୋଭୀ ମିଦାସ୍
- ଅସନ୍ତୋଷରେ ଲାଭ କ’ଣ?
- ପରିବର୍ତ୍ତନ
- ହରିଣ ଓ ଅଙ୍ଗୁର ଲତା
- ତତ୍କଳ ଜାତକ
- ଅଭିନବ ପରୀକ୍ଷା
- ପ୍ରଭାବତୀ କଥା
- ସୋମସେନଙ୍କ ଚିତ୍ର
- ନିରର୍ଥକ ଉପାୟ
- କଳାବତୀ
- ଗୁଣବାନ୍ ଜାମାତା
- ଦୁଷ୍ଟ ଘୋଡା
- ଚୂଡିର ସଂଖ୍ୟା
- ଯାଦୁ ମହଲ
- ସଦୁପଦେଶ
- ପାହାଡ ଚଢା
- ଅସମ୍ଭବ କିଛି ନାହିଁ ଏ ଜଗତେ
- ବିକ୍ରମାଦିତ୍ୟଙ୍କ ବନଗମନ
- କୁଆ ଏବଂ କଳାନାଗ
- ବିବେକ ଧର୍ମ
- ଆନ୍ତର ସୌନ୍ଦର୍ଯ୍ୟ
- ପଣ୍ଡିତଙ୍କ ଆଶୀର୍ବାଦ
- ପରଶ ପଥର
- ଲାଭ କ୍ଷତି
- ରାଜପଦର ମହତ୍ୱ
- ଅମୂଲ୍ୟ ଉପଦେଶ
- ଘୋଡା ଭଡା
- ଏକତା
- ବୁଦ୍ଧିହିଁ ବଳ
- ମାଲ୍ୟାଣୀ କଥା
- କଳାର ସମ୍ମାନ
- ଦୁଇ ପକ୍ଷ
- ଚାଲାଖ୍ ବେପାରୀ
- ଶାଶୁ ବୋହୁ
- ଯେମିତି ଦିଅଁକୁ ସେମିତି ପୂଜା
- ତିନୋଟି ପ୍ରଶ୍ନ
- ସିଦ୍ଧୁର ଅହଂକାର
- ଶୁଭ ମୁହୂର୍ତ୍ତ
- ରୋଜି ଓ ପରୀରାଣୀ
- ସତ୍ୟବତୀ କଥା
- ଚାରି ପ୍ରଶ୍ନ
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- କଳା ଫରୁଆ
- ହାତୀର ଚିକିତ୍ସା
- ବନପରୀ
- ଗଧ ଓ ଘୋଡା
- ଲାମା ଓ ଦସ୍ୟୁ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ସଙ୍କେତର ଅର୍ଥ
- ମନ ଭୂତ
- ଅଶୁଭ ଗୃହ
- ସ୍ୱାର୍ଥପର ଘୋଡା
- ସାଷ୍ଟାଙ୍ଗ ପ୍ରଣିପାତ
- ଠିକଣା
- ଅମାବାସ୍ୟାର ପିଶାଚ
- ଶିବ ପୁରାଣ
- ବନଲତା କୁମାରୀ ଚରିତ
- ଭଲମନ୍ଦ
- ଏହା ମୋର ଦାଢି
- ବଲ୍ଲଭର ବ୍ୟାଧି
- ରାଜଜ୍ୟୋତିଷ
- ବଲ୍ଲଭ ଓ ବନଦେବୀ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ମାଙ୍କଡ ଏବଂ ଘରଚଟିଆ କଥା
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ରାଣ୍ଡୀପୁଅ ଅନନ୍ତା
- ଝୁଡି ଓ ବୁଢାବାପା
- ସଦାନନ୍ଦ
- ପକ୍ଷ ଅପସରା
- ଅଭିଳାଷ
- ମାୟାବି ଘୋଡା
- ଅହଂକାର ସବୁ ଅନିଷ୍ଟର ମୂଳ
- ଅଜବ ପଙ୍ଖା
- ତିନି ପରୀକ୍ଷା
- ତୁମ ଗାଳି ତୁମର
- କୃପଣ ଧନୀ କଥା
- ଗର୍ବ ଚୁନା ହେଲା
- ମିଛୁଆ, ଖଚୁଆ, ଚୁଗୁଲିଆ
- ରାକ୍ଷସ ଓ ସାହସୀ ପିଲା
- ମୁନିକ ଜାତକ
- ଉଦାସୀନ ରାଜପୁତ୍ର
- ପ୍ରକୃତ ଜ୍ଞାନ
- ସିଂହର କୃତଜ୍ଞତା
- କାବ୍ୟ ସାଧନା
- ମହତ୍ତ୍ୱ ପରୀକ୍ଷା
- ମହାଭାରତ
- ବାମ ହାତର ଦୁଖଃ
- ବୁଦ୍ଧିମାନ ଗୁରୁନାଥ
- ରାକ୍ଷସର ଦାନ
- କୂଟନୀତି
- ସୁନ୍ଦରବତୀ କଥା
- ବହ୍ନି ଦ୍ୱୀପ
- ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ
- ଏକତାର ମନ୍ତ୍ର
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ମୃତ୍ୟୁକୁ ଡର କାହିଁକି?
- ବେଦବତୀ
- ବୋକାମିର ଫଳ
- ଠେକୁଆ ଏବଂ ଭୂମିକମ୍ପ
- ସତ୍ସଙ୍ଗର ଫଳ
- ସୂର୍ଯ୍ୟଦେବଙ୍କ ବାହାଘର
- ଆଜ୍ଞାକାରୀ କୁକୁର
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ମଶାଙ୍କ ଦାଉ
- ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ
- ଧୂସର ଦୁର୍ଗ
- ବିଶ୍ୱସ୍ତ ଭୃତ୍ୟ
- ସୁଧଖୋର ରତନଲାଲ୍
- ହୁସ୍ ହୁସ୍
- କୁକୁର ଏବଂ ଗଧର କାହାଣୀ
- କଳ୍ପବୃକ୍ଷ ଓ ଦୟାଳୁ ରାଜା
- ଇଏତ ରାମଦାସ
- ଅଦ୍ଭୁତ ମଣିଚୁଳ କଥା
- ଦକ୍ଷିଣା
- ଠକ ଠକାମିରେ ପଡିଲା
- ମହାଭାରତ
- ପ୍ରତାପଙ୍କ ଉପବାସ
- ଘରର ଦାୟିତ୍ୱ
- ଘୋଡା ଓ ହରିଣର କଳି
- ପୁନର୍ମୂଷିକ ଭବ
- ଛଦ୍ମବେଶ
- ବାରୁଦର ଜନ୍ମ କଥା
- ବୋକାମାନଙ୍କର ତାଲିକା
- ସିଂହ ଏବଂ ମୂଷା
- ବିଚିତ୍ର ବଂଶୀ
- ତିଳୋତମା ବିବାହ
- ଦସ୍ୟୁ ରାଜକୁମାର
- ଗୋପାଳର ସ୍ତ୍ରୀ
- ଅଣାଏ ପଇସା
- ବଙ୍କୁଲୀ ବାଡି ପ୍ରତି ଭୟ
- ଓଟ ବେକ ବଙ୍କା
- ମତ୍ସ୍ୟ ମାନବ
- କମଳାପ୍ରସାଦ ଗୋରାପ
- ପରୀରାଇଜ
- ସୁବର୍ଣ୍ଣ ଫୁଲର ରହସ୍ୟ
- ବୋତଲ ଭୂତ
- ବିପରୀତ ଫଳ
- ତିନୋଟି ପରୀକ୍ଷା
- ଅପରାଧୀ କିଏ?
- ବିଧି ନିର୍ଦ୍ଦିଷ୍ଟ
- ବିଚାରପତିଙ୍କ ନ୍ୟାୟାଦେଶ
- ବୀର ହନୁମାନ
- ପକ୍ଷୀ ଗଣତି
- ବହ୍ନି ଦ୍ୱୀପ
- ମହାଭାରତ
- ବଧୁ ନିର୍ବାଚନ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ଦିବ୍ୟଦୃଷ୍ଟି
- ଶାଶୁଙ୍କ ଚିକିତ୍ସା
- ତିନି ଗୁଲାମ



