କଳ୍କୀଙ୍କର କାର୍ଯ୍ୟ ଶେଷ ହେବା ପରେ ସ୍ୱର୍ଗରୁ ଇନ୍ଦ୍ର ଓ ସପ୍ତର୍ଷି ପୁଷ୍ପ ବୃଷ୍ଟି କରନ୍ତି, ପୃଥିବୀମାତା ସ୍ତୁତି କରୁଥାଏ । କଳ୍କୀଙ୍କ ସହାୟତାରେ ପୃଥିବୀରେ ଜୀବଜଗତ ଶାନ୍ତିପୂର୍ଣ୍ଣ ଭାବରେ ଚଳନ୍ତି । ତା’ପରେ ସତ୍ୟଯୁଗର ଶୁଭାରମ୍ଭ ହୁଏ । ସର୍ବବ୍ୟାପୀ ବିଷ୍ଣୁ ନିଜ ବିଭୁତି ବଳରେ ସବୁ କିଛିକୁ ସୁନ୍ଦର ଭାବରେ ପରିଚାଳନା କରନ୍ତି । ବିଷ୍ଣୁହିଁ ଆଦି, ସେହିଁ ଅନ୍ତ । ସମଗ୍ର ସୃଷ୍ଟି ତାଙ୍କରି ଭିତରୁହିଁ ହୋଇଥାଏ, ସେ ବ୍ରହ୍ମା ରୂପରେ ସର୍ଜ୍ଜନା କରନ୍ତି, ପୁଣି ବିଷ୍ଣୁ ରୂପରେ ଭରଣ ପୋଷଣ କରନ୍ତି ଓ ଶିବ ରୂପରେ ସଂହାର ବି କରନ୍ତି । ଏହିପରି ଭାବରେ ସୂତ ମହର୍ଷି ଭଗବାନ୍ ବିଷ୍ଣୁଙ୍କର ଲୀଳା କୀର୍ତନ କରି ବିଷ୍ଣୁପୁରାଣ ସମାପ୍ତ କଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଏହି ଗଳ୍ପରେ ଗାଳ୍ପିକ ଜଣେ ବୈଦିକ ଉପାସକ । ବୁଦ୍ଧଙ୍କୁ କିପରି ବୈଦିକ ଧର୍ମ ବା ସନାତନ ଧର୍ମର ଅଂଶ ବିଶେଷ କରି ବୁଦ୍ଧଙ୍କୁ ବିଷ୍ଣୁ ଅବତାର ପରିଧିରେ ଆଣି ତାଙ୍କ ଶିକ୍ଷ୍ୟାର ପରିସରକୁ ସନାତନ ବା ବୈଦିକ ଧର୍ମର ପରିସୀମା ଭିତରେ ରଖିହେବ ସେଥିପାଇଁ ମଧୁଲିପା ମିଛସହ ପାଠକଙ୍କ ପାଇଁ ଲେଖିଛନ୍ତି; ଯାହାଦ୍ୱାରା ପାଠକଙ୍କୁ ଲାଗିବ ବୁଦ୍ଧ ବୈଦିକ ଧର୍ମର ଅଂଶ ବିଶେଷ । ଏହିପରି ଧୂର୍ତ୍ତ ଗାଲ୍ପିକମାନେ ସ୍ଵଜାତିରହେଲେ ମଧ୍ୟ ସ୍ଵଜାତି ଧ୍ୱଂସି ନୀଳବର୍ଣ୍ଣ ଶୃଗାଳ । ବୁଦ୍ଧ ହେହୁଛନ୍ତି ଓଡ଼ିଆ ଜାତିର ସ୍ୱାଭିମାନ । ବୁଦ୍ଧ ନିଜେ ଜଣେ ଓଡ଼ିଆ ଥିଲେ ଏବଂ ସେ ପାଲି ଭାଷାରେ ନିଜ ଶିକ୍ଷ୍ୟାକୁ ଦେଇଥିଲେ । ଯାହାକୁ ଆମେ ଓଡ଼ିଆ ଭାଷା କହୁ ତାହା ପ୍ରକୃତରେ ପାଲି ଭାଷା । ପାଲି ଭାଷା ବହୁମାତ୍ରାରେ ପରିବର୍ତ୍ତନ ହୋଇ ବର୍ତ୍ତମାନର ଓଡ଼ିଆ ଭାଷା ଅବସ୍ଥାରେ ପହଞ୍ଚିଛି । ଓଡ଼ିଆ ଭାଷା ବ୍ୟବହାର କରୁଥିବା ଯେକୌଣସି ନାଗରିକର ବୈଦିକ ସଭ୍ୟତା ସହ କୌଣସି ସମ୍ପର୍କ ନାହିଁ । ବୈଦିକ ପ୍ରଥାକୁ ମାନୁଥିବା କିଛି ସ୍ଵଜାତି ଧୂର୍ତ୍ତ, ବୈଦିକ ଦର୍ଶନ ଓ ଜାତିପ୍ରଥାକୁ ଓଡ଼ିଆ ସଭ୍ୟତା ଉପରେ କଳେ ବଳେ କୌଶଳେ ନିଜ ସାଙ୍ଗଠନିକ ଲାଭ ପାଇଁ ଥୋପୀଦେଇଛନ୍ତି । ଏହିପରି ଧୂର୍ତ୍ତଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କ ଭଦ୍ରମୁଖା ଅପରାଧୀ ଅଭଦ୍ର ଚରିତ୍ରକୁ ସମାଜରେ ବେପରଦା କରନ୍ତୁ । ନିଜ ଓଡ଼ିଆ ଜାତିର ପ୍ରକୃତ ସ୍ୱାଭିମାନକୁ ପୁନଃର୍ଜିବିତ କରନ୍ତୁ । କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।