ସେମାନେ ଶେଷରେ ଗ୍ରାମ ମୁଖିଆଙ୍କ ନିକଟକୁ ଗଲେ । ମୁଖିଆଙ୍କୁ ମହାଜନଙ୍କ ବଡପୁଅ ସୁରେଶ ସମସ୍ତ ବିଷୟ କହିଲେ ଓ ତାଙ୍କ ବାପା ହୀରା ବଂଟନର ଭାଗ କରିଥିବା ନିୟମ ଲେଖା ହୋଇଥିବା କାଗଜଟିକୁ ମଧ୍ୟ ଦେଲେ । ମୁଖିଆ ସେ ମହାଜନ ବୁଢା କାଗଜରେ ଲେଖିଥିବା ହୀରା ବଂଟନ ନିୟମକୁ ପଢି ଉପଲବ୍ଧି କଲେ । ସେ ମୁଖିଆ ଜଣେ ବୃଦ୍ଧିଜୀବୀ ବ୍ୟକ୍ତି ଥିଲେ । ତେଣୁ ସେ ଚିନ୍ତାକରି ଗୋଟିଏ ଉପାୟ ପାଇଲେ । ତାଙ୍କ ପାଖରେ ବି ଗୋଟିଏ ହୀରା ଥିଲା । ସେ ହୀରାଟିକୁ ସାଙ୍ଗରେ ଧରି ତିନି ଭାଇଙ୍କ ସାଙ୍ଗରେ ଏ ମୁଖିଆ ମହାଜନଙ୍କ ଘରକୁ ଗଲେ । ତାପରେ ସେ ହୀରା ବାକ୍ସଟିକୁ ଅଣାଗଲା । ହୀରା ବାକ୍ସରୁ ସମସ୍ତ ହୀରା ବାହାର କରାଗଲା । ମୋଟରେ ସତରଟି ହୀରା ମୁଖିଆ ସାଙ୍ଗରେ ନେଇଥିବା ନିଜ ହୀରାଟିକୁ ମିଶାଇ ଦେବାରୁ ମୋଟ ଅଠରଟି ହୀରା ହୋଇଗଲା । ତା’ପରେ ସେ ହୀରାକୁ ଭାଗ କଲେ । ମହାଜନର ବଡ ପୁଅ ସୁରେଶକୁ ମୁଖିଆ ପଚାରିଲେ ତୁମେ କେତୋଟି ହୀରା ପାଇବା କଥା, ତହୁଁ ସେ ସୁରେଶ କହିଲା ଦୁଇ ଭାଗରୁ ଏକ ଭାଗ । ତା’ପରେ ସେ ମୁଖିଆ ତାକୁ ନଅଟି ହୀରା ଦେଇ ଦେଲେ । ସୁରେଶ ଏଥିରେ ଖୁସି ହେଲା । ତା’ପରେ ଆସିଲା ମଝିଆଁ ପୁଅର ପାଳି । ମଝିଆଁ ପୁଅ ଦିନେଶକୁ ମୁଖିଆ ପଚାରିଲେ ତୁମର କେତୋଟି ହୀରା ପାଇବା କଥା, ଏପରି କଥା ଶୁଣି ସେ ଦିନେଶ କହିଲା ମୋର ତିନି ଭାଗରୁ ଏକ ଭାଗ । ମୁଖିଆ ତାକୁ ଛଅଟି ହୀରା ଦେଲେ, ଦିନେଶ ବି ଖୁସି ହୋଇଗଲା । ତା’ପରେ ସାନ ପୁଅ ଅବିନାଶକୁ ମୁଖିଆ ପଚାରିଲେ ଅବିନାଶ, ତୁମେ କେତୋଟି ହୀରା ପାଇବ? ତହୁଁ ସେ ଅବିନାଶ କହିଲା, “ନଅ ଭାଗରୁ ଏକ ଭାଗ ।” ଏହା ଶୁଣି ମୁଖିଆ ତାକୁ ଦୁଇଟି ହୀରା ଦେଲେ । ଶେଷରେ ସେ ବି ଖୁସି ହୋଇଗଲା । ନଅ, ଛଅ, ଦୁଇ ମୋଟ ସତର । ଏହିପରି ଭାବେ ସେ ତିନିଭାଇ ଯାକ ନିଜ ନିଜର ସମାନ ଭାଗ ପାଇ ଅତ୍ୟନ୍ତ ଖୁସି ହେଲେ । ତାପରେ ମୁଖିଆ ତାଙ୍କ ସାଙ୍ଗରେ ନେଇଥିବା ହୀରାଟିକୁ ଧରି ଘରକୁ ଆସିଲେ ।
ବୁଦ୍ଧିଆ ମହାଜନ
You may also like
-
Share This!
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ରାଜଗୁରୁଙ୍କ ଶତ୍ରୁତା
- ଦୁଇ ଡାକୁ
- ମହାଭାରତ
- ସୁଯୋଗ ହରାଅ ନାହିଁ
- ମାଳତୀକୁ ଈଶ୍ୱର ଦେଖାଦେଲେ
- ସିଂହ ଓ ସାଧକ
- ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ
- ଭାଗ୍ୟବିଧାତା
- ବିଷ୍ଣୁ ପୁରାଣ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- କୁଆ ଏବଂ କଳାନାଗ
- ବୀର ହନୁମାନ
- ସନ୍ଥ ଜିଲାନୀଙ୍କ ବଡପଣିଆ
- ସାଧୁ ଲୋଭ ଯୋଗୁ ମଲେ
- ଶାପ ମୁକ୍ତି
- ରଘୁର ରସିଦ୍
- ଅଦୃଶ୍ୟ ସଂଚୟ
- ଶତ୍ରୁକୁ ସତ୍କାର
- ନାନ୍ଦୁରା କାନ୍ଦୁରା ଚନ୍ଦରା
- ମାୟାବିନୀ ଅସୁରୁଣୀ କଥା
- ବୀର ହନୁମାନ
- ରାଜାଙ୍କ ଦାନ
- ଅନ୍ଧବିଶ୍ୱାସ
- ରାଜାଙ୍କ ମାଙ୍କଡ
- ଲକ୍ଷ୍ମୀଛଡା ରାଜା କଥା
- ଦୋଷୀ କିଏ?
- ସଭିଏଁ ନୁହଁନ୍ତି ମଣିଷ
- ଶାଶ୍ୱତର ଆକର୍ଷଣ
- “ଅତିଥି”
- ଲାଭ କ୍ଷତି
- ସାଧୁଙ୍କ ଯାଦୁ
- ପୁଣ୍ୟବାନ୍
- କୃଷକର ପତ୍ନୀ
- ଆଜ୍ଞାବହ ଆରୁଣୀ
- ପାପବୁଦ୍ଧି ଓ ଧର୍ମବୁଦ୍ଧି
- ବୃଷଭ ବୁଝିଲା
- ଲୋଭୀ ବୈଦ୍ୟ
- ଧର୍ମନନ୍ଦନଙ୍କ କାହାଣୀ
- ମଶାଙ୍କ ଦାଉ
- କୁତର୍କର ଲାଭ
- ଗୁରୁଙ୍କୁ ଘୃଣା କରନାହିଁ
- ପ୍ରସନ୍ନତା
- ରାଜା ଓ କଳାକାର
- ଶତ୍ରୁ – ମିତ୍ର
- ଭୂତତାନ୍ତ୍ରିକ
- ଧନ୍ୟ ଶିବାଜୀ ଧନ୍ୟ
- ଭୂବନ ସୁନ୍ଦରୀ
- ଆଗେ ଘରର ପଛେ ଅନ୍ୟର
- ପ୍ରକୃତ ପୂଜକ
- ସୋମିଲାକ୍ ତନ୍ତ୍ରୀ କଥା
- ସାହସୀ ଶ୍ରୀକାନ୍ତ
- ସୁବର୍ଣ୍ଣହଂସ ଜାତକ
- ମୃଗନୟନୀ କଥା
- ଗୁଡର କରାମତି
- ହରିଣର କୁଣିଆ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଅଦୃଶ୍ୟ ପରୀ
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- କଦମ୍ବ ଓ କାଦମ୍ବିନୀ
- କୃଷ୍ଣାବତାର
- ନ ହେବା କଥାକୁ ଚେଷ୍ଟା
- କୁକୁଡାର ନାଲିଚୁଳ
- କପଟୀକୁ ବିଶ୍ୱାସ କର ନାହିଁ
- ବିଶ୍ୱାସଘାତକ ପିଜାରୋ
- ଆକବରଙ୍କ ଚାକର
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ସାବତ ମା
- ଭୁଲାମନ
- ଲାମା ଓ ଦସ୍ୟୁ
- କୃତଘ୍ନର ଶାସ୍ତି
- ଭୂମି କ’ଣ ସାଙ୍ଗରେ ଯିବ?
- ଦ୍ରୋଣଙ୍କର କାହାଣୀ
- ବିଶ୍ୱାସ
- ସାଷ୍ଟାଙ୍ଗ ପ୍ରଣିପାତ
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ଜାଗୃତିର ପ୍ରତୀକ
- ଶୁକପକ୍ଷୀର ଭାଷା
- ଅତି ଲୋଭ ବିପଦ
- ଓଟର ନାଚ
- ମୁର୍ଖ ପଣ୍ଡିତ କଥା
- କନକ ଉପତ୍ୟକାର କାହାଣୀ
- କୁ-ସଙ୍ଗରୁ ବୁଦ୍ଧି ନାଶ
- ବିକ୍ରମାଦିତ୍ୟଙ୍କ ବନଗମନ
- କଳିବୁଢୀ ଶାଶୁ
- ପିତୃଭକ୍ତିର ପରାକାଷ୍ଠା
- ଶ୍ରେଷ୍ଠ ବିଦ୍ୟା
- ଶ୍ରେଷ୍ଠ ଉପହାର
- ଉକୁଣୀ ଓ ଛାରପୋକ କଥା
- ଭାଗ୍ୟ
- ଯଥାର୍ଥ ସନ୍ତୋଷ
- କୃଷ୍ଣାବତାର
- କଚ
- ନିରିମାଖି ଝିଅର ଭାଗ୍ୟ
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ଚୋର ଓ ବ୍ରହ୍ମରାକ୍ଷାସ କଥା
- ଗୋପାଳର ସ୍ତ୍ରୀ
- ହଜାରେ ବାଲ୍ଟି ପାଣି
- ଶ୍ରୀ ରାମକୃଷ୍ଣ ପରମହଂସ
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- କୀର୍ତ୍ତିସିଂହ
- ଦସ୍ୟୁ ରାଜକୁମାର
- ଚିଦାମ୍ବରର ଧର୍ମଜ୍ଞାନ
- ପ୍ରକୃତ ବନ୍ଧୁ
- ଦି ମୁଣ୍ଡିଆ ଚଢେଇ
- ମୂର୍ଖତାର ଫଳ
- ଏକତାର କରାମତି
- ଗୋଟିଏ ଭଲ ଉପାୟ
- ସ୍ୱାର୍ଥ
- ଚାରୁ କୁମାରୀ କାହାଣୀ ।
- ପକ୍ଷୀ ଏବଂ ମାଙ୍କଡ କଥା
- ପରୀକନ୍ୟା
- ଗୋପାଳର କାର୍ତିକ ପୂଜା
- ଯଶହିଁ ମାନବର ଅତୁଳନୀୟ ସଂପଦ
- ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ
- ମୌନାମୌନୀ
- ସଦୁପଦେଶ
- କୀର୍ତିମତୀ କଥା
- କଳାର ସମ୍ମାନ
- ଦୁଃଶ୍ଚରିତ୍ରା ନାରୀ
- ପରିଶ୍ରମ ହିଁ ଶ୍ରେଷ୍ଠ
- ବିଚିତ୍ର ଚିତ୍ରକଳା
- ମନ୍ଥରକ ତନ୍ତୀ କଥା
- ଦେବକନ୍ୟା
- ନଟ ଆଉ ହଟ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ନିମନ
- ଜିଦ୍ଖୋର ଶାସକ
- ଗଙ୍ଗାସ୍ନାନର ଫଳ
- ବିପରୀତ ଫଳ
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- କୁକୁର ଜାତକ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- ଗଙ୍ଗାବତରଣ
- ହସରେ ହସରେ ଚାପୁଡା
- ସମାଲୋଚନା ସଫଳତା ଆଣିଦିଏ
- ଇବ୍ରାହିମ୍ର ପୁରସ୍କାର
- ଅସଲ କବିରାଜ
- ଗଜମୂର୍ଖ
- ବୃକ୍ଷର ଜୀବନ
- କୁଜାର ଭେଳିକି କାରସାଦି
- ରାଜଜ୍ୟୋତିଷ
- ମନ୍ତ୍ରୀ ନିର୍ବାଚନ
- ହରିଣର ସୁନ୍ଦର ଶିଙ୍ଗ
- ଗୁରୁ ଆଶୀର୍ବାଦ
- ମଦନ ସୁନ୍ଦର କଥା
- ବିପଦକୁ ମୁକାବିଲା
- ଘଂଟି ବନ୍ଧା ଓଟ କଥା
- ତିନୋଟି ପ୍ରଶ୍ନ
- ଛିଟିକିଣି
- ସ୍ୱାର୍ଥ ଓ ପରାର୍ଥ
- ରାଜା ହାତୀ ନେଲେ, କଖାରୁ ଦେଲେ
- ଅହଂକାର ସବୁ ଅନିଷ୍ଟର ମୂଳ
- ବୀର ହନୁମାନ
- ନିର୍ଭୀକ ସଲମା
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ବନ୍ଧୁତା
- ଶୁଆ ପକ୍ଷୀର ଚାତୁରୀ
- ରୋଗ
- ଭାଗ ବଣ୍ଟା
- ପିତାଙ୍କ ଆଦର୍ଶ!
- ମାଙ୍କଡ ଏବଂ ଘଂଟି
- ରୋଜଗାର
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ଅତି ଚାତୁରୀରେ ମୃତ୍ୟୁ
- ଯୋଡିଏ ଡାଳିମ୍ବ କଥା
- ଲୋଭୀ ବୁଢୀର କୁକୁଡା
- ସାହସୀ ସତ୍ୟପାଳ
- ଦୃଷ୍ଟିକୋଣ
- ରୂପ-ସୁନ୍ଦରୀ କଥା
- ସିଂହ ଏବଂ ଗଧ କଥା
- ଉଦ୍ଧତ ଛାଗ
- ଦୁଇ ଭଉଣୀ
- ସୋମସେନଙ୍କ ଚିତ୍ର
- ଶିବ ପୁରାଣ
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା
- ଶଳା ଅନ୍ଧ
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ବିଶ୍ୱାସ
- ଚନ୍ଦ୍ର ଜ୍ୟୋତି କଥା
- କେହି କାହାର ପ୍ରଭୁ ନୁହଁନ୍ତି
- ଯାହାକୁ ଯେପରି ଶିକ୍ଷା
- ଭୂବନ ସୁନ୍ଦରୀ
- ବିଚାରବାନ ଚୋର
- ନ୍ୟାୟପୀଠ
- ଆକବର ଏବଂ ମଦୁଆ
- ଆରୋଗ୍ୟ – ରହସ୍ୟ
- ବୀର ହନୁମାନ
- ଆୟ ଦେଖି ବ୍ୟୟ କର
- ଭୁଲ୍ ବୁଝିଲା ବିନୟ
- ଦସ୍ୟୁ ରାଜକୁମାର
- ପିତା ଓ ପୁତ୍ର
- ଗୁଣ ବଡ ନା ସଂଖ୍ୟା ବଡ
- ପକ୍ଷୀ ଗଣତି
- ନିଜେ ଭଲ ହେଲେ ଦୁନିଆ ଭଲ ହେବ
- ପ୍ରକୃତ ଶିଷ୍ୟ
- ଯେସାକୁ ତେସା
- ମୁଦ୍ରିକାର ଗୌରବ
- ହାଡବାଇ କଥା



