ଆଇନ୍ ଅନୁସାରେ ରାଜାଙ୍କୁ ହତ୍ୟା କରିବାକୁ ଯିଏ କୌଶଳ କରେ ଏବଂ ସେହି ବ୍ୟକ୍ତିକୁ ଯିଏ ଆଶ୍ରୟ ଦେଇଥାଏ, ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆାଏ । ସେହି ନ୍ୟାୟରେ ତେନାଲୀରାମାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଗଲା । ରାଜା କହିଲେ, “ତେନାଲୀରାମା! ହୋଇପାର ତୁମେ ମୋର ଶୁଭ ଚିନ୍ତକ, ଯେହେତୁ ତୁମେ ଅପରାଧୀକୁ ନିଜ ଗୃହରେ ରଖିଥିଲ, ସେଥିପାଇଁ ତୁମେ ବି ଦଣ୍ଡ ପାଇବ । କିନ୍ତୁ ମୁଁ ତୁମର ଶେଷ ଇଚ୍ଛା ପୂରଣ କରିବାପାଇଁ ତୁମକୁ ପଚାରୁଛି, ତୁମେ କେଉଁ ପ୍ରକାର ମୃତ୍ୟୁ ଚାହୁଁଛ?” ତହୁଁ ସେ ତେନାଲୀରାମା କହିଲେ, “ମହାରାଜ୍! ମୁଁ ବୃଦ୍ଧ ହୋଇ ତା’ପରେ ମୃତ୍ୟୁବରଣ କରିବାକୁ ଚାହୁଁଛି ।” ତେନାଲୀରାମାଙ୍କ ଏପରି କଥା ଶୁଣି ରାଜା ଟିକେ ହସିଦେଲେ, ତାପରେ କହିଲେ ତେନାଲୀରାମା, ସବୁ ସମୟରେ ତୁମେ ନିଜ ବୁଦ୍ଧି ବଳରେ ସବୁ ସମସ୍ୟାର ସମାଧାନ କରିଦେଇ ପାରୁଛ । ମୁଁ କନକରାଜୁଙ୍କ ଠାରୁ ସମସ୍ତ ଘଟଣା ଶୁଣି ସାରିଛି । ତେଣୁ ତୁମେ ନିର୍ଦୋଷ, ବର୍ତ୍ତମାନ ଆଉ କୌଣସି କଥା ଚିନ୍ତା ନ କରି ତୁମେ ତୁମ ଘରକୁ ଯାଅ । ରାଜାଙ୍କ କଥା ଶୁଣି ତେନାଲୀରାମା ବି ଅତ୍ୟନ୍ତ ଖୁସି ମନରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।
ବୃଦ୍ଧ ହୋଇ ମରିବା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ରାକ୍ଷସ ଓ ଦୁଇ ବନ୍ଧୁ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଗଧର ପାଠ ପଢା
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ଋଷି ଓ ମୂଷା କନିଆଁ କଥା
- ରାଗୀ ସୁରେଶ
- ହସର କାରଣ
- ଯଥାର୍ଥ ବର
- ଦିପ ଜାତକ
- କପୋତ ଜାତକ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ଦୁଃସ୍ୱପ୍ନ
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ଭାଗ୍ୟରେ ଥିଲେ
- ସମ୍ରାଟ ଅଶୋକ
- ସୁନା ସଂଗ୍ରହ ପାଇଁ ଚାଲାକି
- ମହାପୁରୁଷଙ୍କ ଜୀବନରୁ ପ୍ରେରଣା
- ଠେକୁଆ ଏବଂ ଭୂମିକମ୍ପ
- ବସଣୀ ଚୋରି
- ରବିଭାମା କଥା
- ଅଣଅଜା
- ସୁନ୍ଦର କିଏ?
- ଉଦାସୀନ ରାଜପୁତ୍ର
- ବିକ୍ରମାଦିତ୍ୟଙ୍କ ବନଗମନ
- ବିଶ୍ୱର ମଙ୍ଗଳ
- ମଦ୍ୟପାନର ପରିଣାମ
- ବିଟ ପୁରୁଷର ପ୍ରେମ
- ଭୁବନ ସୁନ୍ଦରୀ
- ଅତି ଲୋଭ କରନାହିଁ
- ଭବିଷ୍ୟତ ବାଣୀ
- ଆଶାବାନ ଚୋର
- ଉପସ୍ଥିତ ବୁଦ୍ଧି
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- ସାତ ନକ୍ଷତ୍ର
- ସହାନୁଭୂତି
- ନ୍ୟାୟ ବିଚାର
- ସଂଗେ ସଂଗେ ଧରିଆଣ
- ଗୋ-ପାଳକର ପତ୍ନୀ
- ଶୁଆ ପକ୍ଷୀର ଚାତୁରୀ
- ଗୋବିନ୍ଦଙ୍କ ଇଚ୍ଛା
- ଶିବ ପୁରାଣ
- ଅଜବ ଚିଜ
- ଜାତକ
- ଚାଲାଖ୍ ବେପାରୀ
- ରଙ୍ଗଡ!
- ପିଲାଟିଦିନରୁ ବିପ୍ଳବୀ ନେତା
- ଅତି ଚତୁର
- ଭୁଲାପଣ
- ପାଞ୍ଚ ପ୍ରଶ୍ନ
- ବିଷବୃକ୍ଷ
- ହଂସ ଓ ଡିମ୍ବକ
- ଦାୟିତ୍ୱହୀନା
- ପରିବର୍ତ୍ତନ
- ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ରାଜଗୁରୁଙ୍କ ଶତ୍ରୁତା
- ଶ୍ରୀଜଗନ୍ନାଥଙ୍କ କାହାଣୀ
- ଅତି ଚାତୁରୀରେ ମୃତ୍ୟୁ
- ମୟୂରର ଦୁଃଖ
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ଆଦର୍ଶ ଗୁରୁଭକ୍ତ କଠ
- ଅବ୍ଦୁଲ୍ଲାର ଚାଲାକି
- ବ୍ୟର୍ଥବର
- ସବୁଠୁ ବେଗବାନ ପ୍ରାଣୀ
- ବୁଦ୍ଧିଆ ମହାଜନ
- ନାମ ବିକ୍ରି
- ଗୋପୀର ଅନୁମାନ
- ତୃତୀୟ ପ୍ରଶ୍ନ
- କୃଷ୍ଣାବତାର
- ଯେସାକୁ ତେସା
- ଅଳଙ୍କାର!
- ବିଲୁଆ ଏବଂ ସିଂହ କଥା
- ଦଣ୍ଡବିଧି
- ବନ୍ଦିନୀ ପରୀ
- ଆୟ ଦେଖି ବ୍ୟୟ କର
- କନ୍ୟା ମନୋନୟନ
- ଭୟ ପାଇଁ ଔଷଧ
- ନ୍ୟାୟ ବିଚାରର ସିଂହାସନ
- ଅବୁଝା ରାଜା
- କୁଆ ଗଣତି
- ଅଜବ ପଙ୍ଖା
- ଶିବମଲ୍ଲଙ୍କ କାହାଣୀ
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ଯୋଗୀ ଗୁଣିଆ କଥା
- ହଠାତ୍ ବିନୟ!
- ଅତି ଲୋଭରେ ବଂଶ ବୁଡେ
- ଯେସାକୁ ତେସା, ସାନ୍ତ୍ୱନା
- ହୁସ୍ ହୁସ୍
- ଗୁଣ୍ଡୁଚି ପିଠିରେ ଗାର
- ବୋଝ
- ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି
- ଗୋପାଳର କୃଷ୍ଣ ପ୍ରାପ୍ତି
- କୃଷକର ପତ୍ନୀ
- ରାଜାଙ୍କ ନ୍ୟାୟ ବିଚାର
- ଅନ୍ୟକୁ ଉପଦେଶ
- ନ୍ୟାୟ
- ପରମାର୍ଥ ବିଦ୍ୟା
- ଦୂର ପରବତ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଥମ୍ବଲୀନା
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ଏ ବାକ୍ସ କାହାର?
- ମହାକପି ଜାତକ
- ଅଧିକ ଦଣ୍ଡ
- ମହାଭାରତ
- ଅବୋଲକରାର ଜନ୍ମ କଥା
- ଅନ୍ଧପିଲାର କରାମତି
- ମୂଷା ନୁହେଁ ଚୁଚୁନ୍ଦ୍ରା
- କନକ ଉପତ୍ୟକାର କାହାଣୀ
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ବୁଦ୍ଧି ଓ ବିବେକ
- ମୁଁ ଘାତକିନୀ ରାଜ ଜେମା
- ଅମର ମଣିଷ
- ସମ୍ରାଟ ଅଶୋକ
- ବିଚାରପତିଙ୍କ ନ୍ୟାୟାଦେଶ
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- କୁଜାର ଅଦ୍ଭୁତ ଭେଳିକି
- ତତ୍କଳ ଜାତକ
- ଈଶ୍ୱର ଏକ
- ଯୁଧିଷ୍ଠିରଙ୍କ ଅତିଥି ସେବା
- ହସ ଏବଂ ଲୁହ
- ଚୋରର ଭାବାନ୍ତର
- ପ୍ରାପ୍ତ ଧନ
- ପ୍ରକୃତ ଶିଷ୍ୟ
- ଲୋଭୀ ବୈଦ୍ୟ
- ବୋକା ତୁମେ ନୁହେଁ ମୁଁ
- ନିଷ୍ଠୁରତାର ପ୍ରତିଫଳ
- ଅଗ୍ରପୂଜ୍ୟ ଗଣେଶ
- ଉଦାସୀନରାଜପୁତ୍ର
- ଡାକୁ ଉଗ୍ରଶୀଳ
- ସୋମସେନଙ୍କ ଚିତ୍ର
- ଗୋପାଳର ମୃଗୀ ରୋଗ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ଦୁଇଟି ରାକ୍ଷସ
- ଶିଶିର ପୁଅ ଗଧ
- ସତ କେବେ ଲୁଚି ରହେନା
- କୁକୁରର ଲାଞ୍ଜ
- ଦୁଇ ଭଉଣୀ
- ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା
- ତ୍ୟାଗ ଓ ନିଷ୍ଠାର ଫଳ
- କାହାର ଶିକ୍ଷାଲାଭ?
- ହୀରା ଫେରସ୍ତ
- ରୂପଧରଙ୍କ ଯାତ୍ରା
- ଅସଲ କବିରାଜ
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ଲୋଭ ମରଣର କାରଣ
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ତିନି ମୁଦ୍ରିକା
- ପ୍ରକୃତ ବନ୍ଧୁ
- ଅଲକ୍ଷଣା ମୁହଁ କାହାର
- ଧର୍ମ ଅଧର୍ମ
- ବିଚିତ୍ର ପୁଷ୍ପ
- ଉଗ୍ରସେନଙ୍କ ଜଡିବୁଟି
- ଛଦ୍ମବେଶ
- ଦସ୍ୟୁ ରାଜକୁମାର
- ସୁନାମାଛ କଥା
- ଯାହା ଚାହିଁବ ତାହା ପାଇବ
- ସଚ୍ଚା ବିଦୂଷକ
- କୁଶଳଙ୍କ କୌଶଳ
- ଦୁଇ ଅସୁର କଥା
- ପାଣି ଓ ପ୍ରକୃତି
- ରତ୍ନ ମଞ୍ଜରୀ କଥା
- କୁତ୍ସା
- ଗୁପ୍ତଦଲିଲ୍
- ସଭିଏଁ ନୁହଁନ୍ତି ମଣିଷ
- ବିଚିତ୍ର ପୁଷ୍ପ
- ମାଙ୍କଡ ଏବଂ ଘଂଟି
- ଦୁରାଶାର ଜାଲ
- ରୂପଧରଙ୍କ ଯାତ୍ରା
- ବିପଦର ବାନ୍ଧବୀ ଅପ୍ସରା
- ଚାଷୀର ବୁଦ୍ଧି
- ଦୁଇବନ୍ଧୁ
- ମୁଁ ଜଣେ ରାଜଭକ୍ତ
- ନ୍ୟାୟପୀଠ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- କଥାର ଦୁଇ ଭଙ୍ଗୀ
- ବିଚିତ୍ର ପୁଷ୍ପ
- ଶୂନ୍ୟ ଉପଦେଶ
- ମାତୃହନ୍ତା ପର୍ଶୁରାମ
- ଅମ୍ବରୀଷ
- ଦେବୀଙ୍କ ଶାଢୀ
- ମନ୍ତ୍ରୀ ନିର୍ବାଚନ
- ବେଙ୍ଗର ଦୁର୍ଦ୍ଦଶା
- ଦେବୀଙ୍କ ଅଳଙ୍କାର
- ଏହା ମୋର ଦାଢି
- ମନ୍ତ୍ର – ସିଂହାସନ
- ବିଦୂଷକଙ୍କ ମନ୍ତ୍ରଶକ୍ତି
- ସବୁ ମୁଖେ ପରିସ୍ରା କରେ
- ଯଥାର୍ଥ ସନ୍ତୋଷ
- ନେତ୍ରଦର୍ଶୀ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ଚମ୍ପେଇ ନେଉଳ କାମୁଡେ ନାହିଁ
- ଲୋଭୀ କିଏ?
- ଧୂସର ଦୁର୍ଗ
- ପୋଡା ମୁହଁରେ ସବୁ ଭଲ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ଅଜା ନାତି କଥା
- ଛୁଆ କୁକୁଡା
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ବିଷ୍ଣୁ ପୁରାଣ



