ବିକ୍ରମାଦିତ୍ୟ କହିଲେ ଆଜି ରାତ୍ରି ସ୍ୱପନରେ ଦେଖିଲି ତୁମ୍ଭ ଜେମା ଖାଦ୍ୟଦ୍ରବ୍ୟ ରଖି ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥକୁ ଅପେକ୍ଷା କରିଥିଲେ । ଚିତ୍ରରଥ ପ୍ରବେଶନ୍ତେ ତାଙ୍କର ପାଦଧୋଇ ପଲଙ୍କରେ ବସାଇଲା । ପ୍ରେତଗଣ କାମିନୀର ଖାଦ୍ୟ ପଦାର୍ଥ ବଦଳାଇ ଦେଇଥିଲେ । ପ୍ରତ୍ୟେକ ଖାଦ୍ୟ ଖାଇ ମଳ ମୂତ୍ର ଭରି ଦେଇଥିଲେ । ସେ ଖାଦ୍ୟ ଖାଇ ଗନ୍ଧର୍ବ କ୍ରୋଧାନ୍ୱିତ ହୋଇ ତୁମ୍ଭ ରାଜଜେମାଙ୍କୁ ନିସ୍ତୁକ ମାଡ ମାରିଲା । ବହୁତ ବିନୟ ହୋଇ ରାଜଜେମା ତା’ର ପାଦ ଧରନ୍ତେ ତାଙ୍କୁ ଆଲିଙ୍ଗନ କରି ରତିକ୍ରୀଡା କରି ପଳାଇଗଲା । ଆଜି ସ୍ୱପ୍ନରେ ଏ ସମସ୍ତ କଥା ମୁଁ ଦେଖିଲି । ପରିଚାରୀଗଣ ବିକ୍ରମାଦିତ୍ୟଙ୍କଠାରୁ ଏକଥା ଶୁଣି କମଳିନୀ ପାଖକୁ ଗଲେ । କମଳିନୀ ମୁଖ ବିବର୍ଣ୍ଣ ଦିଶୁଥିଲା । ଏମାନେ ସମସ୍ତେ କମଳିନୀକୁ ଦେଖି ହସି ଦେଲେ । ହସିବାର କାରଣ କମଳିନୀ ପଚାରନ୍ତେ ଦାସୀମାନେ ବିକ୍ରମାଦିତ୍ୟଙ୍କ ଠାରୁ ଶୁଣିଥିବା ସମସ୍ତ ଘଟଣା କହିଗଲେ । କମଳିନୀ ସମସ୍ତ ଶୁଣି ମନରେ ଚିନ୍ତାକରି କହିଲେ, ମୋର ସ୍ୱାମୀ ସାଧାରଣ ମାନବ ନୁହଁନ୍ତି ଦେବତା । ମୁଁ ଏବେ ତାଙ୍କ ସମ୍ମୁଖକୁ ଯିବି କିପରି? କୁମାରୀ ବ୍ରତ ମୋର ପୂର୍ଣ୍ଣ ହେଲେ ତାଙ୍କ ଚରଣ ତଳେ ମୁଁ ଖଟିବି । ସେ ବିଟପି ନାଗରୀ ଏପରି କହି ଚାଲିଗଲା ।
ବେତାଳ ଗୁପ୍ତ ରହଣୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଶାଶ୍ୱତ ସନ୍ଦେଶ
- କାଲିର କାମ ଆଜି କର
- କୃପାଧନ୍ୟ ଭୂଷଣ୍ଡକାକ
- ଶିବ ପୁରାଣ
- ଅଭିନବ ବିବାହ
- ତତ୍କଳ ଜାତକ
- ବିଳାସୀ ମହନ୍ତ
- କନକ ଉପତ୍ୟକାର କାହାଣୀ
- ବୁଦ୍ଧି
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ସବୁଠୁ ଭଲ ଚୁପ୍
- ଶ୍ରୀ ଲୋକନାଥ
- ସୁନାମାଛ କଥା
- ହୁଣ୍ଡା ରାୟଙ୍କ ରାୟ
- ସାହାସିକ କାର୍ଯ୍ୟ
- ଶିବ ପୁରାଣ
- ରୋଜଗାର
- ନିମ୍ବ
- ମନ କିଣିନେଲା ଜନମ ମାଟି
- କେଁ କେଁ ଶଗଡ
- ପରାଧୀନ ଜୀବନ
- ବୁଦ୍ଧି ଓ ବିବେକ
- ବଙ୍କୁଲୀ ବାଡି ପ୍ରତି ଭୟ
- ଧନସମ୍ପତ୍ତି କାହାରି ନୁହେଁ
- ବାନର ଓ ଚଟକ ଦମ୍ପତି କଥା
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ଅଜ୍ଞାତ ଚୋର
- ଲୋଭ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ରାଜାଙ୍କର ଶୁଆ
- ଶୁଆ ଶାରୀ କଥା
- ରାଜମୁକୁଟ
- ଦାସିଆ ବାଉରୀ
- ବିଚାରବାନ ଚୋର
- ଗରିବର ଭଗବାନ
- କୃଷ୍ଣାବତାର
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ନିରିମାଖି ଝିଅର ଭାଗ୍ୟ
- ମନ୍ତ୍ର – ସିଂହାସନ
- ଦସ୍ୟୁ ରାଜକୁମାର
- ସବୁ ମାୟାରେ ବାୟା
- ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ପରୋପକାର
- ତେନାଲୀରାମାଙ୍କ ଚତୁରତା
- ଚିଡିଆ ଗୋଲାମ୍
- ସମ୍ମାନ ପାଇଁ ଯୋଗ୍ୟତା
- ବିଷ୍ଣୁଭକ୍ତ ଗଜରାଜ
- ଚନ୍ଦ୍ରହାର
- ଭୁଲାପଣ
- କ୍ଷତିରୁ ଲାଭ
- ଧାନ କ୍ଷେତ
- ମାଛ କଡେଇରେ ଶଗଡିଆର ଆଶା
- ସେନାପତି ନିର୍ବାଚନ
- ପ୍ରକୃତ ବନ୍ଧୁ
- ଦୁଇ ଜ୍ୟୋତିଷ ଓ ସୁଲତାନ
- କାହାଣୀରେ ଅବୋଲକରା
- ଦର୍ପଣବାଲା ରୂପମ୍
- ଦସ୍ୟୁ ରାଜକୁମାର
- ପୋଡା ମୁହଁରେ ସବୁ ଭଲ
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ଚିକିତ୍ସା
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ମାୟାଚିତ୍ର
- ସୁଲତାନ୍ ଙ୍କ ପ୍ରଶ୍ନ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ବୋକା ବ୍ରାହ୍ମଣ କଥା
- ଚମର ଜୋତା
- ପରୀକ୍ଷା
- ନୂଆ ଜୁଆଇଁ
- ମାଧ ମହାନ୍ତିଙ୍କ କନ୍ୟାସୁନା
- ହଠାତ୍ ବିନୟ!
- ଚତୁରୀ ରମଣୀ
- ଚାକରର ଯୁକ୍ତି
- କୁକୁର ଏବଂ ଗଧର କାହାଣୀ
- ଭାଗ୍ୟ
- ଧୂସର ଦୁର୍ଗ
- ବିଧବା ତା ଧନ ଫେରିପାଇଲା
- କୁକୁଡାର ନାଲିଚୁଳ
- ଦଗା!
- ବୁଦ୍ଧି ପରୀକ୍ଷା
- ବାଲେଶ୍ୱରୀ ରାହାଜାନି
- ସିଦ୍ଧୁର ଅହଂକାର
- କୁମ୍ଭୀର, ମାଙ୍କଡ କଥା
- ଚନ୍ଦରା ଚନ୍ଦିରୀ ଫାର୍ସ
- ଅରିଷ୍ଟନେମି
- ପିତୃଭକ୍ତି
- ଦଧିବାହନ ଜାତକ
- ପରିବର୍ତ୍ତନ
- ମୁଁ ଘାତକିନୀ ରାଜ ଜେମା
- ସିଂହ ଆଉ ହରିଣ
- ମହାଭାରତ
- ଥମ୍ବଲୀନା
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ଦହିଭାତ ଧନଞ୍ଜୟ
- ଚନ୍ଦ୍ରକଳା କଥା
- ଭାଗ୍ୟର ଖେଳ
- ବ୍ରହ୍ମଚର୍ଯ୍ୟର ଶକ୍ତି
- କୂପର ବିବାହ
- କାମ କନ୍ଦଳା କଥା
- ଧୂସର ଦୁର୍ଗ
- ଯାଦୁକାରୀ ଘଂଟି
- ଠକ ନଗରୀ
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ବନ୍ଧକ ରଖା ହୋଇଥିବା ଦେଶ
- ଗୁପ୍ତଦଲିଲ୍
- ମଣିଷ ପଣିଆ
- ଲୋଭୀ ବୁଢୀର କୁକୁଡା
- ଦୁଃଶ୍ଚରିତ୍ରା ନାରୀ
- ନିଶର ଦାସ
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ଲୋଭ ମରଣର କାରଣ
- ପ୍ରତିଶୋଧ
- ସନ୍ତୋଷଲାଭର ରହସ୍ୟ
- ଗୁପ୍ତ ଦଲିଲ୍
- ଶାଶୁ ବୋହୁ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- କୀର୍ତ୍ତିସିଂହ
- କୁଜାର ଅଦ୍ଭୁତ ଭେଳିକି
- ହାଡବାଇ କଥା
- ବେଙ୍ଗ ଏବଂ କଳାନାଗ କଥା
- ନାରାୟଣ ଓ ନଡିଆ
- ଦୂରଦ୍ରଷ୍ଟା ବଣିକ
- ମର୍ତ୍ତ୍ୟ ବୈକୁଣ୍ଠ
- କିଏ ଭଲ କିଏ ଅସଲ ଭେଲ?
- ମଲାପୁଅ ବଂଚିଲା
- ମହାଭାରତ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ବଳରାମ ଓ ଜଗନ୍ନାଥ
- ଶିକ୍ଷା କାହିଁକି
- ଆକାଶରେ ଶିଳପୁଆ
- ଚୋରର ଭାବାନ୍ତର
- ବିଷବୃକ୍ଷ
- ପ୍ରକୃତ ଶୁଭେଚ୍ଛୁ
- ସୁଧଖୋର ରତନଲାଲ୍
- କୃଷ୍ଣାବତାର
- ଦୁର୍ମଦ
- ବାନର କୃତି
- ଦ୍ୱାଦଶ ରାଜକୁମାରୀ କାହାଣୀ
- ଘୃତଦାନ
- ସଦାନନ୍ଦ
- ବୃକ୍ଷ ମହାତ୍ମା
- ମାନସିକ ବ୍ୟାଧି
- କୃଷ୍ଣାବତାର
- ଭୁଲିଯିବାର ମନ୍ତ୍ର
- ଦସ୍ତଖତ୍
- କୁତର୍କର ଲାଭ
- ଭୂତଙ୍କ ସହାୟତା
- ବୀର ହନୁମାନ
- ଧର୍ମ ସହିବ ନାହଁ
- ଦିବସ ବା ରାତ୍ରି?
- ଅମ୍ବା
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଗୋପାଳ ଗଧ
- ବୁଦ୍ଧିମତୀ ରାଜକୁମାରୀ
- ମଧୁମାଳତୀ କଥା
- ମଳୟବତୀ କଥା
- ପଣ୍ଡିତଙ୍କ ଆଶୀର୍ବାଦ
- ପିତା ଓ ପୁତ୍ର
- ଦୁଇ ଭଉଣୀ
- ମର୍ତ୍ତ୍ୟର ପରୀରାଣୀ
- ଭୂତୁଣୀର ସର୍ତ୍ତ
- ପିଉସୀ ମା ଓ ଗୋପାଳ
- ସମସ୍ୟା ଓ ସମାଧାନ
- ଗୁରୁଜନଙ୍କ ଆଶୀର୍ବାଦ
- ଦୂର ପରବତ
- ପୋତାଧନ
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ଫଳନ୍ତି ବୃକ୍ଷ
- ନ୍ୟାୟ ନିର୍ଣ୍ଣୟ
- ଦୁଇ ପ୍ରତିବେଶୀ
- ଖାଲ ଖୋଳିବା ଲୋକଙ୍କ କୁଅଁ
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ବିବେକ
- ହୁସ୍ ହୁସ୍
- ସୁବର୍ଣ୍ଣ ହଂସ
- ସ୍ୱଭାବ
- “ମୁଁ – ଆମେ”
- ଯଥାର୍ଥ ଚିକିତ୍ସା
- ବହ୍ନି ଦ୍ୱୀପ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ହଜାରେ ବାଲ୍ଟି ପାଣି
- ଦସ୍ୟୁ ରାଜକୁମାର
- ଈର୍ଷା ଓ ସ୍ୱାର୍ଥପରତା ମଣିଷର ପରମ ଶତ୍ରୁ
- ମହାମନ୍ତ୍ରୀଙ୍କ କୁଡିଆ ଘର
- ଶୃଗାଳ ଏବଂ ବାଦ୍ୟ କଥା
- ଗୋପାଳର ଘର ଦେଖିବା
- ବୁଦ୍ଧିର ଦୌଡ
- ପ୍ରଶସ୍ତି
- ସବୁଠାରୁ ବଡ ମୂର୍ଖ
- ଝୁଡି ଓ ବୁଢାବାପା
- ଭୟ ପାଇଁ ଔଷଧ
- ଉତ୍ତମ ଗାଈ
- କୁଆ ଏବଂ ଗୋଖର ସାପ କଥା
- ଗଧର ବୁଦ୍ଧି
- ମନ୍ତ୍ରଶକ୍ତି
- ଦୁଇ ଉତ୍ତର



