ଭୀଷ୍ମ ପିତାମହ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ପରାସ୍ତ କରିବା ସମ୍ଭବ ହୋଇନଥାଏ । ଦୁର୍ଯ୍ୟୋଧନ ଏଥିରେ ଅତି ମାତ୍ରାରେ ବ୍ୟତି ବ୍ୟସ୍ତ ହୋଇପଡିଲେ । କ୍ରୋଧ ଜର୍ଜରିତ ହୋଇ କହିଲେ – ପିତାମହ ! ପାଣ୍ଡବମାନେ ଆପଣଙ୍କର ଅତି ପ୍ରିୟ । ସେଇ କାରଣରୁ ବୋଧହୁଏ ଆପଣ ସେମାନଙ୍କୁ ନମାରି ଖେଳାଉଛନ୍ତି । ଏହି ଆକ୍ଷେପୋକ୍ତି ପିତାମହଙ୍କୁ ବଜ୍ରତୁଲ୍ୟ ଆଘାତ ଦେଲା । ତତ୍କ୍ଷଣାତ୍ ପ୍ରତିଜ୍ଞା କଲେ – ଆଗାମୀ କାଲି ଏହି ଯୁଦ୍ଧର ମୁଖ୍ୟ ଯୋଦ୍ଧା ଅର୍ଜୁନଙ୍କୁ ମାରିବି, ନଚେତ୍ ନିଜେ ମରିବି । ଭୀଷ୍ମଙ୍କର ଏହି ପ୍ରତିଜ୍ଞା ଥିଲା କଠୋର । ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କ ପ୍ରତିଜ୍ଞା ସମ୍ପର୍କରେ ଜାଣିବାକୁ ପାଇଲେ । ଭୀଷ୍ମଙ୍କ ହାତରେ ପାଣ୍ଡବମାନଙ୍କୁ ନିଧନ କରିବାପାଇଁ ଅମୋଘ ଅସ୍ତ୍ରଥିଲା । ମହାଭାରତ ଯୁଦ୍ଧର ନାୟକ ଚକ୍ରଧାରୀ ଭାବିଲେ ଭୀଷ୍ମଙ୍କର ଏହି ପ୍ରତିଜ୍ଞା ଶୁଣି ଅର୍ଜୁନ ମ୍ରିୟମାଣ ହୋଇ ପଡିଥିବେ । ଆସନ୍ନ ମୃତ୍ୟୁ ଆଶଙ୍କାରେ ତାଙ୍କୁ ନିଦ ହେଉନଥିବ । ଏହା ଭାବି ସଖା ଅର୍ଜୁନଙ୍କୁ ସାନ୍ତ୍ୱନା ଦେବା ନିମିତ ତାଙ୍କ ଶିବିରକୁ ଗଲେ । ସେଠାକୁ ଯାଇ ଦେଖିଲେ ଅର୍ଜୁନ ନିଶ୍ଚିନ୍ତରେ ଗଭୀର ନିଦ୍ରାମଗ୍ନ । ଭଗବାନଙ୍କୁ ଏହା ବଡ ଆଶ୍ଚର୍ଯ୍ୟ ବୋଧହେଲା – ଭୀଷ୍ମଦେବ ଏଭଳି ଭୀଷଣ ପ୍ରତିଜ୍ଞା କରିଛନ୍ତି, ଅଥଚ ଅର୍ଜୁନ ବେଶ୍ ଶାନ୍ତିରେ ଗଭୀର ନିଦ୍ରାମଗ୍ନ, ତିଳେହେଲେ ଚିନ୍ତା ନାହିଁ । ଅର୍ଜୁନଙ୍କୁ ନିଦରୁ ଉଠାଇଲେ । ଅର୍ଜୁନ ଉଠିଲାବେଳେ ବେଶ୍ ପ୍ରଫୁଲ୍ଲ ଦେଖାଯାଉଥିଲେ । ଭଗବାନ ପ୍ରଶ୍ନ କଲେ – ତୁମେ ଭୀଷ୍ମଙ୍କର ପ୍ରତିଜ୍ଞା ସମ୍ପର୍କରେ କ’ଣ ଜାଣିନାହଁ? ଅର୍ଜୁନ ଉତ୍ତର ଦେଲେ – ହଁ, ଜାଣିଛି । ତେବେ ଏଭଳି ଶାନ୍ତିରେ ଶୋଇଛ ଯେ? ତୁମର କ’ଣ ମୃତ୍ୟୁ ଭୟ ନାହିଁ? ଆଗାମୀକାଲି ସମ୍ପର୍କରେ ତୁମେ କ’ଣ ଚିନ୍ତା କରୁନାହଁ? ଶ୍ରୀକୃଷ୍ଣଙ୍କୁ ଆଶ୍ଚର୍ଯ୍ୟ କରି ଅର୍ଜୁନ ଉତ୍ତର ଦେଲେ – ମୋ ପାଇଁ ଚିନ୍ତା କରୁଥିବା ମୋର ପ୍ରଭୁ ଜାଗ୍ରତ ଅଛନ୍ତି । ମୋର ଚିନ୍ତା କରିବାର କ’ଣ ଆବଶ୍ୟକତା ଅଛି? ଅଯଥା ଚିନ୍ତା କରି ମୁଁ କାହିଁକି ସୁନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବି? ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କର ଭୀଷଣ ପ୍ରତିଜ୍ଞା ପୂର୍ଣ୍ଣ କରିବାକୁ ଦେଇନଥିଲେ । ଅର୍ଜୁନଙ୍କୁ କୌଶଳକ୍ରମେ ରକ୍ଷା କରିଥିଲେ । ତେଣୁ ସର୍ବଦା ଭଗବାନଙ୍କ ଉପରେ ଆସ୍ଥା ରଖିବା ଦରକାର ।
ଭଗବାନଙ୍କ ଉପରେ ଆସ୍ଥା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଚନ୍ଦରା ଚନ୍ଦିରୀ ଫାର୍ସ
- ଦୁଃଖର ଅଶ୍ରୁ
- ବୃଦ୍ଧ ହୋଇ ମରିବା
- ପ୍ରତ୍ୟକ୍ଷ ଶିକ୍ଷା
- ସତୀ ସଉତୁଣୀ ମନ୍ଦିର କଥା
- ମା’ ସାନ୍ଧିଲିଙ୍କ କଥା
- ମନ୍ଥରକ ତନ୍ତୀ କଥା
- ସାତ ନକ୍ଷତ୍ର
- ଦେବକନ୍ୟା
- ପିମ୍ପୁଡି ଓ ଝିଂଟିକା
- ତିନି ତାନ୍ତ୍ରିକ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ଗର୍ବ ଭାଙ୍ଗିଦେଲେ ଜଳପରୀ
- କୋକିଶିଆଳି ଲାଞ୍ଜ ଧଳା
- ପରୀକ୍ଷା
- ବୁଦ୍ଧିର କରାମତି
- ତିନିଟି ଜିନିଷ
- ତିନି ତ୍ୟାଗୀ
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ରୋଗ
- ପ୍ରତିଶୋଧ
- ସୁବର୍ଣ୍ଣ ମୟୁରୀ
- ସୁନାର ଘୋଡା
- ବହ୍ନି ଦ୍ୱୀପ
- ଅସନ୍ତୋଷର ରହସ୍ୟ
- ତିନୋଟି ଗଧଙ୍କର ବୋଝ
- ଭୁଲ୍ ବୁଝିଲା ବିନୟ
- ଚତୁର୍ଥ ଯାମିନୀ ଓ ବେତାଳ
- ବିଚିତ୍ର ଚିକିତ୍ସା
- ଅଯେୟ ଯୋଦ୍ଧା
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ଲୋଭି ବିଲୁଆ
- ବନ୍ଧୁତା
- ଲକ୍ଷ୍ୟ ଭେଦ
- ବ୍ରାହ୍ମଣ ପୁଅ ରାଜା ହେଲା
- ପ୍ରାପ୍ତ ଧନ
- ଭୂବନ ସୁନ୍ଦରୀ
- ଚାରି ପ୍ରଶ୍ନ
- ଧୂସର ଦୁର୍ଗ
- ରାଣୀ ପସନ୍ଦ
- ପାପପୁଣ୍ୟ
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ପତ୍ନୀର ଯୋଗ୍ୟ ପତି
- ସନ୍ଥ ଜିଲାନୀଙ୍କ ବଡପଣିଆ
- ବିରେଇ ବିଶାଳ
- ସ୍ୱପ୍ନ ଦୁଃସ୍ୱପ୍ନ
- ଭିନ୍ନ ଭାବଧାରା
- ବଦଭ୍ୟାସ
- ରାଜବୈଦ୍ୟଙ୍କ ଚିକିତ୍ସା
- ଯଶ ଲିପ୍ସା
- ଯାହା ପାଇଁ ଯିଏ
- ଦୁଷ୍ଟ ବାଘର ବାହାନା
- କରୁଣାର ପ୍ରମାଣ
- ପର ପାଇଁ ଗାତ ଖୋଳା
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ବିଲୁଆ ଏବଂ ସିଂହ କଥା
- କୌଶଲ୍ୟା କଥା
- ଆକବର ଏବଂ ତାଙ୍କର ସ୍ୱପ୍ନ
- ଛୁଆ କୁକୁଡା
- କ୍ରୋଧ ମଣିଷର ଶତ୍ରୁ
- ମହାଭାରତ
- ଭାଗ୍ୟ ଦେବତା
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ପୋତା ଧନ, ପଥର ସମାନ
- ସମ୍ରାଟ ଅଶୋକ
- ନାଇଟ୍ ଇଗଲ
- ଯଦୁମଣି ରହସ୍ୟ
- ରାଗୀ ସୁରେଶ
- ସୁଖୀ ପରିବାର
- ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ
- ଜାଦୂର ଥଳି
- ବହ୍ନି ଦ୍ୱୀପ
- ଲକ୍ଷ୍ମୀଛଡା ରାଜା କଥା
- ତାମ୍ର ଯନ୍ତ୍ର
- ଇର୍ସା ଅନର୍ଥର ମୂଳ କାରଣ
- ସୁଯୋଗ ହରାଅ ନାହିଁ
- କୁଶଳଙ୍କ କୌଶଳ
- ଅଜ୍ଞାତ ଚୋର
- ପରୀରାଇଜ
- ରାକ୍ଷସର ଦାନ
- ବ୍ରହ୍ମଜ୍ଞାନୀ ଶୁକମୁନି
- ପରମେଶ୍ୱରଙ୍କ କରୁଣା
- ଶିବ ପୁରାଣ
- ଅଦ୍ଭୁତ ବଂଶୀ
- ଶିବ ପୁରାଣ
- ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା
- ଦୁଃଶ୍ଚରିତ୍ରା ନାରୀ
- ଆଖି ଥାଇ ଅନ୍ଧ
- ଅପୂର୍ବ ଯୁକ୍ତି
- ଅଭିଳାଷ
- କାରଣ
- ପ୍ରଶସ୍ତି
- ବିଚିତ୍ର ଚିତ୍ରକଳା
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଦୁଇ ଭୂତୁଣୀ
- ଉପଯୁକ୍ତ ବର
- ନିର୍ଦ୍ଦୟରୁ ସଦୟ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ଅସନ୍ତୋଷରେ ଲାଭ କ’ଣ?
- ଭୀମର ଭାଗ୍ୟ
- ବିଦ୍ୟା – ଦାନ
- ବୀର ହନୁମାନ
- ରଜାପୁଅ ଓ ମାଙ୍କଡ ରାଣୀ
- ବିଚିତ୍ର ସ୍ୱପ୍ନ
- ବକ ଜାତକ
- ପୁରୁଣା ସାଙ୍ଗକୁ ହେଳା କଲେ
- ଧୂସର ଦୁର୍ଗ
- ବିଳମ୍ବିତ ବୁଦ୍ଧି!
- ଶିକାରୀ ଏବଂ ପକ୍ଷୀ
- କନକ ଉପତ୍ୟକାର କାହାଣୀ
- ତିନି ପୁରୁଷର ବିତ୍ତ
- କନକ ଉପତ୍ୟକାର କାହାଣୀ
- ମନ କିଣିନେଲା ଜନମ ମାଟି
- ବୁଦ୍ଧିମତୀ ମଲ୍ଲିକା
- ଯେମିତି ପୂର୍ବେ ସେମିତି ପରେ
- ବୁଦ୍ଧିମାନ ବିଶୁ
- ଛଦ୍ମକୁ ସାବଧାନ
- ଆଦର୍ଶ ଗୁରୁଭକ୍ତ କଠ
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- ସାବାସ୍ ଗୌରବ
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ଘୋଡା ବୁଦ୍ଧିରେ ବଳିଗଲା
- ସାଧୁଙ୍କ ଯାଦୁ
- ହାର୍-ଜିତ୍
- ଭଗବାନଙ୍କ ଉପରେ ଆସ୍ଥା
- ସୁଲତାନାଙ୍କ ଚାତୁରୀ
- ପିତାଙ୍କ ଆଦର୍ଶ!
- ସମ୍ରାଟ ଅଶୋକ
- ବାର୍ହା ଓ କୋକୀ
- ବିଶ୍ୱାସ ଘାତକ
- ଈର୍ଷ୍ୟା
- ବୁଦ୍ଧିମାନ କିଏ
- ଦସ୍ୟୁରାଜକୁମାର
- ନାରାୟଣ ଓ ନଡିଆ
- କୁ-ସଙ୍ଗରୁ ବୁଦ୍ଧି ନାଶ
- ବାବୁ କହିଥିଲେ
- ନିରିମାଖି ଝିଅର ଭାଗ୍ୟ
- ବ୍ୟାକୁଳ ଭରତ
- ଗୋପାଳର ଘର ଦେଖିବା
- ଅହଂକାରୀ ହଂସ
- ପାପ
- କୁକୁର ଜାତକ
- ଶିକ୍ଷା କାହିଁକି
- ଉପସ୍ଥିତ ବୁଦ୍ଧିର ବଳ
- ତୋପଠାରୁ ବଳି
- ଅଧିକାର
- ସାଧୁ ବାବା
- ବିକି ଜାଣିଥିଲେ –
- ପ୍ରକୃତ ଧନୀ
- ନାଗ କଥା
- ନିରର୍ଥକ ଉପାୟ
- କାର୍ଯ୍ୟକୁଶଳତା
- ଜ୍ଞାନବତୀ କଥା
- ଆତ୍ମଜ୍ଞାନ
- ଅସମ୍ଭବ ତର୍କ
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ବଳ ଓ ତେଜ
- ନ୍ୟାୟ
- କର୍ମନିଷ୍ଠ ସିପାହୀ
- ମହାଭାରତ
- ଅନ୍ତିମ ଇଚ୍ଛା
- ବିଲୁଆ ଭାଇର ଜାଣିବା କଥା
- କୁରାଢ଼ୀ ଓ ଜଳ ଦେବତା
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ଚୋରୀଧରା
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ବୀର ଏବଂ ରାକ୍ଷସୀ
- ଅମ୍ବା
- ସୁନାମାଛ କଥା
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ଚନ୍ଦ୍ର ଓ ଚକୋର
- ଶତ୍ରୁକୁ ସତ୍କାର
- ଦିଗ୍ଭ୍ରାନ୍ତ ପଥିକ
- ସମ୍ରାଟ ଅଶୋକ
- ବିଷ୍ଣୁଭକ୍ତ ଗଜରାଜ
- ବିଦୂଷକଙ୍କ ମନ୍ତ୍ରଶକ୍ତି
- ତିନି ସାଧୁ ଓ ଭଗବାନ
- ମମତା ମାଗେ ମୂଲ
- ଜୟ ପରାଜୟ
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ଟମଥମ୍ବ
- କାହା ମନରେ କ’ଣ ଅଛି
- ନମ୍ରଭାବ ଶ୍ରେଷ୍ଠ କରାଏ
- ଭୂତୁଣୀ
- ଶୁକପକ୍ଷୀର ଭାଷା
- ପ୍ରକୃତ ବନ୍ଧୁ
- ହରିଣ ଓ ଅଙ୍ଗୁର ଲତା
- ଦୁର୍ମଦ
- କୁହୁକ ଦ୍ୱୀପ
- ଗୋପାଳ ଓ ତାହାର ସ୍ତ୍ରୀ
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା
- ପୁରସ୍କାର
- ପ୍ରକୃତ ଶୁଭେଚ୍ଛୁ
- ବାଲେଶ୍ୱରୀ ପଙ୍ଗାଲୁଣ
- ନ୍ୟାୟ ନିର୍ଣ୍ଣୟ
- ଅସଲ ଆତସବାଜି
- ଅଭିଶପ୍ତ ଉପତ୍ୟକା
- ବୀରହନୁମାନ
- ଶେଷ ମୁହୂର୍ତ୍ତର ସାଥି



