ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ । ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।
ଭଗବାନଙ୍କ ଉପରେ ଆସ୍ଥା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଲାଗିଲେ ଛାଡିବିନି
- ଶିବ ପୁରାଣ
- ସଭ୍ୟ ଜମିଦାର
- ମହାଭାରତ
- ଭିନ୍ନ ବିଦ୍ୟା
- କନକ ଉପତ୍ୟକାର କାହାଣୀ
- ହୁଣ୍ଡା ରାୟଙ୍କ ରାୟ
- ଧୂସର ଦୁର୍ଗ
- ଲୋଭି ବିଲୁଆ
- ରାଜକୁମାରୀ ସୌଦାମିନୀ
- ଭୁଲାପଣ
- ଦୁଷ୍ଟଙ୍କଠାରୁ ଦୂରରେ
- ବିଚିତ୍ର ପୁଷ୍ପ
- ରୂପଧରଙ୍କ ଯାତ୍ରା
- ବନ୍ଧ୍ୟା
- ରେଶମୀ ବସ୍ତ୍ର
- ରାକ୍ଷସର ଦାନ
- ଶିବ କୃପା
- “କାଲିକୁ ଆସ”
- ଯେ ପାଂଚେ ପରମନ୍ଦ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- କାରଣ
- ସହାନୁଭୂତି
- ରାଜାଙ୍କର କୋଷ୍ଠ ସାଫ୍
- ଭୀମର ଭାଗ୍ୟ
- ରାଜମୁକୁଟ
- ସୋମିଲାକ୍ ତନ୍ତ୍ରୀ କଥା
- ଆଜ୍ଞାକାରୀ କୁକୁର
- ମାଛି ସନ୍ଦେଶ ଖାଉଛି
- ଆଦର୍ଶ ଗୁରୁଭକ୍ତ କଠ
- ରୋଗ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ସ୍ୱର୍ଗୀୟ ଦାନ
- ଖରପୁତ ଜାତକ
- ପୁତ୍ରର କର୍ତ୍ତବ୍ୟ
- ଟଙ୍କା ଥଳୀଟି କାହାର?
- ସିଂହ ଏବଂ ବିଲୁଆ
- କାଲିର କାମ ଆଜି କର
- ତାଳଗଛ ମୂଳେ!
- ସ୍ୱାଧୀନ ଜୀବନ ସବୁଠୁ ଭଲ
- କୀର୍ତ୍ତିସିଂହ
- ପକ୍ଷୀ ଏବଂ ମାଙ୍କଡ କଥା
- କାହାର ଶିକ୍ଷାଲାଭ?
- ପରର ସ୍ତ୍ରୀ ରାଜକନ୍ୟା
- ମାଙ୍କଡ ଏବଂ ଘରଚଟିଆ କଥା
- ଛଂଚାଣ ଓ ଘରଚଟିଆ
- ମିଥ୍ୟାଭିମାନ
- ଫଳନ୍ତି ବୃକ୍ଷ
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- ତରବର
- ଏକ କ୍ରୀତଦାସର କାହାଣୀ
- ଶୃଗାଳ ଏବଂ ବାଦ୍ୟ କଥା
- ଦେବକନ୍ୟା
- ବାଲେଶ୍ୱରୀ ପଙ୍ଗାଲୁଣ
- ଦିବସ ବା ରାତ୍ରି?
- ମାନବର ସହନଶୀଳତା ବଡ ଗୁଣ
- ଚିକିତ୍ସା ଶାସ୍ତ୍ର
- ବଳୁଆ ପଡୋଶୀ
- ନେଳି ଟୋପି
- କନକ ଉପତ୍ୟକାର କାହାଣୀ
- ତିଳୋତମା ବିବାହ
- ନିଷ୍କର୍ମା ମନ ଭୂତର ଘର
- ନଖ ଚିକିତ୍ସା
- ଦୁଷ୍ଟ କାଉ ଦଳ
- ଜୟ ପରାଜୟ
- ଦାୟିତ୍ୱହୀନା
- ସୃଷ୍ଟିର ଆନନ୍ଦ
- ବୀର ହନୁମାନ
- ସତ ଲୁଚେନା
- ମତ୍ସ୍ୟ ସୁନ୍ଦରୀ
- କର୍ମନିଷ୍ଠ ସିପାହୀ
- ଅଦ୍ଭୁତ ମୁକୁଟ
- ଦୁଇ ବୈଦ୍ୟ
- ମହା ଗଧ
- ବୀଣାର ବିବାହ
- ସବୁ ମାୟାରେ ବାୟା
- କୁଆ ଏବଂ ଗୋଖର ସାପ କଥା
- ସୁନା ସମ୍ପଦ
- ପ୍ରଶସ୍ତି
- ସଚ୍ଚା ବିଦୂଷକ
- ଅର୍ଥହୀନ ସ୍ୱାର୍ଥ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ଲୀଳାବତୀ କଥା
- ମୟୂରର ଦୁଃଖ
- ଶତ୍ରୁକୁ ମିତ୍ର କରିବା ଉପାୟ
- କୁଶଳ ବୁଦ୍ଧି
- ଇର୍ସା ଅନର୍ଥର ମୂଳ କାରଣ
- ସାହସ
- ବେତାଳ ସମ୍ମୁଖେ କମଳିନୀ
- ଯୋଗୀ ଓ ନାସ୍ତିକ
- କୃତଜ୍ଞ ଓ କୃତଘ୍ନ
- ଅସଲ ଆତସବାଜି
- ପ୍ରକୃତ ଶୁଭେଚ୍ଛୁ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ମହା ପଣ୍ଡିତ
- ଶିବମଲ୍ଲଙ୍କ କାହାଣୀ
- ବହୁମୂଲ୍ୟ ଉପହାର
- ଡାକିନୀ ଝିଅ
- ମୃଗନୟନୀ କଥା
- କର୍ମ ହିଁ ଜୀବନର ମାନଦଣ୍ଡ
- ସନ୍ଦେହ
- ବୁଦ୍ଧି
- ବିଚିତ୍ର ପୁଷ୍ପ
- ସମାଲୋଚନା ସଫଳତା ଆଣିଦିଏ
- ବଡ କିଏ?
- ଗୁଣ୍ଡୁଚି ପିଠିରେ ଗାର
- ବାସ୍ତବ ଓ କଳ୍ପନା
- ଜାତକ
- ସୁନାର ଘୋଡା
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ଆମ ଦେଶର ଋଷି ଶୁକଦେବ
- ତେନାଲୀରାମାଙ୍କ ଚତୁରତା
- ଯେ ପାଂଚେ ପରର ମନ୍ଦ
- ଗଧ ଉପରେ ସିଂହ ଚମଡା
- ବୁଦ୍ଧି ଓ ବିବେକ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ଏତେ ସପନକୁ ରାତି କାହିଁ
- ସୁଖୀ ପରିବାର
- ଧର୍ମ ଅଧର୍ମ
- ବାପ, ପୁଅ ଓ ଗଧ
- ଶିବ ପୁରାଣ
- ବୀର ହନୁମାନ
- ମାଟି ଓ ଆଖୁ
- ବୁଦ୍ଧି ଓ ବିବେକ
- ବୀର ହନୁମାନ
- କୁଜାର ଅଦ୍ଭୁତ ଭେଳିକି
- ବଙ୍କୁଲୀ ବାଡି ପ୍ରତି ଭୟ
- ବୀର ହନୁମାନ
- ଆଶୀର୍ବାଦ ବି ଅଭିଶାପ
- ସାହାଯ୍ୟକାରୀ ଜଙ୍ଗଲପରୀ
- କୁହୁଡି ଆମ୍ବ ବଉଳ
- ଭୁଲ୍ ବୁଝିଲା ବିନୟ
- ଘରର ଦାୟିତ୍ୱ
- ରାକ୍ଷସ ନୀତି
- ବିବେକୀ ରାଜା
- ସିଂହ ଏବଂ ଠେକୁଆର ଗପ
- ଜମିଦାର ରାଜା
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- କବର ଭିତର ସୁନା ଛାଆଣି
- ଅପୂର୍ବଙ୍କ ପରାକ୍ରମ
- ଅଭିନେତାଙ୍କ ଭିନ୍ନ ବିଚାର
- ମହାକାବ୍ୟ
- ନାଇଟ୍ ଇଗଲ
- ଚୋର ହେଲେ ରାଜା
- ବୀର ହନୁମାନ
- ଅପାତ୍ର ଦାନ
- ସ୍ୱ ଗୋତ୍ରର ଅନ୍ନ
- ସୁଯୋଗ ହରାଅ ନାହିଁ
- କିଏ ଚୋର?
- ଦସ୍ୟୁ ରାଜକୁମାର
- ସ୍ୱାର୍ଥ
- କଥା କୌଶଳ
- ମିତ୍ର ପ୍ରାପ୍ତି
- ଉଗ୍ରସେନଙ୍କ ଜଡିବୁଟି
- ବକ ଜାତକ
- ତିନି ତାନ୍ତ୍ରିକ
- ପର ପାଇଁ ଗାତ ଖୋଳା
- ଯାଦୁ ମହଲ
- ସନ୍ତରଣ ବିଦ୍ୟା
- ମର୍ତ୍ତ୍ୟ ବୈକୁଣ୍ଠ
- ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ
- ସୁବର୍ଣ୍ଣ ମୂଷିକ
- ସିଂହ ଓ ସାଧକ
- ଶିକ୍ଷା କାହିଁକି
- ସାଧୁ ଲୋଭ ଯୋଗୁ ମଲେ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- କଇଁଚର ଉଡିବାକୁ ଇଚ୍ଛା
- ଚଢେଇର ପର
- କଣା ଚାହେଁ ସମସ୍ତେ କଣା ହୁଅନ୍ତୁ
- “ଅତିଥି”
- ଅସନ୍ତୋଷର ରହସ୍ୟ
- ଏକତାର କରାମତି
- ବ୍ରହ୍ମଚର୍ଯ୍ୟର ଶକ୍ତି
- ପକ୍ଷୀ ଏବଂ ମାଙ୍କଡ କଥା
- ଅମୂଲ୍ୟ ହୀରା
- ଶିବ ପୁରାଣ
- ନୂଆ ଜୁଆଇଁ
- ଦେଢଶହ ବର୍ଷର ଅପେକ୍ଷା
- ଅନୁତାପର ନିଆଁ
- ମୂଲ୍ୟବାନ ଶିକ୍ଷା!
- ନିଶର ଦାସ
- ଦିପ ଜାତକ
- ତୀର୍ଥଯାତ୍ରୀ
- ତିନି ପୁରୁଷର ବିତ୍ତ
- ଚୋରର ଆଚରଣ ବଦଳିଗଲା
- ରାଷ୍ଟ୍ରପତିଙ୍କ ମହାନତା
- ସନ୍ଥ ଜିଲାନୀଙ୍କ ବଡପଣିଆ
- ରାମପୁରର ରାମ
- ରାଜା ମଦନ ପାଳ କଥା
- କୁପ୍ରବୃତି ବଦଳିଗଲା
- ଚୋରୀଧରା
- ବୀର ହନୁମାନ
- ଗୋପୀର ସହର ଯାତ୍ରା
- ରତ୍ନ ମଞ୍ଜରୀ କଥା
- ନୀଳବର୍ଣ୍ଣ ଶୃଗାଳ କଥା
- ଚଢେଇ ଓ ତାର ପର
- ଧନସମ୍ପତ୍ତି କାହାରି ନୁହେଁ
- ଅତି ଲୋଭରେ ବଂଶ ବୁଡେ
- ସ୍ୱର୍ଗ ରାଜାଙ୍କ ଶୁଆ



