ସ୍ୱର୍ଣ୍ଣଲତା ଏକଥା ଶୁଣି ପଚାରିଲେ ହେଲେ ପୁଣି କ’ଣ ତହୁଁ ସେ ବନଜ୍ୟୋତି କହିଲେ, ତୁ ନିଜେ ମହାଜ୍ଞାନୀ ହୋଇଥିଲେ ବି ତୋତେ କେହି ବି ପଚାରିବେ ନାହିଁ । ଚାକିରିପାଇଁ ପୁଣି ଲାଂଚ ତ ନିହାତି ଦରକାର । ତୋ ବାପା ତୋତେ ପଚାଶ ହଜାର ଟଙ୍କା ଦେଇ ପାରିବେ । ଟଙ୍କା ଦେଇ ତୁ ଚାକିରି କରିବୁ? ଏକଥା ଶୁଣି ସ୍ୱର୍ଣ୍ଣଲତା କହିଲା ହଁ ବନଜ୍ୟୋତି, ମୋ ବାପାଙ୍କର ବ୍ୟାଙ୍କବାଲାନ୍ସ । ହେଲେ ମୋ ତଳେ ତ ଆଉ ଦୁଇଟା ଭଉଣୀ, ବାପା ଏବେ ମୋତେ ବିବାହ ଦେଇଛନ୍ତି, ପୁଣି ଏତେ ଟଙ୍କା କୋଉଠୁ ଆଣିବେ ଯେ, ଏହି କଥା ଭାବି ଉଭୟେ ଚିନ୍ତାକରି ବସିଲେ । ଦୁଇ ସାଙ୍ଗ ମଉନ ହୋଇ ବସିଲେ । କିଛି ସମୟ ପରେ ବୁଦ୍ଧିମତୀ ବନଜ୍ୟୋତି କହିଲା ସ୍ୱର୍ଣ୍ଣ, ଉପାୟ ମିଳିଗଲା । ତାପରେ ସ୍ୱର୍ଣ୍ଣ ପଚାରିଲା କ’ଣ? ବନଜ୍ୟୋତି କହିଲା – ତୁ ତୋ ସ୍ୱାମୀ ଶ୍ରୀକାନ୍ତ ବାବୁଙ୍କୁ କହିବୁ, ସେ ଅଧ୍ୟାପକ ଚାକିରି ଛାଡି ଦେବେ । ରାଜନୀତି କରିବେ । ମନ୍ତ୍ରୀଙ୍କ ପାଖଲୋକ ହେବେ । ଏପରିକି ନିର୍ବାଚନରେ ଭୁଜାଲି ଧରିବେ, ମାରଧର ବି କରିବେ । ଟଙ୍କା ଆଣିବେ ନିର୍ବାଚନ ପ୍ରାର୍ଥୀଙ୍କଠାରୁ ଭୋଟପାଇଁ ଲୋକମାନଙ୍କୁ ଟଙ୍କା ବାଂଟିବେ । ପ୍ରାର୍ଥୀ ନିର୍ବାଚନରେ ଜିତିଗଲା ପରେ ସବୁ ଠିକ୍ ହୋଇଯିବ । ଆଉ ତୋର ଚାକିରି ବି ହୋଇଯିବ । ବନଜ୍ୟୋତି କଥା ସ୍ୱର୍ଣ୍ଣଲତାର ମନକୁ ବେଶ୍ ପାଇଲା । ସ୍ୱର୍ଣ୍ଣଲତା ବାପ ଘରେ କିଛିଦିନ କଟାଇ ଶାଶୂ ଘରକୁ ଆସିଲେ । ଶ୍ରୀକାନ୍ତ ବାବୁଙ୍କୁ ସବୁକଥା କହିଲେ । ଏହାପରେ ସେ ଶ୍ରୀକାନ୍ତ ବାବୁ ରାଜନୀତି କଲେ । ନିର୍ବାଚନ ବିଧାୟକ ପ୍ରାର୍ଥୀ ଶ୍ରୀ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ଜିତାଇବାକୁ କଲେଜ ପିଲାଙ୍କୁ ଏକଜୁଟ୍ କରି ତାଙ୍କ ସପକ୍ଷରେ ପ୍ରଚାର କଲେ, ଲୋକମାନଙ୍କୁ ଫୁସୁଲା ଫାସିଲ୍ କରି ଲୋକଙ୍କ ମନ ନେଇ ଭୋଟ୍ ନେଲେ । ଶେଷରେ ବିଧାୟକ ପୁର୍ଣ୍ଣେନ୍ଦୁ କେଶରୀ ନିର୍ବାଚନରେ ଜିତି ଗଲେ । ତା’ପରେ ଶ୍ରୀକାନ୍ତି ବାବୁ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ତାଙ୍କ ଗୁହାରୀ ଜଣାଇଲେ ଯେ ତାଙ୍କ ‘ସ୍ତ୍ରୀ’ ସ୍ୱର୍ଣ୍ଣଲତାଙ୍କୁ ଶିକ୍ଷୟିତ୍ରୀ ଚାକିରିଟିଏ ମିଳୁ । ପୁର୍ଣ୍ଣେନ୍ଦୁ କେଶରୀଙ୍କ ଅନୁକମ୍ପାରେ ସ୍ୱର୍ଣ୍ଣଲତାଙ୍କୁ ପ୍ରାଇମେରୀ ସ୍କୁଲ୍ରେ ଶିକ୍ଷୟିତ୍ରୀ ଚାକିରିଟିଏ ମିଳିଗଲା । ସ୍ୱର୍ଣ୍ଣଲତା ଚାକିରି କଲେ । ଶ୍ରୀକାନ୍ତ ବାବୁଙ୍କୁ ଆଉ ବିଶେଷ କିଛି ଅସୁବିଧା ହେଲା ନାହିଁ । ସ୍ୱର୍ଣ୍ଣଲତା ନିଜ ଖର୍ଚ୍ଚ ନିଜେ ଭରଣା କରିବା ପରେ ଶ୍ରୀକାନ୍ତ ବାବୁ ବିଧାୟକଙ୍କ ପାଖଲୋକ ହୋଇ ରାସ୍ତାଘାଟ, ସ୍କୁଲ ଟିୱେଲ ଆଦି କଂଟ୍ରାକ୍ଟ୍ରି କରି ବେଶ୍ ଦୁଇ ପଇସା ରୋଜଗାର କଲେ । ଅଧ୍ୟାପକ ଚାକିରି ଛାଡି ରାଜନୀତି ବ୍ୟବସାୟ କରିବାଦ୍ୱାରା ସ୍ୱର୍ଣ୍ଣଲତା ଓ ଶ୍ରୀକାନ୍ତ ଉଭୟଙ୍କର ଆର୍ଥନୀତିକ ସ୍ଥିତି ସୁଦୃଢ ହେବା ସହିତ ପରିବାରରେ ସୁଖର ଢେଉ ଖେଳିଲା । ତେଣୁ ରାଜନୀତି ବ୍ୟବସାୟଠାରୁ ଭଲ ବ୍ୟବସାୟ ଆଉ ନାହିଁ । ଏହି ବ୍ୟବସାୟଟିକୁ ଶିକ୍ଷିତ ଅଶିକ୍ଷିତ ସମସ୍ତେ କରିପାରିବେ । ଆହା କି ସୁନ୍ଦର ରାଜନୀତି ଭଲ ବ୍ୟବସାୟ ରାଜନୀତି । ଯର୍ଥାଥରେ କହିବାକୁ ଗଲେ ଯାହାର ନାହିଁ ଅନ୍ୟଗତି ସେ ହିଁ କରିବ ରାଜନୀତି ।
ଭଲ ବ୍ୟବସାୟ ରାଜନୀତି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଶିଆଳ ରାଜା କଥା
- ସମ୍ରାଟ ଅଶୋକ
- ବିକି ଜାଣିଥିଲେ –
- ଆତ୍ମ ସନ୍ତୋଷ
- ମଧୁମତିଙ୍କ ପସନ୍ଦ
- ଗୁପ୍ତଦଲିଲ୍
- ବିଷ୍ଣୁ ପୁରାଣ
- ଚତୁରୀ ରମଣୀ
- ଏକ କ୍ରୀତଦାସର କାହାଣୀ
- ଅଧା ମୂଲ୍ୟ
- ଅମ୍ବରୀଷ
- ମୁଁ ମଧ୍ୟ ସମୁଦ୍ର ପିଇଯିବି
- କୃତଘ୍ନର ଶାସ୍ତି
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ଦୂର ପରବତ
- ଶେଷ ଇଚ୍ଛା
- ନ୍ୟାୟ ବିଚାର
- ଶାପ ମୁକ୍ତି
- ଭୁବନସୁନ୍ଦରୀ
- ନିର୍ଭରତା ଶିଖ
- ଭୂତ କୋଠି
- ବର ନିର୍ବାଚନ
- ଠକ ସହିତ ଠକାମୀ
- ତୋ ବାବା ମୁଁ
- ଅଜ୍ଞାନୀ – ଜ୍ଞାନୀ
- ଚକ୍ରଧରର କାହାଣୀ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- କାକୁଡି କାବ୍ୟ
- ଧୂସର ଦୁର୍ଗ
- ଯାଦୁ ମହଲ
- ଯାଦୁ ମହଲ
- ଦୁଇ ଭୂତୁଣୀ
- ଦଧିବାହନ ଜାତକ
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ବିରକ୍ତି ଓ ଅନାସକ୍ତି
- ଦୁଇ ଅସୁର କଥା
- ତିନି ତାନ୍ତ୍ରିକ
- ଦୁର୍ଜ୍ଜନ ସଙ୍ଗର ଫଳ
- କରୁଣାର ପ୍ରମାଣ
- ବୁଦ୍ଧିମାନ ବୃଦ୍ଧ
- ଚୋରର ଆଚରଣ ବଦଳିଗଲା
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ପରିବର୍ତ୍ତନ
- ଆଦର୍ଶ ଗୁରୁଭକ୍ତ କଠ
- ଚଢେଇର ମନ୍ଦବୁଦ୍ଧି
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ସମୟର ମୂଲ୍ୟ
- କୁକୁର ଜାତକ
- ଠେକୁଆ ଓ ମହୁଫେଣା
- ବଙ୍କୁଲୀ ବାଡି ପ୍ରତି ଭୟ
- ବାନର ମକର କଥା
- କୃଷ୍ଣାବତାର
- ଦାନୀ ଶ୍ରୀଧର
- ଗନ୍ଧର୍ବର ବିସ୍ମୟ
- ନାରୀ ମାୟା ଦେବେ ଅଗୋଚର
- କୁଜାର କୁହୁକ ଲଢେଇ
- ମହାରାଜାଙ୍କ କଳା
- ବୀର ହରିହର
- ସୁଲତାନାଙ୍କ ଚାତୁରୀ
- ନାଗ କଥା
- ଚନ୍ଦରା ଚନ୍ଦିରୀ ଫାର୍ସ
- ପଶୁପକ୍ଷୀଙ୍କ ଶବ୍ଦ
- ଆମ୍ର ଜାତକ
- କାହାର ଦୋଷ?
- ଦ୍ୱାଦଶ ରାଜକୁମାରୀ କାହାଣୀ
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ସ୍ୱାର୍ଥପର ଘୋଡା
- ବସଣୀ ଚୋରି
- ଉପସ୍ଥିତ ବୁଦ୍ଧି
- ନିଷ୍ଠୁରତାର ପ୍ରତିଫଳ
- ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର
- ସୁଖୀ ପରିବାର
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ଶ୍ରୀ ରାମକୃଷ୍ଣ ପରମହଂସ
- ରାଜାଙ୍କର କୋଷ୍ଠ ସାଫ୍
- ନିରକ୍ଷର ସେନାପତି
- ତିନି ତ୍ୟାଗୀ
- ଅନ୍ଧ ସରକାର
- ଯୁବରାଜଙ୍କ ବୁଦ୍ଧି
- ହଜାରେ ବାଲ୍ଟି ପାଣି
- ‘ପାଷାଣ୍ଡ’ର ପରାକ୍ରମ
- ପରିବର୍ତ୍ତନ
- ଯେସାକୁ ତେସା
- ମା ଆସନ୍ତି ନାହିଁ ବାପା ଆସନ୍ତି
- ଆରୋଗ୍ୟ – ରହସ୍ୟ
- ଭାବନାଭୂତ
- ଠକ ଠକାମିରେ ପଡିଲା
- ନୂତନ ପଞ୍ଜିକା
- ଗୋପାଳଙ୍କ ରୋଷେଇ
- ବିଷ୍ଣୁ ପୁରାଣ
- ରୋଜି ଓ ପରୀରାଣୀ
- ଶିବ ପୁରାଣ
- ଉତ୍ତମ କାବ୍ୟ
- ରୂପଧରଙ୍କ ଯାତ୍ରା
- ଅଜବ ପଙ୍ଖା
- ଗୋଟିଏ ହାତରେ ତାଳି ବାଜେନା
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ସାଧୁଙ୍କ ଯାଦୁ
- କାର୍ଯ୍ୟକୁଶଳତା
- ଶକରକନ୍ଦ
- ଠେକୁଆ ଏବଂ ଚୁଟିଆ ମୂଷା
- ଅନ୍ତିମ ଇଚ୍ଛା
- ମା’ ସାନ୍ଧିଲିଙ୍କ କଥା
- ବଚନର ମୂଲ୍ୟ
- ନିର୍ଭୀକ ସଲମା
- ଦିଗ୍ଭ୍ରାନ୍ତ ପଥିକ
- ବିଲୁଆ ଭାଇର ଜାଣିବା କଥା
- ଆତ୍ମଜ୍ଞାନ
- ବୀର ହନୁମାନ
- ଯଦୁମଣି ରହସ୍ୟ
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- “ମୁଁ – ଆମେ”
- ଶିକାରୀ ଏବଂ କପୋତ ପକ୍ଷୀ
- ସୋମ ଶର୍ମାଙ୍କ କାହାଣୀ
- ମୂର୍ଖତାର ଫଳ
- ଅନ୍ଧ ରାଇଜ
- ଜିତୁମିତୁ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ଶଙ୍କରର ବୈରାଗ୍ୟ
- ଭାଗ୍ୟ ବୋଲିଭି କିଛି ଅଛି
- କ୍ରୋଧରୁ ଲାଭ!
- ଭଗବାନ ସାକ୍ଷୀ
- ଧୂସର ଦୁର୍ଗ
- କୃଷ୍ଣାବତାର
- ଚିଡିଆ ଗୋଲାମ୍
- ବିଶ୍ୱର ମଙ୍ଗଳ
- ଚୂଡିର ସଂଖ୍ୟା
- ଦେବାନଙ୍କ ଶିକ୍ଷା
- ମାତୃଭକ୍ତ ପରଶୁରାମ
- ବୁଦ୍ଧିହିଁ ବଳ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ବୁଦ୍ଧି ପରୀକ୍ଷା
- ପରର ସ୍ତ୍ରୀ ରାଜକନ୍ୟା
- ଶତ୍ରୁକୁ ସତ୍କାର
- ଶଗଡିଆ ଓ ଶଗଡ ଗାଡି
- କନକ ଉପତ୍ୟକାର କାହାଣୀ
- ଶତ୍ରୁକୁ ସତ୍କାର
- ଅବୋଲକରାର ଜନ୍ମ କଥା
- ଚତୁର ଇଭାନ୍
- ଆଜ୍ଞାବହ ଆରୁଣୀ
- ନୂଆ ଜୁଆଇଁ
- ଈଶ୍ୱର ପ୍ରାଥନାର ଚମତ୍କରିତା
- ପ୍ରକୃତ ସୁସଙ୍ଗାତ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଗଧର ବୁଦ୍ଧି
- ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
- କଥା କହୁଥିବା ଗୁମ୍ଫା
- ଏକ ବୃଦ୍ଧ ବଣିକର କାହାଣୀ
- ଆତ୍ମାଭିମାନ
- ତମ୍ବାପାତ୍ରର ଭୂତ
- ନିୟମ
- ସର୍ବୋଚ୍ଚ ନ୍ୟାୟାଳୟ
- ସୁନାର ଘୋଡା
- ତାଜା ମିଠାଇ
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ପରୀକ୍ଷା
- ନାମ ବିକ୍ରି
- ପ୍ରାୟଶ୍ଚିତ
- ସ୍ୱପ୍ନ ବିଳାସ
- କୃଷ୍ଣାବତାର
- ହଂସୀ ପରୀ
- ପିଣ୍ଡଦାନ
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ଅଦ୍ଭୁତ ମଣିଚୁଳ କଥା
- ବନ୍ଧୁତ୍ୱ
- ମହାଶିଳ୍ପୀ
- ଧର୍ମ ଅଧର୍ମ
- ବିରବଲଙ୍କର ବୁଦ୍ଧି
- ଗୁରୁତ୍ୱପୂର୍ଣ୍ଣ କଥା
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ପିତା ଓ ପୁତ୍ର
- ପୋତାଧନ
- କପୋତ ଜାତକ
- ସିଂହର ଅସୁସ୍ଥତା
- ଏକ ହଜାର ଏକଶ ଷୋହଳ
- କଇଁଛର ଧୀର ଚାଲି
- ଚୋର ଭୂତ
- ସାବାସ୍ ମହାରାଜ!
- ଆମ ସଂସ୍କୃତି
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- କୁକୁରର ଲାଞ୍ଜ
- କୀର୍ତ୍ତିସିଂହ
- ଅବିଶ୍ୱାସି ବନ୍ଧୁ
- ରାକ୍ଷସ ଓ ସାହସୀ ପିଲା
- ଧନର ମୂଲ୍ୟ
- କ୍ଷତିରୁ ଲାଭ
- ଭୂମି କ’ଣ ସାଙ୍ଗରେ ଯିବ?
- ବହ୍ନି ଦ୍ୱୀପ
- କୃଷ୍ଣାବତାର
- ଅଭୁଲା ସ୍ମୃତି
- ଦଣ୍ଡବିଧି
- ବିଗୁଲ୍
- ଲୋଭୀର ଧନ
- ଭାଗ ବଣ୍ଟା
- ପୁଣ୍ୟବାନ୍
- ପୁଅକୁ ବଳି ବାପ
- ଅସଲ ମିତ୍ର
- ବେତାଳ ସମ୍ମୁଖେ କମଳିନୀ
- ଶ୍ରୀ ଲୋକନାଥ



