କୁବେରଙ୍କ ମାଆ କୁବେରଠାରୁ ସମସ୍ତ କଥା ଶୁଣି ଆଦୌ ବ୍ୟସ୍ତ ହେଲେ ନାହିଁ କି କୁବେରକୁ ଗାଳି ଗୁଲଜ ବି କଲେ ନାହିଁ । କୁବେରକୁ ଆଶ୍ୱାସନା, ସାନ୍ତ୍ୱନା ଦେଲେ ଓ କହିଲେ ଆରେ ପାଗଳା, ଦଶଟି ରୁପା ମୁଦ୍ରା ବଦଳରେ ତୁ ଶେଷରେ ଏ ଅକର୍ମା ପଥର ଖଣ୍ଡେ ଧରି ଘରକୁ ଆସିଲୁ । ଏ ଶାଣ ଦେବା ପଥର ତ କେବଳ କମାରମାନଙ୍କର ହିଁ ଆବଶ୍ୟକ । ଆମର ଏ ପଥର କେଉଁ କାମରେ ବା ଲାଗିବ? ଦୁଃଖ କେବଳ ଏତିକି ଯେ, ଦଶଟି ରୂପା ମୁଦ୍ରା ହରେଇଲୁ । ତଥାପି ବି ମୋର ସେଥିରେ ଦୁଃଖ ମୋଟେ ନାହିଁ । ଏତେ ଅସୁବିଧା ଏତେ ଅଘଟଣ ଘଟିବା ପରେ ବି ତୁ ଭଲରେ ଭଲରେ ମୋ ପାଖରେ ଆସି ପହଁଚିଛୁ – ତାହାହିଁ ମୋ ମମତାର ମୂଲ । ମୋ ମମତାତ ତୋ ନିକଟରୁ କେବଳ ଏହି ମୂଲ ମାଗିବାକୁ ହିଁ ଅପେକ୍ଷା କରିଛି । ଏହାପରେ ପୁଅର ମନ କଥା ଜାଣି କୁବେରଙ୍କ ମାଆ କୁବେରକୁ ତାଙ୍କ ବାଡିରେ ପନିପରିବା ଚାଷ କରିବାକୁ ପ୍ରବର୍ତ୍ତାଇଲେ । ସେ କୁବେର ତ ଅତ୍ୟନ୍ତି ପରିଶ୍ରମୀ ସ୍ୱଭାବର ହୋଇଥିବାରୁ ବାଡିରେ ପନିପରିବା ଚାଷ କଲା । ଆଉ ସେହି ପନିପରିବାତକ ହାଟ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କଲା । ନିଜର ସରଳତା ପାଇଁ ଅନ୍ୟମାନଙ୍କ ନିକଟରେ ପ୍ରତାରିତ ହୋଇଥିବାରୁ କୁବେରକୁ ସତର୍କ ରହିବାକୁ କୁବେରଙ୍କ ମାଆ ଉପଦେଶ ଦେଲେ । ବିଭିନ୍ନ ସଂସାରିକ ସମସ୍ୟା ଓ ଦାୟିତ୍ୱ କ୍ଷେତ୍ରରେ ମାଆଙ୍କଠାରୁ ଉପଯୁକ୍ତ ପରାମର୍ଶ ପାଇ କୁବେର ଏକ ଚତୁର, କର୍ମଠ ବ୍ୟକ୍ତିରେ ପରିଣତ ହେଲା । କୁବେରକୁ ସେହିଦିନୁ କେହି ଆଉ ଠକି ନାହଁନ୍ତି । ପରିଶ୍ରମ କରି କୁବେର ତା’ମାଆଙ୍କୁ ଅନେକ ସୁଖ ଦେଇ ନିଜେ ବି ସୁଖରେ ରହିଲା ।
ମମତା ମାଗେ ମୂଲ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମୁଁ ଘାତକିନୀ ରାଜ ଜେମା
- ଭବିଷ୍ୟତ ବାଣୀ
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ସଚ୍ଚା ଶିଳ୍ପୀ
- ବଚନର ମୂଲ୍ୟ
- କଖାରୁ ଓ ରାଜାଝିଅ
- ରାଜପଦର ମହତ୍ୱ
- କାହାଣୀରେ ଅବୋଲକରା
- ଭୀତୁ
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- କୁଆ ଏବଂ କଳାନାଗ
- ପାପବୁଦ୍ଧି ଓ ଧର୍ମବୁଦ୍ଧି
- ଦୁଇ ବିଦ୍ୟାର୍ଥୀ
- ଅମୂଲ୍ୟ ଉପଦେଶ
- ସାବାସ୍ ଗୌରବ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ବଳ ଓ ଦୁର୍ବଳ
- ବିଷ୍ଣୁଙ୍କ ମାୟା
- ଅଜ୍ଞାତ ଚୋର
- ଛିଟିକିଣି
- ସିଂହର ଅସୁସ୍ଥତା
- ରତ୍ନ ମଞ୍ଜରୀ କଥା
- ସୁଧଖୋର ରତନଲାଲ୍
- ସୁଖରାମ ଆଉ ଦୁଃଖରାମ
- ପାପର ଫଳ
- ସନ୍ଥ ଜିଲାନୀଙ୍କ ବଡପଣିଆ
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ତିନି ମୁଦ୍ରିକା
- ଯୋଗୀ ଗୁଣିଆ କଥା
- ମେଧାବୀ
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- ପରିବର୍ତ୍ତନ
- କୃପଣ ଧନୀ କଥା
- ବାନର ଓ ଚଟକ ଦମ୍ପତି କଥା
- ସଚ୍ଚୋଟ ପଣିଆର ପୁରସ୍କାର
- ଦି ମୁଣ୍ଡିଆ ଚଢେଇ
- ବୋକାମାନଙ୍କର ତାଲିକା
- ଅତିଲୋଭର ପରିଣାମ
- ଆତ୍ମ ସନ୍ତୋଷ
- କୃଷକର ପତ୍ନୀ
- ଦସ୍ୟୁ ରାଜକୁମାର
- ପକ୍ଷୀ ଏବଂ ମାଙ୍କଡ କଥା
- କୁକର୍ମର ବିଷଫଳ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ଶୁଆର ମୃତ୍ୟୁ
- ସମ୍ରାଟ ଅଶୋକ
- ଆଦର୍ଶ ଗୁରୁ
- “କାଲିକୁ ଆସ”
- ଶୃଗାଳ ଏବଂ ବାଦ୍ୟ କଥା
- ଉଦାସୀନ ରାଜପୁତ୍ର
- ଆଜି ଆମର ଏକ ସୌଭାଗ୍ୟର ଦିନ
- ବିଚିତ୍ର ପୁଷ୍ପ
- ଧନର ମୂଲ୍ୟ
- ଭିନ୍ନ ମତ
- ଧର୍ମନନ୍ଦନଙ୍କ କାହାଣୀ
- ଲୋଭୀର ଧନ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ବନଲତା କୁମାରୀ ଚରିତ
- ଏକତାର କରାମତି
- ଭାଗ୍ୟର ବିଡମ୍ବନା
- ଦସ୍ୟୁରାଜକୁମାର
- ବୁଢୀ ଓ ଯୁବତୀ ସ୍ତ୍ରୀ
- ସତ୍ୟ ଅସତ୍ୟ
- ବର ବଦଳ କଥା
- ଏହାପରେ କ’ଣ ହେଲା?
- ବାନର ମକର କଥା
- ଦୂର ପରବତ
- ପକ୍ଷୀ ଗଣତି
- ଅଙ୍ଗୁର ଖଟା
- କଠୋର ତପସ୍ୟା
- ମହାଭାରତ
- ଅଦ୍ଭୁତ ବଂଶୀ
- ଚନ୍ଦା ପହିଲିମାନ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- କଥାରେ କଥାରେ
- କଞ୍ଜୁସ୍
- କମଳିନୀ ବିବାହ
- ଉପଯୁକ୍ତ ବର
- ଗୋପାଳର ସ୍ତ୍ରୀ
- ସତ୍ୟର ମୂଲ୍ୟ
- ନାଇଟ୍ ଇଗଲ
- ପାଣି ଓ ପ୍ରକୃତି
- ହନୁ କରଣ
- ରାକ୍ଷସ ଓ ଦୁଇ ବନ୍ଧୁ
- ବୀର ହନୁମାନ
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- ମୂଲ୍ଲାଙ୍କ ଚତୁରତା
- ସାପ ଓ ବେଙ୍ଗ
- ଗୁରୁ ଆଶୀର୍ବାଦ
- ଇର୍ସା ଅନର୍ଥର ମୂଳ କାରଣ
- ଅପୂର୍ବଙ୍କ ପରାକ୍ରମ
- ସ୍ୱର୍ଗ ଗମନ
- ପାଣ୍ଡିତ୍ୟ
- ଶାଶୁଙ୍କ ଚିକିତ୍ସା
- ରେଶମୀ ବସ୍ତ୍ର
- ତେନାଲୀରାମାଙ୍କ ଚତୁରତା
- ଭଲ ବ୍ୟବସାୟ ରାଜନୀତି
- ସନ୍ଦେହ
- ପାପ
- ଚନ୍ଦ୍ର ଜ୍ୟୋତି କଥା
- ଖଟ୍ୱାଙ୍ଗ ପୁରାଣ
- ସୁଖୀ ପରିବାର
- ମହାବଳୀ
- ଭୂତ ଏବଂ ଅସଲ ଭୂତ
- କପୋତ ଜାତକ
- ଆଗେ ଘରର ପଛେ ଅନ୍ୟର
- ରାଷ୍ଟ୍ରପତିଙ୍କ ମହାନତା
- ବିଳାସୀ ମହନ୍ତ
- ଅଜବ ଚିଜ
- ବୁଦ୍ଧିହିଁ ବଳ
- ରାଜଦୂତର ଧର୍ମ
- ଝିଅର ବିବେକ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ରଘୁର ରସିଦ୍
- ଆଚରଣରେ ପରିବର୍ତ୍ତନ
- ଚଢେଇ ଓ ତାର ପର
- ବଳୁଆ କିଏ, ଡରୁଆ କିଏ?
- “ମୁଁ – ଆମେ”
- ମମତା ମାଗେ ମୂଲ
- ଅସଦିସ ଜାତକ
- ଆଗନ୍ତୁକା
- ଗୋଟିଏ ଭଣ୍ଡାରୀର କାହାଣୀ
- ବିଲୁଆର ଉପଦେଶ
- ରାଜାଙ୍କର ଶୁଆ
- ପିତାଙ୍କ ଆଦର୍ଶ!
- ଶତ୍ରୁକୁ ମିତ୍ର କରିବା ଉପାୟ
- ଗୁରୁଦକ୍ଷିଣା
- ଶିଳ୍ପୀର ଇଚ୍ଛା
- ଖୋସାମତିର ତୃଷା
- ଭାଗ୍ୟବିଧାତା
- ଦୁଇଟି ବୃକ୍ଷର କଥା
- ନିମନ
- ବିଚିତ୍ର ବୀଣା
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ମହାପୁରୁଷଙ୍କ ଜୀବନରୁ ପ୍ରେରଣା
- ସହରର ଅଶାନ୍ତି
- ସୁନ୍ଦର କିଏ?
- ଭୁବନ ସୁନ୍ଦରୀ
- ଫୁଲ ଝଡିପଡେ କାହିଁକି?
- ଦାତା ଓ ମିତ୍ର
- କଳା ଫରୁଆ
- ବିଚିତ୍ର ଚିତ୍ରକଳା
- ମହତ ଦାନ
- ମିତବ୍ୟୟୀ
- ଜିଦି
- ଚନ୍ଦ୍ରହାର
- ଧନସମ୍ପତ୍ତି କାହାରି ନୁହେଁ
- ପରିଶ୍ରମ ହିଁ ଶ୍ରେଷ୍ଠ
- ଅହଂକାର ସବୁ ଅନିଷ୍ଟର ମୂଳ
- ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ
- ସଭିଏଁ ନୁହଁନ୍ତି ମଣିଷ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ଦଣ୍ଡବିଧି
- ଦାରୁ ଓ ଦିଅଁ
- କଳ୍ପବୃକ୍ଷ ଓ ଦୟାଳୁ ରାଜା
- ପ୍ରକୃତ ସାହାଯ୍ୟ
- ବୁଦ୍ଧି ଦାତା ଗୋପାଳ
- ମହାଭାରତ
- ଦାନର ମହିମା
- ବୁଦ୍ଧି ପରୀକ୍ଷା
- କୌମୁଦୀ କଥା
- ବୀର ହନୁମାନ
- ମହାଭାରତ
- କୁକୁର ଏବଂ ଗଧର କାହାଣୀ
- ବୁଦ୍ଧିର କରାମତି
- ବିଳମ୍ବିତ ବୁଦ୍ଧି!
- ଚମତ୍କାର ହିସାବ!
- କୃଷ୍ଣାବତାର
- ଆତ୍ମାଭିମାନ
- ନାରୀ ମାୟା ଦେବେ ଅଗୋଚର
- ଅଦୃଶ୍ୟ ପରିଚାରିକା
- ପ୍ରକୃତ ବନ୍ଧୁ
- ଶିକାରୀ ଏବଂ ପକ୍ଷୀ
- ପିତା ଓ ପୁତ୍ର
- ମନ୍ଥରକ ତନ୍ତୀ କଥା
- କଇଁଚର ଉଡିବାକୁ ଇଚ୍ଛା
- ଧୂସର ଦୁର୍ଗ
- ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ
- ବନ୍ୟା ପୀଡିତ
- ସତ୍ୟବତୀ କଥା
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ବିଶ୍ୱାସରେ କେବେ ବିଷ ଦିଅନା
- ଶୁକପକ୍ଷୀର ଭାଷା
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ମୌନାବତୀ କଥା
- ପ୍ରକୃତ ଧନୀ କିଏ?
- ବଡ କିଏ?
- ରାଜା ମଦନ ପାଳ କଥା
- ଅଭିନବ ପରୀକ୍ଷା
- ମାଛଖିଆ ଭୂତ
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ଗୁଡର କରାମତି
- ପୁଣ୍ୟବାନ୍
- ଯମଙ୍କ ମହିଷ
- ବୋକାମିର ଫଳ
- କୂପମଣ୍ଡୁକ
- ନଟ ଆଉ ହଟ
- ଛାଗଳର ଦୃଷ୍ଟାନ୍ତ
- ସ୍ୱାର୍ଥ
- ନିର୍ଭୀକଙ୍କୁ ଭାଗ୍ୟ ସହାୟ



