ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।
ମହାଭାରତ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଲୀଳାବତୀ ସୂତ୍ର ରଚନା କଥା
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ପିଶାଚର ସାହାଯ୍ୟ
- ତିନୋଟି ରେଖା
- କୃଷ୍ଣାବତାର
- ଅତିଲୋଭ
- ବିଦ୍ୟାବତୀ କଥା
- ଚାକରର ଯୁକ୍ତି
- ବେଙ୍ଗର ଦୁର୍ଦ୍ଦଶା
- ବିଚାରବାନ ଚୋର
- ଗ୍ରହଣ ଛୁଟା
- ଲୋଭୀର ଧନ
- ବୋକା ବ୍ରାହ୍ମଣ କଥା
- ରାଜାଙ୍କ ଦାନ
- ସତ୍ୟବତୀ କଥା
- ଅଦ୍ଭୁତ ବାୟସ
- ମହାନ୍ କିଏ?
- ତିନି ପରୀକ୍ଷା
- ଅକ୍ଷୟପାତ୍ର
- ବିଚିତ୍ର ପୁଷ୍ପ
- କୁଜାର କୁହୁକ ଲଢେଇ
- ସନ୍ଦେହ ନିବାରଣ
- ବନ୍ଧୁଙ୍କ ଅସୁଲି
- ପରୋପକାର
- ପଣ୍ଡିତଙ୍କ ଆଶୀର୍ବାଦ
- ପିଣ୍ଡଦାନ
- ଶାଶୁଙ୍କ ଚିକିତ୍ସା
- ଗଙ୍ଗାବତରଣ
- ଇର୍ସା ଅନର୍ଥର ମୂଳ କାରଣ
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ବିଦ୍ୟା – ଦାନ
- କ୍ଷତିରୁ ଲାଭ
- ଦୁଇ ଜ୍ୟୋତିଷ ଓ ସୁଲତାନ
- ଷଡଯନ୍ତ୍ରର ସୁଫଳ
- ବିଧବା ତା ଧନ ଫେରିପାଇଲା
- କିଏ ଚୋର?
- ଶିକ୍ଷା ଲାଭ
- ସୋମସେନଙ୍କ ଚିତ୍ର
- ଅତି ଭକ୍ତି
- ଦୋମୁହାଁ ବିଚାର
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ଡାକୁ ଭୈରବ
- ପ୍ରକୃତ ଧନୀ
- ଅହିଂସା
- ମହାକାବ୍ୟ
- ଦସ୍ତଖତ୍
- ସାହସୀ ସତ୍ୟପାଳ
- ରଙ୍ଗଡ!
- ଯାଦୁ ମହଲ
- ଭୂତଙ୍କ ସହାୟତା
- ଘଂଟି ବନ୍ଧା ଓଟ କଥା
- ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ
- ସୁନାପାଇଁ ବନ୍ଦିଶାଳା
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ମଶାଙ୍କ ଦାଉ
- ଠକ ନଗରୀ
- ମିତ୍ର ପ୍ରାପ୍ତି
- ଶୁକ ପକ୍ଷୀ ପ୍ରାପ୍ତି
- ସବୁଠୁ କୋମଳ ଶେଯ
- ସୁନ୍ଦରବତୀ କଥା
- ସଇତାନର ସଇତାନୀ
- ଅଙ୍ଗୁର ଖଟା
- କର୍ମ ହେଉଛି ଭଗବାନ୍
- ମିଜାଜ୍
- ବିଟ ପୁରୁଷର ପ୍ରେମ
- ଅହଂକାରୀ ହଂସ
- ତତ୍କଳ ଜାତକ
- ବ୍ରହ୍ମା ଏବଂ ସରସ୍ବତୀ
- ବର ନିର୍ବାଚନ
- ଯୋଗିନୀ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ମହାରାଜା ବିକ୍ରମାଦିତ୍ୟ
- ଚୂଡିର ସଂଖ୍ୟା
- ଗୋପାଳର ଘର ଦେଖିବା
- ପ୍ରକୃତ ଧନୀ କିଏ?
- ସୃଷ୍ଟିର ଆନନ୍ଦ
- କୃଷ୍ଣାବତାର
- ତିନି ତାନ୍ତ୍ରିକ
- ସୁନାର ଘୋଡା
- ଭିନ୍ନ ବିଦ୍ୟା
- ଅଶୁଭ ମୁଖ
- ଶ୍ରମଚୋର
- ଭୀମର ଭାଗ୍ୟ
- ପ୍ରତ୍ୟୁତ୍ପନ୍ନମତି
- ଦ୍ରୋଣଙ୍କର କାହାଣୀ
- ତିନି ତ୍ୟାଗୀ
- ଆଦର୍ଶ ଗୁରୁ
- ଯାଦୁ ମହଲ
- ଗୋପାଳର କୃଷ୍ଣ ପ୍ରାପ୍ତି
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ସଫଳତା
- ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା
- ମାନସିକ ରୋଗୀ
- ଶିକ୍ଷା କାହିଁକି
- ଅତି ଲୋଭରୁ ମୃତ୍ୟୁ
- ପ୍ରାପ୍ତ ଧନ
- ସମାଲୋଚନା ସଫଳତା ଆଣିଦିଏ
- ଲୋଭୀ କିଏ?
- ନିରକ୍ଷର ସେନାପତି
- ଉପସ୍ଥିତ ବୁଦ୍ଧି
- ଶ୍ରୀଆଞ୍ଜନେୟ
- ସର୍ବୋଚ୍ଚ ନ୍ୟାୟାଳୟ
- ବଗଲା-ବଗୁଲୀଞ୍ଚ
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ବିଷ୍ଣୁ ପୁରାଣ
- ଯଥାର୍ଥ ସମାଧାନ
- ସୂର୍ଯ୍ୟଦେବଙ୍କ ବାହାଘର
- ପାଞ୍ଚ ପ୍ରଶ୍ନ
- କୃଷ୍ଣାବତାର
- ଭାଗ୍ୟରେ ଥିଲେ
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ବ୍ୟର୍ଥ ଉପଦେଶ
- ହେଟାର ଖରାପ ଉଦ୍ଧେଶ୍ୟ
- ପରାଧୀନ ଜୀବନ
- ମୁଁ ଘାତକିନୀ ରାଜ ଜେମା
- ସିଂହ ଏବଂ ଠେକୁଆର ଗପ
- ଦୂରଦ୍ରଷ୍ଟା ବଣିକ
- କର୍ମଘେନି ଫଳ
- କିଏ ସମ୍ମାନର ଯୋଗ୍ୟ
- ଶିବ ପୁରାଣ
- ରାଜାଙ୍କର ବିରାଡି
- କୁଜିର ଭେଳିକି କରାମତି
- ଗୁରୁଙ୍କୁ ଘୃଣା କରନାହିଁ
- ନିଜ କାମରେ, ନିଜ ହାତ
- ବାବୁ କହିଥିଲେ
- ପ୍ରକୃତ ସ୍ୱାମୀ କିଏ?
- ଅନୁସନ୍ଧାନ
- ବ୍ରହ୍ମଜ୍ଞାନୀ ଶୁକମୁନି
- ଜ୍ଞାନ ହିଁ ଧନ
- ଚିକିତ୍ସା ରହସ୍ୟ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ବିଡାଏ କାଠ
- ସେବା କରିବାର ଫଳ
- ସମ୍ରାଟ ଅଶୋକ
- ସାବତ ମା
- ଝାଡୁଦାରର ବିବାହ
- ଭବିଷ୍ୟତ ବାଣୀ
- ଗୋଟିଏ କୁକୁରର କାହାଣୀ
- ପକ୍ଷୀ ଏବଂ ମାଙ୍କଡ କଥା
- ଚନ୍ଦା ପହିଲିମାନ
- ବିଚିତ୍ର ପୁଷ୍ପ
- ସମ୍ରାଟ ଅଶୋକ
- ପୁତ୍ର – କନ୍ୟା
- ସେ ଦିନର ମୁଖ୍ୟ ନାୟକ
- ତୀର୍ଥଯାତ୍ରୀ
- ବଡ କିଏ?
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ବିଚାରପତିଙ୍କ ନ୍ୟାୟାଦେଶ
- ମହାଭାରତ
- ହଂସ ଓ ଡିମ୍ବକ
- ଈଶ୍ୱର ଏକ
- ପିତା ଓ ପୁତ୍ର
- ଅଦ୍ଭୁତ ମୁକୁଟ
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ବିଧବା ସ୍ତ୍ରୀଟିର ବିଚାର
- ବୁଦ୍ଧିର କରାମତି
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ଉଦାସୀନ ରାଜପୁତ୍ର
- ଗୋଟିଏ ଭଲ ଉପାୟ
- ଭୂବନ ସୁନ୍ଦରୀ
- ଘୋଡା ବୁଦ୍ଧିରେ ବଳିଗଲା
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଆଶୀର୍ବାଦ ବି ଅଭିଶାପ
- ଆମ୍ବ ଭୂତ
- ମହାଭାରତ
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ଶତ୍ରୁକୁ ସତ୍କାର
- ଅଧିକ ଦଣ୍ଡ
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ଚମ୍ପା ଓ ଚୁନ୍ନି
- ରୂପାନ୍ତର
- ଗଜମୂର୍ଖ
- ତିନୋଟି ପ୍ରଶ୍ନ
- ପ୍ରକୃତ ସାହାଯ୍ୟ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।
- ପ୍ରକୃତ ଶିଷ୍ୟ
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ପିଉସୀ ମା ଓ ଗୋପାଳ
- ମହାମନ୍ତ୍ରୀଙ୍କ କୁଡିଆ ଘର
- ଯେସାକୁ ତେସା
- ହାଡବାଇ କଥା
- ମୂଷା ମାନଙ୍କର ଉତ୍ପାତ
- ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ
- ଆଚରଣରେ ପରିବର୍ତ୍ତନ
- ସ୍ୱର୍ଗ ନର୍କ
- ବିଲୁଆର ଉପଦେଶ
- ବଲ୍ଲଭ ଓ ବନଦେବୀ
- ମହାଭାରତ
- ଲାବଣ୍ୟବତୀ
- ଜିତୁମିତୁ
- ଗୁରୁତ୍ୱପୂର୍ଣ୍ଣ କଥା
- ନଟବୁଢା ବଗିଚାରେ କିଏ?
- ଝଗଡା ଝାଟି
- ଝକମକି ବାକ୍ସ
- ଦସ୍ୟୁ ରାଜକୁମାର
- ଦାନର ମହିମା
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ଲାଭ କ୍ଷତି



