ଠିକ୍ ରାତି ଗୋଟାଏ, ନିଶା ତ ଗରଜୁ ଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବିଲୁଆମାନଙ୍କର ହୁକେ-ହୋ ଶବ୍ଦ । ଚଢେଇମାନଙ୍କର ଚିରିଂ ଚିରିଂ ଶବ୍ଦ । ଏହି ସମୟରେ ସେ ନଣ୍ଡା ବରଗଛରୁ ଭୂତ ଓହ୍ଲାଇଲା, ସିଧା ଅନ୍ତପୁର ଗାଆଁକୁ ଆସିଲା । ପହଁଚିଲା ଅନ୍ତପୁର ଗାଆଁର କେଉଟ ସାହିରେ । ସେତେବେଳେ କୁଳିଆ ଓ ବାବାଜୀ ତ ନିଘୋଡ ନିଦରେ ଘର ଭିତରେ ଶୋଇ ଥାଆନ୍ତି । ଭୂତ କବାଟ ଖଡ୍ ଖଡ୍ କରି ବାବାଜୀ ଭାଇ, ବାବାଜୀ ଭାଇ କହି ଡାକିଲା । ତେଣୁ ହଠାତ୍ ସେ ବାବାଜୀର ନିଦ ଭାଙ୍ଗିଗଲା । ଏଣେ ବାବାଜୀ ଭାବିଲା ବୋଧେ କୁଳିଆ ଡାକୁଛି, ରାତି ବୋଧହୁଏ ଚାରିଟା ହେଲାଣି । ସେଇଥିପାଇଁ ମାଛ ଧରି ଯିବାକୁ କୁଳିଆ ଡାକୁଛି । ଏହିପରି ଭାବି ସେ ବାବାଜୀ ଧଡପଡ ହୋଇ ଉଠିଲା । ତାପରେ ସେ ବାବାଜୀ କବାଟ ଖୋଲିଲା ଓ କହିଲା କୁଳିଆ, ତହୁଁ ସେ ଭୂତ କହିଲା ‘ହୁଁ’ ତାପରେ ବାବାଜୀ କହିଲା ମାଛ ଧରି ଯିବା? ତହୁଁ ସେ ଭୂତରୂପୀ କୁଳିଆ ପୁଣି କହିଲା ‘ହୁଁ’ । ଏହିପରି ଭାବେ ବାବାଜୀର ପ୍ରତ୍ୟେକ କଥାର ଉତ୍ତର ‘ହୁଁ’ । ବାବାଜୀ ପୁଣି କହିଲା ହଉ ତୁ ଏଇଠି ଠିଆ ହୋଇଥା । ମୁଁ ଘର ପଛପଟୁ ସେଣା ଧରି ଆସୁଛି, ଏହା କହି ବାବାଜୀ ତା ଘର ପଛ ପଟକୁ ଦୌଡିଗଲା । ସେଣାଟିକୁ କାନ୍ଧରେ ପକାଇ ଆସିଲା । କହିଲା କୁଳିଆ ଏଥର ଚାଲ ଆଉ ଯମା ଡେରି କରନା । ଭୂତରୂପୀ କୁଳିଆ ଚାଲିଥାଏ ଆଗରେ । କିନ୍ତୁ ଏ ବାବାଜୀ ଚାଲିଥାଏ ତା’ ପଛରେ । ଭୂତରୂପୀ କୁଳିଆ ଓ ବାବାଜୀ ଯାଇ ପହଁଚିଗଲେ ଠିକ୍ ପାଟ ନିକଟରେ ଥିବା ନଣ୍ଡା ବରଗଛ ନିକଟରେ । ସେ ଖାଲରେ ତ ବନ୍ଧ ପକାଇବା କିଛି ବି ଆବଶ୍ୟକ ନଥିଲା । ତହୁଁ ସେ ବାବାଜୀ କହିଲା କୁଳିଆ ଏଥର ପାଣି ବୋହିବା । ଭୂତରୂପୀ କୁଳିଆ ଗୋଟିଏ ପଟରେ, ଆଉ ବାବାଜୀ ଗୋଟିଏ ପଟରେ ଠିଆ ହୋଇ ସେଣା ଧରି ପାଣି ବୋହିଲେ । ଭୁସ୍ ଭୁସ୍ କରି ସେଣାଏ ଲେଖାଏଁ ପାଣି ସେଣାରେ ଭର୍ତିକରି ବାହାରେ ଢାଳି ଦେଉଥା’ନ୍ତି । ଏଣେ ପାଣି ବି ବୁହା ଚାଲିଥାଏ । ରାତି ଆସି କେତେ ହେଲାଣି କାହାରିକୁ ବି ଜଣାନାହିଁ ସେ ‘ଭୂତ’ ତ ବାବାଜୀକୁ ରାତି ଗୋଟାଏରୁ ବିଛଣାରୁ ଉଠାଇ ଆଣି ମାଛ ଖାଲ ବୁହାଉଛି । ଏ କଥା ଆଉ କ’ଣ ସେ ବାବାଜୀ ଜାଣିଛି, ତେଣୁ ବାବାଜୀକୁ ଖୁବ୍ କ୍ଳାନ୍ତ ଲାଗୁଥାଏ ।
ମାଛଖିଆ ଭୂତ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସାପ ଏବଂ ନେଉଳ କଥା
- କୃଷ୍ଣାବତାର
- ମହା ଠକ
- ଚୋରୀଧରା
- ଅପୂର୍ବଙ୍କ ପରାକ୍ରମ
- ଦିବାସ୍ୱପ୍ନ
- ମଲାମୂଷାର ମୂଳଧନ
- ବାନର ମକର କଥା
- ମୂର୍ଖତାର ଫଳ
- ମଣିଷ ପଣିଆ
- ଯଥାର୍ଥ ସମାଧାନ
- ରୂପାନ୍ତର
- ସାପ ଓ ନେଉଳ
- ଭୂତୁଣୀ
- ଇଲ୍ଲିସସେଠ୍ ଜାତକ
- ଯେମିତି ପୂର୍ବେ ସେମିତି ପରେ
- ବିଷ୍ଣୁ ପୁରାଣ
- ପୁରୁଣା ସାଙ୍ଗକୁ ହେଳା କଲେ
- ମାଙ୍କଡ ଏବଂ ଘରଚଟିଆ କଥା
- ଦୁଇ ଉତ୍ତର
- କାଠୁରିଆ ଓ ପରୀରାଣୀ
- ଗୁରୁ ଆଶୀର୍ବାଦ
- ଅଜବ ଚିଜ
- ମହାଭାରତ
- ଦାତା ଓ ମିତ୍ର
- ଭଗବାନଙ୍କର ଧ୍ୟାନ
- ମନ୍ତ୍ରୀଙ୍କ ଯୁକ୍ତି
- ସୃଷ୍ଟିର ଆନନ୍ଦ
- ଚତୁର ମହାପାତ୍ରେ
- ଦେଶ ଭକ୍ତ
- ଲାମା ଓ ଦସ୍ୟୁ
- ମହାଭାରତ
- ପିତାଙ୍କ ଆଦର୍ଶ!
- କୁକୁରର ପ୍ରଭୁ ଭକ୍ତି
- ଆକବରଙ୍କ ଚାକର
- ଚତୁର୍ଥ ଯାମିନୀ ଓ ବେତାଳ
- ତାନ୍ତ୍ରିକ ଉଲ୍ଲୁକ
- ପିଉସୀ ମା ଓ ଗୋପାଳ
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ଜାତକ
- ନିର୍ଭୀକ ସଲମା
- ରାକ୍ଷସର ଦାନ
- ଠକ ଦଣ୍ଡ ପାଇଲା
- ଅଦ୍ଭୁତ ଅସ୍ତ୍ର
- ଭଗବାନଙ୍କ ଉପରେ ଆସ୍ଥା
- ପରୀଦ୍ୱୀପ
- ରାଜାଙ୍କ ଦାନ
- ଉପଯୁକ୍ତ ବର
- ଦୁଇ ଭୂତୁଣୀ
- ଆଦର୍ଶ ଗୁରୁଭକ୍ତ କଠ
- କୃଷ୍ଣାବତାର
- ନିଶର ଦାସ
- କ୍ଷତିରୁ ଲାଭ
- କେହି କାହାର ପ୍ରଭୁ ନୁହଁନ୍ତି
- ନାରାୟଣ ଓ ନଡିଆ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ବାଲେଶ୍ୱରୀ ପଙ୍ଗାଲୁଣ
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ଭୂତୁଣୀର ସର୍ତ୍ତ
- ନ୍ୟାୟ
- ଯେ ପାଂଚେ ପରମନ୍ଦ
- ସାଧୁ ଓ ଛଦ୍ମବେଶୀ
- ସତ କେବେ ଲୁଚି ରହେନା
- ଯୋଗୀ ଓ ନାସ୍ତିକ
- ଚିତ୍ରଲେଖା କଥା
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ବୁଦ୍ଧି ଓ ସିଦ୍ଧି
- ବୁଦ୍ଧି ଓ ବିବେକ
- ଅଭିନବ ରାଜମୁକୁଟ
- ଗୋପାଳ ଭାଣ୍ଡ
- ବାଃ ବାଃ କାଲିବାଇ!
- ଧୂସର ଦୁର୍ଗ
- ବନ୍ଧୁମିଳନ
- ଶଳା ଅନ୍ଧ
- ମଶାଙ୍କ ଦାଉ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ଯଦୁମଣି ରହସ୍ୟ
- ଗୁଣ
- ଅମୂଲ୍ୟ ଉପଦେଶ
- ଯାହା ପାଇଁ ଯିଏ
- ଅମର ମଣିଷ
- ସାପ ଏବଂ ବେଙ୍ଗକଥା
- ଭୁବନସୁନ୍ଦରୀ
- ଓଟ ଓ ବିଲୁଆ
- ପିତୃଭକ୍ତି
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ପ୍ରକୃତ ବନ୍ଧୁ
- ହୃଦୟ ପରିବର୍ତ୍ତନ
- ଶିବଲୀଳା
- ସାହସୀ ବିକ୍ରମ
- ନେତ୍ରଦର୍ଶୀ
- ସମ ଜାତି ସହ ବନ୍ଧୁତା
- ଭୁବନ ସୁନ୍ଦରୀ
- କାମ କନ୍ଦଳା କଥା
- ଲୁହାର ଭୀମ ଚୁନା ହେଲା
- ପୁଅଙ୍କ ପାଇଁ ବୁଢାର ଧନ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ
- ନିରିମାଖି ଝିଅର ଭାଗ୍ୟ
- କଞ୍ଜୁସ୍
- ବୋକା ବ୍ରାହ୍ମଣ କଥା
- ବାନର ଓ ଚଟକ ଦମ୍ପତି କଥା
- ପକ୍ଷୀ ଏବଂ ମାଙ୍କଡ କଥା
- ଧୂସର ଦୁର୍ଗ
- ଗୁଣମଣି
- ଚାରି ପ୍ରଶ୍ନ
- ବୁଦ୍ଧି ଦାତା ଗୋପାଳ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ସଚ୍ଚା ଶିଳ୍ପୀ
- ଭୂତ ପୋଖରୀ
- ପ୍ରାପ୍ତ ଧନ
- ପୁଣ୍ୟବାନ୍
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ଯାହା ହୁଏ ତାହା ମଙ୍ଗଳ ପାଇଁ
- ଚଷାର ଯୁକ୍ତି
- ପୁନର୍ମୂଷିକ ଭବ
- ରାଜା ଓ କଳାକାର
- ମାଙ୍କଡ ଏବଂ ଘଂଟି
- ଦାନୀ
- ଧର୍ମ ସହିବ ନାହଁ
- ଯୌତୁକର ଭୂତ
- ନ୍ୟାୟ ନିର୍ଣ୍ଣୟ
- ଚୋର ଓ ତାର ମା’
- କମଳାପ୍ରସାଦ ଗୋରାପ
- ସ୍ୱପ୍ନ ବିଳାସ
- ସୁନାର ଘୋଡା
- ଅମ୍ବରୀଷ
- ଦିବ୍ୟଦୃଷ୍ଟି
- ପରୋପକାର
- ଶୁଆ ଶାରୀ କଥା
- ଭାବନାଭୂତ
- ମାତୃ – ଋଣ
- ଧର୍ମାନ୍ଧ ବ୍ରାହ୍ମଣ
- ପ୍ରାର୍ଥୀ ମନୋନୟନ
- କୂଟନୀତି
- କଚ
- ପାପପୁଣ୍ୟ
- ବିପଦକୁ ମୁକାବିଲା
- ଧନ୍ୟ ଶିବାଜୀ ଧନ୍ୟ
- ଜହ୍ନରେ ଠେକୁଆ
- ତାଜା ମିଠାଇ
- ପାଷାଣ ବୋହୂ
- କୃପଣ ଧନୀ କଥା
- ସାଧୁଙ୍କ ଯାଦୁ
- ଅଭିଳାଷ
- ବୁଦ୍ଧିଆ ମହାଜନ
- ପୋତା ଧନ, ପଥର ସମାନ
- ବଡ ବୋକା
- ଅତ୍ୟାଚାରୀ ମାଲିକ
- ବୁଦ୍ଧିହିଁ ବଳ
- ଉଦାସୀନ ରାଜପୁତ୍ର
- ଅଭିଶପ୍ତ ଉପତ୍ୟକା
- ମୃତ୍ୟୁକୁ ଭୟ କାହିଁକି?
- ବିଚିତ୍ର ପୁଷ୍ପ
- ଏକତା
- ଅଜବ ପଙ୍ଖା
- ପ୍ରକୃତ ପୂଜକ
- ବେତାଳ ସମ୍ମୁଖେ କମଳିନୀ
- ମୂଲ୍ଲାଙ୍କ ଚତୁରତା
- ଚୋର ଅତିଥି
- ସାପ ଓ ବେଙ୍ଗ
- ଦିବା ସ୍ୱପ୍ନ
- ଶତ୍ରୁକୁ ମିତ୍ର କରିବା ଉପାୟ
- ଦୁଇ ପ୍ରତିବେଶୀ
- ଅତି ଭକ୍ତି
- ଲୋଭି ବିଲୁଆର କାହାଣୀ
- ଶୁଆ ପକ୍ଷୀର ଚାତୁରୀ
- ପରିବର୍ତ୍ତନ
- ବିଶ୍ୱାସ
- ଉତ୍ତମ ଗାଈ
- ପାହାଡ ଚଢା
- ନିମ୍ବ
- ପୁତ୍ର – କନ୍ୟା
- ଯେ ପାଂଛେ ପର ମନ୍ଦ
- ହସରେ ହସରେ ଚାପୁଡା
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ହରିଣର କୁଣିଆ
- ଦିଗ୍ଭ୍ରାନ୍ତ ପଥିକ
- ପାଂଚଗୋଟି ପ୍ରଶ୍ନ
- ହରିଣର ସୁନ୍ଦର ଶିଙ୍ଗ
- ବିଷ୍ଣୁ ପୁରାଣ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ପେଟ ଓ ଶରୀର
- ବୀର ହନୁମାନ
- ସହଯୋଗରେ ସବୁ କାମ ଚାଲେ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ହନୁ କରଣ
- ସମସ୍ୟା ଓ ସମାଧାନ
- ମହା ପଣ୍ଡିତ
- କୃତଘ୍ନର ଶାସ୍ତି
- ଆରୋଗ୍ୟ ରହସ୍ୟ
- ଉପସ୍ଥିତ ବୁଦ୍ଧିର ବଳ
- ବଳ ପରୀକ୍ଷା
- ଜୀବେ ଦୟା
- ତିନୋଟି ଉପଦେଶ
- ରବିଭାମା କଥା
- କଠିନ ସମସ୍ୟାର ମୁକାବିଲା କର
- ଛାଗଳର ଦୃଷ୍ଟାନ୍ତ
- ସାବତ ମା
- ବେଙ୍ଗ ଏବଂ କଳାନାଗ କଥା



