ସେମାନଙ୍କ ମଧ୍ୟରେ ଏ ସମସ୍ତ କଥା ଦେଖି ରକ୍ତାକ୍ଷ କହିଲାଯେ ପ୍ରଥମ ସ୍ଥିରଜୀବିର ପ୍ରାଣ ନେବା ଆମ୍ଭମାନଙ୍କ ପକ୍ଷେ ଉଚିତ୍ ହେବ । ତାହା ଶୁଣିବା ମାତ୍ରେ ମନ୍ତ୍ର କୁରାକ୍ଷ କହିଲା ଯେ, ସ୍ଥିରଜୀବିର ଅବସ୍ଥା ତ ଆମ ସପକ୍ଷବାଦୀ ହିସାବରେ ଏହା ହୋଇଅଛି । ତେଣୁ ଶତ୍ରୁପକ୍ଷ ହେଲେବି ଦୟାପୂର୍ବକ ତାକୁ କ୍ଷମାଦିଆଯାଉ । ଏକଥା ପରେ ସମପକ୍ଷଭୁକ୍ତ ହୋଇ ମନ୍ତ୍ରୀ ଦୀପ୍ତାକ୍ଷ ମନ୍ତ୍ରୀ ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ କହିଲେ ଯେ ବୁରାକ୍ଷର ମତାମତ ଗ୍ରହଣ କରାଯାଉ । ସେଠାରେ ବହୁମତ ମିଳିବାରୁ ମୂର୍ଖ ଅରିମର୍ଦ୍ଧନ ଶତ୍ରୁକୁ ସସମ୍ମାନେ ପାଛୋଟି ନେଇ ନିଜ ବସାକୁ ଘେନିଗଲା । ଚତୁର ବାୟସମନ୍ତ୍ରୀ ସ୍ଥିରିଜୀବି ଏକ ବାହାନା କରି ଭଲ୍ଲୁକ ରାଜର ଆଶ୍ରୟ ସ୍ଥାନ ଗୁହାମଧ୍ୟକୁ ନଯାଇ ଗୁହାର ଦ୍ୱାର ଦେଶରେ ଆଶ୍ରୟ ନେଲା । ଭଲ୍ଲୁକ ରାଜର ଦିବ୍ୟ ପରାମର୍ଶ ଦ୍ୱାରା ବାୟସ ସ୍ଥିରଜୀବି ନିମନ୍ତେ ପ୍ରତିଦିନ ନାନା ପ୍ରକାର ମାଂସ ସହିତ ନାନା ପ୍ରକାର ଖାଦ୍ୟ ମଧ୍ୟ ପରିବେଷଣ କରାଗଲା । ଦିନ କେଇଟା ଯାଇ ନାହିଁ ମୃତାବସ୍ଥାକୁ ଫେରିଯାଇ ସ୍ଥିରଜୀବି ଖୁବ୍ ବଳଶାଳୀ ହୋଇଉଠିଲା । ରକ୍ତାକ୍ଷ ବିପଦ ହୁଏତ ତା’ପାଇଁ ଆସିବାର ସଙ୍କାପ୍ରକାଶ କରି ନିର ସପକ୍ଷମାନଙ୍କୁ ଧରି ଖୁବ୍ ଦୂରକୁ ପଳାୟନ କଲା, ସେମାନଙ୍କ ମଧ୍ୟରେ ରକ୍ତାକ୍ଷ ଥିଲା ସ୍ଥିରଜୀବିର ଶତ୍ରୁ । କାରଣ ପ୍ରଥମରୁ ହିଁ ସେ ମତାମତ ଦେଇଥିଲେ, ତାହାକୁ ଆଗ ମାରିଦିଆଯାଉ । ଏବେ ରକ୍ତାକ୍ଷ ଏଠାରେ କୌଣସି ସହାୟତା ନପାଇ ପଳାଇ ଯିବାପରେ ସ୍ଥିରଜୀବି ସ୍ଥିର ଭାବରେ ବାସ କରୁଥାଏ ଓ ଗୁହା ମଧ୍ୟରେ ନାନା ପ୍ରକାର କାଠିକୁଟା ପକାଉଥାଏ । ଗୁହାଟି କାଠିକୁଟାରେ ପରିପୂର୍ଣ୍ଣ ହୋଇଯିବାପରେ ବାୟସରାଜ ମେଘବର୍ଣ୍ଣ ନିକଟକୁ ସମ୍ବାଦ ପଠାଇଲା ଯେ ଯଥାଶିଘ୍ର ଏଠାରେ ଆସି ପହଞ୍ଚିବାକୁ । ଆଉ ମଧ୍ୟ ସ୍ଥିରଜୀବି ଜନପଦକୁ ଯାଇ ଅଗ୍ନି ଆଣି ରଖିଲା ଓ ଦିବସ କାଳରେ କାକ ବାହିନୀ ସେମାନଙ୍କର ଶତ୍ରୁ ଭଲ୍ଲୁକ ରାଜର ଗୁହା ଉପରେ ଆକ୍ରମଣ କଲେ । ଭଲ୍ଲୁକମାନେ ଆଉ ଗୁହା ମଧ୍ୟରୁ ପଳାଇଯିବାକୁ ରାସ୍ତା ପାଇଲେ ନାହିଁ । କାରଣ ସେତେବେଳକୁ ଗୁହାର ଏକମାତ୍ର ଦ୍ୱାର ବନ୍ଦ ହୋଇ ସାରିଥିଲା । କେଉଁଆଡ଼େ ପଳାଇ ଯିବାର ବାଟ ନପାଇ ସମସ୍ତେ ସେହି ଗୁହାମଧ୍ୟରେ ପୋଡ଼ିହୋଇ ମରିଗଲେ । କାରଣ ଶତ୍ରୁକୁ ବିଶ୍ୱାସ କରିବାଦ୍ୱାରା ରକ୍ତାକ୍ଷ ଓ ତା’ର ସପକ୍ଷବାଦୀଙ୍କୁ ଛାଡ଼ିଦେଲେ ସ୍ଥିରିଜୀବିଦ୍ୱାରା ସମସ୍ତ ଭଲ୍ଲୁକବଂଶ ଧ୍ୱଂସ ପାଇଗଲେ । କିନ୍ତୁ ଶତ୍ରୁକୁ ବିଶ୍ୱାସ କରି ନପାରି ଭଲ୍ଳୁକ ରକ୍ତାକ୍ଷ ସଦଳବଳେ ବଞ୍ଚି ରହିଗଲେ ।
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମହାପୁରୁଷଙ୍କ ଜୀବନରୁ ପ୍ରେରଣା
- ବିଚିତ୍ର ପୁଷ୍ପ
- ଘରର ଦାୟିତ୍ୱ
- ଆଦର୍ଶ ଗୁରୁଭକ୍ତ କଠ
- ପ୍ରକୃତ ସାହାଯ୍ୟ
- ବ୍ରହ୍ମଚର୍ଯ୍ୟର ଶକ୍ତି
- ବିଲୁଆର ଉପଦେଶ
- ବନ୍ୟା ପୀଡିତ
- ଶତ୍ରୁକୁ ସାହାଯ୍ୟ
- ମନ୍ତ୍ରର ପ୍ରଭାବ
- ସାନପିଲାଟିର ବୁଦ୍ଧି ସରସ
- ସଦୁପଦେଶ
- ତିନୋଟି ଗଧଙ୍କର ବୋଝ
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ଯାଦୁ ମହଲ
- ବୁଦ୍ଧି ଓ ସିଦ୍ଧି
- ଭାଗ୍ୟବିଧାତା
- ପଶୁଧର୍ମ
- ବିଗୁଲ୍
- ବୈରାଗ୍ୟ
- ମାତୃହନ୍ତା ପର୍ଶୁରାମ
- ସବୁଠୁ ବେଗବାନ ପ୍ରାଣୀ
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- କୁଆ ଏବଂ କଳାନାଗ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଚନ୍ଦରା ଚନ୍ଦିରୀ ଫାର୍ସ
- ମର୍ତ୍ତ୍ୟର ପରୀରାଣୀ
- ସର୍ପ – ମନ୍ତ୍ର
- ରାକ୍ଷସୀର ମୁକ୍ତି
- ପକ୍ଷୀପାଗଳ ବାଳକ
- ସ୍ନେହ କରୁଣାର ପ୍ରଭାବ
- ବୁଦ୍ଧିହୀନ କୁଆ
- ଶଳା ଅନ୍ଧ
- ସଂଚୟର ମହତ୍ୱ
- ନିର୍ଭରତା ଶିଖ
- ସେନାପତି ନିର୍ବାଚନ
- ବାଚାଳ ଶୁକପକ୍ଷୀ
- ମାଙ୍କଡ ଓ ଗୁଣ୍ଡୁଚି ମୂଷା
- କାଠୁରିଆ ଓ ପରୀରାଣୀ
- ବ୍ରହ୍ମା ଏବଂ ସରସ୍ବତୀ
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ଚମ୍ପେଇ ନେଉଳ କାମୁଡେ ନାହିଁ
- ମାୟାଚିତ୍ର
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ଦସ୍ୟୁରାଜକୁମାର
- କନକ ଉପତ୍ୟକାର କାହାଣୀ
- ଦୁଇ ବନ୍ଧୁ
- ଈଶ୍ୱରଙ୍କ ଇଚ୍ଛା
- ପରୀ ରାଇଜର ପରୀରାଣୀ
- ଚତୁରୀ ଦାସୀ
- ଶଗଡିଆ ଓ ଶଗଡ ଗାଡି
- ଡେଙ୍ଗା ଗଛର ଗର୍ବ
- ଯେସାକୁ ତେସା
- ବିଶ୍ୱାସ ଘାତକ ବନ୍ଧୁ
- ବିନାମୂଲ୍ୟରେ ପ୍ରବେଶ
- ଆତ୍ମସମ୍ମାନ
- ମର୍ତ୍ତ୍ୟ ବୈକୁଣ୍ଠ
- ମୂର୍ଖତାର ଫଳ
- ଜଡ ଭରତ
- ରାମପୁରର ରାମ
- ନ୍ୟାୟ ବିଚାର
- ବର୍ଷା ରାଣୀ
- ବିଶ୍ୱାସ ଘାତକ
- ଯେପରି କର୍ମ ସେପରି ଫଳ
- ସୁବର୍ଣ୍ଣ ପଥର
- ଚାଷୀର ପ୍ରାର୍ଥନା
- ଲୋଭ ମରଣର କାରଣ
- ମୋହ
- ସତ୍ୟର ମୂଲ୍ୟ
- ଗୋପାଳର କାର୍ତିକ ପୂଜା
- ବୃଷଭ ବୁଝିଲା
- ପ୍ରାପ୍ତ ଧନ
- ମୌନାବତୀ କଥା
- ଅନୁତାପର ନିଆଁ
- ଉପସ୍ଥିତ ବୁଦ୍ଧିର ବଳ
- ସୁଲତାନାଙ୍କ ଚାତୁରୀ
- କାହାର ଦୋଷ?
- ଘୋଡା ବୁଦ୍ଧିରେ ବଳିଗଲା
- କରୁଣାବତୀ କଥା
- ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ
- ଝାଡୁଦାରର ବିବାହ
- ବିକ୍ରମାଦିତ୍ୟଙ୍କ ବିବାହ
- କିନ୍ତୁ!
- ଶୁଆର ମୃତ୍ୟୁ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ପରୀକ୍ଷା
- ବଲ୍ଲଭ ଓ ବନଦେବୀ
- ହାରଜିତ୍
- ହୁସ୍ ହୁସ୍
- ଅଫିମିଆର ସାକ୍ଷ୍ୟଦାନ
- ଶୁଭେଚ୍ଛା
- ଅନ୍ଧ ସରକାର
- ମୂଲ୍ୟ
- ଇଚ୍ଛା ପୁର୍ତି
- ମାୟାବି ଘୋଡା
- ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
- ନମ୍ରତା ଶ୍ରେଷ୍ଠ ଭୂଷଣ
- ମିତ୍ର ପ୍ରାପ୍ତି
- କାହାର ଯୁକ୍ତି ଅଧିକ?
- ଏହା ମୋର ଦାଢି
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- କୁତ୍ସା
- ଯଥାର୍ଥ ବର
- ମଦ୍ୟପାନର ପରିଣାମ
- ମାଛ ଶିକାର
- ଉତ୍ତରାଧିକାରୀର ଅଧିକାର
- ବିଶ୍ୱର ମଙ୍ଗଳ
- ମିତବ୍ୟୟୀ
- ଦିବ୍ୟଗୁଣ
- ସାହସ
- ଆଶା – ନିରାଶା
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ବୀର ହନୁମାନ
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- ମିଠା କଥାର ମହତ୍ୱ
- ସୁଖରାମ ଆଉ ଦୁଃଖରାମ
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- ନିମ୍ବ
- ସଫଳତା
- ରାଜା ମଦନ ସେନ କଥା
- ପ୍ରତ୍ୟକ୍ଷ ଶିକ୍ଷା
- ଭାଗ୍ୟ ଦେବତା
- ପିତୃଭକ୍ତିର ପରାକାଷ୍ଠା
- ଭକ୍ତ ପାଖରେ ଭଗବାନ ହାରିଲେ
- କମଳିନୀର ମୃତ୍ୟୁ
- ଗୁରୁତ୍ୱପୂର୍ଣ୍ଣ କଥା
- ଶୁଆ ପକ୍ଷୀର ଚାତୁରୀ
- ଜ୍ଞାନ ହିଁ ଧନ
- ମଣିଷପଣିଆ
- ସୁନାବୋହୁ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ଯାଦୁ ମହଲ
- ସିଂହ ଏବଂ ଠେକୁଆର ଗପ
- ଦେବୀଭକ୍ତ
- ଏମିତି ଭି ହୁଏ
- ଏକ ହଜାର ଏକଶ ଷୋହଳ
- ଭାଗ୍ୟ – ଦୁର୍ଭାଗ୍ୟ
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ମା ଛେଉଣ୍ଡ ଝିଅ
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ଜଳ ପରୀର କାହାଣୀ
- ଦୁଇ ପ୍ରତିବେଶୀ
- ବଳ ପରୀକ୍ଷା
- ମହାନୁଭବତା ମଣିଷକୁ ମହାନ୍ କରିଦିଏ
- ମାନବ ଓ ଦାନବ
- ହାତ ଖର୍ଚ୍ଚ
- ସବୁ କଥାରେ ଦୁଇଟି ପଟ
- ବୀର ହନୁମାନ
- କବିର ପରୀକ୍ଷା
- ମାଙ୍କଡ ଏବଂ ଘଂଟି
- ଦୁଃଶ୍ଚରିତ୍ରା ନାରୀ
- ଉପସ୍ଥିତ ବୁଦ୍ଧି
- ପ୍ରସନ୍ନତା
- ଭୂମି କ’ଣ ସାଙ୍ଗରେ ଯିବ?
- ରାଷ୍ଟ୍ରପତିଙ୍କ ମହାନତା
- ମାନବ ସେବାହିଁ ଶ୍ରେଷ୍ଠ ଧର୍ମ
- ଦେଢଶହ ବର୍ଷର ଅପେକ୍ଷା
- ନାରାୟଣ ଓ ନଡିଆ
- କାନ୍ଦୁରୀ ରିଙ୍କି
- ମୂର୍ଖତାର ଫଳ
- ନିଶର ଦାସ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ଲାଭ କ୍ଷତି
- ବୀରହନୁମାନ
- ମହାଭାରତ
- ବୀର ହନୁମାନ
- ସାହାସିକ କାର୍ଯ୍ୟ
- ମନ୍ତ୍ରୀ ନିର୍ବାଚନ
- ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର
- ଯୌତୁକର ଭୂତ
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ଗୋପାଳର ସ୍ତ୍ରୀ
- ନିମନ
- ରାଜଗୁରୁଙ୍କ ଶତ୍ରୁତା
- ପୁଷ୍ପାକୁମାରୀ କାହାଣୀ
- ବିକ୍ରମାଦିତ୍ୟଙ୍କ ବନଗମନ
- ବର ନିର୍ବାଚନ
- ସୁନାଲୋଭୀ ମିଦାସ୍
- ଚମର ଜୋତା
- ଚାରିଗୁରୁ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- କୁମ୍ଭୀର, ମାଙ୍କଡ କଥା
- ତିନି ତାନ୍ତ୍ରିକ
- କ୍ଷତିରୁ ଲାଭ
- ଶିଆଳ ରାଜା କଥା
- ବିଶ୍ୱାସ
- କାଲିର କାମ ଆଜି କର
- ଗୁଣ୍ଡୁଚି ପିଠିରେ ଗାର
- କାହାର ପତ୍ନୀ
- ପୁଣ୍ୟର ପ୍ରଭାବ
- ଭଗବାନ ସାକ୍ଷୀ
- ଶତ୍ରୁକୁ ସତ୍କାର
- ଦସ୍ୟୁ ରାଜକୁମାର
- ରଙ୍ଗଡ!
- ତିନି ପରୀକ୍ଷା
- ଅପୂର୍ବ ଅନୁରୋଧ!
- ଗଧ ମନେ ମନେ ଠାକୁର



