ତା’ପର ଦିନ ଠାରୁ ତେନାଲୀରାମା ତାଙ୍କର କାର୍ଯ୍ୟରେ ଲାଗିପଡିଲେ । ଅନୁସନ୍ଧାନ କରି ସେ ଜାଣିଲେ ଯେ, ଜଣେ ଚିତ୍ରକର ହିଁ ସେହି ମୟୂରର ବର୍ଣ୍ଣକୁ ଲାଲ୍ ରଙ୍ଗ ସାହାଯ୍ୟରେ ବଦଳାଇ ଦେଇପାରୁଛି । କାହିଁକି ନା’ ଆଜି ପର୍ଯ୍ୟନ୍ତ ଏହି ଧରାପୃଷ୍ଠରେ ଲାଲ୍ ରଙ୍ଗର ମୟୂର ସୃଷ୍ଟି ହିଁ ହୋଇନାହଁନ୍ତି । ତେନାଲୀରାମା ସଂଗେ ସଂଗେ ଆଉ ଚାରୋଟି ଲାଲ୍ ମୟୂର କରିବା ପାଇଁ ବରାଦ୍ ଦେଲେ । ତହିଁ ଆରଦିନ ଲାଲ୍ ମୟୂରମାନଙ୍କ ସହିତ ଚିତ୍ରକରକୁ ଧରି ତେନାଲୀରାମା ରାଜାଙ୍କ ଦରବାରରେ ଯାଇ ପହଁଚିଲେ । ତାପରେ ସେ ରାଜାଙ୍କୁ କହିଲେ, “ମହାରାଜ୍! ଦେଖନ୍ତୁ ମୁଁ ଆପଣଙ୍କ ପାଇଁ ଗୋଟେ ନୁହେଁ ଚାରି ଚାରିଟା ଲାଲ୍ ମୟୂର ନେଇ ଆସିଛି ।” ତେନାଲୀରାମାଙ୍କ ସହିତ ପୁଣି ଆଉ ଚାରିଟା ମୟୂର ଦେଖି ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ରାଜା ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ କହି ତେନାଲୀରାମାଙ୍କ ପାଇଁ ପଚାଶହଜାର ଟଙ୍କାର ଅର୍ଥ ବ୍ୟବସ୍ଥା କରିଦେଲେ । ରାଜା ଏହି ଅର୍ଥ ପ୍ରଦାନ କରିବା ସମୟରେ ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ପ୍ରକୃତ ପୁରସ୍କାରର ଯୋଗ୍ୟ ହେଉଛନ୍ତି ଏହି ଚିତ୍ରକର ଜଣକ । ଯିଏ କି ନିଜ କଳାର ଯାଦୁ ବଳରେ ମୟୂରର ଅସଲ ରଙ୍ଗ ପରିବର୍ତ୍ତନ କରି ଲାଲ୍ ରଙ୍ଗ ଦେଇ ପାରନ୍ତି । ସେବକ ଜଣକ ଯେଉଁ ମୟୂରକୁ ମଧ୍ୟପ୍ରଦେଶର ଘଂଚ ଜଙ୍ଗଲ ମଧ୍ୟରୁ ପାଇଥିଲେ ବୋଲି କହିଥିଲେ, ପ୍ରକୃତରେ ସେ ସେଠାରୁ ତାକୁ ନଆଣି ଏହି ବ୍ୟକ୍ତିଙ୍କ ଠାରୁ ଆଣିଛନ୍ତି ।” ରାଜା ଏଥର ପ୍ରକୃତ ସତ କଥା ଜାଣିପାରି ଉକ୍ତ ବ୍ୟକ୍ତିକୁ ପଚାଶ ହଜାର ଟଙ୍କା ଫେରାଇବାକୁ ଆଦେଶ ଦେବା ସଂଗେ ସଂଗେ ତାକୁ ପାଂଚହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ କହିଲେ । ବିଚରା ସେବକଟି ଏବେ କରିବ ବା କ’ଣ? ଏଣିକି ସେ କେବଳ ନିଜର କାନମୁଣ୍ଡ ଆଉଁସି ତା ଘରକୁ ଫେରିଲା । ରାଜା ତେନାଲୀରାମାଙ୍କ ବିଚକ୍ଷଣ ବୁଦ୍ଧିକୁ ପ୍ରଶଂସା କରିବା ସଂଗେ ସଂଗେ ସେ ଚିତ୍ରକରକୁ ମଧ୍ୟ ଉପସ୍କାର ପୁରସ୍କାର ପ୍ରଦାନ କଲେ ।
ରଙ୍ଗୀନ୍ ମୟୂର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବକ ଜାତକ
- ଶୁଆ ପକ୍ଷୀର ଚାତୁରୀ
- ମିଠା କଥାର ମହତ୍ୱ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ଭୁବନ ସୁନ୍ଦରୀ
- ପିତୃଭକ୍ତି
- ଅପୂର୍ବ ଯୁକ୍ତି
- ଯୋଗୀ ଓ ନାସ୍ତିକ
- ଦୁରାଶା
- ମନ୍ତ୍ର ରାକ୍ଷସ କଥା
- ପ୍ରକୃତ ସ୍ୱାମୀ କିଏ?
- ଯେସାକୁ ତେସା
- ତିନି ମିତ୍ର
- ବିଚରା ପଣ୍ଡିତ
- ଚୋରୀ
- ମାତୃ – ଋଣ
- ଅଂଶୁଘାତ ବୁଢା ଭିକାରି
- ସେନାପତି ଓ ରାଜକୁମାରୀ
- ବୁଦ୍ଧିମତୀ ରାଜକୁମାରୀ
- ଦିବସ ବା ରାତ୍ରି?
- ଦାନୀ
- ଅମ୍ବରୀଷ
- ଲୋଭୀ ବୈଦ୍ୟ
- ବିବେକ ଧର୍ମ
- ଦିବ୍ୟଦୃଷ୍ଟି
- ଅମର ମଣିଷ
- ଠେକୁଆ ଓ ମହୁଫେଣା
- ପବନ ଓ ସୂର୍ଯ୍ୟ
- ଯୋଗ୍ୟତା ଓ ଯଶ
- ଜାଗୃତିର ପ୍ରତୀକ
- ମହାଭାରତ
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ହାତ ଖର୍ଚ୍ଚ
- ଅଦ୍ଭୁତ ବଂଶୀ
- ଠକଙ୍କ ଗୁରୁ
- ଯାଦୁ ମହଲ
- ସନ୍ତରଣ ବିଦ୍ୟା
- ଦୁରାଶାର ଜାଲ
- ଦୂର ପରବତ
- ସୋମ ଶର୍ମାଙ୍କ କାହାଣୀ
- ଗୋପାଳର କୃଷ୍ଣ ପ୍ରାପ୍ତି
- ଯାଦୁକାରୀ ଘଂଟି
- ବୁଢୀ ଓ ଯୁବତୀ ସ୍ତ୍ରୀ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ମନଗୁଣେ ରୋଗ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ବିରକ୍ତି ଓ ଅନାସକ୍ତି
- ଭାଗ୍ୟ ବୋଲିଭି କିଛି ଅଛି
- ବିଦ୍ୟା – ଦାନ
- ଜହ୍ନରେ ଠେକୁଆ
- ଭୂବନ ସୁନ୍ଦରୀ
- ପ୍ରକୃତ ସୁସଙ୍ଗାତ
- ଆଜ୍ଞାବହ ଆରୁଣୀ
- ଦଧିବାହନ ଜାତକ
- ହରିଣର ସୁନ୍ଦର ଶିଙ୍ଗ
- ଅଜବ ଚତୁରୀ ସ୍ତ୍ରୀ କଥା
- ମହାଭାରତ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- ବିଷ୍ଣୁଙ୍କ ମାୟା
- ଯେସାକୁ ତେସା
- ସମ୍ରାଟ ଅଶୋକ
- ଚଢେଇର ପର
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଭୀମସେନ ଜାତକ
- ରାଜସମ୍ମାନ
- ଧାନ କ୍ଷେତ
- ରୂପଧରଙ୍କ ଯାତ୍ରା
- ସଙ୍କେତର ଅର୍ଥ
- କୃଷ୍ଣାବତାର
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ବାମ ହାତର ଦୁଖଃ
- ଅଶୁଭ ଗୃହ
- ସଚ୍ଚା ପ୍ରେମୀ
- ବୁଦ୍ଧି ଦାତା ଗୋପାଳ
- ପୁରସ୍କାର
- କନକ ଉପତ୍ୟକାର କାହାଣୀ
- ନଟବୁଢା ବଗିଚାରେ କିଏ?
- ଖୋସାମତିର ତୃଷା
- ମଣିଷ ପଣିଆ
- ନିଷ୍ଠୁରତାର ପ୍ରତିଫଳ
- ସଦାନନ୍ଦ
- ରଜାପୁଅ ଓ ମାଙ୍କଡ ରାଣୀ
- ଯୋଗ୍ୟ କିଏ?
- ଟମଥମ୍ବ
- ବେଦବତୀ
- ବୁଧିଆ ଶିଆଳ
- ପିଲାଟିଦିନରୁ ବିପ୍ଳବୀ ନେତା
- ଉଦ୍ଧତ ଛାଗ
- ଲୀଳାବତୀ କଥା
- ରାଜାଙ୍କର କୋଷ୍ଠ ସାଫ୍
- ଯଥାର୍ଥ ଐଶ୍ୱର୍ଯ୍ୟ
- ନିୟମ
- କୃଷ୍ଣାବତାର
- ବୋକା ତୁମେ ନୁହେଁ ମୁଁ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ଅନିଷ୍ଟ ଓ ଉପକାର
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ବୀର ହନୁମାନ
- ବିନା ବିଚାରରେ ଯିଏ କିଛି କରେ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ସମୁଚିତ ଶାସ୍ତି
- ମୁକ୍ତି
- ସୁନାମାଛ କଥା
- ଭାଗ୍ୟ
- କୃଷ୍ଣାବତାର
- ଅରିଷ୍ଟନେମି
- ହାଡଗିଳା ଭୂତ
- ସମାଲୋଚନା ସଫଳତା ଆଣିଦିଏ
- ଅଦ୍ଭୁତ ବାୟସ
- ସତ୍ୟ ଅସତ୍ୟ
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ଶାଶୁ ବୋହୁ
- ଜଡ ଭରତ
- ପାଞ୍ଚ ପ୍ରଶ୍ନ
- ଓଟ ଓ ବିଲୁଆ
- ଚୋରୀଧରା
- ଚାରୀ ସୁନ୍ଦରୀ ଓ ମେଣ୍ଢା କଥା
- ଭଲମନ୍ଦ
- ଏ ବାକ୍ସ କାହାର?
- କଇଁଛର ଧୀର ଚାଲି
- ବନ୍ଧୁତ୍ୱ
- ରାଣ୍ଡୀପୁଅ ଅନନ୍ତା
- ସେମାନେ ବି ଥିଲେ ସହଯାତ୍ରୀ
- ମନ୍ତ୍ର – ସିଂହାସନ
- ସ୍ତ୍ରୀ ପ୍ରେମୀ ଅରଫିଅସ
- ଚତୁର୍ଥ ଯାମିନୀ ଓ ବେତାଳ
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ସତ୍ୟ ବିଚାର
- ଗୋଟିଏ ଭଣ୍ଡାରୀର କାହାଣୀ
- ମଦନ ସୁନ୍ଦର କଥା
- ଦର୍ପଣବାଲା ରୂପମ୍
- ମା’ ସାନ୍ଧିଲିଙ୍କ କଥା
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ଦକ୍ଷିଣା
- ମହାଭାରତ
- ମର୍ତ୍ତ୍ୟ ବୈକୁଣ୍ଠ
- ଅଦ୍ଭୁତ ମୁକୁଟ
- ଯେସାକୁ ତେସା
- ଆତ୍ମ ସନ୍ତୋଷ
- ଧୂସର ଦୁର୍ଗ
- ବିଚିତ୍ର ପୁଷ୍ପ
- କଣା ଚାହେଁ ସମସ୍ତେ କଣା ହୁଅନ୍ତୁ
- ତିନି ଗୁଲାମ
- ଲୋଭରୁ ମୃତ୍ୟୁ
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ତୃତୀୟ ପ୍ରତିବେଶୀ
- ରାଣୀ ପସନ୍ଦ
- ଭଲ ଓ ଭେଲ
- ସମୟର ମୂଲ୍ୟ
- ଅପୂର୍ବଙ୍କ ପରାକ୍ରମ
- ପାଂଚଗୋଟି ପ୍ରଶ୍ନ
- ଲାବଣ୍ୟବତୀ
- ଦୂର ପର୍ବତ ସୁନ୍ଦର
- କୃପାଧନ୍ୟ ଭୂଷଣ୍ଡକାକ
- ଟଙ୍କା ଥଳି
- ପ୍ରତ୍ୟେକ ଜିନିଷ କାମରେ ଆସେ
- ଚତୁର ପ୍ରଶ୍ନ
- ଆମ ଦେଶର ଋଷି ଶୁକଦେବ
- ତଥାଗତ ଓ ପୂର୍ଣ୍ଣମାସୀ
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- ପାଣ୍ଡିତ୍ୟ
- ମହାଭାରତ
- ହାଡବାଇ କଥା
- ଶିକାରୀ ଏବଂ ପକ୍ଷୀ
- ଲୋଭ ମରଣର କାରଣ
- ଯାଦୁ ମହଲ
- ଆୟ ଦେଖି ବ୍ୟୟ କର
- ସାପ ମାନଙ୍କର କାହାଣୀ
- ଦୁଷ୍ଟ ଚିଲ ଓ ଚତୁର କଙ୍କଡା
- ଚୋର ସାଧୁ ପାଲଟିଲା
- ଦୟା ସାଗର
- ଶ୍ରେଷ୍ଠ ଜଳ
- ବୁଢ଼ା ମାଙ୍କଡ଼ର ପ୍ରତିଶୋଧ
- ନାମ ବିକ୍ରି
- ମଧୁର ଅନୁଭୁତି
- କୁହୁକ ଢୋଲ
- ଦୁଇ ଉତ୍ତର
- କୁଆ ଏବଂ ପେଚା କାହାଣୀ
- ଅମୂଲ୍ୟ ଉପଦେଶ
- କୃପଣ ବଣିକ
- ତୋପଠାରୁ ବଳି
- ବିଟପି ରାଜକୁମାରୀ କାହାଣୀ
- ଯୋଗୀ ଗୁଣିଆ କଥା
- ଈର୍ଷ୍ୟା
- ସୁନା ସମ୍ପଦ
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ଛଦ୍ମକୁ ସାବଧାନ
- ପ୍ରକୃତ ସନ୍ନ୍ୟାସୀ
- ମଦ୍ୟପାନର ପରିଣାମ
- ବୀର ଦାସ
- ଅକୃତଜ୍ଞକୁ ଶାସ୍ତି
- ପକ୍ଷୀ ଏବଂ ମାଙ୍କଡ କଥା
- ଦୁଇ ଭୂତୁଣୀ
- ବନଦେବୀଙ୍କ କୃପା
- ଛାଗଳର ଦୃଷ୍ଟାନ୍ତ
- ବାରିକ ଓ ଗୋପାଳ
- ରେଶମୀ ବସ୍ତ୍ର
- ଯୁବରାଜଙ୍କ ବୁଦ୍ଧି
- ମହାଭାରତ
- ଦାନୀ ଶ୍ରୀଧର



