ପରମ ଧାର୍ମିକ ରାଜା ବିକ୍ରମାଦିତ୍ୟ । ସଦାସର୍ବଦା ବିକ୍ରମାଦିତ୍ୟଙ୍କ ଶରୀରରେ ପ୍ରବେଶ କରିବା ନିମିତ୍ତ ଚେଷ୍ଟା କରନ୍ତି ମାତ୍ର ପାରନ୍ତିନି । ନିଜ ମନେ ମନେ ଗ୍ରହରାଜ ବିଚାର କରନ୍ତି କ’ଣ ସତରେ ରାଜାର ଧର୍ମବଳ ନିକଟରେ ମୁଁ ହାର ମାନିବି । ରାଜା ବିକ୍ରମାଦିତ୍ୟଙ୍କର ଏକଥା କିଛି ମନେ ନାହିଁ । ଭୋଜନ ପୂର୍ବରୁ ରାଜା ପାଦଧୌତ କରନ୍ତି । ଦିନେ ପଦଧୌତ କରୁଛନ୍ତି ତାଙ୍କର ଗୋଇଠି ତଳେ ଜଳ ଲାଗିଲା ନାହିଁ । ଗ୍ରହରାଜତ ସୁଯୋଗ ଉଣ୍ଡୁଥିଲେ । ସେହି ପଥଦେଇ ରାଜାଙ୍କର ଶରୀର ମଧ୍ୟରେ ପ୍ରବେଶ କଲେ । ତାଙ୍କର ଶରୀର ମଧ୍ୟରେ ନାନାପ୍ରକାର ରୋଗ ଜାତହେଲା । ରାଜା ନିଜର ସ୍ୱଧର୍ମ କର୍ମ ତ୍ୟାଗକଲେ । ବନ୍ଧୁଜନଙ୍କୁ ପରିତ୍ୟାଗ କଲେ । ପାତ୍ରମନ୍ତ୍ରୀ ଆଦି ପାରିଷଦମାନଙ୍କୁ ବାହାର କରିଦେଲେ । ହିତକଥାକୁ ଅହିତ ମଣିଲେ । ନିଜର ଭଣ୍ଡାରର ଧନରତ୍ନ ପଶା ଖେଳି ଉଡାଇ ଦେଲେ । ରାଜ୍ୟରେ ଦୁର୍ଭିକ୍ଷ ପଡିବାରୁ ପ୍ରଜାମାନେ ମୃତ୍ୟୁବରଣ କଲେ । ରାଣୀ ଭାନୁମତୀ ଏ ଅବସ୍ଥା ଦେଖି ଆପଣାମନରେ ଚିନ୍ତାକଲେ ଗ୍ରହରାଜ ଶନିଶ୍ଚରଙ୍କର କୋପଦୃଷ୍ଟିରୁ ଏପରି ଫଳ ମିଳିଲା । ଭାନୁମତୀ ବିକ୍ରମାଦିତ୍ୟଙ୍କୁ ଅନେକ ବୁଝାଇ କହିଲେ । ନୃପତି ତାଙ୍କ କଥାକୁ କର୍ଣ୍ଣପାତ କଲେନାହିଁ । କିଛିଦିନ ଗତହେଲା । ଶନିଶ୍ଚର ଚିନ୍ତାକଲେ ଗୃହରେ ରହିବାରୁ ଏ ରାଜା ମୋତେ ଚିହ୍ନିପାରୁ ନାହିଁ । ତା’ର ରାଜ୍ୟ ହରଣ କରି ତାକୁ ମୁଁ ବନକୁ ପଠାଇଲେ ତା’ର ଗର୍ବ ଚୂନା ହେବ । ଶନିଶ୍ଚର ମନରେ ଏହିପରି ଚିନ୍ତା କରି ବିକ୍ରମାଦିତ୍ୟଙ୍କୁ ରାଜ୍ୟରୁ ତଡିଦେଲେ । ଯାହା ଦ୍ୱାରକୁ ବିକ୍ରମାଦିତ୍ୟ ଯାଆନ୍ତି ଲୋକେ ତାଙ୍କ ଉପରକୁ ଧୂଳି ପକାନ୍ତି । ଭାଗ୍ୟରେ ଯାହା ଅଛି ସେ ଭୁଞ୍ଜୁଛନ୍ତି । ଭିକ୍ଷାମାଗି ରାଜା ଦୁଇଦିନରେ ଥରେ ଭୋଜନ କରନ୍ତି । ଶନି ଚିନ୍ତାକଲେ ଏହାକୁ ଆହୁରି କଠିନ ଶାସ୍ତି ଦେବି । ଏପରି ଚିନ୍ତା କରି ଅଜଗର ସର୍ପ ରୂପରେ ରାଜାଙ୍କ ପେଟରେ ପ୍ରବେଶ କଲେ । ତାଙ୍କର ପେଟ ବଢିବାକୁ ଲାଗିଲା । ଅଙ୍ଗ ପ୍ରତ୍ୟଙ୍ଗମାନ କ୍ଷୀଣ ହେଲା । ଘୁସୁରି ଘୁସୁରି ବନସ୍ତରେ ବୁଲନ୍ତି । କଂଟାବାଜି ଦେହସାରା ଚିରି ହୋଇଗଲା । ଅନେକ କଷ୍ଟ ପାଇବାରୁ ନୃପତି ଶନିଶ୍ଚରଙ୍କୁ ସ୍ତବକଲେ । ତଥାପି ସେ କ୍ରୁର ଗ୍ରହ ବିକ୍ରମାଦିତ୍ୟକୁ ମାରିଦେବା ନିମିତ୍ତ ଚେଷ୍ଟାକଲେ । ଶନିଶ୍ଚର ନୃପତିଙ୍କୁ ସ୍ୱର୍ଣ୍ଣବତୀ ନଦୀକୁ ଫିଙ୍ଗିଦେଲେ । ଜଳରେ ପଡି ନୃପତି ଭାବିଲେ ଏ ଦଣ୍ଡ ମୁଁ ପାଉଛି ଶନିଙ୍କ କୋପରୁ । ନୃପତି ଭାବିଲେ ଯେବେ ଧର୍ମଥିବ ମୁଁ ନିଶ୍ଚିତ ଉଦ୍ଧାର ପାଇବି । ରାଜା ବିକ୍ରମାଦିତ୍ୟ ମାତା ଧନ ଦେବୀଙ୍କ ସ୍ତବ ପଠନ କରି କହିଲେ ମୋତେ ରକ୍ଷାକର । ତୁମ୍ଭେ ନ ରଖିଲେ ମୁଁ ବିନାଶ ହେଲି । ନ୍ୟାୟ କରି ମୁଁ ଯେବେ ଏ ଦୁଃଖପାଏ ସଂସାରରେ ସତ୍ୟଧର୍ମ କିପରି ରହିବ । ଧନ ଦେବୀଙ୍କୁ ସ୍ତୁତି କରିବା ଦେଖି ଶନିଶ୍ଚର ସପ୍ତବାର ତାଙ୍କୁ ଜଳରେ ବୁଡାଇ ଦେଲେ । ରାଜାଙ୍କର ଜୀବନ କଣ୍ଠାଗ୍ରତ ହେବା ଦେଖି କୂଳରେ ଲଗାଇ ଦେଲେ । ରାଜା ବିକ୍ରମାଦିତ୍ୟଙ୍କ ଉପରେ ଶନିଙ୍କର କୃପାଦୃଷ୍ଟି ପଡିଲା । ନୃପତିଙ୍କର ଦୁଃଖ ଦୂରହେଲା । ସେ ମରାଠାରେ ଯାଇ ପହଁଚିଲେ ।
ଶନି କୋପ ଓ ଧନ ଦେବୀଙ୍କ କୃପା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଉପଯୁକ୍ତ ବରପାତ୍ର
- ମାଲ୍ୟାଣୀ କଥା
- ଯଥା ରାଜା ତଥା ପ୍ରଜା
- ତାରାମତୀ କଥା
- ବେପାରୀ-ମନ
- ଅନ୍ତିମ ଇଚ୍ଛା
- ପରିଶ୍ରମର ଫଳ
- ବୀର ହନୁମାନ
- ଶତ୍ରୁକୁ ସତ୍କାର
- ନିଷ୍କର୍ମା ମନ ଭୂତର ଘର
- ମହାଭାରତ
- ରେବତୀ
- ପୁଣ୍ୟଦାନର ମହିମା
- ନିଷ୍ଠୁରତାର ପ୍ରତିଫଳ
- ମଲାପୁଅ ବଂଚିଲା
- ତାନ୍ତ୍ରିକ
- ଛୁଆ କୁକୁଡା
- ବିଟପି ରାଜକୁମାରୀ କାହାଣୀ
- ସଫଳତା ପାଇଁ ଉଦ୍ୟମ ଲୋଡା
- ଦୁଇ ଭୂତୁଣୀ
- ଯଦୁମଣି ରହସ୍ୟ
- ଧନସମ୍ପତ୍ତି କାହାରି ନୁହେଁ
- କପଟୀ ଅନ୍ତର
- ପୁନର୍ମୂଷିକୋଭବ
- ସଙ୍ଗ ଦୋଷ
- କାହାର ଶିକ୍ଷାଲାଭ?
- ଏକତା
- ଭାଗ୍ୟକୁ ବିଶ୍ୱାସ
- କୁର୍ମାବତାର
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ପରାକ୍ରମୀ ସ୍ତ୍ରୀ
- ନିଶର ଦାସ
- ଆକବର ଏବଂ ମଦୁଆ
- ପତ୍ନୀର ଯୋଗ୍ୟ ପତି
- ଜାଗୃତିର ପ୍ରତୀକ
- ଦାନପ୍ରିୟ ରାଜା
- ଜୟ ପରାଜୟ
- କରଜ ଅସୁଲ
- ଗୁପ୍ତଦଲିଲ୍
- ଯମଙ୍କ ମହିଷ
- ପୁଣ୍ୟବାନ୍
- ତିନି ତାନ୍ତ୍ରିକ
- ମହାଭାରତ
- ଦୂରଦ୍ରଷ୍ଟା ବଣିକ
- ସମ୍ରାଟ ଅଶୋକ
- ଅଶୁଭ ମୁଖ
- ରାଜାଙ୍କ ନ୍ୟାୟ ବିଚାର
- ଠକ ସହିତ ଠକାମୀ
- କୃଷକର ପତ୍ନୀ
- ଶଗଡିଆ ଓ ଶଗଡ ଗାଡି
- ବିରେଇ ବିଶାଳ
- ମାନବତୀ କଥା
- ସବୁ ମାୟାରେ ବାୟା
- ବାର୍ହା ଓ କୋକୀ
- ତତ୍କଳ ଜାତକ
- ଯଥାର୍ଥ ବର
- ଶତ୍ରୁକୁ ମିତ୍ର କରିବା ଉପାୟ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ସାହାସିକ କାର୍ଯ୍ୟ
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଅଭୁଲା ସ୍ମୃତି
- ପରିପୂର୍ଣ୍ଣ ମାନବିକତା
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- ବୀର ହନୁମାନ
- ବୀର ହନୁମାନ
- ମନ୍ତ୍ରୀଙ୍କ ଯୁକ୍ତି
- ଧାନ କ୍ଷେତ
- ବିଷ୍ଣୁ ପୁରାଣ
- ବିଚିତ୍ର ବେଣୁ
- ଈର୍ଷ୍ୟା
- ସଂସାରରେ ଶ୍ରେଷ୍ଠ ଚିଜ କ’ଣ?
- ଧମ୍ମଦ୍ଧଜ ଜାତକ
- ଲୀଳାବତୀ ସୂତ୍ର ରଚନା କଥା
- ବିଷ୍ଣୁ ପୁରାଣ
- ରୋଜି ଓ ପରୀରାଣୀ
- ସତୀ ସଉତୁଣୀ ମନ୍ଦିର କଥା
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ପ୍ରାପ୍ତ ଧନ
- ପାପବୁଦ୍ଧି ଓ ଧର୍ମବୁଦ୍ଧି
- ମାଛ ଫସଲ
- ଭାଲୁର ବୋକାମି
- ନଟବୁଢା ବଗିଚାରେ କିଏ?
- ପୁରୁଣା ଅଭ୍ୟାସ
- ପ୍ରକୃତ ପୂଜକ
- ଦସ୍ୟୁ ରାଜକୁମାର
- ବ୍ରାହ୍ମଣ ପୁଅ ରାଜା ହେଲା
- ତିନୋଟି ପରୀକ୍ଷା
- ସୋମସେନଙ୍କ ଚିତ୍ର
- ତମ୍ବାପାତ୍ରର ଭୂତ
- ଆମ୍ର ଜାତକ
- ଚୋରୀ
- ଚାଲାଖ୍ ବେପାରୀ
- ଗୋଟିଏ ହାତରେ ତାଳି ବାଜେନା
- ସୁଖୀ ପରିବାର
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- କୁଶଳଙ୍କ କୌଶଳ
- ଚଢେଇର ପର
- ଦାନର ମହିମା
- ବିଚିତ୍ର ଚୋରୀ
- ପରର ସ୍ତ୍ରୀ ରାଜକନ୍ୟା
- ଦେବକନ୍ୟା
- ଜୀବେ ଦୟା
- କପୋତ ଜାତକ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ଶିଶିର ପୁଅ ଗଧ
- ରୂପଧରଙ୍କ ଯାତ୍ରା
- ବଳ ଓ ଦୁର୍ବଳ
- ଅହଂକାର ସବୁ ଅନିଷ୍ଟର ମୂଳ
- ନିଜେ ଚେଷ୍ଟାକର
- ପ୍ରତାପଙ୍କ ଉପବାସ
- ଅଫିମିଆର ସାକ୍ଷ୍ୟଦାନ
- କୁତର୍କର ଲାଭ
- ଧନର ସଦୁପଯୋଗ
- ଏକ ଭଗବାନ
- ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- ମୂଷା ମାନଙ୍କର ଉତ୍ପାତ
- ଗୁରୁତ୍ୱପୂର୍ଣ୍ଣ କଥା
- ବକ ଜାତକ
- ଶିବ ପୁରାଣ
- ଗୋପାଳ ଓ ବାଈଜୀ
- ଅନ୍ୟର ହୃଦୟ ଜୟକର
- ଠକ ଦଣ୍ଡ ପାଇଲା
- ବିଜୟ ରହସ୍ୟ
- ରାଜା ହାତୀ ନେଲେ, କଖାରୁ ଦେଲେ
- ରହସ୍ୟମୟ ଋଷି
- ନୂଆ ଜୁଆଇଁ
- କୁଆ ଏବଂ କଳାନାଗ
- ଯାଦୁ ମହଲ
- ସ୍ୱର୍ଗ ଗମନ
- ଭିକ୍ଷାଦାନ
- ବନପରୀ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- କଦମ୍ବ ଓ କାଦମ୍ବିନୀ
- ଦୁଃଖର ଅଶ୍ରୁ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- ବିବେକ ଓ ବଚନ
- ଯଥାର୍ଥ ସମାଧାନ
- ଝୁଡି ଓ ବୁଢାବାପା
- ଭୁବନ ସୁନ୍ଦରୀ
- ବ୍ରହ୍ମଜ୍ଞାନୀ ଶୁକମୁନି
- ମନ୍ତ୍ରର ପ୍ରଭାବ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ଅନିଷ୍ଟ ଓ ଉପକାର
- କୃଷ୍ଣାବତାର
- ତଥାଗତ ଓ ପୂର୍ଣ୍ଣମାସୀ
- ସଭ୍ୟ ଜମିଦାର
- କାହାର ଯୁକ୍ତି ଅଧିକ?
- ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ
- ହଂସ ଓ ଡିମ୍ବକ
- ତୋ ବାବା ମୁଁ
- ବୁଦ୍ଧିମାନ ବାଳକ
- ସତୀ ରମଣୀ
- ପରୀରାଇଜ
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ମହତ ଦାନ
- ଅଲୀନଚିତ ଜାତକ
- ଶାଶୁ ବୋହୁ
- ଧୂସର ଦୁର୍ଗ
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ଗୁଣ୍ଡୁଚି ପିଠିରେ ଗାର
- ନାଇଟ୍ ଇଗଲ
- ଖୋସାମତିର ତୃଷା
- ରାଜଜ୍ୟୋତିଷ
- ଗୋପାଳର ସ୍ତ୍ରୀ
- ନକଲି ସୁନା
- ଯାହାକୁ ଯେପରି ଶିକ୍ଷା
- ଶିବ ପୁରାଣ
- ଯୋଗୀ ଗୁଣିଆ କଥା
- କଞ୍ଜୁସ୍ ଓ କରିତ୍କର୍ମା
- ଯାଦୁ ମହଲ
- ଦାନୀକର୍ଣ୍ଣ ଭୂମିନାଥ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ଦର୍ପଣବାଲା ରୂପମ୍
- ଆତ୍ମଜ୍ଞାନ
- ଭାଗ୍ୟ ଦେବତା
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- କଳାକାର
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ପରୀକନ୍ୟା
- ତିନି ମିତ୍ର
- ଶାଶୁଙ୍କ ଆତ୍ମା
- ପରିଶ୍ରମ ହିଁ ଶ୍ରେଷ୍ଠ
- କେଁ କେଁ ଶଗଡ
- ପିଲାମାନେ ଓ ବେଙ୍ଗ
- ଭାଗ୍ୟ ଓ ପଥର
- ଆତ୍ମବଳି
- ଦୁଃଶ୍ଚରିତ୍ରା ନାରୀ
- ନ୍ୟାୟ ବିଚାର
- ସିଦ୍ଧୁର ଅହଂକାର
- ଭୁଲାପଣ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ସୁନ୍ଦରବତୀ କଥା
- ମୁଦ୍ରିକାର ଗୌରବ
- ତିନି ତାନ୍ତ୍ରିକ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- କାରଣ
- ଉଦ୍ଧତ ଛାଗ
- ପ୍ରତ୍ୟୁତ୍ପନ୍ନମତି



