ଗୋପାଳ ଭାଣ୍ଡର ଛୋଟ ବଗିଚାଟିଏ । ଅନେକ ପ୍ରକାର ଫୁଲ ଫଳର ଗଛ ଅଛି, କିନ୍ତୁ ଗୋଟିଏ ଲେମ୍ବୁ ଗଛରେ ଅନେକ ଲେମ୍ବୁ ହୋଇ ଥିଲା । ଗୋପାଳ ଚତୁରତା କରି ଦିନେ ଜୋଇଁକୁ ଡାକି କହିଲେ – “ବାବୁ ଏ ବଗିଚାରୁ ଚୋର କିଏ ଲେମ୍ବୁ ଗୁଡାକ ଚୋରୀ କରି ନେଇ ଯାଉଛି । ଆଜି ମୁଁ ଘରେ ରହିବି କି ନାହିଁ ସନ୍ଦେହ । ଯାହା ହେଉ ତୁମ୍ଭେ ଆଜି ସଂନ୍ଧ୍ୟା ପୂର୍ବରୁ ବାଡିକି ଯାଇ ଗୋଟିଏ ଗଛ ମୂଳରେ ଲୁଚି କରି ବସି ଅନେଇ ଥାଅ ।” ଏଣେ ଗୋପାଳ ସଂନ୍ଧ୍ୟା ହେବା ଦେଖି ଘର ଭିତରକୁ ଯାଇ ତାର ସ୍ତ୍ରୀକି କହିଲା – “ରାଜାଙ୍କ ଘରକୁ ଯିବାକୁ ହେବ । ଚଂଚଳ ଭାତ ଦେବଟି ।” ଏହା ଶୁଣି ଗୋପାଳର ସ୍ତ୍ରୀ ତର ତର ହୋଇ ଭାତ ବାଢି ଦେଲା । ଗୋପାଳ କହିଲା – ଆରେ ପେଟଟା ଟିକେ ଗରମ ବୋଧ ହେଉଛି ଖାଇ ହେଉ ନାହିଁ । ଯାଆ ତୁ ଗୋଟିଏ ତଟକା ଲେମ୍ବୁ ନେଇ ଆସିବୁ । ଗୋପାଳର ସ୍ତ୍ରୀ ସଙ୍ଗେ ସଙ୍ଗେ ମିଟି ମିଟି ହୋଇ ଜଳୁଥିବା ବଇଠା ନେଇ ବଗିଚାକୁ ବାହାରିଲା । ଦୂଆର ମୁହଁ ଟପି ଯାଇଛି ପବନରେ ବଇଠା ଆଲୁଅଟା ଲିଭି ଗଲା । ସେ ଆଉ ଆଲୁଅ ଲଗାଇ କରି ଆଣିବାକୁ ବିଳମ୍ବ ହେବ ଭାବି ଲେମ୍ବୁ ଗଛ ନିକଟକୁ ଯାଇ ଦରାଣ୍ଡି କରି ଲେମ୍ବୁ ତୋଳୁଛି । ଏହି ସମୟରେ ଜୋଇଁ ତ ଏଣେ ଜଗି ଥିଲା ସେ ଏତେ କଥା କିପରି ଜାଣିବ, ଜୋଇଁ ଶାଶୁକୁ ଚୋର ମନେ କରି (ଜୋଇଁ ଶାଶୁକୁ) ମାଡି ବସି ଡାକ ପକାଇଲା । ଜୋଇଁର ଡାକ ଶୁଣି ଗୋପାଳ ଗୋଟିଏ ଆଲୁଅ ହାତରେ ଧରି ଲେମ୍ବୁ ଗଛ ନିକଟରେ ପ୍ରବେଶ ହେଲା । ଆଗେ ଆଲୁଅ ନେଇ ଜୋଇଁ ମୁହଁ ନିକଟରେ ଦେଖାଇ କହିଲା ବାଃ ଭଲ ଜୋଇଁଟାଏ ତୁମ୍ଭର ଏପରି ପୁଣି ଅନୀତି କାର୍ଯ୍ୟ । ପୁଣି ଶାଶୁ ମୁହଁ ନିକଟରେ ଆଲୁଅ ଦେଖାଇ କହିଲା ବେଶ୍ ବେଶ୍ ଭଲ କଥା, ଏଇଥି ସକାଶେ ଜୋଇଁକି ଡାକ ଡାକ ବୋଲି ଜିଦ୍ କରିଥିଲ ପରା । ଏଣେ ଶାଶୁ ଓ ଜୋଇଁ ଆଲୁଅରେ ମୁହଁ ଦେଖା ଦେଖି ହୋଇ ଦୁଇ ଜଣ ଯାକଙ୍କର ଲାଜରେ ଏକା ବେଳେ ତାଙ୍କ ମୁହଁ ଜଳି ଗଲା । ତା’ପର ଦିନ ଆଉ ଜୋଇଁ କାହାକୁ କିଛି କୁହା ବୋଲା ନକରି ପାହାନ୍ତାରୁ ଉଠି ଗ୍ରାମକୁ ପଳାଇଲା । ସେହି ଦିନ ଠାରୁ ମଧ୍ୟ ଶାଶୁ ଜୋଇଁକି ଆଣିବା କଥା ଦୂରେ ଥାଉ ଜୋଇଁ ନାଁ ସୁଦ୍ଧା ଧରିଲା ନାହିଁ, ଗୋପାଳ ମଧ୍ୟ ନିଶ୍ଚିତ ହୋଇ ରହିଲା ।
ଶାଶୁଙ୍କ ଜୋଇଁ ଡାକରା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଦରିଦ୍ର ବର
- ଡାଆଁସର ଗର୍ବ
- ଫଳରେ ଆଶା ରଖିବାନି
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଶିକାରୀ ଏବଂ ପକ୍ଷୀ
- ବନଲତା କୁମାରୀ ଚରିତ
- ଛିଟିକିଣି
- ଘୋଡା ଓ ହରିଣର କଳି
- ତିନୋଟି ପ୍ରଶ୍ନ
- ବିଷ୍ଣୁଭକ୍ତ ଗଜରାଜ
- ବିଶ୍ୱସ୍ତ ଭୃତ୍ୟ
- ଭିକ୍ଷାଦାନ
- ସିଂହର ଛୁଆ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ମୋହରିର ଚାକିରିରୁ ବିଚାରପତି
- ବୀର ହନୁମାନ
- ଅକ୍ଷୟପାତ୍ର
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ଦସ୍ୟୁ ରାଜକୁମାର
- ଆକବର ଏବଂ ତାଙ୍କର ସ୍ୱପ୍ନ
- କୃଷ୍ଣାବତାର
- ସୁନାପାଇଁ ବନ୍ଦିଶାଳା
- ଶ୍ରେଷ୍ଠ ଭକ୍ତ କିଏ?
- ସ୍ୱାର୍ଥ ଓ ପରାର୍ଥ
- ଦସ୍ୟୁ ରାଜକୁମାର
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ଦରିଦ୍ର ରାଜା
- ଅଣଅଜା
- ରୂପଧରଙ୍କ ଯାତ୍ରା
- ତ୍ୟାଗର ଫଳ
- ରାଜସମ୍ମାନ
- ପରିପୂର୍ଣ୍ଣ ମାନବିକତା
- ଦାସତ୍ତ୍ଵର ଶୃଙ୍ଖଳ
- ଲୋଭୀ ବୁଢୀର କୁକୁଡା
- ବିଷ୍ଣୁ ପୁରାଣ
- ହଠାତ୍ ବିନୟ!
- ପୁଣ୍ୟଦାନର ମହିମା
- ଲାଗିଲେ ଛାଡିବିନି
- ରାଜନୀତି
- ଏକ କୁମ୍ଭାରର କାହାଣୀ
- ମିଠା କଥା କୁହା ଦୁଷ୍ଟ ମିତ୍ର
- ଦେବାନଙ୍କ ଶିକ୍ଷା
- ମୂଲ୍ୟ
- ଲୋଭି ବିଲୁଆ
- ତାନ୍ତ୍ରିକ
- ଭିନ୍ନ କାର୍ଯ୍ୟ
- ବଳରାମ ଓ ଜଗନ୍ନାଥ
- ଚୋରର ଆଚରଣ ବଦଳିଗଲା
- ବିବେକୀ ରାଜା
- ଅନ୍ତିମ ଇଚ୍ଛା
- ବିଚାରବାନ ଚୋର
- ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର
- ବିଚିତ୍ର ପୁଷ୍ପ
- ଆକବର ଏବଂ ମଦୁଆ
- କବିର ପରୀକ୍ଷା
- ପରଶ ପଥର
- ବାଲେଶ୍ୱରୀ ପଙ୍ଗାଲୁଣ
- ମାନବର ସହନଶୀଳତା ବଡ ଗୁଣ
- ନିରର୍ଥକ ଉପାୟ
- ଚାରିଗୁରୁ
- ଲକ୍ଷ୍ୟ ଭେଦ
- ଜୟ ପରାଜୟ
- ଚୋରି ଆଉ ମିଛ
- ପୁଷ୍ପବତୀ କଥା
- ମୁଁ ଘାତକିନୀ ରାଜ ଜେମା
- ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ଯୁବରାଜଙ୍କ ବୁଦ୍ଧି
- ମାଛ ଶିକାର
- ଦଧିବାହନ ଜାତକ
- ଜିଦ୍ଖୋର ଶାସକ
- ଶାଶୁବୋହୁ
- ଅମୂଲ୍ୟ ଉପଦେଶ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ଘୋଡାର ପ୍ରକୃତ ମାଲିକ
- କନକ ଉପତ୍ୟକାର କାହାଣୀ
- ଶିବଲୀଳା
- ନ୍ୟାୟ ବିଚାରର ସିଂହାସନ
- ମାୟାବି ଘୋଡା
- ସୁନାର ଘୋଡା
- ଭାଗ୍ୟରେ ଥିଲେ
- ବୁଦ୍ଧିମାନ ଗୁରୁନାଥ
- ବୁଦ୍ଧିମାନ୍ ବୈଦ୍ୟ
- ଭାଣ୍ଡର ଲଢେଇ
- ରୂପଧରଙ୍କ ଯାତ୍ରା
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ପୁରୁଣା ଅଭ୍ୟାସ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଅମାବାସ୍ୟାର ପିଶାଚ
- କୃଷ୍ଣାବତାର
- ଲକ୍ଷ୍ମୀଛଡା ରାଜା କଥା
- ମହାଭାରତ
- ପାପର ଫଳ
- ତାମ୍ସା
- ଶତ୍ରୁକୁ ସତ୍କାର
- ଚନ୍ଦା ପହିଲିମାନ
- ଅହଂକାରୀ ଓ ମୂର୍ଖ
- ଚୋର ଅତିଥି
- ଶୂନ୍ୟ ଉପଦେଶ
- ବୀର ହନୁମାନ
- ରାଜାଙ୍କ ସ୍ୱପ୍ନ
- ପରାକ୍ରମୀ ସ୍ତ୍ରୀ
- ଯାଦୁ ମହଲ
- ଅତି ଲୋଭରେ ତନ୍ତୀ ମରେ
- ନ୍ୟାୟପୀଠ
- ତିନୋଟି ରେଖା
- ଶନି ଓ ଧନ ଦେବୀଙ୍କ କଳହ
- ଯୌତୁକର ଭୂତ
- କଡମାଛ ଓ ରାଜକୁମାରୀ
- ପ୍ରକୃତ ଚୋର
- ଠକ ଜ୍ୟୋତିଷ
- ଅନ୍ଧ ସରକାର
- କଇଁଛର ଧୀର ଚାଲି
- ରାଜା ଓ ବିଦ୍ୱାନ
- ବନ୍ଧୁତା
- ଅମ୍ବରୀଷ
- ପକ୍ଷୀପାଗଳ ବାଳକ
- ଜନତାଙ୍କର ନିଷ୍ପତି
- ଭୂତ କୋଠି
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ଦୂରଦ୍ରଷ୍ଟା ବଣିକ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- କ୍ଷତିରୁ ଲାଭ
- ଲୋଭ
- ପ୍ରବୀଣଙ୍କ ପାଇଁ ଚାରିମାର୍ଗ
- ପିମ୍ପୁଡି ଓ ଝିଂଟିକା
- ମୌସୁମୀ ବର୍ଷା
- ବୀର ହନୁମାନ
- କଚ
- ‘ପାଷାଣ୍ଡ’ର ପରାକ୍ରମ
- ଦିବା ସ୍ୱପ୍ନ
- ଚନ୍ଦ୍ରହାର
- ସ୍ୱ ଗୋତ୍ରର ଅନ୍ନ
- ବିଚିତ୍ର ପୁଷ୍ପ
- ଅହଂକାରୀ ହଂସ
- ଲୋଭି ବିଲୁଆର କାହାଣୀ
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- ମଣିଷ ସ୍ୱଭାବ
- ଦିବାସ୍ୱପ୍ନ
- ପିତା ଓ ପୁତ୍ର
- ରାଜା ଏବଂ ବୋକା ମାଙ୍କଡ କଥା
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ଚଢେଇର ପର
- ବ୍ୟର୍ଥବର
- କାର୍ଯ୍ୟକୁଶଳତା
- ଅସଲ କବିରାଜ
- ମିଜାଜ୍
- ମା ଆସନ୍ତି ନାହିଁ ବାପା ଆସନ୍ତି
- ପ୍ରଶସ୍ତି
- ନମ୍ରଭାବ ଶ୍ରେଷ୍ଠ କରାଏ
- ପିଶାଚୀ
- କୂପର ବିବାହ
- ଖରପୁତ ଜାତକ
- ମହାଭାରତ
- ଗନ୍ଧର୍ବ ମାଳା
- ରାମନାଥଙ୍କ ବୁଦ୍ଧି
- ମାତୃଭକ୍ତ ପରଶୁରାମ
- ରାଜଜ୍ୟୋତିଷ
- ଉଦାସୀନରାଜପୁତ୍ର
- କୀର୍ତ୍ତି ସିଂହ
- କମଳିନୀ ବିବାହ
- ସାପ ଓ ନେଉଳ
- ମହାଭାରତ
- ସମ୍ରାଟ ଅଶୋକ
- ଦୁଇ ଉତ୍ତର
- ଯଥା ରାଜା ତଥା ପ୍ରଜା
- ଷଡଯନ୍ତ୍ରର ସୁଫଳ
- ଗୋ-ପାଳକର ପତ୍ନୀ
- ଭାଲୁର ବୋକାମି
- ଅପୂର୍ବଙ୍କ ପରାକ୍ରମ
- ନିର୍ଭରତା ଶିଖ
- ପରୀକନ୍ୟା
- ପୁନର୍ମୂଷିକୋଭବ
- ବୀର ହନୁମାନ
- ତୋଫାନ ଆଗରେ ନଇଁ ପଡିବ
- ପ୍ରକୃତ ଧନ
- ଭାଗ୍ୟ – ଦୁର୍ଭାଗ୍ୟ
- ଖଟ୍ୱାଙ୍ଗ ପୁରାଣ
- ମାଲ୍ୟାଣୀ କଥା
- ସେତ ଆମରି ମାଆ
- ଏକ ବୃଦ୍ଧ ବଣିକର କାହାଣୀ
- ଶିବଲୀଳା
- ଗୋପାଳର କାର୍ତିକ ପୂଜା
- ଯାଦୁ ମହଲ
- ଧନର ମୂଲ୍ୟ
- ସଚ୍ଚା ପ୍ରେମୀ
- ରଜାପୁଅ ଓ ମାଙ୍କଡ ରାଣୀ
- ବିଦ୍ୟାର ଅଧିକାର
- ରୂପାର ମାଢି
- ତେନାଲୀରାମାଙ୍କ ଚତୁରତା
- କାଠୁରିଆ ଓ ପରୀରାଣୀ
- କୁଆ ଏବଂ ପେଚା କାହାଣୀ
- ବଣ ଆମର ବନ୍ଧୁ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- କୃଷ୍ଣାବତାର
- ସୁନାର ଆବିଷ୍କାର
- ଦାନୀ
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ସାହସୀ ଶ୍ରୀକାନ୍ତ



