କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି ଜ୍ୱାଳାମୁଖୀ କାମନାରେ ବଶବର୍ତ୍ତୀ ମଣିଷ ଜନ୍ମାଦ ହୋଇଯାଇଥାନ୍ତି । ଜାତି ଧର୍ମ ବୟସର ଚିହ୍ନ ଏଠି ହାର ମାନିଥାଏ । କାମନାର ଶେଷ ହୋଇଗଲେ ମୁକ୍ତି ଆଉ ମହାନିର୍ବାଣର ପଥ ଆଖି ଆଗରେ ଉଦ୍ଭାସିତ ହୋଇ ଉଠେ । ପାଂଚାଳ ନରେଶଙ୍କ ରାଜ୍ୟରେ ସବୁକିଛି ଥିଲା । ପ୍ରଜାମାନଙ୍କୁ ସେ ସନ୍ତାନବତ୍ ଶ୍ରଦ୍ଧା କରୁଥିଲେ । ଦିନେ ଜଣେ ଚାରଣ ଆସି ନରେଶଙ୍କ ସ୍ତୁତିଗାନପୂର୍ବକ ତାଙ୍କର ଜୟଜୟକାର କଲେ । ରାଜା ବିନମ୍ରତାର ସହ ଏହା ବନ୍ଦ କରିବାକୁ କହିଲେ । ଚାରଣ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କୁ କହିଲେ ମହାରାଜ ! ମୋର କିଛି ଭୁଲ୍ ହୋଇଗଲା କି? ‘ପାଂଚାଳ ନରେଶଙ୍କ ନିକଟରେ ଏଭଳି ସ୍ତୁତିର କୌଣସି ଅର୍ଥ ନାହିଁ । ମୁଁ ଆପଣଙ୍କର ସ୍ତୁତି ଶୁଣିବାକୁ ଚାହୁଁ ନାହିଁ । ଯାଅ ନିଜ କାମ କର’ – ରାଜାଙ୍କ ଏଭଳି ଉତ୍ତରରେ ଚାରଣ କହିଲେ – କୁହନ୍ତୁତ ଜଣେ ଚାରଣଙ୍କର ବା ଅନ୍ୟ କି କାମ ଅଛି? ପୁନରାୟ ସେ ଦୋହରାଇଲେ ‘ମହାରାଜଙ୍କର ଜୟହେଉ’ । ରାଜା କ୍ଷୁବ୍ଧ ହୋଇ କହିଲେ ସ୍ତୁତିଗାନ କରିବା ନିମନ୍ତେ ମୁଁ ତୁମଙ୍କୁ ନିଷେଧ କରିଛି । ଏବେ ଉତ୍ତର ଦିଅନ୍ତୁ – ଆପଣ ବିଭିନ୍ନ ସ୍ଥାନ ବୁଲୁଛନ୍ତି । କୁହନ୍ତୁତ ମୋ ରାଜ୍ୟରେ କିଛି ଅଭାବ ଅଛି କି? ଚାରଣ କିଛି ସମୟ ଚିନ୍ତାକରି କହିଲେ ମହାରାଜ ! ଏକ ଚିତ୍ରଶାଳାର ଅଭାବ ରହିଛି । ଯଦି ଏକ ଚିତ୍ରଶାଳା ହୁଅନ୍ତା ତେବେ କେବେକେବେ ସେଠାରେ ପ୍ରଦର୍ଶନୀର ଆୟୋଜନ କରାଯାଅନ୍ତା ।
ଶାଶ୍ୱତର ଆକର୍ଷଣ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସବୁ ମୁଖେ ପରିସ୍ରା କରେ
- ନନ୍ଦିତା କୁମାରୀ କାହାଣୀ
- ବୁଦ୍ଧିମତୀ ରାଜକୁମାରୀ
- ହାଡବାଇ କଥା
- ମମତା ମାଗେ ମୂଲ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ଧନସମ୍ପତ୍ତି କାହାରି ନୁହେଁ
- ଭଲ ବ୍ୟବସାୟ ରାଜନୀତି
- ବୀର ହନୁମାନ
- ଇଏତ ରାମଦାସ
- ଶାଶ୍ୱତର ଆକର୍ଷଣ
- ଯାଦୁକାରୀ ଘଂଟି
- ବିରକ୍ତି ଓ ଅନାସକ୍ତି
- ଷଡଯନ୍ତ୍ରର ସୁଫଳ
- ବିଧାତାର ଦଣ୍ଡ
- ତିନୋଟି ମାଛର କାହାଣୀ
- ବାଜି ଜିତି ବାହା
- ବିଦ୍ୟା – ଦାନ
- ଦୁଇ ଉତ୍ତର
- କୃପାଧନ୍ୟ ଭୂଷଣ୍ଡକାକ
- ନାରୀ ମାୟା ଦେବେ ଅଗୋଚର
- ଅପୂର୍ବଙ୍କ ପରାକ୍ରମ
- ବନଦେବୀଙ୍କ କୃପା
- କ’ଣ ଲୋଡା
- ସୁବର୍ଣ୍ଣହଂସ ଜାତକ
- ସିଂହର କୃତଜ୍ଞତା
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ଲୋଭୀ ବେପାରୀ
- ବିଦୁଷକ ବୃହଲୁଲ୍
- ବିଷମ ପରୀକ୍ଷା
- ବେତାଳ ଗୁପ୍ତ ରହଣୀ
- ଲାବଣ୍ୟବତୀ
- ବିଲୁଆର ଉପଦେଶ
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- କୃଷ୍ଣାବତାର
- ମାରୁତି କବି
- ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଯଥାର୍ଥ ବର
- ମୁଁ ଘାତକିନୀ ରାଜ ଜେମା
- ପିଲାମାନେ ଓ ବେଙ୍ଗ
- ମୟୂରର ଦୁଃଖ
- ମହାଭାରତ
- ସୁଧଖୋର୍ ଓ ପିଶାଚ
- ବିଷ୍ଣୁ ପୁରାଣ
- ନାରାୟଣ ଓ ନଡିଆ
- ବିଚିତ୍ର ପୁଷ୍ପ
- ଦୁଇ ଅସୁର କଥା
- ନ ହେବା କଥାକୁ ଚେଷ୍ଟା
- ଅତି ଚାତୁରୀରେ ମୃତ୍ୟୁ
- ବୃକ୍ଷ ମହାତ୍ମା
- ଦିଗ୍ଭ୍ରାନ୍ତ ପଥିକ
- ନ୍ୟାୟ
- ଶିବ କୃପା
- ବୀର ହନୁମାନ
- ଟଙ୍କା ଥଳୀଟି କାହାର?
- ସାହସ ପାଇଁ ଶାନ୍ତି ପୁରସ୍କାର
- ଉତ୍ତର ରାମାୟଣ
- କଳା ଫରୁଆ
- ଅନ୍ଧ ରାଇଜ
- ଯାଦୁ ମହଲ
- ପବନ ଓ ସୂର୍ଯ୍ୟ
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- କୃଷ୍ଣାବତାର
- ଅହଂକାରର ପରିଣତି
- ପରନ୍ତପ ଜାତକ
- ଅତି ଲୋଭ ବିପଦ
- ତାମ୍ର ଯନ୍ତ୍ର
- ଶଳା ଅନ୍ଧ
- ନ୍ୟାୟ ବିଚାରର ସିଂହାସନ
- ଗୀତ ଗାଉଥିବା ଗଧ
- କୃତଘ୍ନର ଶାସ୍ତି
- ବୁଦ୍ଧିମାନ୍ ବୈଦ୍ୟ
- ବିଦ୍ୟା ଅଟଇ ମହାଧନ
- ଗୁଣ ବଡ ନା ସଂଖ୍ୟା ବଡ
- ନିରକ୍ଷର
- ଲୀଳାବତୀ କଥା
- ପାଂଚଗୋଟି ପ୍ରଶ୍ନ
- ପୁରସ୍କାର
- ରୂପଧରଙ୍କ ଯାତ୍ରା
- ଅସଲ କବିରାଜ
- ଆକବର ବିରବଲ
- ଯେମିତି ଦିଅଁକୁ ସେମିତି ପୂଜା
- ସମସ୍ତେ ସୁଖରେ ରହନ୍ତୁ
- ଅହଂକାର ସବୁ ଅନିଷ୍ଟର ମୂଳ
- ଗୋପାଳ ଗଧ
- କାହାର ଦୋଷ?
- ଅପରାଧୀ କିଏ?
- ଅଜବ ପଙ୍ଖା
- ସବୁଠୁ ବଡ ମୁଁ
- ଧୂସର ଦୁର୍ଗ
- କନକ ଉପତ୍ୟକାର କାହାଣୀ
- ଗଜ ମୂର୍ଖ
- ନିଷ୍ପତି ବଦଳ
- ମାୟାବିନୀ ଅସୁରୁଣୀ କଥା
- ଜାମାତା ନିର୍ବାଚନ
- ବିଟ ପୁରୁଷର ପ୍ରେମ
- ସାହାସୀ ହେନେରୀ
- ଚାରି ସଙ୍ଗାତ କଥା
- ପଦବୀର ବଳ
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ଅସଲ ଆତସବାଜି
- ତିନି ଗୁଲାମ
- ସାଧୁ ଓ ଛଦ୍ମବେଶୀ
- ବୁଦ୍ଧିମାନ ଗୁରୁନାଥ
- ମନୋନୟନ
- ଇଚ୍ଛା ପୁର୍ତି
- ପାଣି ଓ ପ୍ରକୃତି
- ଧୂସର ଦୁର୍ଗ
- ପିମ୍ପୁଡି ଓ ଝିଂଟିକା
- ସୋମ ଶର୍ମାଙ୍କ କାହାଣୀ
- ରାଜା ଓ କଳାକାର
- ସିଂହର ଛୁଆ
- କାହାର ଶିକ୍ଷାଲାଭ?
- ଶୁଆ ଶାରୀ କଥା
- ଅପାତ୍ର ଦାନ
- ବିଷ୍ଣୁଙ୍କ ମାୟା
- ଶିବ ପୁରାଣ
- ସିଂହର ଅସୁସ୍ଥତା
- ମାଆ ତୁ ସାହା
- ମୁଦ୍ରିକାର ଗୌରବ
- ଅଜ୍ଞାତ ଚୋର
- ଯୁଧିଷ୍ଠିରଙ୍କ ଅତିଥି ସେବା
- ଦୋଷାରୋପ
- ଇଲ୍ଲିସସେଠ୍ ଜାତକ
- ଦୁରାଶା
- ଗୁରୁ ସନ୍ଦିପନୀ
- ରାଜାଙ୍କର କ୍ରୋଧ
- ଚଢେଇର ମନ୍ଦବୁଦ୍ଧି
- ତ୍ରିଲୋଚନା କଥା
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ସନ୍ଦେହ
- ସନ୍ତୋଷଲାଭର ରହସ୍ୟ
- ବିବେକ ଓ ବଚନ
- ବିଲୁଆ ଏବଂ ସିଂହ କଥା
- କୂପର ବିବାହ
- ଠକ ନଗରୀ
- ଗଧ ଓ ଘୋଡା
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ମନ କିଣିନେଲା ଜନମ ମାଟି
- ନିଃସ୍ୱାର୍ଥପର ଲୋକ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- କୁନିଭୂତ
- ଅମାବାସ୍ୟାର ପିଶାଚ
- ମା ଛେଉଣ୍ଡ ଝିଅ
- ଗୁପ୍ତଧନ
- ସେବା କରିବାର ଫଳ
- ତିନି ମିତ୍ର
- ପବିତ୍ର ଜୀବନ
- ସାପ ଓ ନେଉଳ
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ଭୁଲାମନ
- ରାଜା ଏବଂ ଝାଡୁଦାର କଥା
- ବିଚିତ୍ର ପୁଷ୍ପ
- ବିଚିତ୍ର ପୁଷ୍ପ
- ଏହା ମୋର ଦାଢି
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ଦିପ ଜାତକ
- ସୁବର୍ଣ୍ଣ ଫୁଲର ରହସ୍ୟ
- ଦୁଇ ଡାକୁ
- ତୁମ ଗାଳି ତୁମର
- କ୍ରୋଧ ମଣିଷର ଶତ୍ରୁ
- ଭୁଲିଯିବାର ମନ୍ତ୍ର
- ସାଧୁ ଲୋଭ ଯୋଗୁ ମଲେ
- ବୀରକ ଜାତକ
- ରେଡକ୍ରସ ଜନ୍ମଦାତା
- ଅଧା ମୂଲ୍ୟ
- ପରିପୂର୍ଣ୍ଣ ମାନବିକତା
- ଦସ୍ୟୁ ରାଜକୁମାର
- ପ୍ରମାଣ
- ହାତୀ ଏବଂ ଘରଚଟିଆ କଥା
- ଚଷାର ଯୁକ୍ତି
- ପରୀକ୍ଷା
- ସାହସୀ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- କୁହୁଡି ଆମ୍ବ ବଉଳ
- ହାର୍-ଜିତ୍
- ପୂଣ୍ୟକର୍ମର ମୂଲ୍ୟ
- ମହାଜନୀ କାରବାର
- ବିଶ୍ୱାସ
- ନୀଳବର୍ଣ୍ଣ ଶୃଗାଳ କଥା
- ଶାଶୁ ବୋହୁ
- ଦୂରଦ୍ରଷ୍ଟା ବଣିକ
- ପରର ମନ୍ଦ ଚିନ୍ତ ନାହିଁ
- ବୀର ହନୁମାନ
- ସନ୍ଦେହ ନିବାରଣ
- ଶିକ୍ଷା କାହିଁକି
- “କାଲିକୁ ଆସ”
- ଶୁକପକ୍ଷୀ
- ସଚ୍ଚା ଶିଳ୍ପୀ
- ଠକକୁ ଜିତେ ଠକ
- ମିତ୍ର ପ୍ରାପ୍ତି
- କାହାର ପତ୍ନୀ
- ଯଦୁମଣି ରହସ୍ୟ
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- କର୍ମ ହିଁ ଜୀବନର ମାନଦଣ୍ଡ
- ପ୍ରକୃତ ସନ୍ନ୍ୟାସୀ
- ଲକ୍ଷ୍ୟ ଭେଦ
- ଚୋରର ଭାବାନ୍ତର