ମହାରାଜ ତଦନୁଯାୟୀ ଏକ ଚିତ୍ରଶାଳା ନିର୍ମାଣ କରିଦେଲେ । ଏକ ପ୍ରଦର୍ଶନୀର ଆୟୋଜନ କରାଗଲା । ସେଦିନ ଏକ ବିରାଟ ଧ୍ୱଜା ପ୍ରଦର୍ଶନୀର ପ୍ରବେଶ ଦ୍ୱାରରେ ଲଗାଇ ଦିଆଗଲା । ଏହି ଧ୍ୱଜା ଏତେ ସୁନ୍ଦର ଥିଲାଯେ ଆସୁଥିବା ଓ ଯାଉଥିବା ସମସ୍ତ ଲୋକଙ୍କର ଦୃଷ୍ଟି ସେ ଧ୍ୱଜା ଉପରେ ପଡୁଥିଲା । ଗୋଟିଏ ଭାଷାରେ କହିଲେ ଏହା ଆକର୍ଷଣର କେନ୍ଦ୍ର ଥିଲା । ପ୍ରଦର୍ଶନୀ ଉଦ୍ୟାପିତ ହେବା ପରେ ବ୍ୟବହୃତ ସାମଗ୍ରୀ ଯଥା ସ୍ଥାନକୁ ପଠାଇ ଦିଆଗଲା । ଦିନେ ରାଜା ଦେଖିଲେ ପ୍ରାସାଦର ଏକ କୋଣରେ ଗୋଟିଏ ଚକ୍ମକ୍ କରୁଥିବା କପଡା ଅବ୍ୟବସ୍ଥିତ ଭାବରେ ପଡିଛି । ଏହା କ’ଣ ବୋଲି ରାଜା ପ୍ରଶ୍ନ କରିବାରୁ କର୍ମଚାରୀ କହିଲେ ଏହା ସେହି ଧ୍ୱଜା ଯାହା ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ବିନ୍ଦୁ ଥିଲା । ଉତ୍ତର ଶୁଣି ରାଜା ସେହି ବସ୍ତୁଟିକୁ ଉଠାଇ ଦେଖିବା ପରେ ଏକ ଶାଶ୍ୱତ ସତ୍ୟ ଉପଲବ୍ଧ କଲେ । ଚିନ୍ତା କରିବାକୁ ଲାଗିଲେ ଦୁଇ ଦିନ ପୂର୍ବରୁ ଏହା ସମସ୍ତଙ୍କର ଆକର୍ଷଣ ଓ ପ୍ରଶଂସାର କେନ୍ଦ୍ର ବିନ୍ଦୁ ଥିଲା ଏଇଥି ପାଇଁ ଯେ ଏହା ଅତି ସୁନ୍ଦର ଥିଲା । ଏବେ ଏହାର ଦଶା ଏପରି ହୋଇଛି ଯେ ମୁହଁ ମାଡି ଅଦରକାରୀ ଭାବେ ଏକ କୋଣରେ ପଡିଛି । ଏହି ଅସାର ସଂସାରରେ ଯାହାସବୁ ସୁନ୍ଦର ଦେଖାଯାଉଛି ତା’ ଭିତରେ ନିହିତ କିଛି ଅସୁନ୍ଦର ବା କୁତ୍ସିତ ରୂପ । ସୁନ୍ଦର ଦେଖାଯାଉଥିବା ପୁଷ୍ପଟିଏ ପର ମୁହୂର୍ତ୍ତରେ ଝାଉଁଳି ମ୍ଳାନ ହୋଇ ଯାଉଛି । ଏହାର ଆକର୍ଷଣ ହରାଉଛି କୁରୂପ ହେବା ହେତୁ । କୌଣସି ପ୍ରାଣୀ, ବସ୍ତୁର ସୌନ୍ଦର୍ଯ୍ୟ ସ୍ଥାୟୀ ନୁହେଁ, ତେବେ ଏ ମାୟା ସଂସାର ପ୍ରତି କାହିଁକି ଏତେ ଆକର୍ଷଣ, କାହିଁକି ଏ କାମନା ବାସନା? ଏହା ତାଙ୍କର ହୃଦୟ, ଭାବନା ତନ୍ତ୍ରୀକୁ ଏଭଳି ଦୋହଲାଇ ଦେଇଥିଲାଯେ ସେ ନଶ୍ୱରକୁ ତ୍ୟାଗ କରି ଚିର ସୁନ୍ଦର ପରମାତ୍ମାଙ୍କ ଅନୁସନ୍ଧାନରେ ବାହାରିଯାଇଥିଲେ ।
ଶାଶ୍ୱତର ଆକର୍ଷଣ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମାଆ ତୁ ସାହା
- ବୀର ହନୁମାନ
- ମୟୂରର ଦୁଃଖ
- ନିରିମାଖି ଝିଅର ଭାଗ୍ୟ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଭୁବନସୁନ୍ଦରୀ
- ଦୁଇ ଡାକୁ
- ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।
- ଦୁର୍ଜ୍ଜନ ସଙ୍ଗର ଫଳ
- ଅଦୃଶ୍ୟ ପରୀ
- ଦିବ୍ୟଦୃଷ୍ଟି
- ଅନ୍ଧ ସରକାର
- ଚୁଲ୍ଲପଦୁମ ଜାତକ
- ଅଧିକ ଦଣ୍ଡ
- ଶାପ ମୁକ୍ତି
- ବୀରକ ଜାତକ
- ପିଶାଚର ସାହାଯ୍ୟ
- ବିଚିତ୍ର ପୁଷ୍ପ
- ମହା ଠକ
- ଦଧିବାହନ ଜାତକ
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- ଠେକୁଆ ଏବଂ ଭୂମିକମ୍ପ
- ରାଜା ମଦନ ପାଳ କଥା
- ଡେଙ୍ଗା ଗଛର ଗର୍ବ
- ଅତି ଲୋଭ ବିପଦ
- ଦସ୍ତଖତ୍
- ଏକ ବୃଦ୍ଧ ବଣିକର କାହାଣୀ
- ବଳୁଆ ପଡୋଶୀ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ଚନ୍ଦରା ଚନ୍ଦିରୀ ଫାର୍ସ
- ସବୁଠୁ ବେଗବାନ ପ୍ରାଣୀ
- ରାକ୍ଷସର ଦାନ
- ଶକରକନ୍ଦ
- ବୁଝାମଣା
- କେଁ କେଁ ଶଗଡ
- ଅହିଂସା
- ବସନ୍ତର ବାର୍ତ୍ତାବହ
- ଲୋଭର ଫଳ
- ମହାଭାରତ
- ବଳ ପରୀକ୍ଷା
- ବହ୍ନି ଦ୍ୱୀପ
- ଚିକିତ୍ସା
- ଦସ୍ୟୁ ରାଜକୁମାର
- ଦ୍ରୋଣଙ୍କର କାହାଣୀ
- ଦେବୀଙ୍କ ଅଳଙ୍କାର
- ସିଦ୍ଧିଲାଭର ସଦୁପଯୋଗ
- କଥାର ଦୁଇ ଭଙ୍ଗୀ
- ବିପଦର ବାନ୍ଧବୀ ଅପ୍ସରା
- ଶିକ୍ଷା କାହିଁକି
- ପୋଖରୀର ଛୋଟ ମାଛ
- ବିଚିତ୍ର ପୁଷ୍ପ
- ସ୍ୱାର୍ଥପର ଘୋଡା
- ଚାଷୀର ବୁଦ୍ଧି
- ସତୀ ସଉତୁଣୀ ମନ୍ଦିର କଥା
- ଅଜବ ଚତୁରୀ ସ୍ତ୍ରୀ କଥା
- ଏକତାର ବଳ
- ସୁଲତାନାଙ୍କ ଚାତୁରୀ
- ନିର୍ଦ୍ଦୟରୁ ସଦୟ
- ଦସ୍ୟୁ ରାଜକୁମାର
- ଚପଲ୍ ହଳକୁ ପଚିଶ ପଇସା
- କଥା କହୁଥିବା ଗୁମ୍ଫା
- କୃଷ୍ଣାବତାର
- ପ୍ରକୃତ ଧନ
- ନ୍ୟାୟସୂତ୍ର
- ମୁଦ୍ରିକାର ଗୌରବ
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ବାନର କୃତି
- ଭୀତୁ
- ଶୁଆ ଶାରୀ କଥା
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- ସ୍ତ୍ରୀ ପ୍ରେମୀ ଅରଫିଅସ
- ପ୍ରତ୍ୟୁତ୍ପନ୍ନମତି
- ଚୂଡିର ସଂଖ୍ୟା
- ଶ୍ରେଷ୍ଠ ଜଳ
- ଦସ୍ୟୁ ରାଜକୁମାର
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ସେବା ଧର୍ମ
- ବୀର ହନୁମାନ
- ସାଧୁକୃପା
- ଦାନୀକର୍ଣ୍ଣ ଭୂମିନାଥ
- ଦିବା ସ୍ୱପ୍ନ
- ପ୍ରକୃତ ସ୍ୱାମୀ କିଏ?
- ବୀର ହନୁମାନ
- ପର ଭରଷାରେ କାମ ହୁଏ ନାହିଁ
- କିଏ ଠକ?
- ଅଦୃଶ୍ୟ ପରିଚାରିକା
- ମୂର୍ଖତାର ଫଳ
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ବିଚିତ୍ର ବୀଣା
- ଅବୋଲକରାର ଜନ୍ମ କଥା
- ତିନି ତ୍ୟାଗୀ
- କୃପଣ ଧନୀ କଥା
- ବିଳମ୍ବିତ ବୁଦ୍ଧି!
- ଶିଳ୍ପୀର ଇଚ୍ଛା
- ବୁଦ୍ଧି ଓ ସିଦ୍ଧି
- ପୂର୍ଣ୍ଣବାବୁଙ୍କ ସମସ୍ୟା
- କୁଜାର ଅଦ୍ଭୁତ ଭେଳିକି
- ରାକ୍ଷସ ଓ ଦୁଇ ବନ୍ଧୁ
- ହନୁ କରଣ
- ଭ୍ରମ ଧାରଣା
- ବୀର ହନୁମାନ
- ଆଗନ୍ତୁକା
- ପୁନର୍ମୂଷିକୋଭବ
- ସଂଗେ ସଂଗେ ଧରିଆଣ
- ପାଗଳ ପ୍ରେମୀ
- ଜନତାଙ୍କର ନିଷ୍ପତି
- କୁକୁର ଏବଂ ଗଧର କାହାଣୀ
- ଆନ୍ତର ସୌନ୍ଦର୍ଯ୍ୟ
- କବର ଭିତର ସୁନା ଛାଆଣି
- ମୃତ୍ୟୁ ମହାରାଜ ଓ କେଉଟ ପୁଅ
- ଯୁଧିଷ୍ଠିରଙ୍କ ଅତିଥି ସେବା
- ଅଫିମିଆର ସାକ୍ଷ୍ୟଦାନ
- ସାହୁକାରର ଶିକ୍ଷା
- ପରର ସ୍ତ୍ରୀ ରାଜକନ୍ୟା
- ବୁଦ୍ଧିର ବଳ
- ସର୍ବୋଚ୍ଚ ନ୍ୟାୟାଳୟ
- ଦସ୍ୟୁ ରାଜକୁମାର
- ଉତ୍ତରାଧିକାରୀର ଅଧିକାର
- ପରର ସ୍ତ୍ରୀ ରାଜକନ୍ୟା
- ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ
- ଅସମ୍ଭବ ତର୍କ
- ଗୋଟିଏ କୁକୁରର କାହାଣୀ
- ଦଲିଲ୍ର ବ୍ୟାଖ୍ୟା
- ରାକ୍ଷସୀର ମୁକ୍ତି
- ଅନୁରୋଧବତୀ କଥା
- ଚାଷୀର ପ୍ରାର୍ଥନା
- କୁନିଭୂତ
- ସତ୍ୟ ଅସତ୍ୟ
- ପରୋପକାରୀ
- ଯାଦୁ ସିଢି
- ଏତେ ସପନକୁ ରାତି କାହିଁ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ବୁଦ୍ଧିମାନ ବିଶୁ
- ଚୋରୀଧରା
- ବୀର ହନୁମାନ
- ମହାବୀର
- ମହାମନ୍ତ୍ରୀଙ୍କ କୁଡିଆ ଘର
- ତିନି ଗୁଲାମ
- କୁତର୍କର ଲାଭ
- ଅପୂର୍ବଙ୍କ ପରାକ୍ରମ
- ପ୍ରଜା ଚାହିଁ ରାଜା
- ଚାରି ପ୍ରଶ୍ନ
- ସୁନା ସମ୍ପଦ
- ପୁଣ୍ୟ ଦାନ
- ଅତ୍ୟାଚାରୀ ମାଲିକ
- ମହାଭାରତ
- ଶ୍ରୀ ରାମକୃଷ୍ଣ ପରମହଂସ
- ବେଙ୍ଗର ଦୁର୍ଦ୍ଦଶା
- ଅସଲ କବିରାଜ
- ଭୁଲାମନ
- ବିଗୁଲ୍
- ବିଦ୍ୟା – ଦାନ
- ପାପ
- ଚୋରୀ
- ଦୂର ପରବତ
- ବିଧି ନିର୍ଦ୍ଦିଷ୍ଟ
- ମହାନ୍ କିଏ?
- ଈର୍ଷ୍ୟା
- ପରୀକ୍ଷା
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ଷଡଯନ୍ତ୍ରର ସୁଫଳ
- ଦୁଷ୍ଟଙ୍କଠାରୁ ଦୂରରେ
- ସୂର୍ଯ୍ୟଦେବଙ୍କ ବାହାଘର
- ଦିବ୍ୟଗୁଣ
- ମହାକପି ଜାତକ
- ମହାଭାରତ
- ମାନସିକ ବ୍ୟାଧି
- ଆତ୍ମସମ୍ମାନ
- ହାଡବାଇ କଥା
- ଅମ୍ବରୀଷ
- ସ୍ୱଭାବ
- ଭାଲୁର ବୋକାମି
- ସତୀ ରମଣୀ
- ମହାଭାରତ
- ରଙ୍ଗୀନ୍ ମୟୂର
- ମନ୍ତ୍ରଶକ୍ତି
- ବନ୍ଦିନୀ ପରୀ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ଯାଦୁ ମହଲ
- ନ୍ୟାୟ
- ପ୍ରମାଣ
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- କପଟୀକୁ ବିଶ୍ୱାସ କର ନାହିଁ
- ଧନର ସଦୁପଯୋଗ
- କାହାର ଦୋଷ?
- ଶୃଗାଳ ଏବଂ ବାଦ୍ୟ କଥା
- ପୁରୁଣା ଅଭ୍ୟାସ
- ସ୍ୱପ୍ନ ବିଳାସ
- ମହାଭାରତ
- ମାଆ କାନ୍ଦନ୍ତି କାହିଁକି
- ଉଦ୍ଧତ ଛାଗ
- ଧୂସର ଦୁର୍ଗ
- କଇଁଚର ଦୌଡ
- ହାତୀ ଏବଂ ଘରଚଟିଆ କଥା
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି
- କାଠୁରିଆ ଓ ପରୀରାଣୀ
- କନକ ସୁନ୍ଦରୀ



