ଦେବୀଭକ୍ତ ଚୋର ଆପଣା ଇଷ୍ଟଦେବୀଙ୍କୁ ସମ୍ମୁଖରେ ଦେଖି ଆତ୍ମହରା ହୋଇ ପାଦତଳେ ପଡିଗଲା । ମନେମନେ ଭାବିଲା – ମା’ଙ୍କୁ ମୁଁ ସବୁ ସତକଥା କହିଦେବି । ଏହି ସମୟରେ ହଠାତ୍ ତା’ର ମନକୁ ଆସିଲା ସତସଙ୍ଗରେ ଅନିଚ୍ଛାବଶତଃ ଶୁଣିଥିବା ବାଣୀ – ଦେବଦେବୀଙ୍କର ଛାଇ ଭୂମିରେ ପଡେ ନାହିଁ । କୌଣସି ଛାଇ ପଡିନଥିବା ଦେଖି ସେ ଜାଣିଗଲାଯେ ଏହା ଏକ କୌଶଳ । ସତ କହୁକହୁ ଚୋର ନିଜକୁ ଆୟତ କରିନେଇ କହିଲା – ମା’ ! ମୁଁ ଚୋରି କରିନାହିଁ । ଯଦି ଚୋରି କରିଥାନ୍ତି ଆପଣଙ୍କ ନିକଟରେ ନିଶ୍ଚୟ ସ୍ୱୀକାର କରିଥାନ୍ତି । ବାହାରେ ଥିବା କଟୁଆଳ ଏହା ଶୁଣିପାରି ରାଜାଙ୍କୁ ସବୁକଥା କହିଲା । ରାଜା ଅନୁମାନ କରିନେଲେ – ପ୍ରକୃତରେ ଏ ଚୋର ନୁହେଁ । ଚୋର ଜେଲ୍ରୁ ମୁକୁଳିବାସହ ଫାଶୀଦଣ୍ଡରୁ ମୁକ୍ତି ପାଇଲା । ମନେମନେ ଭାବିଲା ସତସଙ୍ଗର ଗୋଟିଏ ମାତ୍ର ବାକ୍ୟ ଶୁଣି ମୁଁ ଫାଶୀରୁ ବଂଚିଗଲି । ସେହି ମାର୍ଗକୁ ଆପଣେଇନେଲେ (ସତସଙ୍ଗ) ଜୀବନରେ କି ପ୍ରକାର ଉନ୍ନତି ନହେବ? ସେହି ଦିନଠାରୁ ଚୋରୀ ପେସାଛାଡି ଚୋରଟି ପ୍ରଭୁଙ୍କ ଭଜନକୀର୍ତ୍ତନ ସତସଙ୍ଗରେ ମନୋନିବେଶ କଲା ।
ସତ୍ସଙ୍ଗର ଫଳ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଦୁଇ ଜ୍ୟୋତିଷ ଓ ସୁଲତାନ
- ତରବର
- ମହାପୁରୁଷଙ୍କ ଜୀବନରୁ ପ୍ରେରଣା
- ବେଦବତୀ
- ବିଦ୍ୟା ଅଟଇ ମହାଧନ
- ମହାନୁଭବତା ମଣିଷକୁ ମହାନ୍ କରିଦିଏ
- ମା ଛେଉଣ୍ଡ ଝିଅ
- ପିଶାଚର ଶସ୍ତ୍ର-ଚିକିତ୍ସା
- ମାଙ୍କଡ ଏବଂ ଘଂଟି
- ତିନି ସୂତ୍ର
- ପରିବର୍ତ୍ତନ
- ଗୋପାଳର ଚଣ୍ଡୀ ପାଠ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ଦୁଷ୍ଟ କାଉ ଦଳ
- ପୁଅଙ୍କ ପାଇଁ ବୁଢାର ଧନ
- ବ୍ରହ୍ମଜ୍ଞାନୀ ଶୁକମୁନି
- ବୁଢ଼ା ମାଙ୍କଡ଼ର ପ୍ରତିଶୋଧ
- ନିୟମ
- ମଧୁମତିଙ୍କ ପସନ୍ଦ
- ଭୁଲାମନ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ପିଶାଚର ଦୁରାଶା
- ଦୁଇ ଦ୍ୱୀପ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- ଚାକରର ବୁଦ୍ଧି
- ବିନା ଲାଭରେ
- ମାଛି ସନ୍ଦେଶ ଖାଉଛି
- ପ୍ରବୀଣଙ୍କ ପାଇଁ ଚାରିମାର୍ଗ
- ଶିଆଳ ରାଜା କଥା
- ଇଲ୍ଲିସସେଠ୍ ଜାତକ
- ସାଧୁ ଲୋଭ ଯୋଗୁ ମଲେ
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଖୋଳିଥିବା ଗର୍ତ୍ତରେ ନିଜେ
- ଦୁଷ୍ଟା ଦାସୀ
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ଗୁଣ ବଡ ନା ସଂଖ୍ୟା ବଡ
- ରୋଜଗାର
- ମାୟାବିନୀ ଅସୁରୁଣୀ କଥା
- ସିଂହ ଏବଂ ଠେକୁଆର ଗପ
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ନଳପାନ ଜାତକ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ମାଆ କାନ୍ଦନ୍ତି କାହିଁକି
- ପାଗଳ ପ୍ରେମୀ
- “ମୁଁ – ଆମେ”
- କାନ୍ଦୁରୀ ରିଙ୍କି
- ଭୁଲାପଣ
- ମହାବୀର
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ପଡୋଶୀ ରାଜା
- ଗୋପାଳ ଓ ତାହାର ସ୍ତ୍ରୀ
- ବୀର ହନୁମାନ
- ହରିଣର କୁଣିଆ
- ଏମିତି ଭାଇ ଜଗତେ ନାହିଁ
- ପାପ ଓ ପୁଣ୍ୟ
- କଚ
- ଦୃଷ୍ଟିକୋଣ
- ବୋକାମାନଙ୍କର ତାଲିକା
- ବୀର ହନୁମାନ
- ଅଜା ନାତି କଥା
- ହୀରା ଫେରସ୍ତ
- କୂପମଣ୍ଡୁକ
- ଚାଲାଖ୍ ବେପାରୀ
- ନିରକ୍ଷର ସେନାପତି
- ଗୋବିନ୍ଦଙ୍କ ଇଚ୍ଛା
- ଚୋର ଓ ବ୍ରହ୍ମରାକ୍ଷାସ କଥା
- ଦସ୍ୟୁ ରାଜକୁମାର
- ଗଧର ପାଠ ପଢା
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ହଠାତ୍ ବିନୟ!
- କୃଷ୍ଣାବତାର
- ମହା ଠକ
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ସୁନ୍ଦର କିଏ?
- କୀର୍ତ୍ତି ସିଂହ
- ଅଜ୍ଞାନୀ – ଜ୍ଞାନୀ
- ବକ ଜାତକ
- ବ୍ୟବସାୟର ଦେବତା
- ବିଶ୍ୱାସ ଘାତକ ବନ୍ଧୁ
- ଚୁଲ୍ଲଧନୁଗ୍ଗହ ଜାତକ
- ରାଜ କୁମାରଙ୍କର ପରିବର୍ତ୍ତନ
- କୋକିଶିଆଳି ଲାଞ୍ଜ ଧଳା
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ବୀର ହନୁମାନ
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- କ୍ରୋଧୀ ସର୍ପ
- ଡେଙ୍ଗା ଗଛର ଗର୍ବ
- ବିଚିତ୍ର ପୁଷ୍ପ
- ମନ୍ତ୍ରଶକ୍ତି
- ପ୍ରକୃତ ସ୍ୱାମୀ କିଏ?
- ହାର୍-ଜିତ୍
- ମେଷପାଳକର ବୁଦ୍ଧି
- ଭଗବାନଙ୍କର ମୂର୍ତ୍ତି
- ଗୁପ୍ତ ଦଲିଲ୍
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ଜନତାଙ୍କର ନିଷ୍ପତି
- ସଂସାରର ସାଗର
- ଲୋଭରୁ ମୃତ୍ୟୁ
- ତଥାଗତ ଓ ପୂର୍ଣ୍ଣମାସୀ
- ଘୃତଦାନ
- ପୁଣ୍ୟବାନ୍
- ଚତୁର ଇଭାନ୍
- ନିଜ କାମରେ, ନିଜ ହାତ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ପାର୍ଥକ୍ୟ
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ତିନି ପରୀକ୍ଷା
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ମତ ପରିବର୍ତ୍ତନ
- ପ୍ରେମ ଜ୍ୟୋତି
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ଘଂଟି ବନ୍ଧା ଓଟ କଥା
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଭଗବାନଙ୍କ ଉପରେ ଆସ୍ଥା
- ହୁସ୍ ହୁସ୍
- ଆଚରଣରେ ପରିବର୍ତ୍ତନ
- ଅସୀମ ସାହସ ଓ ତ୍ୟାଗର ଫଳ
- ସନ୍ନ୍ୟାସୀ ଏବଂ ମୂଷା
- ବନ୍ଧୁତା
- ଠେକୁଆ ଏବଂ ଚୁଟିଆ ମୂଷା
- ତେନାଲୀରାମାଙ୍କ ଚତୁରତା
- ଦାନୀକର୍ଣ୍ଣ ଭୂମିନାଥ
- ଚତୁର ମହାପାତ୍ରେ
- ପଦବୀର ବଳ
- ଶିବ ପୁରାଣ
- ମହାଭାରତ
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ସୁନାକୁଣ୍ଡରେ ସ୍ନାନ
- ବିଚିତ୍ର ଚିକିତ୍ସା
- ମନ୍ଥରକ ତନ୍ତୀ କଥା
- ସୁନ୍ଦରୀ ଗଣିକା
- ହିତୋପଦେଶ
- ପୁନର୍ମୂଷିକ ଭବ
- ଅବୁଝା ରାଜା
- ସମ୍ରାଟ ଅଶୋକ
- ଘୋଡା ଓ ହରିଣର କଳି
- ଭଲ ବ୍ୟବସାୟ ରାଜନୀତି
- ଦେବୀଙ୍କ ଅଳଙ୍କାର
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ
- ଅରିଷ୍ଟନେମି
- ଅଦ୍ଭୁତ ବାୟସ
- ଅମର ମଣିଷ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ପାଣ୍ଡିତ୍ୟ
- କଠିନ ସମସ୍ୟାର ମୁକାବିଲା କର
- ପ୍ରକୃତ ଶିଷ୍ୟ
- ରାଜ-ଚରିତ୍ର
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଯେସାକୁ ତେସା, ସାନ୍ତ୍ୱନା
- ଈର୍ଷାପରାୟଣ ସଭ୍ୟ
- ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ
- ମାନବ ଓ ଦାନବ
- ଚୂଡିର ସଂଖ୍ୟା
- ବିଗୁଲ୍
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ଜିଦି
- ଉଗ୍ରସେନଙ୍କ ଜଡିବୁଟି
- ବଙ୍କୁଲୀ ବାଡି ପ୍ରତି ଭୟ
- ଜହ୍ନରେ ଠେକୁଆ
- ବୋକାମିର ଫଳ
- ନ୍ୟାୟ ବିଚାର
- ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ
- ସହନଶୀଳତା
- ଭୁବନ ସୁନ୍ଦରୀ
- ସାବାସ୍ ଗୌରବ
- କୁଜାର କୁହୁକ ଲଢେଇ
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ଚନ୍ଦ୍ର ରାଜାଙ୍କର କାହାଣୀ
- ଝଗଡା ଝାଟି
- ବୋକା ନା ବିବେକୀ?
- ଶଙ୍କରର ବୈରାଗ୍ୟ
- ବିରେଇ ବିଶାଳ
- ସଫଳତା ପାଇଁ ଉଦ୍ୟମ ଲୋଡା
- କୃଷ୍ଣାବତାର
- ସାଧୁଙ୍କ ଯାଦୁ
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ସେନାପତି ନିର୍ବାଚନ
- ବଳୁଆ ପଡୋଶୀ
- ଚୋରର ଭାବାନ୍ତର
- ଅପୂର୍ବ ଯୁକ୍ତି
- ସ୍ୱପ୍ନରୁ ବାସ୍ତବ
- ମୃତ୍ୟୁ ମହାରାଜ ଓ କେଉଟ ପୁଅ
- ଶୁଆର ମୃତ୍ୟୁ
- ଲୋଭ
- ଶତ୍ରୁକୁ ସାହାଯ୍ୟ
- ମହାରାଜାଙ୍କ କଳା
- ବିଶ୍ୱାସ ଘାତକ
- ସେବା କରିବାର ଫଳ
- ଭୂବନ ସୁନ୍ଦରୀ
- ଲୋଭୀର ଧନ
- ଆତିଥ୍ୟ
- ପ୍ରକୃତ ବନ୍ଧୁ
- ମୂଲ୍ୟବାନ ଶିକ୍ଷା!
- ଛଦ୍ମବେଶ
- ଶିଆଳ ଓ ଠେକୁଆ
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ବିଚିତ୍ର ଚିତ୍ରକଳା



