ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ । ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି ।
ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବିଟ ପୁରୁଷର ପ୍ରେମ
- ମହା ପଣ୍ଡିତ
- ରାଜକୁମାରୀ ସୌଦାମିନୀ
- ସୃଷ୍ଟିର ଆନନ୍ଦ
- ଅଦ୍ଭୁତ ହିସାବ
- ଗଧ ମନେ ମନେ ଠାକୁର
- ଠକ ଜ୍ୟୋତିଷ
- ଗୋଟିଏ ଭଣ୍ଡାରୀର କାହାଣୀ
- ବଡ କିଏ?
- ଦସ୍ୟୁ ରାଜକୁମାର
- ବାନର ମକର କଥା
- ବ୍ରହ୍ମା ଏବଂ ସରସ୍ବତୀ
- କନକ ଉପତ୍ୟକାର କାହାଣୀ
- ବେଙ୍ଗର ଦୁର୍ଦ୍ଦଶା
- ଗର୍ବ ଚୁନା ହେଲା
- କଚ
- ଭିକ୍ଷାଦାନ
- ସତ୍ସଙ୍ଗର ଫଳ
- ବାଘ
- ମହାଭାରତ
- କଥା କୁହା ଗୁମ୍ଫା
- ଦୁଇ ଜ୍ୟୋତିଷ ଓ ସୁଲତାନ
- ତୋପଠାରୁ ବଳି
- ସତୀ ରମଣୀ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ଠକକୁ ଜିତେ ଠକ
- ଛଦ୍ମବେଶ
- ପିଶାଚର ଦୁରାଶା
- କୁହୁକ ଢୋଲ
- ସଙ୍କେତର ଅର୍ଥ
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ଏକତାର ବଳ
- ଅନୁରୋଧବତୀ କଥା
- ଠକଙ୍କ ଗୁରୁ
- ବୁଦ୍ଧିମାନ ବାଳକ
- ମହାଭାରତ
- ମତ ପରିବର୍ତ୍ତନ
- ଡେଙ୍ଗା ଗଛର ଗର୍ବ
- ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ
- କଲ୍ୟାଣୀର ପରିଣୟ
- ପୋତାଧନ
- ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ
- ମହାକାବ୍ୟ
- ଘୃତଦାନ
- ମଧୁମତିଙ୍କ ପସନ୍ଦ
- ସାହସ ପାଇଁ ଶାନ୍ତି ପୁରସ୍କାର
- ବହ୍ନି ଦ୍ୱୀପ
- ସର୍ବୋତ୍ତମ ଔଷଧ
- ନିର୍ଭରତା ଶିଖ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ବୁଦ୍ଧି ଓ ବିବେକ
- ଘରର ଦାୟିତ୍ୱ
- ମୁନିକ ଜାତକ
- ରାଷ୍ଟ୍ରପତିଙ୍କ ମହାନତା
- ଏକ ଭଗବାନ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ଭାଗ୍ୟ ବୋଲିଭି କିଛି ଅଛି
- ଭାଇ ହେବତ ଏମିତି
- ଅମ୍ବରୀଷ
- କନ୍ୟା ନର୍ମଦା
- ରାଜାଙ୍କର କୋଷ୍ଠ ସାଫ୍
- ବେଦବର ଜାତକ
- ସତ ଲୁଚେନା
- ଏକ ବୃଦ୍ଧ ବଣିକର କାହାଣୀ
- ଅଂଶୁଘାତ ବୁଢା ଭିକାରି
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- ଈଶ୍ୱରଙ୍କ ଇଚ୍ଛା
- ସୁଲତାନାଙ୍କ ଚାତୁରୀ
- ଅପୂର୍ବଙ୍କ ପରାକ୍ରମ
- ସୁନାବୋହୁ
- ପୁନର୍ମୂଷିକ ଭବ
- ସୂର୍ଯ୍ୟଦେବଙ୍କ ବାହାଘର
- ବାର୍ହା ଓ କୋକୀ
- ବଦଭ୍ୟାସ
- ବିରବଲଙ୍କ ଘରକୁ ରାସ୍ତା
- ଭାଗ୍ୟ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ପରର ସ୍ତ୍ରୀ ରାଜକନ୍ୟା
- ରାଜା ଏବଂ ଝାଡୁଦାର କଥା
- ଝକମକି ବାକ୍ସ
- ବିଳମ୍ବିତ ବୁଦ୍ଧି!
- କାଳିକାପ୍ରସାଦ ଗୋରାପ
- ଭୁବନସୁନ୍ଦରୀ
- ବଦାନ୍ୟ ଜମିଦାର
- ମହାଭାରତ
- ପ୍ରକୃତ ଚୋର
- ଘଂଟି ବନ୍ଧା ଓଟ କଥା
- କୃଷ୍ଣାବତାର
- ମୂଲ୍ୟ
- ମହାଭାରତ
- ସ୍ୱପ୍ନରୁ ବାସ୍ତବ
- ଗୋପାଳ ଭାଣ୍ଡ
- କଠିନ ସମସ୍ୟାର ମୁକାବିଲା କର
- ଚଷାର ଯୁକ୍ତି
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- କିନ୍ତୁ!
- ବିରକ୍ତି ଓ ଅନାସକ୍ତି
- ରାଜାଙ୍କର ବିରାଡି
- ଉଦାରତା
- ବଳ ପରୀକ୍ଷା
- ରବିଭାମା କଥା
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଅଜବ ଚତୁରୀ ସ୍ତ୍ରୀ କଥା
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ପାଣ୍ଡିତ୍ୟ
- ମହୁମାଛିର ପ୍ରାର୍ଥନା
- ଭ୍ରମ ଧାରଣା
- ସନ୍ଦେହ
- ରୂପଧରଙ୍କ ଯାତ୍ରା
- ସନ୍ତୋଷଲାଭର ରହସ୍ୟ
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- କ’ଣ ଲୋଡା
- ବିଚିତ୍ର ଚିତ୍ରକଳା
- ହୃଦୟ ପରିବର୍ତ୍ତନ
- ନିର୍ଭୀକ ସଲମା
- ପ୍ରକୃତ ପୂଜକ
- ସ୍ୱାର୍ଥ
- ପିଶାଚର ସାହାଯ୍ୟ
- ଜଡ ଭରତ
- ସେବା କରିବା ମହତ କାର୍ଯ୍ୟ
- ଦିବ୍ୟଦୃଷ୍ଟି
- ପୁଷ୍ପାକୁମାରୀ କାହାଣୀ
- ନୂତନ ଦଣ୍ଡ
- ଦୁଇ ଉତ୍ତର
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଭୂମି କ’ଣ ସାଙ୍ଗରେ ଯିବ?
- ଆକବର ଏବଂ ମଦୁଆ
- ଅପୂର୍ବଙ୍କ ପରାକ୍ରମ
- ଗୀତ ଗାଉଥିବା ଗଧ
- ନ୍ୟାୟ ନିର୍ଣ୍ଣୟ
- ଦିଗ୍ଭ୍ରାନ୍ତ ପଥିକ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ପ୍ରକୃତ ବନ୍ଧୁ
- ଶୂନ୍ୟ ଉପଦେଶ
- କୂପରୁ ମୁଦି ବାହାର କରିବା
- ନିଶ୍ରାଗ୍ରସ୍ତ
- ଦଗା!
- ବିବେକ
- କନକ ଉପତ୍ୟକାର କାହାଣୀ
- ଅମାନିଆ ଛୁଆ
- ଚନ୍ଦ୍ରକଳା କଥା
- କଳା ଫରୁଆ
- ଭୀତୁ
- ବୁଦ୍ଧିହିଁ ବଳ
- ଅତି ଲୋଭ ବିପଦ
- ଅଶୋକ ସୁନ୍ଦରୀ
- ଆଚରଣରେ ପରିବର୍ତ୍ତନ
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ତିନି ତାନ୍ତ୍ରିକ
- କୃଷ୍ଣାବତାର
- ବିଦ୍ୟା – ଦାନ
- ବିଚାରପତିଙ୍କ ନ୍ୟାୟାଦେଶ
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- କାହା ମନରେ କ’ଣ ଅଛି
- ବନ୍ଧକ ରଖା ହୋଇଥିବା ଦେଶ
- ମହାକପି ଜାତକ
- ଅମର ମଣିଷ
- “ଅତିଥି”
- ଶିବଭକ୍ତ ଯୁବକ
- ବୃଦ୍ଧ ହୋଇ ମରିବା
- ଯଥା ରାଜା ତଥା ପ୍ରଜା
- ବିଷବୃକ୍ଷ
- ଅଗ୍ରପୂଜ୍ୟ ଗଣେଶ
- ହୀରା ଫେରସ୍ତ
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ବକ ଜାତକ
- ଏକ କୁମ୍ଭାରର କାହାଣୀ
- ନ୍ୟାୟ
- ଭାଗ୍ୟରେ ଥିଲେ
- ଟଙ୍କା ଥଳୀଟି କାହାର?
- ଭଲ ବ୍ୟବସାୟ ରାଜନୀତି
- ଯେପରି କର୍ମ ସେପରି ଫଳ
- ପକ୍ଷୀପାଗଳ ବାଳକ
- ଭୂତ କୋଠି
- ଇଲ୍ଲିସସେଠ୍ ଜାତକ
- ପଦ୍ମାବତୀ କଥା
- ମନ୍ଦିର ଅମରନାଥ
- ଶତ୍ରୁ କିଏ?
- ଶିବ ପୁରାଣ
- ପ୍ରତିଶୋଧ
- ପ୍ରତାପଙ୍କ ଉପବାସ
- ଅଭିଳାଷ
- ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା
- ତାଜା ମିଠାଇ
- ଜିଦ୍ଖୋର ଶାସକ
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ବିଲୁଆର ଉପଦେଶ
- ସ୍ୱାର୍ଥ ଓ ପରାର୍ଥ
- କୂଟନୀତି
- ପୁତ୍ର – କନ୍ୟା
- ମାୟାବି ଘୋଡା
- ଚମତ୍କାର ହିସାବ!
- ସତୀ ସଉତୁଣୀ ମନ୍ଦିର କଥା
- ଖୋସାମତିଆ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ମହାଭାରତ
- ରହସ୍ୟମୟ ଋଷି
- ରାଜାଙ୍କ ପରୀକ୍ଷା
- ଚତୁର ଇଭାନ୍



