କୃପଣ ସ୍ୱାମୀଙ୍କୁ ଦେଖାଇବେ ବା କିପରି? ପତିଙ୍କର ସ୍ୱଭାବ ଜାଣି ସେ ଖୁବ୍ ଡରିଗଲେ । ବାରମ୍ବାର ପଚାରିବାରୁ କହିଲେ ଏହା ଘରେ ରଖିଛି । ଘର ଭିତରକୁ ଯାଇ ଚିନ୍ତାକଲେ ସ୍ୱାମୀଙ୍କୁ ଫୁଲଟି ନଦେଖାଇଲେ ବହୁ କଟୁକଥା ଶୁଣିବାକୁ ହେବ । ଅପମାନ ଶୁଣି ବଂଚିବା ଅପେକ୍ଷା ମରିଯିବା ଭଲ । ଦାନଦେବା କଥା କହିଲେ କହିବେ ମୋତେ ନପଚାରି କାହିଁକି ଦାନ ଦେଲ? ଏକ ପାତ୍ରରେ ବିଷ ଗୋଳାଇ ରଖି ଘରେ ପୂଜା ପାଉଥିବା ମୁରଲୀଧାରୀଙ୍କ ପାଦତଳେପଡି କହିଲେ – ହେ ପ୍ରଭୁ ! ମୋର ସ୍ୱାମୀଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ । ମୁରଲୀଧାରୀଙ୍କୁ ଆକୁଳଭାବରେ ପ୍ରାର୍ଥନାକରି ବିଷ ପିଇବାକୁ ଯିବା ସମୟରେ ହଠାତ୍ କ’ଣ ଗୋଟେ ତାଙ୍କ ଆଗରେ ପଡିବାରୁ ସେ ଦେଖନ୍ତିତ ତାହା ସେହି ନାକ ଫୁଲ । ପତ୍ନୀଙ୍କ ଆଖିରେ ଆନନ୍ଦାଶ୍ରୁ ଭରିଗଲା । ସ୍ୱାମୀଙ୍କୁ ସେ ନେଇ ଏହା ଦେଖାଇବାରୁ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଦୋକାନରେ ଯତ୍ନରେ ରଖିଥିବା ହୀରାଫୁଲଟି ଏଠାକୁ ଆସିଲା କିପରି? ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତତ୍କ୍ଷଣାତ୍ ଦୋକାନଯାଇ ଦେଖନ୍ତିତ ଫୁଲଟି ସେ ସ୍ଥାନରେ ନାହିଁ । ସେଠାରୁ ଆସି ସ୍ତ୍ରୀଙ୍କୁ ପଚାରିବାରୁ ସେ ସବୁକଥା ସତସତ କହିଗଲେ । ପତ୍ନୀଙ୍କଠାରୁ ଅଲୌକିକ କଥା ଶୁଣି ଶ୍ରୀନିବାସଙ୍କ ହୃଦୟ ପରିବର୍ତ୍ତନ ହୋଇଗଲା । କୃପଣ ଶ୍ରୀନିବାସ ପାଲଟିଗଲେ ସନ୍ଥ ପୁରନ୍ଦର ଦାସ ।
ହୃଦୟ ପରିବର୍ତ୍ତନ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ରାଣୀଙ୍କର ଯାତ୍ରା ଦେଖା
- ବିଚିତ୍ର ପୁଷ୍ପ
- ଉଡୁପିର କୃଷ୍ଣ ମନ୍ଦିର
- ସହନଶୀଳତା
- ଶତ୍ରୁକୁ ସତ୍କାର
- ମହାଭାରତ
- ଓସ୍ତାଦଙ୍କ ଓସ୍ତାଦ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ସ୍ୱପ୍ନରୁ ବାସ୍ତବ
- ଭଗବାନଙ୍କର ମୂର୍ତ୍ତି
- ବିରେଇ ବିଶାଳ
- ଲୋଭି ବିଲୁଆ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ମାରୁତି କବି
- ହଠାତ୍ ବିନୟ!
- ଅଜ୍ଞାନୀ – ଜ୍ଞାନୀ
- ବିଷ୍ଣୁଭଟ୍ଟ ବିରଚିତ
- ବିଲୁଆ ଭାଇର ଜାଣିବା କଥା
- ଭଗବାନଙ୍କ ଉପରେ ଆସ୍ଥା
- ସବୁଠୁ ଭଲ ଚୁପ୍
- ସିଂହର ଛୁଆ
- ପରନ୍ତପ ଜାତକ
- କନକ ଉପତ୍ୟକାର କାହାଣୀ
- ପରୋପକାରୀ
- କାଲିର କାମ ଆଜି କର
- ବାପ, ପୁଅ ଓ ଗଧ
- ଯଥାର୍ଥ ଚିକିତ୍ସା
- ସେନାପତି ନିର୍ବାଚନ
- ଚମତ୍କାର ହିସାବ!
- ମଣିଷ ପଣିଆ
- ଲାଉର ତୀର୍ଥ ଦର୍ଶନ
- ମୌନାବତୀ କଥା
- ସତ୍ୟବତୀ କଥା
- ମାଡ
- ନାଇଟ୍ ଇଗଲ
- ସମସ୍ୟା ଓ ସମାଧାନ
- ମଇଁଷି ପାଇଲା ଆଶୀର୍ବାଦ
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ପାର୍ଥକ୍ୟ
- ଅସୁନ୍ଦର ସୁନ୍ଦର ଅଟେ
- ଝୁଡି ଓ ବୁଢାବାପା
- ଗ୍ରହଣ ଛୁଟା
- ବ୍ୟାକୁଳ ଭରତ
- କଠିନ ସମସ୍ୟାର ମୁକାବିଲା କର
- ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ
- ମାଛି ସନ୍ଦେଶ ଖାଉଛି
- ମୁଁ ଘାତକିନୀ ରାଜ ଜେମା
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ବୁଦ୍ଧିମାନ ଭିକାରୀ
- କୁଜାର କୁହୁକ ଲଢେଇ
- ସୁଲତାନାଙ୍କ ଚାତୁରୀ
- ବର୍ଷା ରାତିର ଚୋର
- ବିଧବା ସ୍ତ୍ରୀଟିର ବିଚାର
- ସ୍ତ୍ରୀ କାହାର
- ସମ୍ରାଟ ଅଶୋକ
- ଅହଂକାରୀ ହଂସ
- ନାରାୟଣ ଓ ନଡିଆ
- ରୂପଧରଙ୍କ ଯାତ୍ରା
- କପୋଳ କଳ୍ପିତ
- ଏ ବାକ୍ସ କାହାର?
- ଜାମାତା ନିର୍ବାଚନ
- ବାରୁଦର ଜନ୍ମ କଥା
- ଶୃଗାଳ ଏବଂ ବାଦ୍ୟ କଥା
- ଛୁଆ କୁକୁଡା
- ବିଚରା ପଣ୍ଡିତ
- ମହାଭାରତ
- ଉତ୍ତରାଧିକାର
- ମହାଭାରତ
- ମହାଭାରତ
- କର୍ମଘେନି ଫଳ
- ସ୍ୱପ୍ନ ବିଳାସ
- ଶନି ଓ ଧନ ଦେବୀଙ୍କ କଳହ
- ପଦବୀର ବଳ
- ପ୍ରତିଶୋଧ
- ଅନ୍ଧ ସରକାର
- ମିତ୍ରତାର ମୂଲ୍ୟ
- ଶ୍ରଦ୍ଧାପୂର୍ବକ ସେବା କର
- ଚନ୍ଦ୍ର ରାଜାଙ୍କର କାହାଣୀ
- ସହଯୋଗରେ ସବୁ କାମ ଚାଲେ
- ମାୟାବି ଘୋଡା
- ପୋତାଧନ
- ମାତୃଭକ୍ତ ପରଶୁରାମ
- ପିତା ଓ ପୁତ୍ର
- ମହତ ଦାନ
- ପକ୍ଷ ଅପସରା
- ସିଂହ ଏବଂ ବିଲୁଆ
- ବିଚିତ୍ର ପୁଷ୍ପ
- କର୍ମ ହିଁ ଜୀବନର ମାନଦଣ୍ଡ
- ମାଆଙ୍କ ପାଇଁ ଗହଣା
- ଆରୋଗ୍ୟ ରହସ୍ୟ
- ସୁନା ପାଇଁ କାହିଁକି ଲୋଭ
- ବୀର ହନୁମାନ
- ମହାଭାରତ
- ଧନ୍ୟ ସେ କୃଷକ ପିଲାର ସାହସ
- ଛିଟିକିଣି
- ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ
- ଏକ ବୃଦ୍ଧ ବଣିକର କାହାଣୀ
- ଜିଦ୍ଖୋର ଶାସକ
- ବୁଦ୍ଧି ପରୀକ୍ଷା
- ଡାକୁ ଭୈରବ
- ବିଶ୍ୱାସରେ କେବେ ବିଷ ଦିଅନା
- ଉଦାସୀନରାଜପୁତ୍ର
- ତତ୍କଳ ଜାତକ
- ବିଷବୃକ୍ଷ
- ଶିବଲୀଳା
- ଅଶୁଭ ମୁଖ
- ନଖ ଚିକିତ୍ସା
- ଦ୍ୱାଦଶ ରାଜକୁମାରୀ କାହାଣୀ
- ବୁଢୀଟି କାନ୍ଦୁଥିଲା କାହିଁକି?
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ମନ ଭୂତ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- କୂପମଣ୍ଡୁକ
- ମାତୃହନ୍ତା ପର୍ଶୁରାମ
- ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
- କ’ଣ ଲୋଡା
- କର୍ତବ୍ୟପାଳନ ସମୟଠାରୁ ବି ବଡ
- ମଣିଷପଣିଆ
- ବୋତଲ ଭୂତ
- ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ
- ରୂପଧରଙ୍କ ଯାତ୍ରା
- ବୀର ହନୁମାନ
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- କୃଷ୍ଣାବତାର
- ସୌନ୍ଦର୍ଯ୍ୟ
- ପରମେଶ୍ୱରଙ୍କ କରୁଣା
- ଭାଗ୍ୟ – ଦୁର୍ଭାଗ୍ୟ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ଶ୍ରମଚୋର
- ପୁଷ୍ପାକୁମାରୀ କାହାଣୀ
- କାହାର ପତ୍ନୀ
- କୌମୁଦୀ କଥା
- ତିଳୋତମା କଥା
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ପୁରସ୍କାର
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ସଂଗେ ସଂଗେ ଧରିଆଣ
- ପରାକ୍ରମୀ ସ୍ତ୍ରୀ
- ଲକ୍ଷ୍ୟ ଭେଦ
- ସବୁଠୁ କୋମଳ ଶେଯ
- ଚିକିତ୍ସା
- ଖୋଳିଥିବା ଗର୍ତ୍ତରେ ନିଜେ
- କରୁଣାବତୀ କଥା
- ମହା ପଣ୍ଡିତ
- ସୁଖରାମ ଆଉ ଦୁଃଖରାମ
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ସମ୍ରାଟ ଅଶୋକ
- ଯକ୍ଷର ଅଟ୍ଟହାସ୍ୟ
- ଭାଗ ବଣ୍ଟା
- ଦସ୍ୟୁ ରାଜକୁମାର
- ସତ୍ୟ ଅସତ୍ୟ
- ବତ୍ରିଶ ସିଂହାସନ
- ମହାଭାରତ
- ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ
- କାହାର ଶିକ୍ଷାଲାଭ?
- ଅଙ୍ଗୁର ଖଟା
- ଦୋଷୀ କିଏ?
- ଥମ୍ବଲୀନା
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଛଦ୍ମବେଶ
- ଇଏତ ରାମଦାସ
- ହାତ ଖର୍ଚ୍ଚ
- ଭୁଲାମନ
- ଅବୋଲକରାର ଜନ୍ମ କଥା
- ମାନସିକ ରୋଗୀ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ଘୋଡା ଭଡା
- ଶିବଲୀଳା
- ସମୁଚିତ ଶାସ୍ତି
- ଶୃଗାଳ ଚତୁରକ କଥା
- ଉପକାରୀ ଇଗଲ୍
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ଈଶ୍ୱର ଏକ
- ପ୍ରଜା ଚାହିଁ ରାଜା
- ଭିନ୍ନ ମତ
- ବିଧବା ତା ଧନ ଫେରିପାଇଲା
- ବିଦ୍ୟା – ଦାନ
- ହସରେ ହସରେ ଚାପୁଡା
- ଗୋପାଳର ବୁଦ୍ଧି ପରୀକ୍ଷା
- ତାରାମତୀ କଥା
- କହିବା, କରିବା
- ବୁଦ୍ଧିମାନ ବାଳକ
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ବୀର ହନୁମାନ
- ପିଲାଟିଦିନରୁ ବିପ୍ଳବୀ ନେତା
- ଚାଷୀର ବୁଦ୍ଧି
- ଶିବଭକ୍ତ ଯୁବକ
- କାଉର ଦୁଃସାହସ
- ସତ୍ୟପାଳ ଓ ଦୁଇଶତ୍ରୁ
- ବନ୍ଧୁତା
- ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ମାଛ କଡେଇରେ ଶଗଡିଆର ଆଶା
- ମୃତ୍ୟୁ ମହାରାଜ ଓ କେଉଟ ପୁଅ
- ଧନର ସଦୁପଯୋଗ
- ସିଂହ ଓ ସାଧକ
- ଯୁବରାଜଙ୍କ ବୁଦ୍ଧି
- ଭାଲୁର ବୋକାମି
- ଗୁରୁଭକ୍ତି



