ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର ବ୍ୟକ୍ତି ଠିଆ ହୋଇଥିଲେ ଓ ଏସମସ୍ତ କଥା ଶୁଣୁଥିଲେ । ସେ ଭଦ୍ର ବ୍ୟକ୍ତି ଜଣକ କହିଲେ ଭାଇ ତୁମେମାନେ କେବଳ ପ୍ରତ୍ୟେକ ପ୍ରତ୍ୟେକଙ୍କ ଭୁଲ୍ ଦେଖିବାରେ ଓ ଅନ୍ୟକୁ ଉପଦେଶ ଦେବାରେ ହିଁ ବ୍ୟସ୍ତ । ଏହିପରି କଣ ନମାଜ ପଢାଯାଏ?
ଅନ୍ୟକୁ ଉପଦେଶ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ପକ୍ଷୀପାଗଳ ବାଳକ
- ପ୍ରତିଶୋଧ
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ଇଣ୍ଡିଆର ନଦନଦୀ ସରସ୍ୱତୀ
- ଏକ କ୍ରୀତଦାସର କାହାଣୀ
- ମଲାମୂଷାର ମୂଳଧନ
- ଇଲ୍ଲିସସେଠ୍ ଜାତକ
- ଶତ୍ରୁକୁ ସତ୍କାର
- ଅତିଲୋଭର ପରିଣାମ
- ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ
- ନଟବୁଢା ବଗିଚାରେ କିଏ?
- ଅଧିକାର
- ମହାଭାରତ
- ଯେମିତି ପୂର୍ବେ ସେମିତି ପରେ
- ଉତ୍ତମ ଗାଈ
- ମାଗଣା ଟଙ୍କା
- ପୁରସ୍କାର – ପ୍ରୋତ୍ସାହନ
- ତିନୋଟି ପରୀକ୍ଷା
- ଭାବନାଭୂତ
- ବୁଦ୍ଧିମାନ ବିଶୁ
- ସତ ଲୁଚେନା
- ମଣିଷ ସ୍ୱଭାବ
- ଜୟ ପରାଜୟ
- ଖଟ୍ୱାଙ୍ଗ ପୁରାଣ
- ମହାରାଜାଙ୍କ କଳା
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ବିଷ!
- ପରୀଦ୍ୱୀପ
- ଜୟଲକ୍ଷ୍ମୀ କଥା
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ଅଫିମିଆର ସାକ୍ଷ୍ୟଦାନ
- କମଳାପ୍ରସାଦ ଗୋରାପ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ରୂପାର ମାଢି
- ଚୋରର ଆଚରଣ ବଦଳିଗଲା
- ରାଗୀ ସୁରେଶ
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ବୃଷଭ ବୁଝିଲା
- ବତ୍ରିଶ ସିଂହାସନ
- ଶାଗୁଣା ଏବଂ ବିରାଡି
- ସୁନାର ଆବିଷ୍କାର
- ଗଧ ମନେ ମନେ ଠାକୁର
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- ଗଙ୍ଗାବତରଣ
- ଦୁଇ ଭଉଣୀ
- ମାତୃଭକ୍ତ ପରଶୁରାମ
- ସୁଖରାମ ଆଉ ଦୁଃଖରାମ
- ଆକବର ଏବଂ ମଦୁଆ
- ପରିବର୍ତ୍ତନ
- ଯେସାକୁ ତେସା
- ରୂପାନ୍ତର
- ସୁନାପାଇଁ ବନ୍ଦିଶାଳା
- ତାରାମତୀ କଥା
- ଗୋପାଳ ଓ ତାହାର ସ୍ତ୍ରୀ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ
- ବୃକ୍ଷର ଜୀବନ
- ତିଳୋତମା କଥା
- ଭାଗ୍ୟଦେବୀ
- ଚନ୍ଦ୍ର ଓ ଚକୋର
- ଭିନ୍ନ ମତ
- ଶେଷ ମୁହୂର୍ତ୍ତର ସାଥି
- ଦୁଇବନ୍ଧୁ
- ସୁନାଖଣିର ଦେଶ
- ମନ୍ତ୍ରୀ ନିର୍ବାଚନ
- ସବୁ କଥାରେ ଦୁଇଟି ପଟ
- ଦାରୁ ଓ ଦିଅଁ
- ଅଦୃଶ୍ୟକରଣି
- ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ
- ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ
- ବିଚିତ୍ର ଚୋରୀ
- ଧନ୍ୟ ସେ କୃଷକ ପିଲାର ସାହସ
- ପାଞ୍ଚ ପ୍ରଶ୍ନ
- କମଳିନୀର ମୃତ୍ୟୁ
- ସୃଷ୍ଟିର ଆନନ୍ଦ
- ତ୍ରିଲୋଚନା କଥା
- ପଦ୍ମାବତୀ କଥା
- ଦୃଢ ସଂକଳ୍ପ
- ଟମଥମ୍ବ
- ପ୍ରକୃତ ସୁସଙ୍ଗାତ
- ଝାଡୁଦାରର ବିବାହ
- ପରୋପକାରୀ
- ଉପକାରୀ ଇଗଲ୍
- ଯେସାକୁ ତେସା
- ଭାଗ୍ୟକୁ ବିଶ୍ୱାସ
- ଦସ୍ୟୁ ରାଜକୁମାର
- ଖୋସାମତିର ତୃଷା
- ଶଙ୍କରର ବୈରାଗ୍ୟ
- ବୀର ହନୁମାନ
- ନିଜର ଖୁଣ ଦିଶେନା
- ସିଂହ ଆଉ ହରିଣ
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଦୂର ଦୃଷ୍ଟି ର ଫଳ
- ତ୍ୟାଗ ଓ ଭୋଗ
- କାନ୍ଦୁରୀ ରିଙ୍କି
- ରୂପଧରଙ୍କ ଯାତ୍ରା
- ଭୁଲିଯିବାର ମନ୍ତ୍ର
- ସାଧୁକୃପା
- ଅଳପ ହେଲେ ବି ଖୋଲା ମନରେ ଦାନ କର
- ଜାଗୃତିର ପ୍ରତୀକ
- କୀର୍ତିମତୀ କଥା
- ଅଲୀନଚିତ ଜାତକ
- ମୋହରିର ଚାକିରିରୁ ବିଚାରପତି
- ଦୟା ସାଗର
- ରୂପଧରଙ୍କ ଯାତ୍ରା
- ବଧୁ ନିର୍ବାଚନ
- ଦରିଦ୍ର ବର
- ଅନୁସନ୍ଧାନ
- ପୁତ୍ରର କର୍ତ୍ତବ୍ୟ
- ବୁଦ୍ଧି ଦାତା ଗୋପାଳ
- ମହାଜନୀ କାରବାର
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ସ୍ତ୍ରୀର ଚାକର
- ରାଜମୁକୁଟ
- ମାଛ ଶିକାର
- ବିଗୁଲ୍
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ମହାକପି ଜାତକ
- ଲୋଭୀ ବୁଢୀର କୁକୁଡା
- ଅନ୍ଧପିଲାର କରାମତି
- ପତିବ୍ରତା
- ଧୂସର ଦୁର୍ଗ
- ବାପ, ପୁଅ ଓ ଗଧ
- ବିଷ୍ଣୁଙ୍କ ମାୟା
- ବିଧବା ସ୍ତ୍ରୀଟିର ବିଚାର
- ଅଙ୍ଗୁର ଖଟା
- ଠକକୁ ଜିତେ ଠକ
- ଗଜମୂର୍ଖ
- ଅଧା ଆଲୋକ ଅଧାଛାଇ
- ଶୁକପକ୍ଷୀ
- ଶିକାରୀ ଏବଂ ପକ୍ଷୀ
- ମଦ୍ୟପାନର ପରିଣାମ
- ନାରୀ ମାୟା ଦେବେ ଅଗୋଚର
- ଦାନପ୍ରିୟ ରାଜା
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ବିଷ୍ଣୁଭଟ୍ଟ ବିରଚିତ
- କିଏ ଚୋର?
- ଶିବ କୃପା
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ବୁଦ୍ଧିମାନ ଭିକାରୀ
- ଡାକୁ ଭୈରବ
- ଯକ୍ଷର ଅଟ୍ଟହାସ୍ୟ
- ବିନା ଲାଭରେ
- କିଏ ମହାନ୍?
- ଜିଦି
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି
- ନ୍ୟାୟ ନିର୍ଣ୍ଣୟ
- କିଏ ସମ୍ମାନର ଯୋଗ୍ୟ
- ପରିପୂର୍ଣ୍ଣ ମାନବିକତା
- ମଖଦେବ ଜାତକ
- ଚମତ୍କାର ହିସାବ!
- ଛଂଚାଣ ଓ ଘରଚଟିଆ
- କନକ ଉପତ୍ୟକାର କାହାଣୀ
- ପ୍ରଭାବତୀ କଥା
- ବଳୁଆ କିଏ, ଡରୁଆ କିଏ?
- ଟଙ୍କା ଥଳୀଟି କାହାର?
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ସୁନା ସଂଗ୍ରହ ପାଇଁ ଚାଲାକି
- ମାଆଙ୍କ ପାଇଁ ଗହଣା
- ମେଧାବୀ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ବନଦେବୀଙ୍କ କୃପା
- ଦୁରାଶା
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ରଜାପୁଅ ଓ ମାଙ୍କଡ ରାଣୀ
- ବିଷ୍ଣୁ ପୁରାଣ
- ଚନ୍ଦ୍ରହାର
- ଭଗବାନଙ୍କ ଉପରେ ଆସ୍ଥା
- ବିହଙ୍ଗ କଥା
- ଉଦାସୀନରାଜପୁତ୍ର
- ଭୀରୁର ଭୂମିକା
- ଯୋଡିଏ ଡାଳିମ୍ବ କଥା
- ମହାବଳୀ
- କୃଷ୍ଣାବତାର
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ଏତେ ସପନକୁ ରାତି କାହିଁ
- ବିଲୁଆ ଏବଂ ସିଂହ କଥା
- ଲୀଳାବତୀ କଥା
- ମୁଦ୍ରିକାର ଗୌରବ
- ବ୍ୟର୍ଥବର
- ଆକାଶରେ ଶିଳପୁଆ
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- ଭୁଲ୍ ବୁଝିଲା ବିନୟ
- ଆକବରଙ୍କ ଚାକର
- ପ୍ରକୃତ ପୂଜକ
- ତିନି ପୁରୁଷର ବିତ୍ତ
- ସୁବର୍ଣ୍ଣ ମୟୁରୀ
- ବିଶ୍ୱର ମଙ୍ଗଳ
- ମୂଲ୍ଲାଙ୍କ ଚତୁରତା
- ସାବାସ୍ ବିଶାନ
- ମାଆ କାନ୍ଦନ୍ତି କାହିଁକି
- ଭିନ୍ନ ବିଦ୍ୟା
- ଆଶାବାନ ଚୋର
- ପୁରୁଣା ଅଭ୍ୟାସ
- ଠକ ଦଣ୍ଡ ପାଇଲା
- କନକ ଉପତ୍ୟକାର କାହାଣୀ
- ଆନ୍ତର ସୌନ୍ଦର୍ଯ୍ୟ
- ଗୁରୁଙ୍କୁ ଘୃଣା କରନାହିଁ



