ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି ପାଇଁ ମନ ବଳାଇଲେ । କଦମ୍ବ ଦେବନୀତି ପାଇଁ ନୀତିଦିନ ଫୁଲ ସଂଗ୍ରହ କରେ ଓ କାଦମ୍ବିନୀ ଦେବନୀତି ପାଇଁ ଜଳ ସଂଗ୍ରହ କରେ । ଏମାନଙ୍କ ଦେବନୀତିରେ ଭାରି ସନ୍ତୁଷ୍ଟ ଥିଲେ ଦେବତା । ଦେବତାଙ୍କ ଆଶୀର୍ବାଦ ସଦାବେଳେ ସେମାନଙ୍କ ଉପରେ ରହିଥିଲା । ସେମାନେ ଶୀତ, କାକର, ଖରା, ବର୍ଷା ସହିସହି ସେଇ ମନ୍ଦିରରେ ପଡିରହିଲେ । ସେଇଠି ଯାହା ମିଳେ ଖାଇପିଇ ଦିନ ବିତାଇ ଦେଉଥିଲେ । ଦେବନୀତିରେ ନିଜ ନିଜକୁ ସମ୍ପୂର୍ଣ୍ଣ ନିଯୋଗ କରିଥିବାରୁ ସେମାନେ ଦୁଃଖ କ’ଣ ଜାଣୁନଥିଲେ । ଏମାନଙ୍କ ପ୍ରତି ଭଗବାନଙ୍କ ଦୟା ହେଲା । ଭଗବାନ ଏମାନଙ୍କୁ ନିଜ ପାଖକୁ ନେଇଆସିଲେ । ଭଗବାନଙ୍କ ନିକଟରେ ଏମାନଙ୍କର ଦିନ ବହୁସୁଖରେ ବିତିଯାଉଥାଏ । ଦେବାଦେବୀଙ୍କ ସେବା ନିମନ୍ତେ ମନ ତାଙ୍କର ବ୍ୟାକୁଳ ହୋଇ ଉଠୁଥିଲା । ଏହିପରି ଦିନ ବିତିଚାଲିଲା । ଦିନେ ସେମାନେ ଭଗବାନଙ୍କୁ ନିଜ ମନକଥା କହିଲେ । ଆଶ୍ଚର୍ଯ୍ୟ ହେଲେ ଭଗବାନ । ସ୍ୱର୍ଗସୁଖ ବି ଏମାନଙ୍କୁ ଭଲ ଲାଗୁନାହିଁ । ଏମାନେ ମର୍ତ୍ତ୍ୟରେ କେତେ ଦୁଃଖ ପାଇଛନ୍ତି । ତଥାପି ମର୍ତ୍ତ୍ୟଲୋକକୁ ଯିବାପାଇଁ ଅସୀମ ଆଗ୍ରହ । ସେଦିନ ଏମାନଙ୍କୁ ଉଣ୍ଡି ଭଗବାନ ପ୍ରସନ୍ନ ବଦନରେ ଥିବା ସମୟରେ କଦମ୍ବ କାଦମ୍ବିନୀ ଅତି ଉତ୍କଣ୍ଠାର ସହିତ ବିନମ୍ର ସ୍ୱରରେ ଭଗବାନଙ୍କୁ ପୁଣି ଥରେ ମନକଥା ବ୍ୟକ୍ତ କଲେ । ନୀରବ ରହିଥିଲେ ଭଗବାନ । ଏମାନଙ୍କ ପ୍ରତି ଦୟାରେ ବିଗଳିତ ହୋଇଯାଉଥିଲା ତାଙ୍କ ହୃଦୟ । ଭାବୁଥିଲେ ବିଚରା ଏମାନେ ପିଲାଦିନେ କେତେ ଦୁଃଖ ଭୋଗୁଥିଲେ ।
କଦମ୍ବ ଓ କାଦମ୍ବିନୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଶିବି ଜାତକ
- ସିଂହ ଏବଂ ବିଲୁଆ
- ମାନବର ସହନଶୀଳତା ବଡ ଗୁଣ
- ମାଡ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ବିଚିତ୍ର ପୁଷ୍ପ
- କଡମାଛ ଓ ରାଜକୁମାରୀ
- ବାନର ମକର କଥା
- ଅମ୍ବରୀଷ
- କଞ୍ଜୁସ୍ ଓ କରିତ୍କର୍ମା
- ଶିକ୍ଷା କାହିଁକି
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ଭୃଗୁ
- ଚୋରର ଆଚରଣ ବଦଳିଗଲା
- ଗନ୍ଧର୍ବର ବିସ୍ମୟ
- ପ୍ରମାଣ
- ସେନାପତି ଓ ରାଜକୁମାରୀ
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଶିକାରୀ ଏବଂ ପକ୍ଷୀ
- ଚମ୍ପେଇ ନେଉଳ କାମୁଡେ ନାହିଁ
- ସାଧୁ ଦେବ ଶର୍ମାଙ୍କ କାହାଣୀ
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ଦୁଇ ବିଦ୍ୟାର୍ଥୀ
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ମାତୃହନ୍ତା ପର୍ଶୁରାମ
- ଭାବନାଭୂତ
- ଭୂତ ଅନୁଭୂତି
- ଶୁଆର ମୃତ୍ୟୁ
- ସାପ ଏବଂ ନେଉଳ କଥା
- ହତଭାଗ୍ୟ ଓଟର କାହାଣୀ
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ପୁଅକୁ ବଳି ବାପ
- ପକ୍ଷୀ ଗଣତି
- ଧନ୍ୟ ଶିବାଜୀ ଧନ୍ୟ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ସିଂହର ଅସୁସ୍ଥତା
- ଭୂତ ଏବଂ ଅସଲ ଭୂତ
- ଦର୍ପଣବାଲା ରୂପମ୍
- କପୋଳ କଳ୍ପିତ
- ନିରକ୍ଷର ସେନାପତି
- ବୁଦ୍ଧିମତୀ ମଲ୍ଲିକା
- ମନ ଭୂତ
- ସଦୁପଦେଶ
- ନିରକ୍ଷର
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- କୂପରୁ ମୁଦି ବାହାର କରିବା
- ବାଚାଳ ଶୁକପକ୍ଷୀ
- ଏତେ ସପନକୁ ରାତି କାହିଁ
- ଧୂସର ଦୁର୍ଗ
- ଅହଂକାର
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ମହାବୀର
- ବାୟାଣୀ ବାସନ୍ତୀ
- ରାଜା ଓ କଳାକାର
- ମଶାଙ୍କ ଦାଉ
- ସେମାନେ ବି ଥିଲେ ସହଯାତ୍ରୀ
- ବଗୁଲିଆ ପିଲା ଲେଖକ ହେଲା
- କୁତ୍ସା
- ଧୂସର ଦୁର୍ଗ
- ସେବା କରିବାର ଫଳ
- ଯଥାର୍ଥ ଐଶ୍ୱର୍ଯ୍ୟ
- ସ୍ୱର୍ଗୀୟ ଦାନ
- ନ୍ୟାୟ ନିର୍ଣ୍ଣୟ
- ଶୁଭ ମୁହୂର୍ତ୍ତ
- ଠକଙ୍କ ଗୁରୁ
- ହନୁ କରଣ
- ଅସୁନ୍ଦର ସୁନ୍ଦର ଅଟେ
- ଅଳପ ହେଲେ ବି ଖୋଲା ମନରେ ଦାନ କର
- ମହାସାଗର ଜାତକ
- ପୁଷ୍ପାକୁମାରୀ କାହାଣୀ
- ନାରୀ ମାୟା ଦେବେ ଅଗୋଚର
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ଏହା ଯେ ଦୁଇଟି ଗଧର
- ସୁବର୍ଣ୍ଣ ମୂଷିକ
- ଶିବଭକ୍ତ ଯୁବକ
- ସମ୍ରାଟ ଅଶୋକ
- ପୁତ୍ରର କର୍ତ୍ତବ୍ୟ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ଦୁଇ ବିରଳ ବିପ୍ଳବୀ
- ମୋହ
- ମାଙ୍କଡ ଏବଂ ଘଂଟି
- କିଏ ସମ୍ମାନର ଯୋଗ୍ୟ
- ଭଲ ବ୍ୟବସାୟ ରାଜନୀତି
- ବଗୁଲିଆ ବନେଇ ଅଜା
- ବୁଢ଼ା ମାଙ୍କଡ଼ର ପ୍ରତିଶୋଧ
- ସହଯୋଗରେ ସବୁ କାମ ଚାଲେ
- ଭାଗ ବଣ୍ଟା
- ଚୋରର ଭାବାନ୍ତର
- ଶ୍ରୀ ଲୋକନାଥ
- ପୁରୁଣା ସାଙ୍ଗକୁ ହେଳା କଲେ
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ମଣିଷପଣିଆ
- ନ୍ୟାୟ ବିଚାର
- ଆଜ୍ଞାକାରୀ କୁକୁର
- ବିନାମୂଲ୍ୟରେ ପ୍ରବେଶ
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ବିଦ୍ୟାବତୀ କଥା
- ମୁଁ ମଧ୍ୟ ସମୁଦ୍ର ପିଇଯିବି
- ଦସ୍ୟୁ ରାଜକୁମାର
- ମନ୍ତ୍ରର ପ୍ରଭାବ
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ପୁଣ୍ୟଦାନର ମହିମା
- ସିଦ୍ଧିଲାଭର ସଦୁପଯୋଗ
- ଆତିଥ୍ୟ
- କାହାର ଶିକ୍ଷାଲାଭ?
- ପ୍ରତିଭା ପ୍ରତିଯୋଗିତା
- ନିର୍ଭରତା ଶିଖ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- କଥାରେ କଥାରେ
- ପ୍ରାୟଶ୍ଚିତ
- ସଫଳତା
- କର୍ମ ହିଁ ଜୀବନର ମାନଦଣ୍ଡ
- ବନ୍ଧୁତା
- ଯାହା ପାଇଁ ଯିଏ
- ଇଲ୍ଲିସସେଠ୍ ଜାତକ
- କଠିନ ସମସ୍ୟାର ମୁକାବିଲା କର
- ଶିଳ୍ପୀର ଇଚ୍ଛା
- ବିଲୁଆ ଏବଂ ସିଂହ କଥା
- ଭାଇଭାଗ
- ସତ୍ୟବତୀ କଥା
- ବୀର ଦାସ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ତାରାମତୀ କଥା
- ଆକାଶରେ କେତେ ତାରା?
- ବ୍ରହ୍ମଚର୍ଯ୍ୟର ଶକ୍ତି
- ଅମାବାସ୍ୟାର ପିଶାଚ
- ରାଜକନ୍ୟା ଓ ବଣୁଆ ରାଜା
- ଦୁଃସ୍ୱପ୍ନ
- ଦସ୍ୟୁ ରାଜକୁମାର
- ଆଜ୍ଞାବହ ଆରୁଣୀ
- ତୋଫାନ ଆଗରେ ନଇଁ ପଡିବ
- ଅତି ଲୋଭରେ ତନ୍ତୀ ମରେ
- ଦୁଷ୍ଟ ଚିଲ ଓ ଚତୁର କଙ୍କଡା
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ନ୍ୟାୟ ବିଚାର
- ସତ୍ସଙ୍ଗର ଫଳ
- କଚ
- ଦୁଇ ଡାକୁ
- ପରିଶ୍ରମ ହିଁ ଶ୍ରେଷ୍ଠ
- ଲକ୍ଷ୍ମୀଛଡା ରାଜା କଥା
- ଚଢେଇର ପର
- ଧନକୁ କାହିଁକି ରଖୁ
- ସୁନା ସମ୍ପଦ
- ସନ୍ଦେହ
- ସାଧୁ
- ବୀର ହନୁମାନ
- ମହତ ଦାନ
- ଗଧ ଓ ଘୋଡା
- ମଦ୍ୟପାନର ପରିଣାମ
- ମହାଭାରତ
- ବିଚାରପତିଙ୍କ ନ୍ୟାୟାଦେଶ
- ବୈଦ୍ୟଙ୍କ ଖ୍ୟାତି
- ଗୁଣମଣି
- ମାଛି ସନ୍ଦେଶ ଖାଉଛି
- ଅତି ଲୋଭରେ ବଂଶ ବୁଡେ
- ପକ୍ଷ ଅପସରା
- ଲୋଭୀ ବୁଢୀର କୁକୁଡା
- ବିଶ୍ୱାସରେ କେବେ ବିଷ ଦିଅନା
- ମୃତ୍ୟୁକୁ ଭୟ କାହିଁକି?
- ପୁଷ୍ପବତୀ କଥା
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ଦାତା ଓ ମିତ୍ର
- ଗୋପାଳ ଓ ତାହାର ସ୍ତ୍ରୀ
- କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା
- କୃଷ୍ଣାବତାର
- ଶତ୍ରୁକୁ ସାହାଯ୍ୟ
- ବୀର ହନୁମାନ
- ଭାଗ୍ୟ
- ରାକ୍ଷସ ଅଙ୍ଗାରକ
- ଚୋରୀଧରା
- ବେଙ୍ଗ ବାହାଦୁର
- ନନ୍ଦିତା କୁମାରୀ କାହାଣୀ
- ଅର୍ଥହୀନ ସ୍ୱାର୍ଥ
- ପିମ୍ପୁଡି ଓ ଝିଂଟିକା
- ସାଧୁଙ୍କ ଯାଦୁ
- ରାଜ-ଚରିତ୍ର
- ତୃତୀୟ ପ୍ରଶ୍ନ
- ସାପ ମାନଙ୍କର କାହାଣୀ
- ଲୋଭୀ ବେପାରୀ
- ଭୂତୁଣୀର ସାହାଯ୍ୟ
- ଧୂସର ଦୁର୍ଗ
- ସ୍ୱର୍ଗ ନର୍କ
- ପିତା ଓ ପୁତ୍ର
- ସଙ୍ଗ ଦୋଷ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ମହାଭାରତ
- ନ୍ୟାୟ
- ତିନୋଟି ପ୍ରଶ୍ନ
- ନାଇଟ୍ ଇଗଲ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- ଶିବ ପୁରାଣ
- ଦୁଇ ମୂର୍ଖ ବ୍ୟବସାୟୀ
- ମହାଭାରତ
- ପାଗଳ ପ୍ରେମୀ
- ବାର୍ହା ଓ କୋକୀ
- ଅଧା ଆଲୋକ ଅଧାଛାଇ
- ଗୋପାଳର ସ୍ତ୍ରୀ
- ବିନା ବିଚାରରେ ଯିଏ କିଛି କରେ
- ଇଣ୍ଡିଆର ନଦନଦୀ ସରସ୍ୱତୀ



