ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ ହୋଇ ସଂସ୍କୃତ ଭାଷାରେ ମହାକବି ହୋଇ ପାରିଥିଲେ । ତେଣୁ ଲକ୍ଷ୍ୟ ନିର୍ଦ୍ଧାରଣ ସଠିକ୍ ଥିଲେ ଅସଫଳତା ମଧ୍ୟ ଦିନେ ନା ଦିନେ ସଫଳତା ରୂପ ନେଇ ମଧୁର ଫଳ ଚଖେଇଥାଏ । ଲକ୍ଷ୍ୟ ବିଖଣ୍ଡିତ ହେଲେ ଅସଫଳତା ମିଳେ । ବରଦ୍ରାଜ ସଂସ୍କୃତ ଭାଷା ସାହିତ୍ୟର ଜଣେ ଭଦଭଟ ବିଦ୍ୱାନ ରୂପେ ଖ୍ୟାତ । ସେ ତାଙ୍କ ଛାତ୍ରଜୀବନରେ ପାଠଶାଳା ସର୍ବାପେକ୍ଷା ବୁଦ୍ଧିହୀନ ଛାତ୍ରଥିଲେ । ତାଙ୍କର ଗୁରୁମାନଙ୍କ ଠାରୁ ସେ ନାନାଦି କଟୁବଚନ ଶ୍ରବଣ କରୁଥିଲେ । ମନଧ୍ୟାନ ଦେଇ ବିଦ୍ୟାର୍ଜନ ନକଲେ ସଫଳତା ଆସେ ନାହିଁ ବୋଲି ଗୁରୁମାନେ ତାଙ୍କୁ ସତର୍କ କରିଦେଉଥିଲେ । ତାଙ୍କର ସ୍ମରଣ ଶକ୍ତି ସେତେ ପ୍ରଖର ନଥିଲା । ବରଦ୍ରାଜ ଭାବୁଥିଲେ ବୋଧହୁଏ ତାଙ୍କ ଦେଇ ବିଦ୍ୟାର୍ଜନ ସମ୍ଭବ ନୁହେଁ । ଏହା ଭାବି ମନଦୁଃଖରେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରୁଥିଲେ । ସେ ବାଟରେ ରାତିରେ ଏକ ପାନ୍ଥଶାଳାରେ ରହିଲେ । ସେଠାରେ ସେ ଏକ ଦୃଶ୍ୟ ଦେଖିଲେ । ପକ୍ଷ ଭାଙ୍ଗିଯାଇଥିବା ଏକ ପତଙ୍ଗ କାନ୍ଥ ଉପରେ ଚଢିବାର ଚେଷ୍ଟା କରି ବାରମ୍ବାର ତଳକୁ ଖସି ପଡୁଛି । କୋଡିଏ ଥର ଅସଫଳ ହେବା ପରେ ତାହା କାନ୍ଥରେ ଚଢି ଉପରକୁ ଚାଲିବାରେ ସକ୍ଷମ ହେଲା, ଏ ଦୃଶ୍ୟ ଅତି ସାଧାରଣ ହେଲେ ବି ବରଦ୍ରାଜଙ୍କ ମନରେ ଏକ ଅପୂର୍ବ ନୂତନ ସାହସ ସଂଚାର କଲା । ସେ ପତଙ୍ଗଠାରୁ ବି ହୀନ ନୁହଁନ୍ତି । ତା’ ପରେ ସେ ପାଠଶାଳାକୁ ଫେରିଯାଇ ପୁନଃବାର ପାଠ ପଢାରେ ମନ ଦେଲେ । ଏଥର ତାଙ୍କ ଅସଫଳତା ସଫଳତା ରୂପେ ବଦଳି ଗଲା । ସେ ଜଣେ ଖ୍ୟାତ ନାମା ବିଦ୍ୱାନ ଭାବେ ବହୁତ ଯଶ ଖ୍ୟାତି ଅର୍ଜନ କରିବାର ଗୌରବ ଲାଭ କରିପାରିଥିଲେ ।
ସଫଳତା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମାଆ କାନ୍ଦନ୍ତି କାହିଁକି
- ସେନାପତି ଓ ରାଜକୁମାରୀ
- ପୁଣ୍ୟଦାନର ମହିମା
- ଭାଗ୍ୟର ଖେଳ
- ରାଜହଂସ
- ଘୋଡାର ପ୍ରକୃତ ମାଲିକ
- ଖୋଳିଥିବା ଗର୍ତ୍ତରେ ନିଜେ
- ଅତି ଲୋଭରେ ତନ୍ତୀ ମରେ
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ଦସ୍ୟୁରାଜକୁମାର
- ଲୋଭି ବିଲୁଆର କାହାଣୀ
- ପାପବୁଦ୍ଧି ଓ ଧର୍ମବୁଦ୍ଧି
- ଦସ୍ତଖତ୍
- ଶ୍ରେଷ୍ଠ ବିଦ୍ୟା
- ଅପୂର୍ବ ଅନୁରୋଧ!
- ଦସ୍ୟୁ ରାଜକୁମାର
- ବଚନର ମୂଲ୍ୟ
- ରାଜମୁକୁଟ
- ମାନବର ସହନଶୀଳତା ବଡ ଗୁଣ
- ପରୀକ୍ଷା
- କୀର୍ତ୍ତିସିଂହ
- ଧାନ କ୍ଷେତ
- ବୁଦ୍ଧି ଓ ବିବେକ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ମମତା ମାଗେ ମୂଲ
- ମହାଭାରତ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ସଫଳତା
- ଆମ ସଂସ୍କୃତି
- ଉଦାରତା
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ରୂପଧରଙ୍କ ଯାତ୍ରା
- ଅନ୍ୟର ହୃଦୟ ଜୟକର
- ଦୁଇ ଉତ୍ତର
- ବାମ ହାତର ଦୁଖଃ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ନ୍ୟାୟ ନିର୍ଣ୍ଣୟ
- ମହାଭାରତ
- ବଦଭ୍ୟାସ
- ଛଦ୍ମକୁ ସାବଧାନ
- କୃଷ୍ଣାବତାର
- ଏକ ଭଗବାନ
- ଦଧିବାହନ ଜାତକ
- ବଳୁଆ ପଡୋଶୀ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ବିଷ୍ଣୁ ପୁରାଣ
- କଥାକୁହା ଫଳ
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ଶିବଲୀଳା
- ଚିଦାମ୍ବରର ଧର୍ମଜ୍ଞାନ
- ଚାଲାଖ୍ ବେପାରୀ
- ଉପଯୁକ୍ତ ବରପାତ୍ର
- ପ୍ରତ୍ୟେକ ଜିନିଷ କାମରେ ଆସେ
- ସାଧୁ ବାବା
- କୂଟନୀତି
- ଅତି ଲୋଭରୁ ମୃତ୍ୟୁ
- ଅନୁରୋଧବତୀ କଥା
- ବିଦ୍ୟା ଅଟଇ ମହାଧନ
- ବାପ, ପୁଅ ଓ ଗଧ
- ଅଦ୍ଭୁତ ମଣିଚୁଳ କଥା
- ନାଗ କଥା
- ଗ୍ରହଣ ଛୁଟା
- ମୁଁ ଜଣେ ରାଜଭକ୍ତ
- ବୋକା ତୁମେ ନୁହେଁ ମୁଁ
- ଏକତାର କରାମତି
- ତୁଷାର ଶୁଭ୍ରା ଓ ସପ୍ତବାମନ
- ଶିବମଲ୍ଲଙ୍କ କାହାଣୀ
- ସତ କେବେ ଲୁଚି ରହେନା
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ବିନା ଲାଭରେ
- ଯୋଗୀ ଗୁଣିଆ କଥା
- ସାଧୁ ଲୋଭ ଯୋଗୁ ମଲେ
- ନାରୀ ମାୟା ଦେବେ ଅଗୋଚର
- ନାଇଟ୍ ଇଗଲ
- ସ୍ୱାର୍ଥ ଓ ପରାର୍ଥ
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- ଗୋପାଳ ଭାଣ୍ଡ
- ଚାଷୀର ପ୍ରାର୍ଥନା
- ବନପରୀ
- ଏମିତି ଭାଇ ଜଗତେ ନାହିଁ
- ମହାଭାରତ
- ମାୟାବି ଘୋଡା
- ଯଥାର୍ଥ ଦାନ
- ହାଡବାଇ କଥା
- ଆରୋଗ୍ୟ ରହସ୍ୟ
- ରହେ ତା’ ଆଦର ଯଶ
- ଲୋଭର ଫଳ
- ସମସ୍ୟାର ସମାଧାନ
- କୃଷ୍ଣାବତାର
- ପ୍ରତିଭା ପ୍ରତିଯୋଗିତା
- ଉତ୍ତମ ଗାଈ
- ରାମପୁରର ରାମ
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- ଅପୂର୍ବ ଯୁକ୍ତି
- କନକ ଉପତ୍ୟକାର କାହାଣୀ
- ବନ୍ଦୀ ରାଜଗୁରୁ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ବୈଦେହୀ କଥା
- ‘ପାଷାଣ୍ଡ’ର ପରାକ୍ରମ
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ତଥାସ୍ତୁ ଦେବତା
- ମାଆ ତୁ ସାହା
- ମହାଭାରତ
- ଗୋପାଳ ଓ ତାହାର ସ୍ତ୍ରୀ
- କନକ ଉପତ୍ୟକାର କାହାଣୀ
- ବିଶ୍ୱାସରେ ବିଷ
- ମିଜାଜ୍
- ବିଚାର କରି କାମ କଲେ ତାହା ହିତକର ହୁଏ
- ନିଷ୍ଠୁରତାର ପ୍ରତିଫଳ
- କର୍ମ ଘେନି ଫଳ
- ଭାଗ୍ୟରେ ଥିଲେ
- ଦୋଷୀ କିଏ?
- ଧନସମ୍ପତ୍ତି କାହାରି ନୁହେଁ
- ଦସ୍ୟୁ ରାଜକୁମାର
- ଶଳା ଅନ୍ଧ
- ଶଗଡିଆ ଓ ଶଗଡ ଗାଡି
- ରଜାପୁଅ ଓ ମାଙ୍କଡ ରାଣୀ
- ବାମନର ବିବାହ
- ସବୁଠାରୁ ବଡ ଶିଶୁ
- ସୌନ୍ଦର୍ଯ୍ୟ
- କିଏ ମହାନ୍?
- ବାରିକ ଓ ଗୋପାଳ
- ବେଙ୍ଗ ଏବଂ କଳାନାଗ କଥା
- ଈଶ୍ୱର ଏକ
- ଦୁଇ ବିଦ୍ୟାର୍ଥୀ
- ଛୁଆ କୁକୁଡା
- ମହାଭାରତ
- ସୁନାବୋହୁ
- ପୁରସ୍କାର – ପ୍ରୋତ୍ସାହନ
- ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ
- ବିଲୁଆର ଉପଦେଶ
- ଚମର ଜୋତା
- ନ୍ୟାୟପୀଠ
- କଦମ୍ବ ଓ କାଦମ୍ବିନୀ
- କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା
- ବନଦେବୀଙ୍କ କୃପା
- ସବୁଠୁ ବଡ ମୁଁ
- କୁକୁର ଶିଖେଇଲା ବୁଦ୍ଧି
- ଚମ୍ପେଇ ନେଉଳ କାମୁଡେ ନାହିଁ
- ବୁଦ୍ଧିହୀନ କୁଆ
- ହାସ୍ୟରସ
- ଆଶୀର୍ବାଦ ହିଁ ବିଜୟ
- ଗନ୍ଧର୍ବର ବିସ୍ମୟ
- ଶୃଗାଳ ଚତୁରକ କଥା
- ଯଥାର୍ଥ ସମାଧାନ
- ନିର୍ଭରତା ଶିଖ
- ଗର୍ବ କଲେ ଖର୍ବ ହୁଏ
- ରାକ୍ଷସ ଅଙ୍ଗାରକ
- ଚତୁର୍ଥ ଯାମିନୀ ଓ ବେତାଳ
- ରାକ୍ଷସୀର ମୁକ୍ତି
- ଅମୂଲ୍ୟ ଉପଦେଶ
- ଭୂତୁଣୀ
- ଶିକ୍ଷା ଲାଭ
- ଅହଂକାର ସବୁ ଅନିଷ୍ଟର ମୂଳ
- ଯାହାକୁ ଯେପରି ଶିକ୍ଷା
- ଠେକୁଆ ଏବଂ ଚୁଟିଆ ମୂଷା
- କଚ୍ଛପର ଖୋଳ
- ପ୍ରଭାବତୀ କଥା
- କାହା ମନରେ କ’ଣ ଅଛି
- ଉତ୍ତରାଧିକାରୀର ଅଧିକାର
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ନୂତନ ପଞ୍ଜିକା
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ମା ଛେଉଣ୍ଡ ଝିଅ
- ଦୁରାଶାର ଜାଲ
- କୃଷ୍ଣାବତାର
- ନୂଆ ଜୁଆଇଁ
- ଡେଙ୍ଗା ଗଛର ଗର୍ବ
- ବର୍ଷା ରାତିର ଚୋର
- ବିଚରା ପଣ୍ଡିତ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- କଞ୍ଜୁସ୍
- ବଳରାମ ଓ ଜଗନ୍ନାଥ
- ନେତ୍ରଦର୍ଶୀ
- ବାର୍ହା ଓ କୋକୀ
- ଅମ୍ବା
- ଗୋପାଳର ଚଣ୍ଡୀ ପାଠ
- ବଡ ବୋକା
- ପରିବର୍ତ୍ତନ
- ମହାସାଗର ଜାତକ
- ଯଦୁମଣି ରହସ୍ୟ
- ଗଙ୍ଗାରାମଙ୍କ ଭୂଲ୍
- ରାଗୀ ସୁରେଶ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ସନ୍ଦେହ
- କଳାବତୀ
- ଚିକିତ୍ସା
- ଚଷାର ଯୁକ୍ତି
- ଅହଂକାର
- ପ୍ରଶଂସାରେ ଭୁଲ ନାହିଁ
- ବୀର ଏବଂ ରାକ୍ଷସୀ
- ରାଜ-ଚରିତ୍ର
- ଆତିଥ୍ୟ
- ଯଥାର୍ଥ ଚିକିତ୍ସା
- ଏହା ଯେ ଦୁଇଟି ଗଧର
- ତେନାଲୀରାମାଙ୍କ ଚତୁରତା



