ଆଶୁ କବି ଯଦୁମଣି ଖ୍ରୀ.ଅ. ୧୭୮୧ ମସିହାରେ ଆଠଗଡ ଠାରେ ଜନ୍ମ ଗ୍ରହଣ କରି ଥିଲେ । ପରେ ଆଠଗଡରୁ କବି ଯଦୁମଣିଙ୍କ ପରିବାର ନୟାଗଡକୁ ଚାଲି ଆସି ସେଠାକାର ‘ଇଟାମାଟୀ’ ଗ୍ରାମରେ ଅବସ୍ଥାନ କରି ଥିଲେ । କବି ଯଦୁମଣି ଜାତିରେ ଥିଲେ ବଢେଇ । ରାଜାନୁଗ୍ରହ ଓ ପୃଷ୍ଠପୋଷକତା ଥିଲା ତାଙ୍କ ଜୀବିକାର୍ଜନର ସମ୍ବଳ । ‘ପ୍ରବନ୍ଧ ପୂର୍ଣ୍ଣ ଚନ୍ଦ୍ର’ ଓ ‘ରାଘବ ବିଳାସ’ର ପ୍ରଣେତା କବି ଯଦୁମଣି ଚିର କାଳ ପାଇଁ ଓଡିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରନ୍ତି । ଓଡିଆ ସାହିତ୍ୟର ଯୁଗ ବିଭାଜନରେ କବି ଯଦୁମଣିଙ୍କୁ ଭଂଜ ଯୁଗର ଜଣେ ଅନନ୍ୟ ସାଧକ ବା କବି ଭାବରେ ଗ୍ରହଣ କରାଯାଏ । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଭଂଜ ଯୁଗର ରୀତି ଅନୁସାରେ ଲିଖିତ ଓ ଏହା ଏକ ଶ୍ଳେଷାତ୍ମକ କାବ୍ୟ । ଏହାର ପ୍ରତ୍ୟେକ ପଦ ଦୁଇ ଅର୍ଥ ବିଶିଷ୍ଟ ।
ଯଦୁମଣି ରହସ୍ୟ
-
Share This!
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବିରବଲଙ୍କର ବୁଦ୍ଧି
- ନିରକ୍ଷର
- ଚୋର ବୁଦ୍ଧି ଶିଖିଲା
- ଫଳରେ ଆଶା ରଖିବାନି
- ଶିଶିର ପୁଅ ଗଧ
- ନ୍ୟାୟ ବିଚାର
- ଗୋପାଳର କୃଷ୍ଣ ପ୍ରାପ୍ତି
- ପ୍ରକୃତ ସ୍ୱାମୀ କିଏ?
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ପରୋପକାରୀ
- ଦୁଇ ବୈଦ୍ୟ
- ରହେ ତା’ ଆଦର ଯଶ
- ନିଃସ୍ୱାର୍ଥପର ଲୋକ
- ଆଜି ଆମର ଏକ ସୌଭାଗ୍ୟର ଦିନ
- ଗଙ୍ଗାସ୍ନାନର ଫଳ
- ବେତାଳ ସମ୍ମୁଖେ କମଳିନୀ
- କେଁ କେଁ ଶଗଡ
- ଶିକାରୀ ଏବଂ କପୋତ ପକ୍ଷୀ
- ଈର୍ଷ୍ୟା
- ଦୁଷ୍ଟଙ୍କଠାରୁ ଦୂରରେ
- ଦକ୍ଷିଣା
- ପୁତ୍ରର କର୍ତ୍ତବ୍ୟ
- କଳ୍ପବୃକ୍ଷ ଓ ଦୟାଳୁ ରାଜା
- ଈଶ୍ୱର ଏକ
- କୃଷ୍ଣାବତାର
- ଅନ୍ୟକୁ ଉପଦେଶ
- ଉପସ୍ଥିତ ବୁଦ୍ଧି
- ବିଶ୍ୱାସ ଓ ବିଷ
- ଗୋପାଳର ସ୍ତ୍ରୀ
- ବୁଦ୍ଧିଆ ମହାଜନ
- ରାଜା ଓ କଳାକାର
- ଆତ୍ମାଭିମାନ
- କପୋଳ କଳ୍ପିତ
- ‘ପାଷାଣ୍ଡ’ର ପରାକ୍ରମ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ମଲାମୂଷାର ମୂଳଧନ
- ଶତ୍ରୁକୁ ସାହାଯ୍ୟ
- ତିନୋଟି ପ୍ରଶ୍ନ
- ଭୁବନସୁନ୍ଦରୀ
- ଭାଇ ହେବତ ଏମିତି
- ସିଂହ ଜାତକ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ବିଷ!
- ପୁଣ୍ୟର ପ୍ରଭାବ
- ଛଦ୍ମବେଶ
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ଭୂତ ଏବଂ ଅସଲ ଭୂତ
- ଆତିଥ୍ୟ
- କୃଷ୍ଣାବତାର
- ବେତାଳ ଗୁପ୍ତ ରହଣୀ
- ସାବାସ୍ ବିଶାନ
- ହତଭାଗ୍ୟ ଓଟର କାହାଣୀ
- ବିଚରା ପଣ୍ଡିତ
- ଦୁଃଖର ଅଶ୍ରୁ
- କରଜ ଆଦାୟ
- ଆମ ସଂସ୍କୃତି
- ବୀର ହନୁମାନ
- ମାଛ କଡେଇରେ ଶଗଡିଆର ଆଶା
- ବାହାଘର ପାଇଁ ତିନୋଟି ସର୍ତ୍ତ
- ସଙ୍ଗ ଦୋଷ
- ରାଜକନ୍ୟା ଓ ବଣୁଆ ରାଜା
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ଅଜବ ଚିଜ
- ପ୍ରଶଂସାରେ ଭୁଲ ନାହିଁ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ସମ୍ରାଟ ଅଶୋକ
- ମୂଷା ନୁହେଁ ଚୁଚୁନ୍ଦ୍ରା
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ମାଳତୀକୁ ଈଶ୍ୱର ଦେଖାଦେଲେ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- କଥାର ଦୁଇ ଭଙ୍ଗୀ
- ଏକ କୁମ୍ଭାରର କାହାଣୀ
- ଅଣଅଜା
- କାମ କନ୍ଦଳା କଥା
- ସଂସାରର ସାଗର
- ସିଂହ ଓ ନିର୍ବୋଧ ଷଣ୍ଢମାନେ
- ବିପରୀତ ଫଳ
- କୃପାଧନ୍ୟ ଭୂଷଣ୍ଡକାକ
- ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
- ସାହସ ପାଇଁ ଶାନ୍ତି ପୁରସ୍କାର
- ମୂଷିକ ଏବଂ ସନ୍ନ୍ୟାସୀ କଥା
- “କାଲିକୁ ଆସ”
- କୁକୁର ଜାତକ
- ଶାଶୁଙ୍କ ଜୋଇଁ ଡାକରା
- ଧୂସର ଦୁର୍ଗ
- ପୁରସ୍କାର
- ସ୍ୱର୍ଗୀୟ ଦାନ
- ସର୍ବୋତ୍ତମ ଔଷଧ
- ବିକି ଜାଣିଥିଲେ –
- ମାରୁତି କବି
- ଗୋପାଳଙ୍କ ରୋଷେଇ
- ହୃଦୟ ପରିବର୍ତ୍ତନ
- ବିଚିତ୍ର ବେଣୁ
- ରାଜାଙ୍କର କ୍ରୋଧ
- ଚନ୍ଦ୍ରକଳା କଥା
- ଚନ୍ଦ୍ର ଓ ଚକୋର
- ଖୋସାମତିଆ
- ଈଶ୍ୱର ପ୍ରାଥନାର ଚମତ୍କରିତା
- ବତକ ଓ ତା’ର ସୁନା ଅଣ୍ଡା
- ବଲ୍ଲଭର ବ୍ୟାଧି
- ସୁନ୍ଦରୀ ଗଣିକା
- ଭ୍ରମ ଧାରଣା
- ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ
- ସେନାପତି ନିର୍ବାଚନ
- ସେବା କରିବାର ଫଳ
- କୃଷ୍ଣାବତାର
- ବୋକା ନା ବିବେକୀ?
- ଉଦାରତା
- ଘରର ଦାୟିତ୍ୱ
- ରାଣୀ ପସନ୍ଦ
- କୁବେରଙ୍କ ଗର୍ବ ଭାଙ୍ଗିଲା
- ସମ୍ରାଟ ଅଶୋକ
- ବୀର ହନୁମାନ
- ବୀର ହନୁମାନ
- ଶିବି ଜାତକ
- କୃଷ୍ଣାବତାର
- ଗୁଣମଣି
- ବାଜି ଜିତି ବାହା
- ଅପୂର୍ବଙ୍କ ପରାକ୍ରମ
- ଧନ୍ୟ ସେ କୃଷକ ପିଲାର ସାହସ
- ଗଧ ଉପରେ ସିଂହ ଚମଡା
- ମମତା ମାଗେ ମୂଲ
- କନକ ସୁନ୍ଦରୀ
- ଯେ ପାଂଚେ ପରର ମନ୍ଦ
- ତିନି ତାନ୍ତ୍ରିକ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ଶ୍ରେଷ୍ଠ ଜଳ
- ପୁରୁଣା ସାଙ୍ଗକୁ ହେଳା କଲେ
- ମାଲ୍ୟାଣୀ କଥା
- ବିଷ୍ଣୁଭଟ୍ଟ ବିରଚିତ
- ବୀର ହନୁମାନ
- ସାଧୁଙ୍କ ଯାଦୁ
- ସଭିଏଁ ନୁହଁନ୍ତି ମଣିଷ
- ବିଦ୍ୟାବତୀ କଥା
- ଚିକିତ୍ସା
- ଭୀରୁର ଭୂମିକା
- ଚାକରର ବୁଦ୍ଧି
- ଉତ୍ତମ ଗାଈ
- ହାତୀର ଚିକିତ୍ସା
- ସମାଲୋଚନା ସଫଳତା ଆଣିଦିଏ
- ଦସ୍ୟୁ ରାଜକୁମାର
- ବିନାମୂଲ୍ୟରେ ପ୍ରବେଶ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ବନ୍ୟା ପୀଡିତ
- ତାଳବେତାଳ ଓ କମଳିନୀ
- ଦସ୍ୟୁ ରାଜକୁମାର
- ଦିବସ ବା ରାତ୍ରି?
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ଦେବୀଙ୍କ ଶାଢୀ
- ପୁନର୍ମୂଷିକୋଭବ
- କୁକର୍ମର ବିଷଫଳ
- ଶିକ୍ଷା ଲାଭ
- ରୂପଧରଙ୍କ ଯାତ୍ରା
- ଅସମ୍ଭବ କିଛି ନାହିଁ ଏ ଜଗତେ
- ପ୍ରକୃତ ଶିଷ୍ୟ
- ଉକୁଣୀ ଓ ଛାରପୋକ କଥା
- ଘୃତଦାନ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ସାଧୁ ଦେବ ଶର୍ମାଙ୍କ କାହାଣୀ
- ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ
- ନିଜର ଖୁଣ ଦିଶେନା
- ତ୍ୟାଗ ଓ ଭୋଗ
- ବନ୍ଧ୍ୟା
- ଭାଗ୍ୟଦେବୀ
- ଜିଦି
- କାଲିର କାମ ଆଜି କର
- ଠକ ସହିତ ଠକାମୀ
- ମହାକପି ଜାତକ
- ପରର ସ୍ତ୍ରୀ ରାଜକନ୍ୟା
- ପ୍ରତ୍ୟୁତ୍ପନ୍ନମତି
- ଯଥାର୍ଥ ବର
- ଗୀତ ଗାଉଥିବା ଗଧ
- ଏକ କ୍ରୀତଦାସର କାହାଣୀ
- ଚାରିଗୁରୁ
- ହାରଜିତ୍
- ରାଜକୁମାରୀ ବିଚିତ୍ରା
- ସବୁଠାରୁ ବଡ ଶିଶୁ
- ଦୋଷ କାହାର
- ଏମିତି ଭି ହୁଏ
- ତିଳୋତମା କଥା
- ସୁପାରିଶ୍ ପତ୍ର
- ବିଲୁଆ ଏବଂ ସିଂହ କଥା
- ଅତିଲୋଭ ମୃତ୍ୟୁର କାରଣ
- କନକ ଉପତ୍ୟକାର କାହାଣୀ
- ଭୂବନ ସୁନ୍ଦରୀ
- ସ୍ୱାର୍ଥପର ଘୋଡା
- ପର ଭରଷାରେ କାମ ହୁଏ ନାହିଁ
- ବର୍ଷା ରାତିର ଚୋର
- ମୋହରିର ଚାକିରିରୁ ବିଚାରପତି
- ବାପ, ପୁଅ ଓ ଗଧ
- ନିଶର ଦାସ
- ମିତବ୍ୟୟୀ
- ନୂଆ ଜୁଆଇଁ
- ଚୋର ଓ ବ୍ରହ୍ମରାକ୍ଷାସ କଥା
- କୁହୁକ ହାଣ୍ଡି
- ବାଲେଶ୍ୱରୀ ପଙ୍ଗାଲୁଣ
- ବୀର ଏବଂ ରାକ୍ଷସୀ


