କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ କରୁଛନ୍ତି ଦେଖି ଆସିବା ନିମିତ୍ତ ପଠାଇଲେ । ସେ ଦାସୀ ଫେରି ଆସି କହିଲା ମହାରାଜ ରାଣୀ ମା’ ଏକ ଫୁଲହାର ଗୁନ୍ଥୁଛନ୍ତି । ପୁନର୍ବାର ଶୁକକୁ ପଚାରିଲେ ତୁ ଏବେ କହ ସେ ଫୁଲ ମାଳା ଗୁନ୍ଥି କ’ଣ କରିବେ । ଶୁକ କହିଲା ତାଙ୍କର ଭଗ୍ନୀ ତିଳୋତମାର ବିଭାଘର । ରାଣୀ ଆଜି ରାତ୍ରିରେ ବିଭାଘରେ ଯୋଗଦାନ କରିବାକୁ ଯିବେ । ବିକ୍ରମାଦିତ୍ୟ କହିଲେ ବଡ ଅସମ୍ଭବ କଥା । ରାତ୍ରିକରେ ଯାଇ ଫେରି ଆସିବେ କିପରି । ପାଂଚଶହ କୋଶ ତାଙ୍କର ପିତା ଭୋଜରାଜଙ୍କର ରାଇଜ । ସେ କିପରି ଯିବେ । ଶୁକ କହିଲା ଏ ଯୋଗ୍ନୀମାନେ ଏକ ବୃକ୍ଷ ନେଇକରି ଆସିବେ । ସେ ବୃକ୍ଷରେ ବସି ରାଣୀ ତାଙ୍କ ପିତାଙ୍କ ଘରକୁ ଫେରି ଯିବେ । ବିକ୍ରମାଦିତ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍ ସେହି ସମୟ ବେଳକୁ ସୂର୍ଯ୍ୟ ଅସ୍ତ ହେଲେ । ବିକ୍ରମାଦିତ୍ୟ ବିଚାର କଲେ ଦେଖିବି ସେ କିପରି ଯିବେ । ବିକ୍ରମାଦିତ୍ୟ ନଗରକୁ ଯାଇ ଭାନୁମତୀଙ୍କୁ କହିଲେ ଖଣ୍ଡେ ବିଛଣା ପକାଇ ଦିଅ । ଆଳସ୍ୟ ଲାଗୁଛି । ଶୟନ କରିବି । ଭାନୁମତୀ ତ ସୁଯୋଗ ଖୋଜୁଥିଲେ, ବିଛଣା କରିଦେଲେ । ବିକ୍ରମାଦିତ୍ୟ ତହିଁରେ ଶୋଇଲେ । ରାଣୀ ଶୟନ କକ୍ଷରେ ପ୍ରବେଶି ତାଙ୍କର ପଦ ମଂଚାଳିଲେ । ମନରେ ଚିନ୍ତାକଲେ ସୁଯୋଗ ମିଳିଲା, ଏବେ ମୁଁ ଯାଇ ରାତିକ ମଧ୍ୟରେ ଫେରି ଆସିବି । କାଳେ ସେ ଜାଣିବେ ମୋ ମନରେ ଭୟ ଥିଲା । ଏହି ସମୟରେ ଯୋଗ୍ନୀଗଣ ବୃକ୍ଷଘେନି ଆସି ବୃକ୍ଷ ରଖି ଝରକା ଦ୍ୱାର ଦେଇ ଭାନୁମତୀଙ୍କୁ ଡାକିଲେ ।
ତିଳୋତମା ବିବାହ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଦୋଷୀ କିଏ?
- ଶୁଭେଚ୍ଛା
- ଯଥାର୍ଥ ବର
- ଶତ୍ରୁ କିଏ?
- ସାହୁକାରର ଶିକ୍ଷା
- ଅଭିନବ ପରୀକ୍ଷା
- ଶ୍ରୀ ରାମକୃଷ୍ଣ ପରମହଂସ
- ଶକ୍ତି-ଯୁକ୍ତି
- ଭଲ ବ୍ୟବସାୟ ରାଜନୀତି
- ଗୁରୁଭକ୍ତି
- ମାଟି ଓ ଆଖୁ
- କ୍ରୋଧରୁ ଲାଭ!
- ଚଢେଇ ଓ ତାର ପର
- ଓଟର ନାଚ
- ବୁଦ୍ଧିଆ ମହାଜନ
- ଗୁଣମଣି
- ରାଜପଦର ମହତ୍ୱ
- ବୁଦ୍ଧି
- ମହାଭାରତ
- ତାମ୍ସା
- ଆଚରଣରେ ପରିବର୍ତ୍ତନ
- କୃଷ୍ଣାବତାର
- ନଖ ଚିକିତ୍ସା
- ସାହସ
- ମେଧାବୀ
- ଅଜ୍ଞାନୀ – ଜ୍ଞାନୀ
- ଲୋଭର ଫଳ
- ପାହାଡ ଚଢା
- ସର୍ବୋତ୍ତମ ଔଷଧ
- ଭିନ୍ନ ମତ
- ଦାନପ୍ରିୟ ରାଜା
- ଅତି ଭକ୍ତି
- କାହାକୁ ହୀନ ମଣିବା କାହିଁକି
- ଦସ୍ୟୁ ରାଜକୁମାର
- ଶୁଆ ପକ୍ଷୀର ଚାତୁରୀ
- ପବିତ୍ର ଜୀବନ
- ଦୁଷ୍ଟ ବାଘର ବାହାନା
- ଭଗବାନ ସାକ୍ଷୀ
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ପିଉସୀ ମା ଓ ଗୋପାଳ
- ଆତିଥ୍ୟ
- ତ୍ୟାଗ ଓ ଭୋଗ
- ମିଥ୍ୟାଭିମାନ
- ଅଦ୍ଭୁତ ବାୟସ
- ଝିଅର ବିବେକ
- ଲୀଳାବତୀ କଥା
- ଗୁଣ
- ଯାଦୁ ମହଲ
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ବନ୍ଧକ ରଖା ହୋଇଥିବା ଦେଶ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ମଲାପୁଅ ବଂଚିଲା
- ଦୂରଦୃଷ୍ଟି
- ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ
- ଦକ୍ଷିଣା
- ଅନିଷ୍ଟ ଓ ଉପକାର
- ଶତ୍ରୁକୁ ସାହାଯ୍ୟ
- ସ୍ୱ ଗୋତ୍ରର ଅନ୍ନ
- ଦସ୍ତଖତ୍
- ସତ ଲୁଚେନା
- ସନ୍ନ୍ୟାସୀ ଏବଂ ମୂଷା
- ଉତ୍ତରାଧିକାରୀର ଅଧିକାର
- ଅବତାର ଭକ୍ଷଣ
- ଶିଆଳ ରାଜା କଥା
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ମତ ପରିବର୍ତ୍ତନ
- ଅଧିକାର
- ରାଜକନ୍ୟା ଓ ବଣୁଆ ରାଜା
- କୋକିଶିଆଳି ଲାଞ୍ଜ ଧଳା
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ଯୀଶୁ ଓ ତିନି ଗଛ କାହାଣୀ
- ନିଷ୍କର୍ମା ମନ ଭୂତର ଘର
- ଅସମ୍ଭବ କିଛି ନାହିଁ ଏ ଜଗତେ
- କବିର ପରୀକ୍ଷା
- ଶ୍ରୀ ଲୋକନାଥ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ବାନର କୃତି
- ମହାରାଜାଙ୍କ କଳା
- କୁହୁକ ଢୋଲ
- ବୋକାମିର ଫଳ
- ଧାନ କ୍ଷେତ
- ତିନି ତାନ୍ତ୍ରିକ
- ଆକବର ଏବଂ ତାଙ୍କର ସ୍ୱପ୍ନ
- ଗୋପାଳର ସ୍ତ୍ରୀ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ମହାସାଗର ଜାତକ
- କବର ଭିତର ସୁନା ଛାଆଣି
- ହୁଣ୍ଡା ରାୟଙ୍କ ରାୟ
- ଏକତାର ବଳ
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ଯକ୍ଷର ଅଟ୍ଟହାସ୍ୟ
- ଅଲୀନଚିତ ଜାତକ
- ଅବୁଝା ରାଜା
- ବୀର ହନୁମାନ
- ପରୀକ୍ଷା
- ବୀର ହନୁମାନ
- ଏକତା
- ପରିପୂର୍ଣ୍ଣ ମାନବିକତା
- ତତ୍କଳ ଜାତକ
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ବନ୍ଧୁତ୍ୱ
- କୃଷ୍ଣାବତାର
- ପିତା ଓ ପୁତ୍ର
- ସଦ୍ବୁଦ୍ଧିର ଔଷଧ
- କୃତଘ୍ନର ଶାସ୍ତି
- ବାନର ମକର କଥା
- ଚତୁରୀ ଦାସୀ
- ହଂସୀ ପରୀ
- ଅଦୃଶ୍ୟ ପରିଚାରିକା
- ରାଜା ମଦନ ପାଳ କଥା
- ଶାଶୁ ବୋହୁ
- ଚମତ୍କାର ହିସାବ!
- ଅଧା ମୂଲ୍ୟ
- ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ
- ଆକବର ଏବଂ ମଦୁଆ
- ବିଚିତ୍ର ଅନୁଭୂତି
- ଯାହାକୁ ଯେପରି ଶିକ୍ଷା
- ଶ୍ରୀଜଗନ୍ନାଥଙ୍କ କାହାଣୀ
- ସୁନା ସମ୍ପଦ
- ପେଟେଂଟ ମେଡିସିନ୍
- ପ୍ରତିଭା ପ୍ରତିଯୋଗିତା
- ସମ୍ରାଟ ଅଶୋକ
- ଯେ ପାଂଚେ ପରମନ୍ଦ
- ମୃଗନୟନୀ କଥା
- କିଏ ଭଲ କିଏ ଅସଲ ଭେଲ?
- ପରର ସ୍ତ୍ରୀ ରାଜକନ୍ୟା
- ରାଜା ଏବଂ ଝାଡୁଦାର କଥା
- ଚାଲାଖ୍ ବେପାରୀ
- ହାସ୍ୟରସ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଅତି ଲୋଭରୁ ମୃତ୍ୟୁ
- ଅହିଂସା
- କପଟୀ ଅନ୍ତର
- ସାଧୁ ଲୋଭ ଯୋଗୁ ମଲେ
- ସେନାପତି ଓ ରାଜକୁମାରୀ
- ଭୂତ ଏବଂ ଅସଲ ଭୂତ
- ଦୁଇ ପକ୍ଷ
- ତାଳ ଗଛ ଓ ଘାସର କାହାଣୀ
- କମଳାପ୍ରସାଦ ଗୋରାପ
- ସତ୍କର୍ମର ପୁଣ୍ୟଫଳ
- ଦିଗ୍ଭ୍ରାନ୍ତ ପଥିକ
- ବୀର ହନୁମାନ
- ଦାନୀକର୍ଣ୍ଣ ଭୂମିନାଥ
- କହିବା, କରିବା
- ପାଞ୍ଚ ପ୍ରଶ୍ନ
- ଗନ୍ଧର୍ବ ମାଳା
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ଚୁଲ୍ଲଧନୁଗ୍ଗହ ଜାତକ
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ରୂପଧରଙ୍କ ଯାତ୍ରା
- କୃଷ୍ଣାବତାର
- ଚୋରି ଆଉ ମିଛ
- ଠକ ଦଣ୍ଡ ପାଇଲା
- ଉପସ୍ଥିତ ବୁଦ୍ଧିର ବଳ
- ପୋଡା ମୁହଁରେ ସବୁ ଭଲ
- ପିମ୍ପୁଡି ଓ ଝିଂଟିକା
- ତାଳବେତାଳ ଓ କମଳିନୀ
- ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ବଳୁଆ ପଡୋଶୀ
- ରାଣୀ ରୂପମତୀ କଥା
- ମୁଁ ଜଣେ ରାଜଭକ୍ତ
- ବଙ୍କୁଲୀ ବାଡି ପ୍ରତି ଭୟ
- କଣା ଚାହେଁ ସମସ୍ତେ କଣା ହୁଅନ୍ତୁ
- ସୁବର୍ଣ୍ଣ ଫୁଲର ରହସ୍ୟ
- ବିରବଲଙ୍କ ଚତୁରତା
- ପ୍ରତିଶୃତି
- ମର୍ତ୍ତ୍ୟର ପରୀରାଣୀ
- ଭାଣ୍ଡର ଲଢେଇ
- ଯୋଗ୍ୟତା ଓ ଯଶ
- ସୁବର୍ଣ୍ଣହଂସ ଜାତକ
- ବାୟାଣୀ ବାସନ୍ତୀ
- ଏକ ଭଗବାନ
- ଅଜବ ଚିଜ
- ବିଚିତ୍ର ସ୍ୱପ୍ନ
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ପଦବୀର ବଳ
- ମିଛ ହିଁ କାଳ
- ପ୍ରକୃତ ବନ୍ଧୁ
- ବୋକା ବ୍ରାହ୍ମଣ କଥା
- ତିନି ପୁରୁଷର ବିତ୍ତ
- ଶାଶ୍ୱତର ଆକର୍ଷଣ
- ପାଖରେ ଶୁଏ କାନରେ କହେ
- କିଏ ଠକ?
- ସାନପିଲାଟିର ବୁଦ୍ଧି ସରସ
- ଲୋଭ
- ପ୍ରଜା ଚାହିଁ ରାଜା
- ଠକ ନଗରୀ
- ବିଦ୍ୟା ଅଟଇ ମହାଧନ
- କଳାକାର
- ବେତାଳ ସମ୍ମୁଖେ କମଳିନୀ
- ପତ୍ନୀର ଯୋଗ୍ୟ ପତି
- ରାଜାଙ୍କ ମାଙ୍କଡ
- ନେଳି ଟୋପି
- କୂପମଣ୍ଡୁକ
- ନିଷ୍ଠୁରତାର ପ୍ରତିଫଳ
- ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ
- ନୂଆ ମହାଭାରତ



