ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ ଦୀପ ଜଳାଇ ପୂଜାକଲା । ପୂଜା ସାରି ଶିବଙ୍କୁ ନମସ୍କାର କଲା । ହେ ପ୍ରଭୁ ମୋର ଦୁଃଖ ଫେଡ । ବିକ୍ରମାଦିତ୍ୟ ଯେପରି ପତି ହେବେ ମୋତେ ଏହି ବର ଦିଅ । ପ୍ରଭୁ ସଦାଶିବ ତୋଷ ହୋଇ କହିଲେ, ତୋର ମନସ୍କାମନା ଆଜି ପୂର୍ଣ୍ଣ କଲି । ବିକ୍ରମାଦିତ୍ୟ ମୋର ଦେଉଳ ପଛଭାଗରେ ଶୟନ କରିଛି । ଶନିଙ୍କ ପୀଡାରୁ ନିଜର ଜ୍ୟୋତି ହରାଇଛି । ବର୍ତ୍ତମାନ ରାଜାଙ୍କୁ ଚିହ୍ନିଥିବା ଲୋକ ବି ଚିହ୍ନି ପାରିବନାହିଁ । ଅତି ଅଳ୍ପଦିନ ପରେ ରାଜା ଶନିଙ୍କ ପୀଡାରୁ ମୁକ୍ତି ହେବେ । ତୁ ତାଙ୍କୁ ପତିପଦରେ ବରଣ କର । ଏହା କହି ସଦାଶିବ ଅନ୍ତର୍ଦ୍ଧାନ ହେଲେ । ଦେଉଳ ପଛ ଭାଗକୁ ଯାଇ ଦେଖନ୍ତି ପୁରୁଷ ଗୋଟିଏ ଶୟନ କରିଛି । ମରାଠା ଜେମା ତାହାଙ୍କୁ ବିକ୍ରମାଦିତ୍ୟ ବୋଲି ଜାଣିଲେ । ମରାଠା ରାଜଜେମା ବିଳମ୍ବ ନକରି ସଦାଶିବଙ୍କ ଆଦେଶ ଅନୁସାରେ ତାଙ୍କ ପଦମଂଚାଳିଲେ । ରାଜା କ୍ଳାନ୍ତହୋଇ ଶୟନ କରିଥିଲେ । କୋମଳ କରସ୍ପର୍ଶ ପାଇ ତାଙ୍କର ନିଦ୍ରା ଭଙ୍ଗ ହେଲା । ରାଜା ଭାବିଲେ ଆକାଶରୁ ଚନ୍ଦ୍ରଦେବ ଆସି କ’ଣ ପଥକ୍ଳାନ୍ତ ଦେଖି ଦୟାକଲେ । ରାଜା ଏପରି ଚିନ୍ତି ଚାହିଁଲେ ଦେଖିଲେ ଏକ ସୁନ୍ଦରୀ ଯୁବତୀ । ରାଜା ପ୍ରଶ୍ନକଲେ ତୁମ୍ଭେ କିଏ ତୁମ୍ଭର ପରିଚୟ ଦିଅ । ମୁଁ ଅତି ଦରିଦ୍ର ମୂଢ, ତୁମେ କାହିଁକି ମୋର ସେବା କରୁଛ । ମରାଠାର ରାଜଜେମା କହିଲେ ହେ ସ୍ୱାମୀ ତୁମ୍ଭେ ରାଜା ହେଲେ ମୁଁ ରାଣୀ । ତୁମ୍ଭେ ଭିକାରି ହେଲେ ମୁଁ ଭିକାରୁଣୀ । ସଦାଶିବଙ୍କୁ ପୂଜି ମୁଁ ତୁମ୍ଭଙ୍କୁ ପାଇଛି । ସେ କହିଲେ ବିକ୍ରମାଦିତ୍ୟ ତୋର ବର ହେବେ । ଦେଉଳ ପଛ ଭାଗରେ ରାଜା ଶୋଇଛନ୍ତି । ଶନିଙ୍କ କୋପରୁ ସେ ବିରୂପ ହୋଇଛନ୍ତି । ତୁହି ତାହାଙ୍କୁ ଯାଇ ପତିପଦରେ ବରଣ କର । ମୁଁ ତୁମ୍ଭର ଦାସୀ ତୁମ୍ଭେ ମୋର ପ୍ରଭୁ, ମୋର କର୍ତ୍ତବ୍ୟ ମୁଁ କରୁଛି । ହେ ରାଜନ ତୁମ୍ଭର ଯେଉଁ ଗତି, ମୋର ମଧ୍ୟ ସେ ଗତି । ରାଜଜେମା ମୁଖରୁ ଏପରି ବଚନ ଶୁଣି ବିକ୍ରମାଦିତ୍ୟକୁ ଏପରି କହି ରାଜଜେମା ତାଙ୍କ ଗଳାରେ ପୁଷ୍ପ ମାଲ୍ୟ ପିନ୍ଧାଇ ଦେଲା । ବିକ୍ରମାଦିତ୍ୟ ନିଜ ଗଳାରୁ ମାଳାଟି କାଢି ରାଜଜେମାଙ୍କ ଗଳାରେ ପିନ୍ଧାଇ ଦେଲେ । ବିକ୍ରମାଦିତ୍ୟ ନିଜର ପତ୍ନୀଙ୍କୁ ପରିଚୟ ପ୍ରଦାନ କଲେ । ରାଜଜେମା ଶୁଣିକରି କହିଲେ ହେ କାନ୍ତ ମୁଁ ଯାହା କହୁଛି ଶୁଣ । ମୁଁ ଗୃହକୁ ଯାଇ ତୁମ୍ଭକଥା ମୋ ପିତାଙ୍କୁ କହିବି । ସେ ତୁମ୍ଭଙ୍କୁ ନେଇ ମୋତେ ବିବାହ କରିଦେବେ । ଏପରି କହି ବିକ୍ରମାଦିତ୍ୟଙ୍କୁ ଶିବଙ୍କ ପ୍ରସାଦ ଦେଇ ରାଜକୁମାରୀ ନିଜ ଗୃହକୁ ଗଲେ ।
ବିକ୍ରମାଦିତ୍ୟଙ୍କ ବିବାହ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଦିବା ସ୍ୱପ୍ନ
- କୂପରୁ ମୁଦି ବାହାର କରିବା
- ଧର୍ମବତୀ କଥା
- ଦୁଷ୍ଟଙ୍କଠାରୁ ଦୂରରେ
- ତିନି ତାନ୍ତ୍ରିକ
- ପୁଣ୍ୟବାନ୍
- ଦୁଇବନ୍ଧୁ
- ଦେବୀଙ୍କ ଶାଢୀ
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ମଦନ ସୁନ୍ଦର କଥା
- ଗଙ୍ଗାସ୍ନାନର ଫଳ
- ଠକଙ୍କ ଗୁରୁ
- ଦରିଦ୍ର ବର
- ସୁନାବୋହୂ
- କୁଜାର ଅଦ୍ଭୁତ ଭେଳିକି
- ଖୋସାମତିର ତୃଷା
- କଚ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ଏକତାର କରାମତି
- ନିଃସ୍ୱାର୍ଥପର ଲୋକ
- ସୁନା ପାଇଁ କାହିଁକି ଲୋଭ
- ଚତୁର ମାଙ୍କଡ
- ମିଛୁଆ, ଖଚୁଆ, ଚୁଗୁଲିଆ
- ସିଂହ ଆଉ ହରିଣ
- ସନ୍ତୋଷଲାଭର ରହସ୍ୟ
- ବିଲୁଆର ଉପଦେଶ
- ରାଣୀଙ୍କର ଯାତ୍ରା ଦେଖା
- ଦସ୍ୟୁ ରାଜକୁମାର
- ବନ୍ଧୁମିଳନ
- ମନ୍ତ୍ରର ପ୍ରଭାବ
- ଜହ୍ନରେ ଠେକୁଆ
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ଲୋଭି ବିଲୁଆର କାହାଣୀ
- ବର୍ଷା ରାତିର ଚୋର
- ବୁଝାମଣା
- ବେପାରୀ-ମନ
- ପିଶାଚୀ
- କ୍ଷତିରୁ ଲାଭ
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ସୁବର୍ଣ୍ଣ ହଂସ
- କରୁଣାବତୀ କଥା
- ତ୍ରିଲୋଚନା କଥା
- ବୋକାମାନଙ୍କର ତାଲିକା
- ସ୍ତ୍ରୀ କାହାର
- ପୋଖରୀର ଛୋଟ ମାଛ
- ମାୟାଚିତ୍ର
- ପାଗଳ ପ୍ରେମୀ
- ବିକି ଜାଣିଥିଲେ –
- ଦିବସ ବା ରାତ୍ରି?
- ମହା ଗଧ
- ଚାଷୀର ବୁଦ୍ଧି
- ଇର୍ସା ଅନର୍ଥର ମୂଳ କାରଣ
- ଅହଂକାରର ପରିଣତି
- ଈଶ୍ୱରଙ୍କ ଇଚ୍ଛା
- ସନ୍ନ୍ୟାସୀ ଏବଂ ମୂଷା
- ଶିବି ଜାତକ
- ଦୟା ସାଗର
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ପିତା ଓ ପୁତ୍ର
- ସାଧୁ
- ରାଜାଙ୍କର ବିରାଡି
- ରୂପରେଖା କଥା
- ବିଶ୍ୱାସ ଘାତକ
- ରାଜା ଓ କଳାକାର
- ଶୁଆ ଶାରୀ କଥା
- ତ୍ୟାଗ ଓ ନିଷ୍ଠାର ଫଳ
- ସ୍ତ୍ରୀ ପ୍ରେମୀ ଅରଫିଅସ
- ଶିବ ପୁରାଣ
- ଦୂର ପରବତ
- କୂପମଣ୍ଡୁକ
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ଅଗ୍ରପୂଜ୍ୟ ଗଣେଶ
- ତିନୋଟି ଉପଦେଶ
- ପାଞ୍ଚ ପ୍ରଶ୍ନ
- ଜୟଲକ୍ଷ୍ମୀ କଥା
- କାଉର ମୟୂର ଚାଲି
- ମଲାମୂଷାର ମୂଳଧନ
- ପତ୍ନୀର ଯୋଗ୍ୟ ପତି
- ଶତ୍ରୁକୁ ସାହାଯ୍ୟ
- ରାଜାଙ୍କ ଦାନ
- ସବୁ କଥାରେ ଦୁଇଟି ପଟ
- କୀର୍ତ୍ତିସିଂହ
- କୁର୍ମାବତାର
- ଇଲ୍ଲିସସେଠ୍ ଜାତକ
- ଘୋଡା ବୁଦ୍ଧିରେ ବଳିଗଲା
- ସହଯୋଗରେ ସବୁ କାମ ଚାଲେ
- ସୁନା ସଂଗ୍ରହ ପାଇଁ ଚାଲାକି
- ତଥାଗତ ଓ ପୂର୍ଣ୍ଣମାସୀ
- ସଦ୍ବୁଦ୍ଧିର ଔଷଧ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ମାଙ୍କଡ ଏବଂ ଘଂଟି
- ଠେକୁଆ ଏବଂ ଚୁଟିଆ ମୂଷା
- ଶୁକ ପକ୍ଷୀ ପ୍ରାପ୍ତି
- ଅତି ଚତୁର
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ସାପ ମାନଙ୍କର କାହାଣୀ
- ବୀର ହନୁମାନ
- ବୀର ହନୁମାନ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ପୁଣ୍ୟବାନ୍
- ଶ୍ରେଷ୍ଠ ବ୍ୟକ୍ତି
- ଗୁଣ
- ଗୁରୁଜନଙ୍କ ଆଶୀର୍ବାଦ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- ଭାଗ୍ୟଦେବୀ
- ଭିକ୍ଷାଦାନ
- ଦୁର୍ମଦ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଯୌତୁକର ଭୂତ
- ତୃତୀୟ ପ୍ରଶ୍ନ
- ଦୟାବତୀ ଭରତାମ୍ମା
- ସଚ୍ଚା ବିଦୂଷକ
- ସଦାନନ୍ଦ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ପରୀକ୍ଷା
- ଦୁଇ ଅସୁର କଥା
- ଅଜବ ଚତୁରୀ ସ୍ତ୍ରୀ କଥା
- ଚୋର ଅତିଥି
- ରାଜପଦର ମହତ୍ୱ
- ବୁଦ୍ଧିଆ ମହାଜନ
- ମାଛ ଫସଲ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ବୀର ହନୁମାନ
- ଦୁଷ୍ଟା ଦାସୀ
- କାନ୍ଦୁରୀ ରିଙ୍କି
- ପୁତ୍ର – କନ୍ୟା
- ପଡୋଶୀ ରାଜା
- ଦୁଇ ଦ୍ୱୀପ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ହନୁ କରଣ
- ବ୍ରାହ୍ମଣ ପୁଅ ରାଜା ହେଲା
- ଲୋଭ ମରଣର କାରଣ
- ବୀର ହନୁମାନ
- ଭୂତୁଣୀର ସାହାଯ୍ୟ
- ଛିଟିକିଣି
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ଧର୍ମ ସହିବ ନାହଁ
- କୃଷ୍ଣାବତାର
- ନ୍ୟାୟ ନିର୍ଣ୍ଣୟ
- ବହ୍ନି ଦ୍ୱୀପ
- ଶିବଲୀଳା
- ଗୁଣ୍ଡୁଚି ପିଠିରେ ଗାର
- ବଳୁଆ କିଏ, ଡରୁଆ କିଏ?
- ଗଧର ବୁଦ୍ଧି
- କାହା ମନରେ କ’ଣ ଅଛି
- ମହାଜନୀ କାରବାର
- ପିତୃଭକ୍ତି
- ବୀର ହନୁମାନ
- ଶାଶ୍ୱତ ସନ୍ଦେଶ
- ଭଲ ବ୍ୟବସାୟ ରାଜନୀତି
- ତିନି ବିଲେଇ
- ଗଙ୍ଗାବତରଣ
- ରୂପଧରଙ୍କ ଯାତ୍ରା
- ମିତ୍ର ପ୍ରାପ୍ତି
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ମହାଭାରତ
- ଦୁଇ ବିରଳ ବିପ୍ଳବୀ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ଭୂତ ଏବଂ ଅସଲ ଭୂତ
- ଆକବର ଏବଂ ତାଙ୍କର ସ୍ୱପ୍ନ
- କଠୋର ତପସ୍ୟା
- ସୁନ୍ଦରବତୀ କଥା
- ଡାହାଣୀ ଓ ସାହାସୀ ଭଉଣୀ
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ମା’ ସାନ୍ଧିଲିଙ୍କ କଥା
- ହଂସୀ ପରୀ
- ଲୋଭୀ ବେପାରୀ
- କନକ ଉପତ୍ୟକାର କାହାଣୀ
- ବୁଦ୍ଧି ଓ ବିବେକ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ହସର କାରଣ
- ଯେସାକୁ ତେସା, ସାନ୍ତ୍ୱନା
- ବିନା ଲାଭରେ
- ପ୍ରାର୍ଥୀ ମନୋନୟନ
- ବିଶ୍ୱସ୍ତ ଭୃତ୍ୟ
- ମାଆ ତୁ ସାହା
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- କନକ ଉପତ୍ୟକାର କାହାଣୀ
- ଧର୍ମାନ୍ଧ ବ୍ରାହ୍ମଣ
- ତାମ୍ସା
- ଭ୍ରମ ଧାରଣା
- ରାଜାଙ୍କର କ୍ରୋଧ
- ସ୍ୱାର୍ଥ
- ଠେକୁଆ ଏବଂ ଭୂମିକମ୍ପ
- ଅଭିନେତାଙ୍କ ଭିନ୍ନ ବିଚାର
- ଆତ୍ମଜ୍ଞାନ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ବିପରୀତ ଫଳ
- ବିଚିତ୍ର ଚିତ୍ରକଳା
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ବାସ୍ତବ ଓ କଳ୍ପନା
- ଅତି ଲୋଭରୁ ମୃତ୍ୟୁ
- ବ୍ରହ୍ମା ଏବଂ ସରସ୍ବତୀ
- ଅହଂକାରୀ ଓ ମୂର୍ଖ
- ଅମୂଲ୍ୟ ହୀରା
- ବାହାଘର ପାଇଁ ତିନୋଟି ସର୍ତ୍ତ
- ମନୋନୟନ
- ଜୟ ପରାଜୟ
- କିଏ ଠକ?



