ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଆକବର ବିରବଲ

ଆକାଶରେ କେତେ ତାରା?

ସବୁ ସମୟରେ ଆକବର ନାନାଦି ଚତୁର ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ବିରବଲ ମଧ୍ୟ ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରୁଥିଲେ । ଦିନେ ରାତିରେ ଚନ୍ଦ୍ରାଲୋକରେ ଆକବର ଏବଂ ବିରବଲ ବଗିଚାରେ ବସି କଥାବାର୍ତ୍ତା କରୁଥାଆନ୍ତି । ଆକବର ଆକାଶକୁ ଚାହିଁଲେ । ତାରାମାନଙ୍କୁ ଦେଖି ହଠାତ୍ ତାଙ୍କ ମନରେ ଏକ ପ୍ରଶ୍ନ...

Read More

ଯେସାକୁ ତେସା

  ଆଗ୍ରା ସହରରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ସହରରେ ତାଙ୍କୁ ମଧ୍ୟ ସମସ୍ତେ ସମ୍ମାନ ଦେଖାନ୍ତି । ପ୍ରତିଦିନ ବିଭିନ୍ନ ଲୋକ ତାଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ । ଯାହାର ଯାହା ଅସୁବିଧା ତାଙ୍କ ଆଗରେ ଖୋଲି କହନ୍ତି । ଧନୀ ବ୍ୟକ୍ତି ଜଣକ କିନ୍ତୁ ସମସ୍ତଙ୍କୁ ସାହାଯ୍ୟ କରିବାର ନିର୍ଭର ପ୍ରତିଶୃତି ଦିଅନ୍ତି । କିନ୍ତୁ କାହାକୁ ସାହାଯ୍ୟ କରନ୍ତି ନାହିଁ ।...

Read More

ଟଙ୍କା ଥଳୀଟି କାହାର?

ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ ।          ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି...

Read More

ଶୁଆର ମୃତ୍ୟୁ

 ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ  ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ ।          ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ, “ଦେଖ! ଏ ଶୁଆକୁ ମୁଁ...

Read More

ସମସ୍ୟାର ସମାଧାନ

 ମହାରାଜ ଆକବର ଏବଂ ପାରସ୍ୟର ସମ୍ରାଟଙ୍କ ମଧ୍ୟରେ ସୁସଂପର୍କ ଥାଏ । ଉଭୟେ ସବୁ ସମୟରେ ପରସ୍ପର ନିକଟକୁ ନାନାଦି ଜଟିଳ ପ୍ରଶ୍ନ ପଠାଉଥାଆନ୍ତି । ଯିଏ ସମସ୍ୟାର ସମାଧାନ କରିପାରେ, ସେ ଚତୁର ବୋଲି ପରିଗଣିତ ହୁଏ ।          ଦିନେ ପାରସ୍ୟ ସମ୍ରାଟ୍ ଗୋଟିଏ ପିଞ୍ଜରା ମଧ୍ୟରେ ଏକ ସିଂହ ତିଆରି କରି ତାଙ୍କର ଜଣେ କର୍ମଚାରୀ ହାତରେ ଏକ ଜଟିଳ ପ୍ରଶ୍ନ ଲେଖି ପଠାଇଥାଆନ୍ତି...

Read More

କର୍ମ ହେଉଛି ଭଗବାନ୍

  ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି...

Read More

ଏହାପରେ କ’ଣ ହେଲା?

 ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ...

Read More

ନୂତନ ପଞ୍ଜିକା

ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ ।          ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ...

Read More

କୃପଣ ବଣିକ

 ‘ହରିନାଥ’ ନାମକ ଜଣେ ଚିତ୍ରକର ଆଗ୍ରା ସହରରେ ବାସ କରୁଥିଲେ । ସେ ତାଙ୍କର ଜୀବିକାକୁ ନେଇ ଖୁବ୍ ଖୁସିଥିଲେ ଏବଂ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା ଯେ, ସେ ଗୋଟିଏ ଚିତ୍ର କରିବାପାଇଁ ବହୁତ ସମୟ ନେଉଥିଲେ । ତେଣୁ ସେ ଅଧିକ ଧନ ରୋଜଗାର କରିପାରୁନଥିଲେ । ଯେତିକି ଧନ ରୋଜଗାର କରୁଥିଲେ ତାହା...

Read More

ବିରବଲଙ୍କ ଚତୁରତା

 ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ ।          ଦିନେ...

Read More

ଆକବର ଏବଂ ତାଙ୍କର ସ୍ୱପ୍ନ

ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ...

Read More

କୂପରୁ ମୁଦି ବାହାର କରିବା

         ଗ୍ରୀଷ୍ମ ଦିନ ହୋଇଥାଏ । ଖରା ତେଜରେ ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଗଲା । ରାଜ୍ୟର ଅବସ୍ଥା ଅନୁଧ୍ୟାନ କରିବାକୁ ଦିନେ ଆକବର ବିରବଲଙ୍କୁ ସାଙ୍ଗରେ ଧରି ବାହାରିଲେ । ରାସ୍ତାରେ ଯିବା ସମୟରେ ଏକ କୂପ ପଡିଲା । ରାଜା ବିରବଲଙ୍କର ବୁଦ୍ଧି ପରୀକ୍ଷା କରିବାପାଇଁ ହଠାତ୍ ନିଜ ହାତରୁ ମୁଦି ବାହାର କରି କୂପ ମଧ୍ୟକୁ ଫିଙ୍ଗିଦେଲେ । କୂପରେ ତ’ ପାଣି ନଥାଏ ।...

Read More

ସୁବର୍ଣ୍ଣ ପଥର

ପାରସ୍ୟର ସମ୍ରାଟ୍ ଏବଂ ମହାରାଜ ଆକବର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଥରେ ପାରସ୍ୟ ସମ୍ରାଟ୍ ଭାରତ ଭ୍ରମଣରେ ଆସିଥାଆନ୍ତି । ସେ ଆକବରଙ୍କୁ ପଚାରିଲେ, “ବନ୍ଧୁ! ତୁମ ପାଖରେ ଏପରି ଏକ ଅଲୌକିକ ପଥର ଅଛି କି, ଯାହାକୁ ତୁମେ ଛୁଇଁଲା ମାତ୍ରକେ ସୁନା ପାଲଟିଯିବ? ସମ୍ରାଟ୍ ଙ୍କ କଥା ଶୁଣିବା ପରେ ଆକବର କିଛି ସମୟ ନୀରବ ହୋଇଗଲେ । ଏହାପରେ ବିରବଲଙ୍କୁ ପାଖକୁ ଡକାଇଲେ ।...

Read More

ଘୋଡାର ପ୍ରକୃତ ମାଲିକ

 ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ...

Read More

ତମାଖୁ ଶରୀର ପାଇଁ କ୍ଷତିକାରକ

ବିରବଲଙ୍କର ଏକ ବଦଭ୍ୟାସ ଥିଲା । ସେ ତମାଖୁ ସେବନ କରିବାପାଇଁ ଭଲ ପାଉଥିଲେ । ଦିନରେ ଥରେ ଦୁଇଥର ସେ ତମାଖୁ ସେବନ କରୁଥିଲେ । ଆକବର କିନ୍ତୁ ବିରବଲଙ୍କର ଏପରି ଅଭ୍ୟାସକୁ ଆଦୌ ପସନ୍ଦ କରୁନଥିଲେ । କେମିତି ବିରବଲ ଏହି ଅଭ୍ୟାସ ଛାଡିବେ ସେ ମନେ ମନେ ଭାବୁଥାଆନ୍ତି । ଦିନେ ଆକବର ଏବଂ ବିରବଲ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । ବାଟରେ ଯାଉ ଯାଉ ତମାଖୁ କରାଯାଇଥିବା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ