ଥରେ ଆକବର ବିରବଲଙ୍କ ସହିତ ହାତୀ ପିଠିରେ ବସି ଜହ୍ନ ରାତିରେ ବୁଲିବାକୁ ବାହାରିଲେ । ସେତେବେଳକୁ ରାସ୍ତା ପ୍ରାୟ ଜନଶୂନ୍ୟ ହୋଇଯାଇଥାଏ । ଜହ୍ନର ଶୀତଳ ଆଲୋକ ମହାରାଜଙ୍କୁ ଖୁବ୍ ଆନନ୍ଦ ଦେଉଥାଏ । ଏହି ସମୟରେ ହଠାତ୍ ଜଣେ ମଦ୍ୟପ ମଦ ନିଶାରେ ଚୁର୍ ହୋଇ ରାସ୍ତା ଉପରେ ପାଟି କରି ଯାଉଥାଏ । ସେ ଯେମିତି ହାତୀ ପିଠିରେ ଦୁଇଜଣଙ୍କୁ ସବାର୍ ହୋଇ ଯାଉଥିବାର ଦେଖିଲା...
Category - ଆକବର ବିରବଲ
ଭାରତ ବର୍ଷର ମୋଗଲମାନଙ୍କ ମଧ୍ୟରେ କେବଳ ଯଶସ୍ୱୀ ସମ୍ରାଟ୍ ଭାବରେ ଆକବରଙ୍କ ଖ୍ୟାତି ଥିଲା । ସମ୍ରାଟ୍ ଆକବରଙ୍କର ପ୍ରକୃତ ନାମ ଥିଲା ଜଲ୍ଲାଲୁଦ୍ଦିନ୍ ମହମ୍ମଦ୍ ଆକବର । ସମଗ୍ର ଭାରତ ବର୍ଷ ମଧ୍ୟରେ ଆକବର ଥିଲେ ଜଣେ ସର୍ବସହିଷ୍ଣୁ ତଥା ଧାର୍ମିକ ସମ୍ରାଟ୍ । ସେ ହିନ୍ଦୁ ଓ ମୁସଲମାନଙ୍କ ଶାସକ ଥିଲେ । ତାଙ୍କର ଶାସନ ମଧ୍ୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ...
ଆଉ ଦିନକର କଥା । ସେଦିନ ସମ୍ରାଟ୍ ଆକବରଙ୍କ ଦରବାର ପାରିଷଦ ଓ ଅନ୍ୟ ସଭ୍ୟମାନଙ୍କ ଦ୍ୱାରା ପୂରି ଉଠୁଥାଏ । ପରସ୍ପରଙ୍କ ଆଳାପ ଆଲୋଚନା ଦ୍ୱାରା କେହି କାହାରି କଥା ଶୁଣି ପାରୁନଥାନ୍ତି । ସମ୍ରାଟଙ୍କର ନିଜର ଅତି ପ୍ରିୟ ବିରବଲଙ୍କ ସହିତ ଅନ୍ୟ ଆଠଜଣ ପଣ୍ଡିତ ମଧ୍ୟ ଦରବାରରେ ନିଜ ନିଜ ଆସନରେ ବସି ଢୋଳେଇବାରେ ବ୍ୟସ୍ତ । ସେପରି ଅବସରରେ ସମ୍ରାଟ୍ ନିଜର ଆସନ ପରିତ୍ୟାଗ...
ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା । ଏହାର...
ବହୁତ ଦିନ ପୁରୁଣା କଥା । ସମ୍ରାଟ୍ ଆକବରଙ୍କ ସାମ୍ରାଜ୍ୟ ମଧ୍ୟରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେହି ଦୁଇଜଣଙ୍କ ମଧ୍ୟରୁ ମୋତିଲାଲ୍ ଥିଲେ ବ୍ୟବସାୟୀ । ସେହିପରି ରାମଦାସ ମଧ୍ୟ ସାମାନ୍ୟ ନଥିଲେ, ତାଙ୍କର ମଧ୍ୟ ଅମାପ ଧନ ଥିଲା । ସେଥିଲାଗି ଏହି ଦୁଇ ମିତ୍ରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା । ...
ସମ୍ରାଟ୍ ଆକବରଙ୍କ ଦରବାରରେ ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିରବଲ ଥିଲେ ଜଣେ ସର୍ବଶ୍ରେଷ୍ଠ ପଣ୍ଡିତ । ସମସ୍ତ କାର୍ଯ୍ୟରେ ବିରବଲଙ୍କର ପ୍ରଶସ୍ତି ସମ୍ରାଟ୍ ଗାଉଥିବା ଓ ସମସ୍ତ କାର୍ଯ୍ୟର ସମାଧାନ କାର୍ଯ୍ୟରେ ବିରବଲଙ୍କର ଆବଶ୍ୟକ ସମ୍ରାଟଙ୍କର ଥାଏ । ବିରବଲ ଓ ସମ୍ରାଟଙ୍କ ମଧ୍ୟରେ ଏ ଯେଉଁ ସମ୍ପର୍କ ଦେଖି ଦରବାରରେ ଥିବା ଅନ୍ୟ ପଣ୍ଡିତମାନେ ସଦାସର୍ବଦା...
ସମ୍ରାଟ୍ ଆକବରଙ୍କ ରାଜ୍ୟ । ସେହି ରାଜ୍ୟରେ ଜଣେ ସାଧାରଣ ବର୍ଗର ଲୋକ ବାସ କରୁଥାଆନ୍ତି । ତାଙ୍କର ପରିବାରଟି ଯେପରି ଛୋଟ, ସଂସାର ଚଳଣୀ ମଧ୍ୟମ ଧରଣର । ସେହିପରି ସେହି ଗ୍ରାମରେ ତା’ର ମଧ୍ୟ ଜଣେ ସାଙ୍ଗ ବାସ କରୁଥିଲେ । ସାଙ୍ଗଙ୍କର ପରିବାରଠାରୁ ତାଙ୍କର ପରିବାର ଅଧିକ ସାଙ୍ଗ ଦୁଇଜଣଙ୍କର ଖୁବ୍ ନିବିଡତା ଥାଏ । ଦିନକର କଥା, ପ୍ରଥମ ସାଙ୍ଗ ଜଣକ ସେହି ରାତ୍ରିରେ...
ଦିନକର କଥା । ବାଦ୍ଶାହା ଉଆସ ମଧ୍ୟରେ ବୁଲୁଥାନ୍ତି । ହଠାତ୍ ତାଙ୍କର ନଜର ପଡିଗଲା ଯେ ଚୂନ କୁଣ୍ଡରେ କିଛି ବଳକା ଚୂନ ରହିଯାଇଅଛି । ସମ୍ରାଟ୍ ସେହି ଚୂନକୁ ବାହାର କରି ଫିଙ୍ଗି ଦେବାକୁ କହି ଚାଲିଗଲେ । ସେଦିନ ଚାକର ଜଣକ ସମ୍ରାଟଙ୍କ କଥା ଶୁଣିଲେ ସତ ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥାଇ ସମ୍ରାଟଙ୍କ ଦେଇଥିବା ଆଦେଶକୁ ଭୁଲିଗଲେ । ତା’ପରଦିନ...
ଦିନକର କଥା । ସମ୍ରାଟ୍ ଆକବରଙ୍କର ସଭା ସେଦିନ ଖୁବ୍ ଧୁମ୍ ଧାମ୍ ରେ ଚାଲିଥାଏ । କିନ୍ତୁ ସେଦିନ ଦରବାରରେ ବିରବଲ ଉପସ୍ଥିତ ହୋଇନଥିଲେ । ସେ ଯାହା ହେଉ, ବିରବଲଙ୍କ ବିହୀନରେ ସମ୍ରାଟ୍ ସଭାକାର୍ଯ୍ୟ ଆରମ୍ଭ କରିବାକୁ ଚାହିଁଲେ । ଆଉ ସେଦିନ ଟିକେ ମଜା କରିବାକୁ ସମ୍ରାଟଙ୍କ ଇଚ୍ଛା ହେଲା । ସେଥିଲାଗି ସେ ଆଗରୁ ମନସ୍ଥ କରିଥିବା ପାଂଚ ଗୋଟି...
ଦିନକର କଥା । ସମ୍ରାଟ୍ ଆକବରଙ୍କ ସଭା ଖୁବ୍ ଜୋରସୋର୍ରେ ଚାଲିଥାଏ । ସେହି ସମୟରେ ଦରବାରରେ ହଠାତ୍ ଜଣେ ପ୍ରବେଶ ହୋଇ ସମ୍ରାଟଙ୍କ ନିକଟରେ ଆପତ୍ତି କଲା ଯେ, ସାତବର୍ଷ ଧରି ମୁଁ ଗୋଟିଏ ଆମ୍ବଗଛ ଆଜ୍ଞା ରୋପଣ କରିଥିଲି । ଏଥର ସେହି ଆମ୍ବ ବୃକ୍ଷରେ ଖୁବ୍ କରି ଆମ୍ବ ହୋଇଛି । ସେହି ବୃକ୍ଷର ଫଳ ସବୁକୁ ଦେଖି ମୋର ପାଖ ପଡୋଶୀ ହଟ ନାମକ ବ୍ୟକ୍ତି କହୁଛି, ସେହି ଆମ୍ବ...
ସମ୍ରାଟ୍ ଆକବରଙ୍କର ରାଜ୍ୟ ଶାସନକାଳର କଥା । ତାଙ୍କ ରାଜତ୍ୱ କାଳରେ ଗୋଟିଏ ଗ୍ରାମରେ ଜଣେ ଲୋଭୀ ବାସ କରୁଥିଲା । ଲୋଭୀ ବହୁତ ଧନ ରୋଜଗାର କରେ । ତାହାକୁ କେବେହେଲେ ଖର୍ଚ୍ଚକରେ ନାହିଁ । ଅଜା ଅମଳର ଗୋଟିଏ ସିନ୍ଧୁକ ଥିଲା । ସେଥିରେ ସେ ସବୁଧନତକ ସାଇତି ରଖେ । ଲୋଭରେ ସେ ସାଇତି ରଖେ ଧନ, ପେଟକୁ ଖାଇବ ନାହିଁ ଅତିଥି କିମ୍ବା ଭିକାରୀ ଗୋଟିଏ...
ଦିନକର କଥା । ସମ୍ରାଟଙ୍କର ସେଦିନ ଖୁବ୍ ଇଚ୍ଛା ହେଲା ଯେ, ଅରଣ୍ୟକୁ ଶିକାର କରିବାକୁ ଯିବେ । ସାଙ୍ଗରେ ବିରବଲଙ୍କୁ ମଧ୍ୟ ନେଇଗଲେ । କାରଣ ବିରବଲଙ୍କୁ ସଙ୍ଗରେ ନ ନେଲେ ସମ୍ରାଟଙ୍କର କୌଣସି କାର୍ଯ୍ୟ ସହଜ ଆଉ ଆନନ୍ଦରେ ହୋଇନଥାଏ । ସେଦିନ ଅରଣ୍ୟରେ ପହଁଚିବା ପରେ କୌଣସି କାରଣରୁ ସମ୍ରାଟ୍ ନିଜର ଅସାବଧାନତା ଯୋଗୁଁ ନିଜର ଖଣ୍ଡା ଧାରରେ ନିଜ ହାତର କାଣି ଆଙ୍ଗୁଠି...
ସେଦିନ ଉଆସରେ ଥାଆନ୍ତି ସମ୍ରାଟ୍ । କୌଣସି ଏକ ମଜା କଥାରେ ବେଗମ୍ ସାହେବ୍ଙ୍କ ସହିତ ମାତି ଯାଇଥିଲେ । ସେତିକି ବେଳେ ଦାସୀ ଆସି ସମ୍ରାଟଙ୍କୁ ପ୍ରଣାମ ନିବେଦନ କରି କହିଲା, ଜାହାଁପନା ଶଳା ସାହେବ ପ୍ରବେଶ ନିମନ୍ତେ ଜାହାଁପନାଙ୍କର ଆଦେଶ ଚାହୁଁଛନ୍ତି । ସମ୍ରାଟ୍ ସେ କଥା ଦାସୀଠାରୁ ଶୁଣି ହସି ଉଠି କହି ପକାଇଲେ ଯେ, ଆରେ ଶଳା ସାହେବଙ୍କର ଆସିବା ନିମନ୍ତେ...
ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି...
ସମ୍ରାଟ୍ ଆକବରଙ୍କର ରାଜତ୍ୱ ସମୟର କଥା । ଆଗ୍ରା ନାମକ ଏକ ସହର ଥିଲା । ସେହି ସହରକୁ ଲାଗି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ବ୍ୟବସାୟୀ ବାସ କରୁଥିଲେ । ବିବାହର କେତେଦିନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । କିନ୍ତୁ ବ୍ୟବସାୟୀଙ୍କ ସ୍ତ୍ରୀ, କେତେ ସୁନ୍ଦରୀ, ସେ ସୁନ୍ଦରୀଙ୍କୁ ଉପମା ଦେବାକୁ ଥିଲା । ସେ ଚନ୍ଦ୍ରମୁଖୀ, ସେ...