ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଆକବର ବିରବଲ

ନଖ ଚିକିତ୍ସା

 ସମ୍ରାଟ୍ ଆକବରଙ୍କ ପରି ଆଉ ଏକ ଦେଶରେ ଆଉ ଜଣେ ସମ୍ରାଟ୍ ଥିଲେ । ସେ ବୁଦ୍ଧିରେ ଯେପରି ବିଚକ୍ଷଣ ଯୁଦ୍ଧରେ ସେହିପରି ମଧ୍ୟ ବିଚକ୍ଷଣ । ସେଥିଲାଗି ସଦାସର୍ବଦା ସମ୍ରାଟ୍ ଯୁଦ୍ଧ କରି ଅନ୍ୟ ରାଜ୍ୟକୁ ହରାଇ ସେ ରାଜ୍ୟକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥାଆନ୍ତି ।          ଏକଦା ସେହି ସମ୍ରାଟ୍ ଗୋଟିଏ ରାଜ୍ୟ ସାଥିରେ ଯୁଦ୍ଧ କରିବାକୁ ଇଚ୍ଛା କରି ସେହି ରାଜ୍ୟ...

Read More

ଚାଲାଖ୍ ବେପାରୀ

ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ ।          ସେତିକିବେଳେ...

Read More

ପାଖରେ ଶୁଏ କାନରେ କହେ

 ରାଜସଭାରେ କାର୍ଯ୍ୟ ଖୁବ୍ ଗହଳି ମଧ୍ୟରେ ହେଉଥାଏ । ସାମାନ୍ୟ କଥା ହେଉ ହେଉ ସମ୍ରାଟଙ୍କ ସହିତ ବିରବଲଙ୍କର ଯୁକ୍ତି ଏପରି ହେଲା ଯେ ଶେଷରେ ବାଦ୍ଶାହା ରାଗିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ରାଜସଭାରୁ ବାହାରି ଯିବାକୁ ଆଦେଶ ଦେଲେ । ଆଉ ମଧ୍ୟ ରାଜ ସଭାକୁ ଆଉ ଆସିବ ନାହିଁ ବୋଲି ଆଦେଶ ଦେଲେ ।          ବିରବଲଙ୍କୁ ସମ୍ରାଟଙ୍କର ଏତାଦୃଶ ବ୍ୟବହାର ଖୁବ୍ ବାଧିଲା ।...

Read More

ସଂସାରରେ ଶ୍ରେଷ୍ଠ ଚିଜ କ’ଣ?

ଦିନକର କଥା । ସମ୍ରାଟ୍ ଆକବରଙ୍କ ରାଜସଭା ଚାଲିଥାଏ । କିନ୍ତୁ ସବୁଦିନ ପରି ସେଦିନ ରାଜସଭାରେ ବିରବଲ ଉପସ୍ଥିତ ନ ଥିଲେ । କୌଣସିଠାରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପଡିବାରୁ ସେ ଚାଲିଯାଇଥିଲେ ।          ବିରବଲ ଯେଉଁ ଦିନ ସଭାରେ ଅନୁପସ୍ଥିତ ରୁହନ୍ତି, ସେଦିନ ଉପସ୍ଥିତ ଅନ୍ୟ ପଣ୍ଡିତମାନଙ୍କ ବାରପାଳକ ପଡିଯାଏ । ସମସ୍ତେ ହିଁ ଲଗେଇ ଜୁଟେଇ ସମ୍ରାଟଙ୍କ ଆଗରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ