ମଧୁପୁରର ରାଜା ବିକଟ ସେନଙ୍କର ଅତ୍ୟନ୍ତ ହିଂସାମୂଳକ ସ୍ୱଭାବ ଥିଲା । ଯୁଦ୍ଧ କରିବା, ଧରା ପଡିଥିବା ଚୋର ବା ଦୋଷୀମାନଙ୍କୁ ହାଣିବା କାଟିବା, ଓ ପୂଜା ନାମରେ ଅନେକ ନିରୀହ ପଶୁଜନ୍ତୁଙ୍କୁ ବଳୀ ଦେବା ତାଙ୍କର ଏକ ଅଭ୍ୟାସ ଥିଲା । ମନ୍ତ୍ରୀ ଧର୍ମକୀର୍ତ୍ତିଙ୍କର ହିତବଚନ ସେ ଗୋଟାଏ କାନରେ ଶୁଣନ୍ତି ଓ ଅନ୍ୟପଟରେ ତାକୁ ବାହାର କରିଦିଅନ୍ତି । “ଯଥା...
Category - ଜହ୍ନ ମାମୁଁ
(ରାଜଗୁରୁ ଗୌରୀନାଥ ରାଜାଙ୍କୁ ଓ ରାଜକୁମାରୀଙ୍କୁ ଅଭିଶପ୍ତ ‘ଶତାଦ୍ଦୀକା’ ପୁଷ୍ପ ବିଷୟରେ କିଛି କହିଲେ । ସେନାପତି ଗମ୍ଭୀରବର୍ମା ରାଜାଙ୍କୁ କହିଲେ ଯେ ଦକ୍ଷିଣ ପ୍ରାନ୍ତରେ ଥିବା ସମୁଦ୍ର କୂଳବର୍ତ୍ତୀ ଗ୍ରାମଗୁଡିକ ଧରାଶାୟୀ ହୋଇଛି । ପ୍ରଜାମାନେ ଭୟଭୀତ ହୋଇ ପ୍ରାଣବଞ୍ଚାଇବାକୁ ଇତଃସ୍ତତ ଦୌଡୁଛନ୍ତି । ତା’ପରେ ପଢନ୍ତୁ) କେହି ବୁଝିପାରିଲେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ରାଜା ବିକ୍ରମାର୍କ କିନ୍ତୁ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ...
ଚନ୍ଦ୍ରନାଥ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ସର୍ବଦା ସାଧୁସନ୍ଥଙ୍କୁ ଡାକି ନେଇ ତାଙ୍କର ସେବା କରୁଥିଲେ । ଦିନେ ସେ ଜଣେ ସାଧୁଙ୍କୁ ଡାକି ତାଙ୍କର ଖୁବ୍ ସେବାଯତ୍ନ କଲେ । ତାଙ୍କର ସେବାରେ ମୁଗ୍ଧ ହୋଇ ସାଧୁ କହିଲେ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି; ଯଦି ତମେ କିଛି ଚାହଁ, କୁହ ମୁଁ ତୁମ ଇଚ୍ଛା ପୁରଣ କରିବାରେ ସାହାଯ୍ୟ କରିବି ।”...
ଖଲିଫା ହାରାନୁଲ୍ ରସିଦଙ୍କ ଦରବାରରେ ବୃହଲୁଲ୍ ନାମକ ଜଣେ ବିଦୁଷକ ଥିଲେ । ସେ ମଧ୍ୟ ଜଣେ ବଡ ଜ୍ଞାନୀ ଥିଲେ । ଦିନେ ଖଲିଫା ତାଙ୍କୁ ପଚାରିଲେ, “ବୃହଲୁଲ୍, ତମେ କହିପାରିବ କି ଆମ ବାଗଦାଦ୍ରେ କେତେଜଣ ମୂର୍ଖ ଅଛନ୍ତି?” ସେ ଉତ୍ତର ଦେଲେ “ଆଜ୍ଞା ଜାହାଁପନା, ମୁଁ ଜାଣେ ।” ଖଲିଫା କହିଲେ “ତେବେ ତୁମେ ସେମାନଙ୍କ ନାମ ଲେଖି ଗୋଟିଏ ତାଲିକା...
ରାମଙ୍କର ସୀତାଙ୍କ ପ୍ରତି ଏପରି କଟୁବଚନ ଶୁଣି, ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ଭୟରେ ସେମାନେ କମ୍ପିଉଠିଲେ । ସୀତା ତ ତାଙ୍କ ଜୀବନରେ ଏପରି କଟୁବଚନ କେବେବି ଶୁଣି ନଥିଲେ । ଏହି ଭୟଙ୍କର ଅପମାନ ତାଙ୍କର କୋମଳ ହୃଦୟକୁ ବଡ ବାଧିଲା । ସେ ନୀରବ ରହିଲେ ଓ ତାଙ୍କ ଆଖିରୁ କେବଳ ଅଶ୍ରୁ ଝରିଗଲା । ତା’ପରେ ସେ ଧୈର୍ଯ୍ୟ ଧରି କହିଲେ, “ବୀର, କାହିଁକି ଏପରି କଥା କହୁଛ...
ଅନୁରାଧା ପିଲାଟି ଦିନରୁ ମା’ଛେଉଣ୍ଡ । ବାପା ପୁଣିଥରେ ବିବାହ କରିବାରୁ ଅନୁରାଧାକୁ ତା’ ଜେଜେମା ନେଇ ପାଖରେ ରଖି ପାଳିଲେ । ସେ ତାକୁ ଖୁବ୍ ଭଲ ପାଉଥା’ନ୍ତି । କିନ୍ତୁ ସାବତମା’ ଦୁର୍ଗା କର୍କଶ ସ୍ୱଭାବର ଥିଲା, ସେ ଖାଲି ସମସ୍ତିଙ୍କ ସହ ଝଗଡା କରୁଥାଏ । ଦିନେ ସ୍ୱାମୀ ଖାଇ ବସିଥିବା ବେଳେ, ଦୁର୍ଗା କହିଲା, “ତୁମ ଝିଅ ତ ତା’ ଜେଜେମା ପାଖରେ...
ଗୋଟିଏ ଗ୍ରାମରେ ବଳଭଦ୍ର ନାମକ ଦରିଦ୍ର ଲୋକଟିଏ ତା’ର ପରିବାର ସହିତ ଥାଏ । ସେ କାଠୁରିଆ ଥିଲା । ନିତି ନିତି ଜଙ୍ଗଲରେ କାଠ କାଟି ସେ ଯାହା ପଇସା ପାଏ ସେଥିରେ ପରିବାର ଚଳାଏ । ଦିନେ ହେଲେ ସମସ୍ତେ ପେଟ ଭରି ଖାଇବାକୁ ପାଆନ୍ତି ନାହିଁ । ଦିନେ ସେ କାଠ କାଟିବାକୁ ବାହାରିଛି । କଳାମେଘ କାହୁଁ ଘୋଟି ଆସିଲା, ଅଳ୍ପସମୟ ଭିତରେ । ବର୍ଷା ପଡିବାକୁ...
ସଙ୍ଗୀତପୁରୀରେ କେହି ଜଣେ ହେଲେବି ସଙ୍ଗୀତବିଦ୍ୱାନ ନଥିଲେ । କିନ୍ତୁ ବାଦ୍ୟଯନ୍ତ୍ରର ବଡ ଦୋକାନଟିଏ ଥାଏ । ସମସ୍ତ ପ୍ରକାର ବାଦ୍ୟ ସେଠାରେ ମିଳୁଥାଏ । ରାମଚନ୍ଦ୍ର ହେଲେ ସେ ଦୋକାନର ମାଲିକ । ସେ ବୁଢା ହୋଇଯିବାରୁ ତାଙ୍କ ପୁଅ ମୁରଲୀ ଦୋକାନର ଦେଖାଶୁଣା କରୁଥାଏ । ଗ୍ରାମଟିର ଅନତିଦୂରରେ ଏକ ଜଙ୍ଗଲ ଓ ପାହାଡ ଥାଏ । ସେହି ଜଙ୍ଗଲରେ ନାନା...
(ନାଗପୁରୀର ରାଜା ଉତୁଙ୍ଗଙ୍କ ସହିତ କେତେକ ସୈନ୍ୟ ଓ ସେମାନଙ୍କ ଦଳପତି ନାଗସିଂହଙ୍କୁ ପଠାଇବାକୁ ପ୍ରସ୍ତାବ କଲେ; କାରଣ ସେମାନେ ରାକ୍ଷସଜନ୍ତୁ ସହିତ ଯୁଦ୍ଧ କରିବେ । ସେନାପତି, ଉତୁଙ୍ଗଙ୍କ ସହିତ ନାଗସିଂହଙ୍କର ପରିଚୟ କରାଇଲେ, କାବୁଇ ଆସି ଖବର ଦେଲେ କି ‘ଶତାଦ୍ଦିକା’ ପୁଷ୍ପ ସବୁ କିଏ ତାଙ୍କ ଘରୁ ଚୋରାଇ ନେଇଛି । ଏଣିକି ଆଗକୁ ପଢନ୍ତୁ) ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ମଧ୍ୟରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ, ବିଚଳିତ ନହୋଇ ପୁନର୍ବାର...
ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ । ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ...
ରାମପୁର ଗ୍ରାମର କାଳୀପଦ ନୂଆ ବାହା ହୋଇଥାଏ । ସେ ତା’ ସ୍ତ୍ରୀ ମାଳତୀକୁ ଗାଡିରେ ବସାଇ ଘରକୁ ଆଣୁଥାଏ । ବାଟରେ ପୋଖରୀଟିଏ ଦେଖି ଗାଡିଟିକୁ ସେ ଅଟକାଇଲା ଓ ସେଠାରେ ବିଶ୍ରାମ କରିବାକୁ ସେ ଓହ୍ଲାଇଲା; ଦୂରରେ ଖପରଲି ଘରଟିଏ, ଚାରିପାଖରେ ପରିବା ବଗିଚା । ବାମନ ଦମ୍ପତ୍ତି ସେହି ବଗିଚାରୁ ପରିବା ତୋଳି ଟୋକେଇରେ ଭରୁଛନ୍ତି । ସେମାନଙ୍କୁ ଦୂରରୁ ଦେଖି କାଳୀପଦ...
ଥରେ ଜଣେ ସାଧୁ ତୀର୍ଥାଟନ କରି ରାମପୁରରେ ଆସି ପହଁଚିଲେ । ସେଠାରେ ବରଗଛ ତଳେ ପୋଖରୀ କୂଳରେ ସେ ତାଙ୍କ ଆସନ ପାତିଲେ । ଗ୍ରାମବାସୀମାନଙ୍କୁ ନିତି ସେ ବେଦ ବେଦାନ୍ତ ବୁଝାଉ ଥା’ନ୍ତି । ଗ୍ରାମବାସୀମାନେ ମଧ୍ୟ ପାଳିକରି ତାଙ୍କୁ ଖୁଆଉଥା’ନ୍ତି । ଦିନେ ସେ ସାଧୁ ଜଣକ ରାମଦାସଙ୍କ ଘରେ ଭୋଜନରେ ବସିଥା’ନ୍ତି । ସେତେବେଳେ “ପୁରୁ” ନାମକ ଜଣେ ବ୍ୟକ୍ତି...
ରାମରାଜ୍ୟରେ ନ୍ୟାୟ ସମସ୍ତିଙ୍କ ପାଇଁ ସମାନ ଥିଲା । କାହାକୁ ଅଧିକ ବା କାହାକୁ କମ୍ ନ୍ୟାୟ ଦିଆ ହେଉ ନଥିଲା । ଯେକୌଣସି ସାଧାରଣ ପ୍ରଜା କୌଣସି ଅଭିଯୋଗ ନେଇ ରାଜାଙ୍କୁ ଭେଟି ପାରୁଥିଲା ଓ ଉପଯୁକ୍ତ ନ୍ୟାୟ ପାଉଥିଲା । ଥରେ ରାତିରେ କୁକୁରଟିଏ ରାଜପ୍ରାସାଦକୁ ଚାହିଁ ଭୁକିଲା, ମନେ ହେଲା ତା’ର ଶେଷ ସମୟ ଅବସ୍ଥିତ । ଶ୍ରୀରାମ ନିଦ୍ରାରୁ ଜାଗ୍ରତ ହୋଇ କୁକୁରଟିକୁ...