ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ସେନାପତି ନିର୍ବାଚନ

ରାଜା ସିଂହକେତୁ ମହାତଳ ଦେଶରେ ଶାସନ କରୁଥା’ନ୍ତି । ବୀରବର୍ମା ହେଉଛନ୍ତି ତା’ଙ୍କ ସେନାପତି । ସେ ସମୟରେ ସାହସ, ପରାକ୍ରମ ଓ ଯୁଦ୍ଧବିଦ୍ୟାରେ ତାଙ୍କର ସମକକ୍ଷ ଆଉ କେହିବି ନଥିଲେ । କିନ୍ତୁ କାଳକ୍ରମେ ବୃଦ୍ଧାବସ୍ଥା ପ୍ରାପ୍ତ ହେବାରୁ ସେ ତାଙ୍କ କର୍ମରୁ ଅବସର ଗ୍ରହଣ କରିବାକୁ ଚାହୁଁଥିଲେ । ଦିନେ ରାଜା ଓ ମନ୍ତ୍ରୀ ବସି କଥାବାର୍ତ୍ତା ହେଉଥା’ନ୍ତି; ଏହି ସୁଯୋଗ...

Read More

ଭଗବାନ ସାକ୍ଷୀ

କୁନ୍ଦନପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ବଡ ଡାକୁ ଥାଏ । ତା’ର ବାପା, ଜେଜେବାପା ମଧ୍ୟ ସେହି ବିଦ୍ୟାରେ ଖୁବ୍ ଦୁର୍ନାମ ଅର୍ଜ୍ଜନ କରିଥିଲେ । ମନେହୁଏ ଡାକୁବିଦ୍ୟା ତାଙ୍କର ବଂଶଗତ ହୋଇଗଲାଣି । ଗୋବିନ୍ଦର ଭଉଣୀର ପୁଅଟିଏ ଥାଏ, ତା’ ନାମ ଭଗବାନ । ସିଏ ତ ଜନ୍ମରୁ ସେ ବିଦ୍ୟାରେ ସିଦ୍ଧ । ଯେତେବେଳେ ସେ ଟିକିଏ ବଡ ହୋଇଗଲା ତା’ ମା’ ଭଗବାନକୁ ତା’ ମାମୁଁ ପାଖକୁ...

Read More

ଅଦ୍ଭୁତ ହିସାବ

ଦୁନିଆରେ କେତେ କିସମର ହିସାବୀ ଲୋକ ଥାନ୍ତି । ସେଥିଭିତରୁ ଜଣେ ହେଲେ ରଙ୍ଗପୁର ବଜାରର ଥିଲାବାଲା ବେପାରୀ ସୁନ୍ଦର ସେଠ ।                 ଆଜିକାଲି ଯେମିତି ବ୍ୟାଙ୍କରେ ଟଙ୍କା ରଖା ହୁଏ ସେତେବେଳେ ବି ଠିକ୍ ସେମିତି ରାଜାଙ୍କ ଖଜଣାଖାନାରେ ଲୋକେ ଟଙ୍କା ରଖି ପାରୁଥିଲେ । ତେବେ ବ୍ୟାଙ୍କରେ ସୁଧ ମିଳେ, ମାତ୍ର ଖଜଣାଖାନାରେ ଖାଲି ଅର୍ଥ ସୁରକ୍ଷିତ ରହୁଥିଲା ।...

Read More

ଗୋପନୀୟ କାରଣ

ସଜଳପୁର ଗାଁରେ ସମସ୍ତେ କହୁଥାନ୍ତି, “ନାରାୟଣ ଯେତିକି ସତ୍, ସେତିକି ସେ ସାହସୀ ମଧ୍ୟ । ସେ କେବେବି କାହାକୁ ଖୋସାମଦ କରେ ନାହିଁ । କାହାରି ପାଖକୁ ସେ କେବେବି ସାହାଯ୍ୟ ପାଇଁ ଯାଏ ନାହିଁ, କିନ୍ତୁ ସର୍ବଦା ଅନ୍ୟକୁ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥାଏ ।”                 ଏଭଳି ମନ୍ତବ୍ୟ ଶୁଣିଲେ ଖାଲି ଜଣେ ଲୋକର ଗାତ୍ର ଦାହ ହେଉଥାଏ । ସେ ହେଲେ ଗାଁର...

Read More

ମିଜାଜ୍

ଚନ୍ଦ୍ରପୁର ଓ ତା’ ପାର୍ଶ୍ଵବର୍ତ୍ତୀ ରାଜ୍ୟ ଚକ୍ରଗିରି ଭିତରେ ବିବାଦ ଲାଗି ରହିଥାଏ । ଚନ୍ଦ୍ରପୁରର ରାଜା ଏ ବିବାଦର ସବୁଦିନିଆ ସମାଧାନ କରିବା ନିମନ୍ତେ ବହୁତ ଚେଷ୍ଟା କଲେ । କିନ୍ତୁ ଚକ୍ରଗିରିର ରାଜା ତାଙ୍କ ନିବେଦନ ପ୍ରତି ଆଦୌ କାନ ଦେଲେ ନାହିଁ । ଶେଷକୁ ଦିନେ ହଠାତ୍ ଚକ୍ରଗିରିର ସୈନ୍ୟବାହିନୀ ପୂର୍ବରୁ ଯୁଦ୍ଧ ଘୋଷଣା ନକରି ଚନ୍ଦ୍ରପୁର ଭିତରକୁ ମାଡି ଆସିଲେ...

Read More

ସାବାସ୍ ମହାରାଜ!

ରାଜା ଶିକାର କରିବାକୁ ଗଲେ । ସେତେବେଳେ ତାଙ୍କ ସାଥିରେ ଜଣେ ଅମାତ୍ୟ ବି ଥିଲେ । ରାଜା ସେହି ବଣ ଭିତରେ ଚାରି ପାଂଚଘଂଟା ବିତାଇ ମଧ୍ୟ ଗୋଟାଏ ବି ଶିକାର ପାଇଲେ ନାହିଁ । ସୁତରାଂ ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥାଏ ।                 ହଠାତ୍ ହରିଣ ଛୁଆଟାଏ ଦେଖାଗଲା । ରାଜା ତରବରିଆ ଭାବେ ତୀର ଯୋଖିଲେ ଓ ମାରିଲେ । କିନ୍ତୁ ସେହି ତୀରଟି ହରିଣଛୁଆଠୁଁ...

Read More

କନକ ଉପତ୍ୟକାର କାହାଣୀ

ଜୀବନରେ ହସ କ’ଣ ଜାଣିନଥିବା ଜ୍ଞାନ ବିଜ୍ଞାନ ରାଜ୍ୟର ଲୋକଙ୍କୁ ହସର ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ପରବର୍ତ୍ତୀ ମୁଲକରେ ଯାଇ ପହଁଚିଲା । ସେଠି ଏକଦା ଜଣେ ସନ୍ନ୍ୟାସୀଙ୍କ ବିଭୂତି ଯୋଗୁଁ ଲୋକେ ପ୍ରତ୍ୟହ ମନଇଚ୍ଛା ଆକାରର ତରଭୁଜଟିଏ ଉପୁଜାଇ ଖାଇପିଇ ସୁଖରେ ରହୁଥିଲେ, କିନ୍ତୁ ସନ୍ନ୍ୟାସୀ ସେମାନଙ୍କୁ ଦେଇଥିବା ସେ ସୁଯୋଗର ଉଦ୍ଧେଶ୍ୟ ପାଶୋରି ଦେଇଥିଲେ ।...

Read More

ପୁତ୍ରର କର୍ତ୍ତବ୍ୟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି...

Read More

ଆଶାବାନ ଚୋର

ଧର୍ମଗିରିର ରାଜାଙ୍କ ଗନ୍ତାଘର ଭିତରୁ କିଛି ମୂଲ୍ୟବାନ ରତ୍ନ ଚୋରି ହୋଇଗଲା । ରାଜା ଅତି ବୁଦ୍ଧିମାନ ଭାବରେ ଖ୍ୟାତି ତାଙ୍କର ଜଣେ ଅମାତ୍ୟ ଯୁକ୍ତିବର୍ମାଙ୍କୁ ସେ ଚୋରିର ରହସ୍ୟ ଉଦ୍ଘାଟନ କରିବାର ଦାଇତ୍ତ୍ଵ ଦେଲେ । ପ୍ରକାଶ୍ୟ ଦରବାରରେ ରାଜା ଯୁକ୍ତିବର୍ମାଙ୍କୁ କହିଲେ, “ଯୁକ୍ତିବର୍ମା! ତମକୁ ସାତଦିନ ସମୟ ଦେଲି । ତମେ ଯଦି ଏ ରହସ୍ୟର ସମାଧାନ କରି ନ ପାରିବ...

Read More

ପିଶାଚର ଦୁରାଶା

ଗଙ୍ଗାପୁର ଗାଁ ବାହାରେ ଗୋଟିଏ ମନ୍ଦିର ଥାଏ । ଗାଁ ଭିତରୁ ମନ୍ଦିରକୁ ଯିବାକୁ ହେଲେ ଗୋଟିଏ ଅପନ୍ତରା ଅଂଚଳ ପାରି ହୋଇ ଯିବାକୁ ହେଉଥାଏ । ଲୋକେ ସବୁଦିନ ସକାଳେ ଓ ସନ୍ଧ୍ୟାବେଳେ ମନ୍ଦିରକୁ ଯାଇ ପୂଜା ପ୍ରାର୍ଥନା କରୁଥାନ୍ତି ।                 ସେ ଅପନ୍ତରା ଭିତରେ, ଗୋଟାଏ ଗଛରେ ଏକ ପିଶାଚ ରହିଥାଏ । ସେ ଭାବୁଥାଏ, “ଲୋକେ ଏମିତି ଭାବରେ ସେ ଦେଉଳକୁ ଦୌଡୁଛନ୍ତି...

Read More

କୃଷ୍ଣାବତାର

ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପରେ ଗୋକୁଳର ଲୋକେ ଯେତିକି ପୁଲକିତ ହେଉଥାନ୍ତି, ତେଣେ ମଥୁରାର ରାଜା କଂସ ସେତିକି ବିସ୍ମିତ ଓ ଭୟଭୀତ ହେଉଥାଏ । କିଏ ଏହି ବାଳକ? ସେ ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ କିପରି କରି ପାରୁଛି? ଦିନେ କ’ଣ ସେ ବାଳକଟି ସତରେ ବଳରେ, ବୁଦ୍ଧିରେ ତାକୁ ବଳିଯିବ? ସେ ଯେ ଜଗତରେ ନିଜକୁ ସବୁଠାରୁ ବଳି ପରାକ୍ରମୀ ବୋଲି ଜାହିର୍ କରୁଥିଲା, ତା’ର...

Read More

କଚ୍ଛପର ଖୋଳ

ଚୀନ୍ର ଏକ ନଗରୀରେ ବେନ୍ ସି ନାମକ ବ୍ୟକ୍ତିଟିଏ ବାସ କରୁଥାଏ । ସେ ଖୁବ୍ ବୁଦ୍ଧିମାନ ଥିଲା ଓ ନାନା କଳା ବିଦ୍ୟାରେ ପାରଙ୍ଗମ ବି ଥିଲା । ସେ ସତରଞ୍ଜ ଖେଳ, ତନ୍ତୁବାଦ୍ୟ, ଚିତ୍ରକଳା, ନୃତ୍ୟ, ସଙ୍ଗୀତ ପ୍ରଭୃତି ବିଦ୍ୟା ଶିଖିଥାଏ । ତା’ର ଜାତକ ଦେଖି ଜଣେ ଜ୍ୟୋତିଷ ଭବିଷ୍ୟତବାଣୀ କରିଥାନ୍ତି ଯେ ଦିନେ ସେ ଅତି ବଡ ଧନୀଲୋକ ହେବ । ତେଣୁ ବେନ୍ ସି ତା’ର ପୈତୃକ...

Read More

ରାଜକୁମାରୀ ସୌଦାମିନୀ

ଏଇପର୍ଯ୍ୟନ୍ତ ଗଳ୍ପଟି କହି ସୌଦାମିନୀ ତା’ର ପିତାଙ୍କୁ କହିଲା, “ବାବା ଏ କ୍ଷେତ୍ରରେ କନକପ୍ରଭା କାହାକୁ ବିବାହ କରିବେ? କୌଣ୍ଡିନ୍ୟ ଦେଶର ଯୁବରାଜଙ୍କୁ ନା ରାଜଶେଖରଙ୍କୁ ନା ଗନ୍ଧର୍ବଙ୍କୁ? ଏହାହିଁ ଏହି ଗଳ୍ପର ସମସ୍ୟା । ମୋତେ ବିବାହ କରିବାକୁ ଆସୁଥିବା ଯୁବକମାନଙ୍କୁ ଆପଣ ଏହି ପ୍ରଶ୍ନହିଁ ପଚାରିବେ, ଯିଏ ଏ ଗଳ୍ପ ଶୁଣିବା ପରେ ନ୍ୟାୟସଙ୍ଗତ ଭାବରେ ସମାଧାନ...

Read More

ପତ୍ନୀର ଯୋଗ୍ୟ ପତି

ଗୋଟିଏ ଗ୍ରାମରେ ଦାମୋଦର ଓ ରମାବାଈ ନାମକ ଏକ ଦମ୍ପତ୍ତି ଥା’ନ୍ତି । ଦାମୋଦର କୃଷିକାର୍ଯ୍ୟ କରେ । କିନ୍ତୁ କୁକୁଡା ପାଳନ କରିବାରେ ରମାବାଈର ବଡ ସଉକ୍ ଥାଏ । ସେଥିରୁ ତା’ର କିଛି ପଇସା ମଧ୍ୟ ଲାଭ ହୁଏ । ଗ୍ରାମର ଅନ୍ୟାନ୍ୟ ଭଦ୍ରଲୋକ ମଧ୍ୟ ରମାବାଈ ପାଖରେ କୁକୁଡା କିଣି ଛାଡନ୍ତି । ବର୍ଷକ ପରେ ବେଶି ସଂଖ୍ୟା ହୋଇଗଲେ ଦି’ଟା କୁକୁଡା ଛାଡି ଆଉ ସବୁ ନେଇଯା’ନ୍ତି ।...

Read More

ଚତୁର ମହାପାତ୍ରେ

ଦୀନବନ୍ଧୁ ମହାପାତ୍ରଙ୍କୁ ଲୋକେ ଚତୁର ମହାପାତ୍ରେ ବୋଲି କହିବାର ଅନେକ କାରଣ ଥିଲା । ସେଦିନ ମହାପାତ୍ରେ ଚୌକିରେ ଆରାମ୍ କରି ବସିଥିଲେ । ସ୍ତ୍ରୀ ଲକ୍ଷ୍ମୀ ଆସି କହିଲେ, “ଶୁଣ, ଆଗାମୀ ମାସ ଆମ ଗାଁରୁ ଦଳେ ଲୋକ ବାରାଣସୀ ଯାଉଛନ୍ତି । ଆଉ କେଇଦିନ ପରେ ଆମେ ବୁଢାବୁଢୀ ହୋଇଯିବା । ବାଟ ଚାଲିବା ଆମ ପକ୍ଷରେ ଆଉ ସମ୍ଭବ ହେବ ନାହିଁ । ଚାଲ, ତୀର୍ଥ ଭ୍ରମଣ କରି ଆସିବା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ