ମହିଷ୍ମତୀ ନଗରୀର ରାଜା ଯଶୋବର୍ଦ୍ଧନ ନିଜର ଦୁଇ ପୁଅଙ୍କ ଭିତରୁ ସାନ ପୁଅ ଗୁଣବର୍ଦ୍ଧନକୁ ରାଜ୍ୟଭାର ଦେବାକୁ ମନସ୍ଥ କରିବାରୁ ବୀରପୁରର ସାମନ୍ତରଜା ସୂର୍ଯ୍ୟବର୍ମା ଏହାର ବିରୋଧ କଲେ । ସର୍ପକେତୁ ନାମକ ଦୁଷ୍ଟ ସାମନ୍ତ ଗୁଣବର୍ଦ୍ଧନ ସହ ଷଡଯନ୍ତ୍ର କରି ସୂର୍ଯ୍ୟବର୍ମାକୁ ମାରିଦେବା ସକାଶେ ସେ ଗିରିପଥ ଦେଇ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କଲେ । ତାପରେ…...
Category - ଜହ୍ନ ମାମୁଁ
ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ସାଇଁ ସାଇଁ ପବନ ଓ ଘଡଘଡି ସାଙ୍ଗକୁ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ବଲ୍ଲଭପୁର ଗାଁରେ ଏକ ଦମ୍ପତ୍ତି ରହୁଥିଲେ । ସ୍ୱାମୀର ନାମ ସୁଧୀର; ସ୍ତ୍ରୀର ନାମ ସରୋଜିନୀ । ଥରେ ସେମାନଙ୍କ ପୁଅର ଦେହ ଭୀଷଣ ମାତ୍ରାରେ ଖରାପ ହେଲା । ପାଖ ଗାଁ ପ୍ରତାପପୁରରେ ଜଣେ ବିଶିଷ୍ଟ ବୈଦ୍ୟ ରହୁଥିଲେ । ସୁଧୀର ଓ ସରୋଜିନୀ ନିଜ ପୁଅକୁ ଶଗଡରେ ନେଇ ସେହି ବୈଦ୍ୟଙ୍କ ପାଖକୁ ଗଲେ । ବୈଦ୍ୟ ପୁଅକୁ ଔଷଧ ଦେଲେ । ସାତଦିନ ଔଷଧ ସେବନ ପରେ ମଧ୍ୟ ପୁଅର ଅବସ୍ଥାରେ...
ରାଜା ବ୍ରହ୍ମଦତ ସେତେବେଳେ କାଶୀ ରାଜ୍ୟରେ ରାଜୁତି କରୁଥା’ନ୍ତି । ବୋଧିସତ୍ୱ ସେହି ରାଜ୍ୟର ଜଣେ ପ୍ରତିପତିଶାଳୀ ନାଗରିକ ଥିଲେ । ତାଙ୍କର ଅଚଳାଚଳ ସମ୍ପତ୍ତି ଥିଲା । ଥରେ ସେ ଯାଇ ରାଜାଙ୍କୁ କହିଲେ ଯେ ସେ ସନ୍ନ୍ୟାସ ହୋଇ ଚାଲିଯିବାକୁ ଚାହାଁନ୍ତି ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଜା ଯେପରି ଗ୍ରହଣ କରନ୍ତି । ରାଜା ଖୁବ୍ ଖୁସି ହେଲେ ଓ କହିଲେ, “ମୋର ତ ରାଜକୋଷ...
ଅନେକ ଦିନ ତଳର କଥା । ସେତେବେଳେ ଯୁଗଳପୁର ଗୋଟାଏ ସମୃଦ୍ଧ ତାଲୁକ ଥିଲା । ତାହା ଶ୍ରୀପୁର ଜମିଦାରଙ୍କ ଜମିଦାରିର ଏକ ଅନ୍ତର୍ଭୁକ୍ତ ଥିଲା । ଯୁଗଳପୁରରେ ଜମିଦାରଙ୍କର ଯିଏ ପ୍ରତିନିଧି ଥିଲେ, ତାଙ୍କୁ ନାଏବ କୁହାଯାଉଥିଲା । ନାଏବ ଲୋକଙ୍କଠୁଁ ଖଜଣା ଆଦାୟ କରିବାଠୁଁ ଆରମ୍ଭ କରି ସେମାନଙ୍କ ହାରିଗୁହାରି ସବୁ ଶୁଣିବା ଯାଏଁ ଓ ଝଗଡାଝାଟି ଫଏସଲା...
ବିଜୟ ନାମକ ଏକ ଯୁବକ ଜଣେ ଧନୀ ସୌଦାଗରଙ୍କ ପାଖରେ କର୍ମଚାରୀ ରୂପେ କାମ କରୁଥିଲା । ବିଜୟର ବୁଦ୍ଧି ଓ ପରିଶ୍ରମ ଯୋଗୁଁ ସେ ସୌଦାଗର ଜଣକ ବିପୁଳ ଲାଭ କଲେ । ସେ ବିଜୟ ଉପରେ ଅତ୍ୟନ୍ତ ପ୍ରୀତ ହୋଇ ଦିନେ ତାକୁ ସେ ଡାକି କହିଲେ, “ବିଜୟ! ତୁମେ ଆଉ ମୋର କର୍ମଚାରୀ ହୋଇ ରହିବ ନାହିଁ । ନିଜେ ଜଣେ ସୌଦାଗର ରୂପେ ଉନ୍ନତି କର ।” ଏହା କହି ସେ ବିଜୟକୁ ଗୋଟିଏ ବୋଇତ ଏବଂ ଏକ...
ସଦାନନ୍ଦ ଖୁବ୍ ବୁଦ୍ଧିମାନ୍ ଯୁବକ; ତା’ ସ୍ୱଭାବ ଯେ ଖରାପ, ସେକଥା ବି ନୁହେଁ । କିନ୍ତୁ ତା’ର ଗୋଟାଏ ଦୁର୍ଗୁଣ ଥିଲା । ସେ ସମସ୍ତଙ୍କ ସହ ଥଟ୍ଟା କରିବାକୁ ଭଲ ପାଉଥାଏ । ସେଥିରେ ତା’ ସମବୟସୀମାନେ ବେଶ୍ ମଜା ଉପଭୋଗ କରୁଥାନ୍ତି । ସଦାନନ୍ଦ ନିରୀହ ଅଭିନୟ କରି କାହାକୁ ଅଡୁଆରେ ପକାଇଲେ ସେମାନେ ହସି ହସି ବେଦମ୍ ହୋଇ ଯାଉଥାନ୍ତି । ସଦାନନ୍ଦ ସେଥିରେ ବେଶ୍ ଉତ୍ସାହ...
କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ । ଥରେ ଜମିଦାର ଦେଶ...
ବୌଦ୍ଧଧର୍ମ ଦ୍ୱାରା ଯେଉଁ ନୂଆ ସମାଜ ଓ ଧର୍ମର ସଂସ୍ଥାପନ ହେଲା ତାହାର ପ୍ରଧାନ ଅଙ୍ଗ ଅହିଂସା, ପ୍ରଶାନ୍ତ ଜୀବନ ଓ ଜାତିବର୍ଣ୍ଣ ମଧ୍ୟରେ ସମତା ଥିଲା । ସମସ୍ତେ ମଣିଷ ଜାତି । ତା’ ମଧ୍ୟରେ ବର୍ଣ୍ଣ ବା ଜାତିର ବିଭେଦ ଆଣିବା ମୂର୍ଖତା । ସେଥିପାଇଁ ବୌଦ୍ଧ ସଂପ୍ରଦାୟ ଜାତି ମାନୁ ନଥିଲେ । ସେମାନଙ୍କର ଏଇ ନୂଆ ସମାଜ ସଂସ୍କାର ଚତୁର୍ଦ୍ଦିଗରେ ଲୋକପ୍ରିୟ ହୋଇ ଉଠିଲା ଓ...
ଯମୁନା ଦାସ ନାମକ ଏକ ଧନୀ ବ୍ୟକ୍ତି ଥା’ନ୍ତି । ସେ ହଠାତ୍ କୌଣସି ରୋଗରେ ପଡି ଶଯ୍ୟାଶାୟୀ ହେଲେ । ତାଙ୍କର ସ୍ତ୍ରୀ ପିଲା ତ କେହି ନଥା’ନ୍ତି । ଜଣେ ଯୁବକ ମଙ୍ଗଳ ପାଖରେ ଥାଇ ତାଙ୍କର ଦେଖାଶୁଣା କରୁଥାଏ । ବୈଦ୍ୟ ନଟବର ତାଙ୍କର ଚିକିତ୍ସା କରୁଥା’ନ୍ତି । ଦିନେ ସେ ରୋଗୀ ଦେଖିବା ପରେ ମଙ୍ଗଳକୁ ପାଖ କୋଠରୀକୁ ଡାକି ନେଇ କହିଲେ, “ଏବେ ତୁମ...
ଗୋଟିଏ ଗାଁରେ ଅଦ୍ଦୁଲ ରସୁଲ୍ ନାମକ ଯୁବକଟିଏ ଥାଏ । ସେ ଗରୀବ ଓ ବାପମାଙ୍କର ଏକମାତ୍ର ସନ୍ତାନ । ତା’ର ବାପା ପରିଶ୍ରମ କରି ପଇସା ଆଣୁଥାଏ । କିଛି ଦିନ ପରେ ପ୍ରଥମେ ମା’ ଓ ଛମାସ ପରେ ତା’ ବାପା ମରିଗଲେ । ବାପମା’ଙ୍କ ମୃତ୍ୟୁ ପରେ ରସୁଲ୍ର ଆଉ ସେ ଗାଁରେ ରହିବାକୁ ଇଚ୍ଛା ହେଲା ନାହିଁ । ପୁଣି ଗାଁରେ ସେ ଯଥେଷ୍ଟ ପଇସା ମଧ୍ୟ ରୋଜଗାର...
ରଘୁନାଥ ଓ ବଲରାଜ ଦୁଇବନ୍ଧୁ ଭାବନ୍ତି ଯେ ଜଣେ ଅନ୍ୟଠାରୁ ଅଧିକ ବୁଦ୍ଧିମାନ । ଥରେ ଦୁହେଁ ରାସ୍ତାରେ ବିବାଦ କରିବାବେଳେ ପ୍ରିୟନାଥ ନାମକ ସେଇ ଗ୍ରାମର ଅନ୍ୟ ଏକ ଭଦ୍ରଲୋକ ସେଠାରେ ପହଁଚି କହିଲେ, “ମୁଁ ତୁମ ଦୁହିଁଙ୍କର ବିବାଦ ଭାଙ୍ଗିଦେବି । ଦେଖ, ମୁଁ ତୁମ ଦୁହିଁଙ୍କୁ ଏକ ପ୍ରଶ୍ନ ପଚାରିବି । ଯିଏ ଭଲ ଉତ୍ତର ଦେଇପାରିବ ସେହିଁ ବୁଦ୍ଧିମାନ । ଯଦି ତୁମ ଦୁହିଁଙ୍କ...
ମହାକବି ସନ୍ଦୀପନ ରାଜଦରବାରର କବି ଥିଲେ । କବି ଭାବରେ ତାଙ୍କର ସୁଖ୍ୟାତି ଚତୁର୍ଦ୍ଦିଗରେ ଏପରି ବ୍ୟାପୀଥିଲା ଯେ ଲୋକେ କହୁଥିଲେ ତାଙ୍କ ମୁହଁରୁ କଥା ବାହାରିଲେ ତାହା କବିତା ଆକାରରେହିଁ ଆସେ । କିନ୍ତୁ ସେ ସ୍ୱଭାବରେ ଅତି ଗର୍ବୀ ଥିଲେ । ସାଧାରଣ ଲୋକ କେହି ତାଙ୍କୁ ଦେଖାକଲେ ସେ ନିଜକୁ ଅପମାନିତ ବୋଧ କରନ୍ତି । ରାଜଧାନୀରୁ...
(ପଦ୍ମପାଦ ଏବଂ ପିଙ୍ଗଳ ଭଲ୍ଲୁକ ପର୍ବତ ଘାଟି ଭିତରେ ବହମାନ ନଦୀ ତୀରରେ ଆସି ପହଁଚିଗଲେ । ନଦୀ ଶୁଖାଇବା ନିମନ୍ତେ ପଦ୍ମପାଦ ଧ୍ୟାନସ୍ଥ ହେଲେ ଏବଂ ଜପ କରିବାକୁ ଲାଗିଲେ । ପିଙ୍ଗଳ ଗଦା ହସ୍ତେ ତାଙ୍କୁ ପୈଶାଚିକ ଶକ୍ତିମାନଙ୍କ କବଳରୁ ରକ୍ଷା କଲେ । କ୍ରମେ ନଦୀ ଜଳ ଶୁଖିଗଲା । ନଦୀ ଭିତରୁ ମନ୍ଦିରର ଚୁଡା ଦେଖାଗଲା । ଆଉ ତା’ପରେ) ଧ୍ୟାନ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍...