ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ବେକା ନା ଭଦ୍ର?

ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ ।                 ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।”                 ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ...

Read More

ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ

ବ୍ରହ୍ମଦତ ଯେତେବେଳେ କାଶୀନଗରୀ ଉପରେ ରାଜୁତି କରୁଥିଲେ, ବୋଧିସତ୍ତ୍ଵ ସେତେବେଳେ ଗୋଟିଏ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବୋଧିସତ୍ତ୍ଵଙ୍କ ପିତା ଜଣେ ନ୍ୟାୟପରାୟଣ ବଣିକ ଥିଲେ ଏବଂ ପୁତ୍ରର ଉପଯୁକ୍ତ ଶିକ୍ଷାଲାଭ ନିମନ୍ତେ ବୋଧିସତ୍ତ୍ଵଙ୍କୁ ସେ ବାରାଣସୀରେ ଅବସ୍ଥିତ ଗୋଟିଏ ବିଖ୍ୟାତ ଗୁରୁକୂଳରେ ନେଇ ଛାଡିଥିଲେ ।                 ଗୁରୁକୂଳରେ ଶିକ୍ଷା...

Read More

ଶ୍ରେଷ୍ଠ ବିଦ୍ୟା

ପ୍ରାଚୀନ କାଳର କଥା । ଗୋଟିଏ ଗ୍ରାମରେ ତିନୋଟି ତରୁଣ ବିଦ୍ୟାଶିକ୍ଷା ପାଇଁ ଗୁରୁକୁଳରେ ବାସ କରୁଥା’ନ୍ତି । ଗୁରୁ ଅନେକ ପ୍ରକାର ବିଦ୍ୟାରେ ପାରଦର୍ଶୀ ଥିଲେ । ତେଣୁ ବିଦ୍ୟାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଯେ କୌଣସି ବିଦ୍ୟା ଶିକ୍ଷା କରିପାରୁଥିଲେ । ଏଇ ତିନିଜଣ ତରୁଣ ତିନୋଟି ବିଦ୍ୟା ଅଭ୍ୟାସ କରୁଥା’ନ୍ତି । ଜଣେ ଜ୍ୟୋତିଷଶାସ୍ତ୍ର ପଢୁଥାଏ; ଦ୍ୱିତୀୟଟି...

Read More

ମନ୍ତ୍ରୀ ନିର୍ବାଚନ

ଅବନ୍ତୀ ରାଜ୍ୟର ମହାମନ୍ତ୍ରୀ ଅତ୍ୟନ୍ତ ଗୁଣୀ ଲୋକ ଥିଲେ । ତାଙ୍କର ହଠାତ୍ ମୃତ୍ୟୁ ହେଲା । ମନ୍ତ୍ରୀପଦ ପାଇଁ ତିନିଜଣ ବ୍ୟକ୍ତି ରାଜାଙ୍କ ପାଖରେ ପ୍ରାର୍ଥୀ ଥା’ନ୍ତି । ସେମାନେ ହେଲେ ରାମ ଶର୍ମା, କୃଷ୍ଣ ଶର୍ମା ଓ ଅନନ୍ତ ଶର୍ମା ।                 ରାଜା ପ୍ରଥମେ ରାମ ଶର୍ମାଙ୍କୁ ଡାକି କହିଲେ, “ଆମର ଦୁଇ ପଡୋଶୀ ରାଜ୍ୟରେ ରାଜା ହେଲେ ବୀରସେନ ଓ ଶକ୍ତିସେନ ।...

Read More

ଅଭିଶପ୍ତ ଉପତ୍ୟକା

ଚନ୍ଦ୍ରଗିରି ରାଜ୍ୟ ମର୍ତ୍ୟପୁରୀରେ ସ୍ୱର୍ଗ ଭଳି ଥିଲା । ରାଜା ରୁଦ୍ରସେନ ପ୍ରଜା ବତ୍ସଳ ଥିଲେ; ରାଣୀ ଦୟାଳୁ ଥିଲେ, ପ୍ରଜାମାନେ ଖୁସିବାସିଆ ଥିଲେ ।                 ଚନ୍ଦ୍ରଗିରିର ପୂର୍ବକୁ ମିତ୍ରପୁରୀ ରାଜ୍ୟ ଥିଲା । ଆୟତ୍ତନରେ ଓ ସୈନ୍ୟବଳରେ ସେ ରାଜ୍ୟ ଚନ୍ଦ୍ରଗିରିଠୁଁ ବଡ । କିନ୍ତୁ ସେ ରାଜ୍ୟର ରାଜକନ୍ୟାଦିଁ ରାଜା ରୁଦ୍ରସେନଙ୍କୁ ବିଭା ହୋଇଥିଲେ । ଫଳରେ...

Read More

ପ୍ରଶସ୍ତି

ମହାରାଜା ସଙ୍କର୍ଷଣ ରାୟ ଦିନେ ରାଜସଭାରେ କହିଲେ, “ରାଜାମାନେ ନିଜ ଗୁଣଗାନ ଶୁଣି କାହିଁକି ବହୁତ ମୁଗ୍ଧ ହୋଇଯା’ନ୍ତି, ମୁଁ କାହିଁ ସେକଥା ବୁଝି ପାରୁନାହିଁ । ଯିଏ ମୋର ଯେତେ ଖୋସାମୋଦି କଲେ ବି ମୁଁ ସେଥିରେ ତୁଷ୍ଟ ହେବା ଲୋକ ନୁହେଁ । କେହି ମୋତେ ସେଭଳି ଭାବରେ ଖୁସି କରି ପାରିଲେ ମୁଁ ତାକୁ ହଜାରେ ଟଙ୍କା ପୁରସ୍କାର ଦେବି ।”                 ସେଦିନ...

Read More

ଶିବ ପୁରାଣ

ବଜ୍ରାଙ୍ଗର ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ତା’ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ, “ତୁମେ ଯାହା ବର ମାଗିବାକୁ ଚାହଁ ମାଗ ।”                 ବଜ୍ରାଙ୍ଗ ହାତ ଯୋଡି କହିଲା “ମହାତ୍ମନ୍, ମୋର ପତ୍ନୀ ଏକ ବଳଶାଳୀ ପୁତ୍ର କାମନା କରେ ଯିଏକି ଦେବତାଙ୍କ ଉପରେ ମଧ୍ୟ  ବିଜୟଲାଭ କରିପାରିବ । ତା’ର ଇଚ୍ଛା ପୂର୍ଣ୍ଣ କରନ୍ତୁ ।”                 ତା’ପରେ ବ୍ରହ୍ମା...

Read More

ଲୋଭର ଫଳ

ବାଗଦାଦ୍ ସହର ନିକଟରେ ଏକ ଛୋଟ ସହରରେ ଇସ୍ମାଇଲ୍ ନାମରେ ଜଣେ କଂସେଇ ରହୁଥାଏ । ତା’ ଦୋକାନ ପାଖରେ ଅନ୍ୟ କୌଣସି ମାଂସ ଦୋକାନ ନଥାଏ ବୋଲି ତା’ର ବ୍ୟବସାୟ ବହୁତ ଭଲ ଭାବରେ ଚାଲୁଥାଏ । ଦିନେ ବୁଢାଟିଏ ତା’ ଦୋକାନରେ ଆସି ପହଁଚିଲା । ଜଣା ପଡୁଥାଏ ସେ ଲୋକଟି ବିଦେଶୀ । ସେ ଇସ୍ମାଇଲ୍କୁ କହିଲା, “ଭାଇ, ମୋତେ ସେରେ ନରମ ମାଂସ ଦିଅ ।” ଇସ୍ମାଇଲ୍ କହିଲା “ନରମ ମାଂସ...

Read More

ସ୍ୱର୍ଗ ଗମନ

ରାଜାଙ୍କର ପ୍ରଧାନ ମାଳି ହେଲା ଶଙ୍କର । ରାଜାଙ୍କ ବଗିଚା ମାଇଲ୍ ମାଇଲ୍ ବ୍ୟାପି ବିସ୍ତୃତ । ତହିଁ ଭିତରେ କେତେ ରଙ୍ଗର ଫୁଲ, ସବୁଜ ଘାସର ମଖମଲ, ଆଉ ବିରାଟ ବିରାଟ ଗଛ । ଏଣୁ ଶଙ୍କରକୁ ସକାଳଠୁ ସଞ୍ଜ ଯାଏଁ ବ୍ୟସ୍ତ ରହିବାକୁ ପଡୁଥିଲା । ଶୁଖିଲା ପତ୍ରମାନ ଝାଡୁଦେଇ ପରିଷ୍କାର କରିବା, ଫୁଲଗଛମାନଙ୍କରେ ପାଣିଦେବା, ଟିକି ଚାରାଟିମାନ ବଢାଇବା, ଅନାବନା ଗଛଲତା ସବୁ...

Read More

ରାଜାଙ୍କ ଦାନ

ଜଣେ ରାଜା ଥିଲେ, ସେ ଖୁବ୍ ଉଦାର ଓ ଦୟାଳୁ । ସବୁ ପ୍ରଜାଏଁ କିପରି ସୁଖରେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା, ଅଭିଯୋଗ ରହିବ ନାହିଁ, ଏହାହିଁ ତାଙ୍କର ଚିନ୍ତା ଥିଲା । ଲୋକଙ୍କ ଅବସ୍ଥା ନିଜେ ଦେଖିବା ପାଇଁ ସେ ଥରେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲୁଥିଲେ ।                 ଦିନେ ଛଦ୍ମବେଶରେ ବୁଲୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡିଲା ।...

Read More

ଦୂରଦ୍ରଷ୍ଟା ବଣିକ

ବହୁଦିନ ତଳେ ବାରାଣସୀ ନଗରୀରେ ମୋହନ ଓ ସୋହନ ନାମରେ ଦୁଇଜଣ ବଣିକ ବାସ କରୁଥିଲେ । ମୋହନ ଯେମିତି ବିଜ୍ଞ ଥିଲା, ସେ ସେମିତି ବୁଦ୍ଧିମାନ ବି ଥିଲା । ସୁଯୋଗର ସଦ୍ବ୍ୟବହାର କିପରି କରିବାକୁ ହୁଏ, ସେ କଥା ସେ ଠିକ୍ ଜାଣିଥିଲା । ତେଣୁ ସେ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇ ପାରିଥିଲା । ଅନ୍ୟ ପକ୍ଷରେ ସୋହନ ନିଜକୁ ଖୁବ୍ ବିଜ୍ଞ ବୋଲି କହୁଥିଲା ସିନା, ହେଲେ...

Read More

ପ୍ରସାଦ

ଦକ୍ଷିଣ ଭାରତର ଏକ ଛୋଟ ଗ୍ରାମରେ ଜଣେ ଗରୀବ କୃଷକ ବାସ କରୁଥିଲା । ତା’ର ଉମା ବୋଲି ଆଠବର୍ଷର ଗୋଟିଏ ଝିଅ ଓ ଗୋପାଳ ବୋଲି ଖୁବ୍ ଛୋଟ ପୁଅଟିଏ ଥିଲା । କୃଷକଟିର ସ୍ତ୍ରୀ ମରିଯିବା ଉତାରୁ ଉମାହିଁ ଗୋପାଳ କଥା ବୁଝା ବୁଝି କରିବାର ଦାୟିତ୍ୱ ଗ୍ରହଣ କଲା । କେଇ ବର୍ଷପରେ ସେ କୃଷକଟି ମଧ୍ୟ ମରିଗଲା । ପିଲା ଦୁଇଟି ଏଥର ବାପ ମା’ ଛେଉଣ୍ଡ ହେଲେ ।                 ଉମା...

Read More

ସବୁଠୁ କୋମଳ ଶେଯ

ଅନେକ, ଅନେକ ଦିନ ତଳେ ଜଣେ ରାଣୀ ଥିଲେ । ତାଙ୍କ ନାମ ମୀନାକ୍ଷି । ତାଙ୍କୁ ରାତିରେ ଆଦୌ ଭଲ ନିଦ ହେଉ ନଥିଲା । ସାରା ରାତି ସେ ଖାଲି ବିଛଣାରେ ଏକଡ ସେକଡ ହେଉଥିଲେ । ଫଳରେ ତାଙ୍କ ମିଜାଜ୍ ବଡ ଖିଟିମିଟିଆ ହୋଇ ଯାଇଥିଲା । ମୁହଁରେ ବିରକ୍ତି ଓ ଅସନ୍ତୋଷ ଭାବ ଫୁଟି ଉଠିଥିଲା । ସେ ସର୍ବଦା ଅଭିଯୋଗ କରୁଥିଲେ, ମୋ ଶେଯ ଯଥେଷ୍ଟ ନରମ ହେଉନାହିଁ । ମୁଁ କିମିତି ଶୋଇବି...

Read More

ମଲାମୂଷାର ମୂଳଧନ

ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ ।                 ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ...

Read More

ନ୍ୟାୟ ବିଚାରର ସିଂହାସନ

ସୁପ୍ରାଚୀନ ନଗରୀ ଉଜ୍ଜୟିନୀକୁ ଲାଗି ଗୋଟାଏ ବିସ୍ତୃତ ପାହାଡିଆ ଅଂଚଳ ଥିଲା । ଦିନେ ସେଠାରେ ଦଳେ ପିଲା ଖେଳୁଥିଲେ । ସେମାନଙ୍କ ଭିତରୁ ଗୋଟିଏ ପିଲା ହଠାତ୍ ଗୋଟାଏ ଛୋଟ ପାହାଡ ଉପରକୁ ଉଠିଗଲା । ତା’ ଗୋଡରେ କ’ଣ ବାଜିବାରୁ ସେ ତଳକୁ ଅନାଇ ଦେଖିଲା, ପାହାଡ ମୁଣ୍ଡରେ ମସୃଣ ଚାରିକୋଣିଆ ପଥରଟିଏ । ପିଲାଟି ତା’ ସାଥିମାନଙ୍କୁ ଡାକିଆଣି ସେହି ପଥର ଚେକା ଖଣ୍ଡିକ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ