ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ବାକ୍ୟବିନ୍ୟାସ

ଦିନେ ସୁରସିଂହ ନାମକ ଜଣେ ଲୋକ ପଡୋଶୀ ଗାଁରେ ଯାଇ ପହଁଚିଲା । ସେଠାରେ ହାଟ ବସିଥାଏ । ହାଟରେ ସେ ଗୋଟିଏ ଛତା ଦୋକାନ ଦେଖିଲା । ଦୋକାନୀ ହେଉଛି ସେହି ଗାଁର ବୀରସିଂହ ।                 ସେ ଦେଖିଲା ସେ ଦୋକାନକୁ ପତଳା ଲୋକଟିଏ ଆସିଲା । ବୀରସିଂହ ତାକୁ ଛତା ଦେଖାଇ କହିଲା, “ଦେଖ ଭାଇ, ତମେ ତ ପତଳା ଲୋକ । ତମର ତ ହାଲୁକା ଛତାଟିଏ ଦରକାର । ଏହି ଛତାଟି ନିଅ ।...

Read More

ଜିତୁ-ମିତୁ

ଜିତୁ ହେଉଛି ଜଣେ ଭକ୍ତ । ଭଗବାନ୍ଙ୍କୁ ପୂଜା ନ କରି ସେ କେବେବି ଜଳସ୍ପର୍ଶ କରିବ ନାହିଁ । ରାତିରେ ମଧ୍ୟ ଭଗବାନଙ୍କ ନାମ ନେବା ପରେ ଯାଇ ସେ ତା’ର ଶୋଇବାକୁ ଯାଏ । ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଲା, ଭଗବାନ୍ ତାକୁ କହୁଛନ୍ତି, “ଭକ୍ତ, ମୁଁ ତୋ ଉପରେ ପ୍ରସନ୍ନ, ଯାହା ବର ମାଗିବୁ ମାଗ ।”                 କିନ୍ତୁ ଭଗବାନଙ୍କୁ ଜିତୁ କହିଲା, “ଭଗବାନ୍, ମୋର...

Read More

ବୀର ହନୁମାନ

ସୀତା ଅଶୋକ ବନରେ ନିରତ ଅଶ୍ରୁମୋଚନ କରି କରି ଓ ଶ୍ରୀରାମଙ୍କ କଥା ଭାବି ଭାବି ଦୁଃଖରେ ବସି ରହିଥିଲେ । ରାକ୍ଷସୀମାନେ ତାଙ୍କୁ ଘେରି ରହିଥା’ନ୍ତି । ଏତିକିବେଳେ ରାବଣ ଆସି ସେଠାରେ ପହଁଚିଲା । ହସି ହସି ବଡ ଉତ୍ସାହର ସହିତ ସେ କହିଲା, “ସବୁ ନାଟକ ଶେଷ ହୋଇଗଲା; ରାମ ଯୁଦ୍ଧରେ ମରିଗଲା । ଏବେ ବିନା ଦ୍ୱିଧାରେ ତୁମେ ମୋତେ ନିଜ ସ୍ୱାମୀ ରୂପରେ ବରଣ କର । ତୁମେ ମୋର...

Read More

ଘରର ଦାୟିତ୍ୱ

ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ...

Read More

ମୁକ୍ତି

ରତ୍ନପୁରର ଜମିଦାର ରଘୁବୀର ଅତ୍ୟନ୍ତ ବନ୍ଧୁବତ୍ସଳ ଥିଲେ । ତାଙ୍କର ସେହି ଦୁର୍ବଳତାର ସୁଯୋଗ ନେଇ ଦଳେ ବନ୍ଧୁ ସଦା ସର୍ବଦା ତାଙ୍କ ଘରେ ଆଡ୍ଡା ଜମାଉଥିଲେ, ରଘୁବୀରଙ୍କର ସମୟ, ଧନ, ମନ ସବୁ ନଷ୍ଟ ହୁଏ । ହେଲେ ସେକଥାକୁ କେହିବି ଦୃଷ୍ଟି ଦେଉ ନଥିଲେ । ତାଙ୍କର ସହିବା ଶକ୍ତିର ତ ପୁଣି ଗୋଟାଏ ସୀମା ଅଛି? ଅତି ଅସହ୍ୟ ହେବାରୁ ସେ ଦିନେ ତାଙ୍କ ଦେବାନକୁ ଡାକି ନିଜର...

Read More

ନିମ୍ବ

ଅନେକ ଦିନ ପୂର୍ବର କଥା । ମଳୟ ରାଜ୍ୟରେ ଜାମୋରିନ୍ ବଂଶର ରାଜା ରାଜତ୍ତ୍ୱ କରୁଥିଲେ । ଥରେ ତାଙ୍କୁ କିଏ ଏହି ପ୍ରସ୍ତାବ ଦେଲା କି ସାରା ରାଜ୍ୟରେ ତେନ୍ତୁଳି ଗଛ ଲଗା ହେଲେ ଲୋକମାନେ ପ୍ରଚୁର ତେନ୍ତୁଳି ଖାଇବାକୁ ପାଇବେ, ରପ୍ତାନୀ କରି ପଇସା ମଧ୍ୟ ଆସିବ, ଅଥଚ ସେ ଗଛର ଯତ୍ନ ନେବା କିଛି ମଧ୍ୟ ଦରକାର ନାହିଁ ।                 ରାଜାଙ୍କ ମନକୁ ଏହି କଥାଟା ବେଶ୍...

Read More

ବେଦବତୀ

ଚନ୍ଦନପୁର ଗ୍ରାମରେ ଏକ ସୁଖୀ ଦମ୍ପତି ରାମଦାସ ଓ ଲକ୍ଷ୍ମୀ ବାସ କରୁଥିଲେ । ବିବାହର ଦୀର୍ଘ ଦିନ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜାତ ହେଲା । ସେହି ଅପୂର୍ବ ସୁନ୍ଦରୀ କନ୍ୟା ସନ୍ତାନର କମନୀୟ ମୁଖଶ୍ରୀରୁ ବେଦବାଣୀ ଝରି ଆସୁଥିବା ପରି ମନେ ହେଉଥିଲା । ତେଣୁ ସେମାନେ ତା’ର ନାମ ବେଦବତୀ ରଖିଲେ ।                 ଦିନେ ସେହି କନ୍ୟା ତା’ର ମା’ଙ୍କ ଠାରୁ ଦୁଗ୍ଧପାନ...

Read More

ପୁଅକୁ ବଳି ବାପ

ମାଧବ ଓ ମଙ୍ଗଳ ଦୁଇ ବନ୍ଧୁ ଥିଲେ । ବହୁ ଦିନରୁ ସେ ଉଭୟଙ୍କର କୌଣସି ଦେଖା ସାକ୍ଷାତ ହୋଇ ନ ଥାଏ । ଦିନେ ମାଧବକୁ ଦେଖା କରିବା ପାଇଁ ମଙ୍ଗଳ ଯାଇ ତାଙ୍କ ଗ୍ରାମରେ ପହଁଚିଲେ । ମାଧବ ଜଣେ ସ୍ୱଚ୍ଛଳ କୃଷକ । ତା’ ସହିତ ପିତାଙ୍କର ଚାଉଳ, ଗହମ ବ୍ୟବସାୟରୁ ମଧ୍ୟ ଭଲ ଆୟ ହେଉଥାଏ ।                 ମାଧବଙ୍କର ଗୋଟିଏ ମାତ୍ର ପୁତ୍ର । ପାଠପଢାରେ ତା’ର ତ ଆଦୌ କୌଣସି...

Read More

ସମ୍ରାଟ ଅଶୋକ

(ମଗଧ ସିଂହାସନର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପୂର୍ବରୁହିଁ ବିନ୍ଦୁସାରଙ୍କର ଦେହାନ୍ତ ଘଟିଲା । ସୁଶେମ ମହାରାଜାଙ୍କ ମୃତ୍ୟୁ ଖବର ପାଇଲେ ମଧ୍ୟ ସେ ଆଉ ତକ୍ଷଶିଳାରୁ ଯାତ୍ରା କଲେ ନାହିଁ । ଉଜ୍ଜୟିନୀରୁ କିଛି ସୈନିକଙ୍କୁ ସଙ୍ଗରେ ଧରି ଅଶୋକ ପାଟଳିପୁତ୍ରରେ ଯାଇ ପହଁଚିଲେ । ତାଙ୍କୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ର ବିଫଳ ହେଲା । ଏହି ସଂଘର୍ଷରେ ଛଅଜଣଯାକ...

Read More

ସମ୍ମାନ ପାଇଁ ଯୋଗ୍ୟତା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ତା’ ସାଙ୍ଗକୁ ଶ୍ୱାନ, ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର...

Read More

ଗୋବିନ୍ଦଙ୍କ ଇଚ୍ଛା

ଗୋବିନ୍ଦଙ୍କର ଏକ ମିଠା ଦୋକାନ ଥାଏ । ଏହି ଦୋକାନରୁ ତାଙ୍କର ପ୍ରଚୁର ଆୟ ହେଉଥାଏ । ରତ୍ନମାଳା ତାଙ୍କର ଏକମାତ୍ର କନ୍ୟା । ରତ୍ନମାଳାକୁ ଯିଏ ବିବାହ କରିବ, ସିଏହିଁ ଗୋବିନ୍ଦଙ୍କ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ । ତେଣୁ ରତ୍ନମାଳାକୁ ବିବାହ କରିବା ପାଇଁ ଅଗଣିତ ପ୍ରସ୍ତାବ ଆସୁଥାଏ ।                 ଗୋବିନ୍ଦ ମଧ୍ୟ ତା’ଙ୍କ କନ୍ୟାର ବିବାହକୁ ବେଶ୍...

Read More

ମହାଭାରତ

ପିତାଶ୍ରୀ ବିରାଟଙ୍କୁ ଉତ୍ତର କହିଲେ ଯେ ଜଣେ ଦେବପୁରୁଷ ତାଙ୍କୁ ଏହି ବିଜୟରେ ସାହାଯ୍ୟ କଲେ ଓ ସେହି କାରଣରୁ ସେ କୌରବଙ୍କ କବଳରୁ ଗୋଧନ ଉଦ୍ଧାର କରି ପାରିଲେ । ଏହା ଶୁଣି ବିରାଟ କହିଲେ, କିଏ ସେହି ମହାନୁଭବ ଯାହାଙ୍କ କୃପାରୁ ଆମର ଏହି ମହୋପକାର ସମ୍ଭବ ହେଲା ମୁଁ ତ କାହିଁ କିଛି ହେଲେବି ଜାଣିପାରୁ ନାହିଁ । ମୁଁ ତାଙ୍କର ଦର୍ଶନ ପାଇଁ ବ୍ୟସ୍ତ । ତାଙ୍କର ପୂଜା...

Read More

ବୁଦ୍ଧିମତୀ ମଲ୍ଲିକା

ସହସ୍ର ବର୍ଷ ତଳର କଥା । କାଶ୍ମୀର ଦେଶର ଏକ ନଗରୀ ସମୀପରେ ଏକ ପାହାଡ ଥିଲା । ସେହି ପାହାଡରେ ଏକ ମହଲ ତିଆରି କରି ଜଣେ ରାକ୍ଷସ ସେଠାରେ ବାସ କରୁଥିଲା । ରାକ୍ଷସମାନଙ୍କର ବୁଦ୍ଧି କମ୍ ହେଲେ କ’ଣ ହେବ, ସେମାନେ କିନ୍ତୁ ଖୁବ୍ ବଳଶାଳୀ ଥିଲେ । ଏହି କାରଣରୁ ସାଧାରଣ ମନୁଷ୍ୟ ସେମାନଙ୍କୁ ଖୁବ୍ ଭୟ କରୁଥିଲେ । ସେମାନେ ମଣିଷଙ୍କ ଉପରେ ଅତ୍ୟାଚାର କରି, ସେମାନଙ୍କୁ...

Read More

ବିଷ୍ଣୁଭଟ୍ଟ ବିରଚିତ

ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ...

Read More

ରୂପଧରଙ୍କ ଯାତ୍ରା

(ପଦ୍ମମୁଖୀ ସ୍ଥିର କରିଥିଲେ ଓ ଘୋଷଣା ମଧ୍ୟ କରି ସାରିଥିଲେ ଯେ, ଯେଉଁ ଯୁବକ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଛନ୍ତି, ତାଙ୍କୁ, ତାଙ୍କ ପତିଙ୍କର ଧନୁରେ ତୀର ସଂଯୁକ୍ତ କରି, ତାଙ୍କ ପତିଙ୍କ ସଦୃଶ ବାରଟି କୁରାଢିର ଗର୍ତ୍ତ ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରିବାକୁ ପଡିବ । ବୃଦ୍ଧ ଭିକାରୀ ରୂପ ଧାରଣ କରିଥିବା ନିଜ ପତିଙ୍କୁ ମଧ୍ୟ ସେ ଏହା ଜଣାଇ ଥିଲେ । କାରଣ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ