କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ...
Category - ଜହ୍ନ ମାମୁଁ
ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ଓ ଘଡଘଡିର ଶବ୍ଦର ବିରତିବେଳେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ...
ରବିବାର । କାମକୁ ଯିବାକୁ ପଡିବ ନାହିଁ । ରମେଶ ଉପନ୍ୟାସ ଖଣ୍ଡିଏ ଧରି ବସିଗଲା । ମୁଗ୍ଧ ହୋଇ ପଢୁଛନ୍ତି । ବଡ ଚିତାକର୍ଷକ କାହାଣୀ । କେତେ କୌଶଳରେ ନାୟକ ଦୁର୍ଗର ପ୍ରାଚୀର ପରେ ପ୍ରାଚୀର ଅତିକ୍ରମ କରି ନଅର ସଂଲଗ୍ନ ଉଦ୍ୟାନ ଭିତରେ ନାୟିକା ରାଜକନ୍ୟାଙ୍କୁ ଭେଟିଛି ଓ ତାଙ୍କ ସହ ପୁଣି ଦୁର୍ଗ ବାହାରକୁ ଆସିଛି । ତା’ପରେ ଘୋଡାରେ ବସି ଓ ନାୟିକାକୁ ବସାଇ ପଳାଇ...
ଅନେକ ପୁରା କାଳର କଥା । ଚୀନ ଦେଶରେ ଟୋଙ୍ଗ୍ ନାମକ ଯୁବକଟିଏ ଥିଲା । ସେ କେବେ ତା’ର ମା’କୁ ହରାଇଥିଲା, ସେ ବିଷୟରେ ତା’ର କୌଣସି ହେତୁ ନଥିଲା । ପିଲାବେଳଠୁଁ ତା’ ବାପା ତାକୁ ବଢାଇଥିଲେ । ବାପା ସତ୍ ମଣିଷ ଥିଲେ । ସେ ଟୋଙ୍ଗ୍କୁ ଶିଖାଇଥିଲେ କି କୌଣସି ଅବସ୍ଥାରେ, କୌଣସି କାରଣରୁ ମିଥ୍ୟାର ଆଶ୍ରୟ ନେବା ଆଦୌ ଉଚିତ୍ ନୁହେଁ କି ଅନ୍ୟ ପ୍ରତି ନିଷ୍ଠୁର ଆଚରଣ କରିବା...
କୃଷ୍ଣ କ୍ରମେ ବଡ ହେଉଥା’ନ୍ତି ଓ ତାଙ୍କର ଦୁଷ୍ଟାମୀ ମଧ୍ୟ ବଢି ଚାଲିଥାଏ । ତାଙ୍କର ଚଂଚଳ ସ୍ୱଭାବ, ଚାପଲ୍ୟ ଓ ଦୁଷ୍ଟାମୀ ଯୋଗୁଁ ଗୋପପୁରର ଲୋକ ଅନେକ ହଇରାଣ ହରକତ ହେଲେ । କିନ୍ତୁ ତାଙ୍କ ଭିତରେ ଏପରି ଏକ ଶକ୍ତି ଥିଲା ଯାହା ଯୋଗୁଁ ସମସ୍ତେ ହଇରାଣ ହୋଇଥିବାର କଷ୍ଟ ଭୁଲିଯାଇ ପୁଣି କୃଷ୍ଣଙ୍କ ସହିତ ଖେଳନ୍ତି । ଏସବୁ ସତ୍ତ୍ୱେ ତାଙ୍କର ଏକ ଦୁର୍ବାର ଆକର୍ଷଣ ବି...
ପାଟଣାଗଡ ରାଜ୍ୟରେ ମହାରାଜା ବିଷ୍ଣୁବର୍ଦ୍ଧନ ଶାସନ କରୁଥା’ନ୍ତି । କୁମାର ରାଜବର୍ଦ୍ଧନ ହେଲେ ତାଙ୍କର ଏକମାତ୍ର ପୁତ୍ର । ସେ ସର୍ବଦା ରାଜକାର୍ଯ୍ୟରେ ବୃଦ୍ଧ ପିତାଙ୍କର ସହାୟତା କରୁଥା’ନ୍ତି । ଥରେ ରାଜା କୁମାରଙ୍କୁ ତାଙ୍କ ରାଜବଂଶର ଓ ରାଜ୍ୟର ଇତିହାସ ପଢି ଶୁଣାଉଥା’ନ୍ତି । ସେଥିରେ ଲେଖା ଅଛି ଯେ, “ରାଜ୍ୟର ଉତ୍ତର ଦିଗରେ ଥିବା ବନ ମଧ୍ୟରେ ଗୋଟିଏ ବିଷବୃକ୍ଷ...
ଗୋଟିଏ ଗ୍ରାମରେ ସୋମୁ ନାମକ ଏକ ଗରୀବ ବୃଦ୍ଧ ଚାଷୀ ଥାଏ । ବିଚରା ଘାସ କାଟି ସେସବୁ ବିକି ନିଜ ପେଟ ପୋଷୁଥାଏ । ତା’ ସ୍ତ୍ରୀ ଗୌରୀ ଦିନେ ଏ ବୁଢାକୁ ଏକ ଛିଣ୍ଡାକନାର ଥଳୀ ଦେଲା । ବୁଢା ବଣକୁ ଯାଇ ଥଳୀଟି ବୃକ୍ଷ ଶାଖାରେ ଟଙ୍ଗାଇ ଦେଇ ଘାସ କାଟିବାକୁ ଗଲା । ଅଳ୍ପ ସମୟ ପରେ ନାନା ପ୍ରକାର ଶବ୍ଦ ଶୁଣି ସେ ଟିକେ ପଛକୁ ଚାହିଁ ଦେଖେ ତ ଦଳେ ମାଙ୍କଡ କାହୁଁ ଆସି ତା’...
ଶାଳ୍ୱ ଦେଶର ରାଜା ବ୍ରହ୍ମଦତ ନିଃସନ୍ତାନ ଥିଲେ । ଜଣେ ଋଷି ତାଙ୍କୁ କହିଲେ, “ତୁମର ପ୍ରଜାମାନେତ ହିଁ ତୁମର ସନ୍ତାନ । ସେମାନଙ୍କ ଭିତରୁ ତୁମେ କୌଣସି ମହତ୍ ଓ ବୀର ସ୍ୱଭାବର ପିଲା ବାଛି ନିଅ । ସେ ହେବ ତୁମର ଉତ୍ତରାଧିକାରୀ ।” କିନ୍ତୁ ଏଥିରେ ସେ ରାଜାଙ୍କ ମନ ମୋଟେ ମାନିଲା ନାହିଁ । ଏଣୁ ସେ ରାଜା କୈଳାଶ ପର୍ବତକୁ ଯାଇ ଶିବଙ୍କୁ ସେଠାରେ ଧ୍ୟାନ କଲେ ।...
ଅନେକ ଦିନ ତଳର କଥା । ଅବନ୍ତୀପୁର ରାଜ୍ୟର ଗୋଟିଏ ଗାଁରେ ଗୋଟାଏ ବାଳକ ଥାଏ, ଯାହାକୁ ଲୋକେ ବିଳାସ ବୋଲି ଡାକୁଥାନ୍ତି । କଥା କ’ଣ କି, ଭୋଗବିଳାସରେ ରହିବା ପାଇଁ ତା’ର ବାସନା ଏଡେ ପ୍ରବଳ ଯେ ଲୋକେ ତା’ର ଅସଲ ନାମ ଭୁଲିଯାଇଥାନ୍ତି । ଏକଦିଗରେ ଭୋଗବିଳାସରେ ରହିବାର ଇଚ୍ଛା, ଅନ୍ୟ ଦିଗରେ କିନ୍ତୁ ପରିଶ୍ରମ କରିବା ପାଇଁ ଅନିଚ୍ଛା – ଏହାହିଁ ହେଲା...
ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି ରାଜୁ ଯାଇ ଜ୍ଞାନ-ବିଜ୍ଞାନ ରାଜ୍ୟରେ ପହଁଚିଗଲା । ସେ ରାଜ୍ୟର ବକ୍ର-ଦାଢୀବନ୍ତ ପୁରୋହିତ ତା’ଉପରେ ବିରକ୍ତ ହୋଇ ତାକୁ ଧରିବା ପାଇଁ ସିପାହୀମାନଙ୍କୁ ନିର୍ଦେଶ ଦେଲା । ରାଜୁ ଦୌଡି ପଳାଇ ଯାଉ ଯାଉ ଗୋଟିଏ ପାହାଡ ଉପରେ ଲୋମହର୍ଷକ ଦୃଶ୍ୟଟିଏ ଦେଖି ହଠାତ୍ ରହିଗଲା । ତା’ପରେ… ରାଜୁ ଦେଖିଲା, ପାହାଡ ଉପରେ...
ଥରେ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ । ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ...
ବଣ ଭିତରେ, ନଦୀକୂଳରେ ଥିବା ଗୋଟିଏ ଗୁରୁକୂଳରେ ରହି ଦଳେ ପିଲା ଜଣେ ପ୍ରଖ୍ୟାତ ଗୁରୁଙ୍କଠାରୁ ଶିକ୍ଷା ଲାଭ କରୁଥିଲେ । ସେମାନଙ୍କ ଭିତରେ ରଘୁନାଥ ଥିଲା । ସେ ମୋଟେ ପାଠ ପଢୁ ନଥାଏ । ଗୁରୁ ଯାହା କହୁଥାନ୍ତି, ସେସବୁ ସେ କିଛି ମନେ ରଖୁ ନଥାଏ । ତେବେ ତା’ ସ୍ୱଭାବ ବହୁତ ଭଲ ଥିଲା । ଗୁରୁଙ୍କ ପ୍ରତି ତା’ର ପ୍ରଗାଢ ଭକ୍ତି ମଧ୍ୟ ଥାଏ । ତେଣୁ ଗୁରୁ ତାକୁ କଡାକରି...
ଶିବପୁରୀ ନଗରୀକୁ ସବୁଦିନ ସକାଳେ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ଅଭିପ୍ରାୟରେ ରାଜା ଚତୁର୍ଦ୍ଦିଗରେ ଗୋଟାଏ ମଜ୍ବୁତ୍ ପ୍ରାଚୀର ନିର୍ମାଣ କଲେ । ପ୍ରାଚୀରର ଯେଉଁ ଦ୍ୱାର ରଖାଗଲା, ତାହା ଲୁହାରେ ନିର୍ମିତ ହେଲା । ତହିଁ ଉପରକୁ ତୋପ ଚଳାଗଲା । ସେଥିରେ ପ୍ରାଚୀର ଓ ଲୌହ କବାଟର ମୋଟେ କିଛି କ୍ଷତି ହେଲାନାହିଁ । ଏସବୁ ଘଟଣା ଦେଖି ସେ ରାଜା ଖୁବ୍ ଆନନ୍ଦରେ କହିଲେ...