ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ଭାଗ୍ୟ – ଦୁର୍ଭାଗ୍ୟ

ଲୋକଟି ସେହି ଅଲୌକିକ ମଣି ସାହାଯ୍ୟରେ ମଣିକୁଣ୍ଡଳଙ୍କ କ୍ଷତ ଆରୋଗ୍ୟ କରିଦେଲା । ଏହି ଘଟଣା ପରଠାରୁ ସେ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧୁତା ସ୍ଥାପିତ ହେଲା । ମଣିକୁଣ୍ଡଳ ସେହି ଲୋକଟିକୁ ବ୍ୟାପାର ସମ୍ବନ୍ଧୀୟ ଅନେକ ରହସ୍ୟ ଶିଖାଇଦେଲେ । ପ୍ରଥମେ ସେ ନିଜର ବ୍ୟବସାୟ ଓ ସମୁଦ୍ର-ଯାତ୍ରାର ଅଭିଜ୍ଞତା ବର୍ଣ୍ଣନା କଲେ । ତାଙ୍କର ବର୍ଣ୍ଣନାଶୈଳୀ ଏତେ ପ୍ରଭାବଶାଳୀ ଥିଲା...

Read More

ମହାଭାରତ

“ଆମର ଅଜ୍ଞାତବାସ-କାଳ ପ୍ରାରମ୍ଭ ହେବାକୁ ଯାଉଛି । ଏହି ସମୟରେ ଆମର ପରିଚୟ ଯେପରି କେହି ବି ଜାଣି ପାରିବେ ନାହିଁ, ସେଥିପାଇଁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ । ଏହି ଏକ ବର୍ଷ ଅଜ୍ଞାତବାସ ସମୟ ଆମେ କେଉଁ ଦେଶରେ ରହି ବିତାଇବା, ଏବେ ତୁମ୍ଭମାନଙ୍କର ମତ ପ୍ରକାଶ କର ।” ଏପରି କହି ଧର୍ମରାଜ ତାଙ୍କ ଭାଇମାନଙ୍କର ମତାମତ ଲୋଡିଲେ । ଅର୍ଜ୍ଜୁନ...

Read More

ପ୍ରକୃତ ସାହାଯ୍ୟ

ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର ଦୁଇଜଣ ପୁତ୍ର ଥିଲେ । ସେମାନେ ହେଲେ ହରି ଓ ଗିରି । ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ ଦୁଇ ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଂଟି ଦେଇଥିଲେ । ତାଙ୍କର ଅକଳନ ସମ୍ପତ୍ତି, ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା । ହରି ପୈତୃକ ସମ୍ପତ୍ତି ପାଇ ମହା ଆଡମ୍ବରରେ ତାଙ୍କ ଜୀବନ ବିତାଉଥାଆନ୍ତି । ମନ ଇଚ୍ଛା...

Read More

ଅରିଷ୍ଟନେମି

ପୁରା କାଳରେ ଜଣେ ରାଜା ଥରେ ଶୀକାର କରିବା ନିମନ୍ତେ ବଣ ଭିତରକୁ ଯାଇଥାନ୍ତି । ଅନେକ ସମୟ ପର୍ଯ୍ୟନ୍ତ କିଛି ଶୀକାର ନପାଇ ସେ ହତାଶ ହୋଇ ପଡିବା ବେଳକୁ ଦୂରରେ ଗୋଟିଏ ହରିଣ ଚାଲିଯାଉଥିବାର ସେ ଦେଖିଲେ । ରାଜା ତା’ ଆଡକୁ ତୀର ମାରିଲେ ।                 କିନ୍ତୁ ହଠାତ୍ ସେ ଶୁଣିଲେ ମନୁଷ୍ୟ କଣ୍ଠର ଆର୍ତ୍ତନାଦ । ସୁତରାଂ ସେ ଦୌଡିଯାଇ ଦେଖିଲେ, ସେଟା ହରିଣ...

Read More

ଅଧିକାର

ଜଗବନ୍ଧୁଙ୍କ ଘର ରାମପୁର ଗାଁରେ । ତାଙ୍କର ଗୋଟିଏ ବୋଲି ସନ୍ତାନ । ତା’ର ନାମ ସୁଶୀଳା । ସୁଶୀଳା ଯେତେବେଳେ ଅତ୍ୟନ୍ତ ଛୋଟ ଥିଲା, ଠିକ୍ ସେତେବେଳେ ତା’ ବୋଉଙ୍କ ଦେହାନ୍ତ ହୋଇଗଲା । ଜଗବନ୍ଧୁ ଅତି ଆଦରରେ ସୁଶୀଳାକୁ ବଢାଇଥାନ୍ତି । ସୁଶୀଳା ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ ।                 ଜଗବନ୍ଧୁଙ୍କର ଜଣେ ବାଲ୍ୟବନ୍ଧୁ ଥା’ନ୍ତି ।...

Read More

ଅନୁସନ୍ଧାନ

ରାଜା ତ୍ରିଗୁଣସେନ ବିଜୟପୁର ରାଜ୍ୟରେ ରାଜୁତି କରୁଥାନ୍ତି । ତାଙ୍କ ପିତା ଓ ପିତାମହ ଖୁବ୍ ଦାନୀ ଓ ସୁଶାସକ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କ ସୁନାମ ଯୋଗୁଁ ରାଜା ତ୍ରିଗୁଣସେନଙ୍କୁ ବି ଆଖପାଖ ରାଜ୍ୟର ରାଜାମାନେ ବହୁତ ସମ୍ମାନ କରୁଥିଲେ ।                 ନିଜ ରାଜ୍ୟରେ ବି କବି ଓ ଗାୟକମାନେ ଆସି ବାରମ୍ବାର ରାଜାଙ୍କ ପ୍ରଶସ୍ତିଗାନ କରି...

Read More

ଧୂସର ଦୁର୍ଗ

ଶିବପୁର ସୀମାନ୍ତରେ ଗୋଟିଏ ପାହାଡିଆ ଘାଟିରେ ଚନ୍ଦ୍ରବର୍ମା ଓ ସେନାପତି ଧୀରମଲ୍ଲଙ୍କ ସହ ସର୍ପକେତୁର ମୁକାବିଲା ହେଲା । ଯେତେବେଳେ ବିଜୟର ଆଶା ନାହିଁ, ସେତେବେଳେ ଚନ୍ଦ୍ରବର୍ମା ହଠାତ୍ ପାହାଡ ଉପରୁ ମହିଷ୍ମତୀ ଓ ବୀରପୁରର ସୈନିକମାନଙ୍କ ଆଗରେ ନିଜ ପରିଚୟ ଦେଲେ । ତତ୍କ୍ଷଣାତ୍ ଅବସ୍ଥା ବଦଳିଗଲା । ସର୍ପକେତୁର ଅଧିକାଂଶ ସୈନ୍ୟ ଚନ୍ଦ୍ରବର୍ମାଙ୍କ ଆଡକୁ ଢଳିଲେ ।...

Read More

ଦାୟିତ୍ୱହୀନା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ କାଚୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ବି ରାଜା ବିକ୍ରମାର୍କ ତିଳେମାତ୍ର ଦ୍ୱିଧା ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...

Read More

ଦୁଇ ଦୃଷ୍ଟି

ଶ୍ୟାମଲାଲ୍ଙ୍କ ଦୋକାନରେ ଜଣେ ଭଲ କର୍ମଚାରୀ ଥାଏ । ନିଜ ଦେହ ଖରାପ ବୋଲି ସେ କାମ ଛାଡିଦେଲା । ତେଣୁ ଶ୍ୟାମଲାଲ୍ ଆଉ ଜଣେ କର୍ମଚାରୀ ଖୋଜୁଥାନ୍ତି । ଏକଥା ଯାଇ ସୁଧୀର କାନରେ ପଡିଲା ।                 ସୁଧୀର ଆସି ଶ୍ୟାମଲାଲଙ୍କୁ କହିଲା, “ଆଜ୍ଞା, ଆପଣ ମୋତେ ଚାକିରୀରେ ରଖନ୍ତୁ । ମୋ ନାମ ସୁଧୀର୍ ।”                 ଶ୍ୟାମଲାଲ୍ ପଚାରିଲେ “ତମେ କ’ଣ କରୁଛ...

Read More

ଭାଗ୍ୟଦେବୀ

ଆଫ୍ରିକା ମୁଲକର ଗୋଟିଏ ଗାଁରେ ଡୁମ୍ବା ନାମରେ ଗୋଟିଏ ଗରୀବ ଲୋକ ଥାଏ । ସେ ସବୁଦିନେ ଗୋଟିଏ କାଠ ଭେଳାରେ ନଦୀ ଭିତରକୁ ଯାଏ ଓ କେତୋଟି ପାଛିଆ ପାଣିରେ ବୁଡାଇ ଦିଏ । ସେ ପାଛିଆ ଗୁଡିକ ମୁହଁରେ ଏମିତି ଭାବରେ ଜାଲ ଲାଗିଥାଏ ଯେ ମାଛ ତହିଁ ଭିତରେ ପଶିଯିବେ, କିନ୍ତୁ ବାହାରି ପାରିବେ ନାହିଁ । ପାଛିଆ ଦେହରେ ଦଉଡି ଲାଗିଥାଏ । ପାଛିଆ ପାଣିରେ ବୁଡିବା ପରେ ସେ ଦଉଡିର...

Read More

ଗୁଣ

ଜଣେ ଗୁରୁଙ୍କର ଦୁଇ ଜଣ ଶିଷ୍ୟ ଥିଲେ । ସେମାନେ ହେଲେ ବ୍ରଜାନନ୍ଦ ଓ ଆଲୋକାନନ୍ଦ । ସେମାନଙ୍କର ବହୁ ଦିନ ହେଲା ଭେଟ ହୋଇ ନଥିଲା । ଦିନେ ସେ ଦୁହେଁ ବିପରୀତ ଦିଗରୁ ଆସୁ ଆସୁ ବାଟରେ ପରସ୍ପର ପରସ୍ପରକୁ ହାବୁଡିଲେ ।                 ଗପସପ ହେଉ ହେଉ ବ୍ରଜାନନ୍ଦ କହିଲେ, “ମୁଁ ଦେଖୁଛି ପ୍ରତ୍ୟେକ ମଣିଷ ଭିତରେ କୌଣସି ନା କୌଣସି ଗୁଣ ରହିଛି ।”                ...

Read More

ଶିବଲୀଳା

ମହର୍ଷି ମୃକଣ୍ଡ ଭୃଗୁବଂଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ମରୁଦ୍ବତୀ ଥିଲା । ବିବାହର ବହୁ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ତେଣୁ ସେ ଦୁହେଁ ଅନେକ ଦିନ ଧରି ତପସ୍ୟା କଲେ ଓ ନାନା ତୀର୍ଥ କ୍ଷେତ୍ରରେ ବୁଲି ବୁଲି ଶେଷରେ କେଦାର ତୀର୍ଥରେ ସେମାନେ ଯାଇ ପହଁଚିଲେ । ଦିନେ ସେଠାରେ ସେ ଦୁହେଁ ବସି ଧ୍ୟାନ କରୁଥିବା ସମୟରେ...

Read More

ଦୁଇ ବନ୍ଧୁ

ରାମୁ ଓ ହରି ପିଲାବେଳେ ଉଭୟେ ନିବିଡ ବନ୍ଧୁ ଥିଲେ । ଗାଁ ଚାଟଶାଳୀରେ ସେମାନଙ୍କ ପାଠ ପଢା ସରିବା ପରେ ହରି ବାରାଣସୀ ଯାଇ ସେଠାରେ ସେ ବହୁତ ପାଠ ପଢିଲା । ପଣ୍ଡିତ ହରିହର ଶାସ୍ତ୍ରୀ ନାମରେ କ୍ରମେ ସେ ବିଖ୍ୟାତ ହେଲା ।                 ରାମୁ ଗାଁରେ ରହିଥାଏ । ତା’ ବାପାର ଯେଉଁ ଖଣ୍ଡିଏ ଜମିଥାଏ, ସେଥିରେ ସେ ଚାଷବାସ କରି ଚଳୁଥାଏ ।                 ସେ ଦୁଇ...

Read More

ପ୍ରକୃତ ଚୋର

ସେଠ୍ ରତ୍ନଗୁପ୍ତ ଚନ୍ଦ୍ରନଗରର ଜଣେ ବଡ ବ୍ୟବସାୟୀ ଥିଲେ । ଦିନେ ରାତିରେ ତାଙ୍କ ଘରୁ ଦଶହଜାର ସ୍ୱର୍ଣ୍ଣମୁଦ୍ରା ଚୋରି ହୋଇଗଲା । ସକାଳେ ଉଠି ସେଠ୍ ଯେତେବେଳେ ଏହି ଚୋରି କଥା ଜାଣିଲେ, ସେତେବେଳେ ସେ ହଠାତ୍ ସ୍ତବ୍ଧ ହୋଇଗଲେ । କାହିଁକିନା ଦିନେ ଏଭଳି ଘଟଣା ଘଟିବ ବୋଲି ସେ କେବେବି କଳ୍ପନା ସୁଦ୍ଧା କରି ନଥିଲେ । ଯାହାହେଉ, ସେ ସେଠ୍ ଶୀଘ୍ର ପ୍ରକୃତିସ୍ଥ ହୋଇ...

Read More

ସନ୍ତରଣ ବିଦ୍ୟା

ତୁଳସୀପୁରରେ ବ୍ୟୋମକେଶ ନାମକ ଜଣେ ବୈଦ୍ୟ ରହୁଥିଲେ । ଦିନେ ରାତିରେ ତାଙ୍କ ପାଖ ଗାଁରୁ କେତେକ ଲୋକ ରୋଗୀ ଦେଖିବା ପାଇଁ ତାଙ୍କୁ ଡାକିନେଲେ । ସେ ତରବରରେ ଔଷଧ ଥଳୀଟି ଧରି ବାହାରିଗଲେ ଓ ସେଠାରେ ରୋଗୀର ସାଂଘାତିକ ଅବସ୍ଥା ଦେଖି କିଛି ନ ଭାବି ନ ଚିନ୍ତି ତାକୁ ଔଷଧ ଦେଲେ । ଫଳରେ ସେ ରୋଗୀଟି ମରିଗଲା । ରୋଗୀର ଆତ୍ମୀୟମାନେ ଏପରି ଘଟଣାରେ ଭୀଷଣ ରାଗିଯାଇ ସେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ