ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ମହାଜନୀ କାରବାର

ଦେବପୁରରେ ବୀରଦାସ ନାମକ ଜଣେ ସେଠ୍ ଥିଲେ । ତାଙ୍କର ମହାଜନୀ କାରବାର ଥିଲା । ଗ୍ରାମର ଅଧିକାଂଶ ଲୋକ ସେମାନଙ୍କର ଆବଶ୍ୟକ ସମୟରେ ତାଙ୍କଠାରୁ ଟଙ୍କା କରଜ ନେଉଥିଲେ ଓ ସୁଧ ସହ ଠିକ୍ ସମୟରେ ଫେରାଇ ଦେଉଥିଲେ । ପୁଣି କେହି କେହି ବା ଅଳ୍ପ ଅଳ୍ପ କରି ଶୁଝୁଥିଲେ ।                 ପାଖ ଗ୍ରାମ ଧରମପୁରରେ ଯଶପାଳ ନାମକ ଜଣେ ଧନୀ ବ୍ୟକ୍ତି ଥା’ନ୍ତି । ତାଙ୍କର ବାପା...

Read More

ଅହଂକାର

ରାଜା ବଳବନ୍ତ ସିଂହ ମଧ୍ୟବୟସ୍କ ବ୍ୟକ୍ତି ଥିଲେ । ସେ ଭାଷ୍ୟଗ୍ରନ୍ଥର ସହାୟତାରେ ଶ୍ରୀମଦ୍ଭାଗବତ୍ ଗୀତା ପଢିଲେ ଓ କାବ୍ୟ ରୂପରେ ସେ ତାହାର ଅନୁବାଦ କଲେ । କାବ୍ୟ ସମ୍ପୂର୍ଣ୍ଣ ହେବା ପରେ ସେ ଭାବିଲେ ଯେ ସେ ଜଣେ ମହାନ୍ କବି । ସେତେବେଳେ ବିଷ୍ଣୁ ଶର୍ମା ତାଙ୍କ ରାଜ୍ୟର ବଡ ପଣ୍ଡିତ ଥା’ନ୍ତି । ତାଙ୍କ ପାଖକୁ ରାଜା କହି ପଠାଇଲେ କି ଯଦି କେହି ରାଜାଙ୍କ ସମାନ...

Read More

ସାହସୀ

ଗୋଟିଏ ଛୋଟ ରାଜ୍ୟ ଥିଲା । ଏହି ରାଜ୍ୟର ଗୋଟିଏ କୋଣରେ ଥିବା ଏକ ଗ୍ରାମରେ ରଙ୍ଗଦେବ ଓ ସୋମଦେବ ନାମରେ ଦୁଇଭାଇ ରହୁଥିଲେ । ସେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ସେମାନେ ଗୋଟିଏ ଘରେ ବାସ କରୁଥିଲେ । ସେମାନଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ସେମାନେ ମିଳିମିଶି ଚଳୁଥିଲେ । ତେଣୁ ସେ ଦୁଇ ଭାଇଙ୍କର କୌଣସି ସମସ୍ୟା ନ ଥିଲା ।...

Read More

ତାନ୍ତ୍ରିକ ଉଲ୍ଲୁକ

(ହାତୀ ଅଙ୍ଗରକ୍ଷକର ପିଛା କରି ଉଗ୍ରଦଣ୍ଡ ସମ୍ମୁଖରେ ଯାଇ ପହଁଚିଲା । ଏତିକି ବେଳେ ରାଜା ଦୁର୍ମୁଖଙ୍କର ଚେତା ଫେରି ଆସିଲା ଓ ସେ ଜଙ୍ଗଲକୁ ପଳାୟନ କଲେ । ସେଠାରେ ଜଣେ ଜଙ୍ଗଲୀ ଶିକାରୀ ଚିତା ବାଘ ଉପରକୁ ତୀର ଚଳାଇଲା । ଚୋଟ ଖାଇ ଚିତା ଦୁର୍ମୁଖ ସହିତ ଗଛ ଉପରୁ ଖସି ପଡିଲା । ଏହା ପରେ ଆଗକୁ ପଢନ୍ତୁ…)                 ରାଜା ଦୁର୍ମୁଖ ତଥା ଆହତ ଚିତା ଡାଳ...

Read More

ସୌନ୍ଦର୍ଯ୍ୟ

ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ତା’ସାଙ୍ଗକୁ ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରୀର ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ...

Read More

ପିଶାଚର ସାହାଯ୍ୟ

ଲକ୍ଷ୍ମୀପୁର ଗ୍ରାମରେ ଅନ୍ନପୂର୍ଣ୍ଣା ଗୋଟିଏ ଛୋଟ ଭୋଜନାଳୟ ଖୋଲି ନିଜର ଜୀବିକା ଅର୍ଜନ କରେ । ଦିନେ ରାତି ଅଧବେଳ ଯାଏଁ ଅନ୍ନପୂର୍ଣ୍ଣା ଯାତ୍ରୀମାନଙ୍କୁ ବିଦା କରି ବିଶ୍ରାମ ନେବାକୁ ବାହାରିଥାଏ । ଠିକ୍ ଏତିକି ବେଳକୁ ଜଣେ ବୃଦ୍ଧ ଲୋକ କେଉଁଠାରୁ ଆସି ସେଠାରେ ହାଜର ହେଲେ ।                 ଅନ୍ନପୂର୍ଣ୍ଣା ତାଙ୍କୁ ଦେଖୁ ଦେଖୁ କହିଲା, “କି ଅବେଳରେ ଆସି ଆପଣ...

Read More

ରାକ୍ଷସ ଓ ଦୁଇ ବନ୍ଧୁ

ସହରଠାରୁ ବହୁ ଦୂରରେ ଅବସ୍ଥିତ ଏକ ଗ୍ରାମରେ ଦୁଇଜଣ ସାଙ୍ଗ ରହୁଥିଲେ । ଏକ ବିଚିତ୍ର ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା । ମୈତ୍ର ଜନ୍ମରୁ ଅନ୍ଧ ଥିଲା ଓ ଫୁକାନ୍ ଜନ୍ମରୁ ଛୋଟା ଥିଲା । ସେମାନେ ଗ୍ରାମ ନିକଟରେ ଥିବା ବରଗଛ ପାଖରେ ପରସ୍ପରକୁ ଭେଟୁଥିଲେ ଓ ଗପସପରେ କିଛି ସମୟ ବିତାଉଥିଲେ ।                 ବିହୁ ଉତ୍ସବ ପାଳିତ ହେଉଥାଏ...

Read More

ବିଦ୍ୟା – ଦାନ

ଚନ୍ଦ୍ରସେନ ଥିଲେ କାଂଚନପୁର ରାଜ୍ୟର ସବୁଠାରୁ ଦକ୍ଷ ଶାସକ । ତାଙ୍କ ପିତାଙ୍କ ଆକସ୍ମିକ ମୃତ୍ୟୁ ହେତୁ ସେ ଖୁବ୍ କମ୍ ବୟସରେ ରାଜସିଂହାସନ ଆରୋହଣ କରିଥିଲେ । ସେ ଯୁବକ ଓ ଶିକ୍ଷିତ ଥିଲେ । କେବଳ ଶାସନ-ପଦ୍ଧତି ନୁହେଁ, ବରଂ ସାମାଜିକ କ୍ଷେତ୍ରରେ ବି ସେ ଅନେକ ପରିବର୍ତ୍ତନ ଆଣିଲେ । ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ କେତେକ ସଂସ୍କାର ଆଣିବା ପାଇଁ ତାଙ୍କ ମନରେ...

Read More

ସେନାପତି ଓ ରାଜକୁମାରୀ

ଆମେ ଏବେ ଯେଉଁ ଦେଶକୁ ଚୀନ ବୋଲି କହୁଛେ ଓ ବେଜିଂ ଯାହାର ରାଜଧାନୀ ଅଟେ, ଏହି ଘଟଣା ଘଟିବା ବେଳେ ତାହା ଗଠିତ ହୋଇ ନଥିଲା । ସେଇ ବିରାଟ ଭୂଖଣ୍ଡ ସେତେବେଳେ କେତେଗୁଡିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ଥିଲା । ସେଥି ମଧ୍ୟରୁ ଗୋଟିଏ ଥିଲା ‘ଛୁ’ ।                 ପ୍ରାୟ ଦୁଇ ହଜାର ଛଅଶହ ବର୍ଷ ତଳେ ‘ଛୁ’ ରାଜ୍ୟରେ ରାଜା ଝୁଆଙ୍ଗ ଶାସନ କରୁଥିଲେ । ସେହି ସମୟରେ...

Read More

ମାତୃ – ଋଣ

ଯେତେବେଳେ ରାଜା ବ୍ରହ୍ମଦତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ଵ ଗୋଟିଏ ଶ୍ୟାମଳ ରଙ୍ଗର ବାଛୁରୀ ରୂପରେ ଜନ୍ମ ଗ୍ରହଣ କରିଥିଲେ । ସେହି ବାଛୁରୀଟି ଦେଖିବାକୁ ଏଡେ ଡଉଲଡାଉଲ ଓ ସୁନ୍ଦର ହୋଇଥାଏ ଯେ ତା’ ଆଡକୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ଏତେ ସହଜ ହେଉ ନଥାଏ । ସମସ୍ତେ ତା’କୁ ମୁଗ୍ଧ ହୋଇ ଦେଖୁଥାନ୍ତି । ସେ ବାଛୁରୀର ଯିଏ ମାଲିକ କୌଣସି କାରଣରୁ...

Read More

ବିଷ୍ଣୁ ପୁରାଣ

ଯମଦଗ୍ନିଙ୍କ ଶରୀର ହଠାତ୍ ସ୍ଥିର ହୋଇଗଲା ଓ ତାଙ୍କର ମୃତଦେହ ତଳେ ପଡିଗଲା । ରେଣୁକାଦେବୀ ସ୍ୱାମୀଙ୍କ ମୃତ ଶରୀର ନିକଟରେ ମଥାପିଟି କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ପର୍ଶୁରାମ ବଣରୁ ତାଙ୍କ ଆଶ୍ରମକୁ ଫେରି ଏପରି ଘଟଣା ଦେଖି କ୍ରୋଧରେ ପାଗଳ ହୋଇଗଲେ ଓ ନିଜର ପର୍ଶୁଟି ଧରି ମାହେଷ୍ମତୀ ନଗର ଅଭିମୁଖେ ଧାଇଁଲେ । ଇତିମଧ୍ୟରେ ମହର୍ଷି ଭୃଗୁ ବୁଲୁ ବୁଲୁ ଆସି...

Read More

ସୁରେଖାର ଠାକୁର

ସୁରେଖା ତା’ ପିତାମାତାଙ୍କର ଏକମାତ୍ର ଅଲିଅଳୀ ଝିଅ । ତା’ର ବୟସ ପାଂଚ ବର୍ଷ ହେଲେ କ’ଣ ହେବ, ସେ ଖୁବ୍ ବୁଦ୍ଧିମତୀ ଓ ଚଂଚଳ ବି । ଯେତେବେଳେ ଦେଖ, ସିଏ ତା’ ଘରେ ଖାଲି ପାଟିଗୋଳ କରୁଥାଏ, ଘର ସାରା ମନଖୁସିରେ ସେ ଡିଆଡେଇଁ କରୁଥାଏ । ଦିନେ ରାତିରେ ମା’ ସୁରେଖାକୁ କହିଲେ, “ସୁରେଖା, ବାରିପଟ ବାରଣ୍ଡାରୁ ଝାଡୁ ନେଇ ଆସିଲୁ ।” ସୁରେଖା ଉତ୍ତର ଦେଲା “ବାରିପଟେ...

Read More

ହୀରା ଫେରସ୍ତ

ଗୋଟିଏ ସହରରେ ଜଣେ ହୀରା ବେପାରୀ ରହୁଥିଲେ । ସେ ଠକ ପ୍ରକୃତିର ଥିଲେ । ସେ ତା’ଙ୍କ ସହରବାସୀଙ୍କୁ ଠକିବାକୁ କେବେବି ସାହସ କରି ପାରୁନଥିଲେ କିନ୍ତୁ ଦୂର ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଧୋକା ଦେବାରେ ସେ ଆଦୌ ହେଳା କରୁ ନଥିଲେ ।                 ଦିନେ ଜଣେ ବୃଦ୍ଧ ଲୋକ ତାଙ୍କ ଦୋକାନକୁ ଆସିଲେ । ସବୁବେଳ ପରି ବେପାରୀ ତାଙ୍କୁ ଏକ ଛଦ୍ମ ହସ ହସି ସ୍ୱାଗତ କଲେ...

Read More

ଲୋଭୀ ବୈଦ୍ୟ

ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ଗଙ୍ଗାଦାସ ନାମକ ଜଣେ ବୈଦ୍ୟ ବାସ କରୁଥିଲେ । ସେ ଜଣେ ଦକ୍ଷ ଚିକିତ୍ସକ ଥିଲେ କିନ୍ତୁ ସେ ବଡ ଲୋଭୀ ପ୍ରକୃତିର ଥିଲେ । ଗରିବ ଲୋକଙ୍କ ପ୍ରତି ତାଙ୍କ ମନରେ ତିଳେ ମଧ୍ୟ ଦୟାଭାବ ନଥିଲା । ଚିକିତ୍ସା ପାଇଁ ତାଙ୍କ ପାଖରେ ଯିଏ ପହଁଚୁଥିଲା, ସେ ତା’ ପାଖରୁ ପ୍ରଚୁର ଅର୍ଥ ଆଦାୟ କରୁଥିଲେ ।                 ସେଥିପାଇଁ ଲୋକମାନେ...

Read More

ଅହଂକାରୀ ଓ ମୂର୍ଖ

ପ୍ରାଚୀନ କାଳରେ ରଣଜିତ୍ କର୍ପୁରଦେଶର ରାଜା ଥିଲେ । ତାଙ୍କ ପୁତ୍ର ଶେଖର ବଡ ପରାକ୍ରମୀ ସାହସୀ ଓ ଧୈର୍ଯ୍ୟବାନ୍ ଥିଲେ । କିନ୍ତୁ ତାଙ୍କ ସ୍ୱଭାବରେ ଏକ ମାତ୍ର ତୃଟି ଥିଲା, ତାହା ହେଲା ତାଙ୍କ ଗର୍ବ ।                 ଶେଖର, ଜ୍ଞାନୀ, କବି ପ୍ରଭୃତିଙ୍କ ପ୍ରତି କୌଣସି ଆଦର, ସମ୍ମାନ ଦେଖାଉ ନଥିଲେ; ସାଧୁସନ୍ନ୍ୟାସୀଙ୍କୁ ଚିଡୁଥିଲେ । ସେ ନାସ୍ତିକ ଥିଲେ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ