ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ଉତ୍ତମ ଗାଈ

ଘରେ ଅନେକ ଦୁଧିଆଳୀ ଗାଈ ରଖିବାକୁ ଜଣେ ଜମିଦାରଙ୍କର ଭାରି ସଉକ୍ ଥାଏ । ତେଣୁ ସେ ତାଙ୍କ ଗୁମାସ୍ତାକୁ ସାଙ୍ଗରେ ଧରି ହାଟକୁ ଯାଇ ଗାଈସବୁ ବାଛି କିଣନ୍ତି ।                 ଥରେ ସେ ହାଟକୁ ଯାଇ ବହୁତ ଖୋଜି ଖୋଜି ଭଲ ଗାଈ ପାଇଲେ ନାହିଁ । ସେ ଫେରି ଯିବାକୁ ବସିଛନ୍ତି । ଠିକ୍ ଏହି ସମୟରେ ସେ ଦେଖିଲେ ଜଣେ ଚାଷୀ ଗାଈଟିଏ ବାଛୁରୀ ସହିତ ଧରି ବିକ୍ରି କରିବାକୁ...

Read More

ଇବ୍ରାହିମ୍ର ପୁରସ୍କାର

ଇରାନ୍ରେ ଇବ୍ରାହିମ୍ ଓ ଇସ୍ମାଇଲ୍ ନାମକ ଦୁଇଟି କାଠୁରିଆ ଥିଲେ । ସେମାନେ ପ୍ରତିଦିନ ବଣକୁ ଯାଇ କାଠ କାଟନ୍ତି ଓ ତାକୁ ବିଡାବାନ୍ଧି ବଜାରରେ ନେଇ ବିକ୍ରି କରନ୍ତି । ସେଥିରେ ସେମାନଙ୍କୁ ଯାହା କିଛିବି ପଇସା ମିଳେ ତାହା ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ । କିନ୍ତୁ ସେମାନେ ପ୍ରତିଦିନ ଧନୀ ହେବାର ସ୍ୱପ୍ନରେ ବୁଡି ରହନ୍ତି ।                 ଦୁଇପ୍ରକାରର...

Read More

ବନ୍ଧୁଙ୍କ ଅସୁଲି

ଗୁରୁନାଥପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ଗୃହସ୍ଥ ବାସ କରୁଥିଲେ । ତାଙ୍କର ଦୁଇ ଜଣ ବନ୍ଧୁ ଥିଲେ । ସେମାନେ ହେଲେ ଶୋଭନ ଏବଂ ବୋଧନ ।                 ଗୋବିନ୍ଦରାଜ ଧନବାନ୍ ବ୍ୟକ୍ତି ଥିଲେ । ଏହା ଜାଣି ଶୋଭନ ଏବଂ ବୋଧନ ତାଙ୍କର ବନ୍ଧୁ ପାଲଟିଗଲେ– ‘ଟଙ୍କା ପେଟିରେ ବନ୍ଦ କରି ରଖୁଛ!’ ‘ଏହା ଦ୍ୱାରା କଣ ଲାଭ ମିଳିବ? ଯଦି ତୁମେ ସେଗୁଡିକୁ କୌଣସି ବ୍ୟବସାୟରେ...

Read More

ଅସଲ ଆତସବାଜି

ମାଧବ ତାଙ୍କ ଗୃହରେ ପ୍ରବେଶ କରିବା ମାତ୍ରେ, ଚେତନ ଏବଂ ଚିନ୍ମୟ ତାଙ୍କ ପାଖକୁ ଧାଇଁ ଆସିଲେ । ତା’ପରେ ସେମାନେ କହିଲେ “ଜେଜେବାପା ଆପଣ ଶୁଣିଲେଣି? ଆମର ସାଂଗମାନେ ବିଭିନ୍ନ ପ୍ରକାର ଘର ତିଆରି ବାଣ ଏବଂ ଆତସବାଜି କିଣୁଛନ୍ତି । ହେଲେ ବାପା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆମ ପାଇଁ ବାଣ କିଣିବାକୁ ବାହାରୁ ନାହାଁନ୍ତି । ସବୁ ବର୍ଷ ତ ବାପା ଆମ ପାଇଁ କେବଳ...

Read More

ବିଶ୍ୱର ମଙ୍ଗଳ

ଏକଦା ବହୁ ଦିନ ଧରି ବିକ୍ରମକେତୁଙ୍କ ରାଜ୍ୟରେ ବର୍ଷା ହେଲା ନାହିଁ । ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଲା । ରାଜା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ । ପରିସ୍ଥିତିର ଗମ୍ଭୀରତା ହ୍ରାସ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ମଧ୍ୟ କଲେ ।                 ଏହି ଦୁର୍ବିପାକର ସମାଧାନ ପାଇଁ ସେ କିଛି କ୍ଷୁଦ୍ରମିଆଦି ଯୋଜନା ଆରମ୍ଭ କଲେ ।...

Read More

ତାଙ୍କର ତୁଳନା ନାହିଁ

“ହେ ଆନନ୍ଦ! ତମେ କେମିତି ଅଛ?” କିଏ ଡାକୁଛି ଦେଖିବା ପାଇଁ ଆନନ୍ଦ ପଛକୁ ବୁଲି ଚାହିଁଲେ । “ମୋର ବିଶ୍ୱାସ ହେଉନି! ତୁମେ ଅରବିନ୍ଦ! ଠିକ୍ କହିଛି ନା? ତୁମେ କିପରି ଅଛ?” ଆନନ୍ଦ ଆଶ୍ଚର୍ଯ୍ୟରେ ଅଧିର ହୋଇ ଏହା କହିଲେ । ଉଭୟେ ପରସ୍ପରକୁ ଆଲିଂଗନ କଲେ । ଦୁଇ ସହପାଠୀ ଅଚାନକ ଭାବରେ ପରସ୍ପରକୁ ଭେଟିଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦର କୌଣସି ସୀମା ନଥିଲା । ଦୁହେଁ...

Read More

ରାଜାଙ୍କର କ୍ରୋଧ

ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା ।...

Read More

ଝାଡୁଦାରର ବିବାହ

ପ୍ରାୟ ଚାରି ଶହ ବର୍ଷ ତଳେ ମହିଶୂର ରାଜ୍ୟରେ ପୁରୁଷୋତ୍ତମ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଗଂଗବଂଶରେ ଜନ୍ମ ହୋଇଥିଲେ ଏବଂ ବେଶ୍ ପ୍ରସିଦ୍ଧ ଶାସକ ଥିଲେ । ସେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ପାଇଁ ଯୋଗ୍ୟ କନ୍ୟା ନ ମିଳିବା ଯାଏଁ ସେ ବିବାହ ଆଦୌ କରିବେ ନାହିଁ ।                 ସେତେବେଳେ କାଞ୍ଚିପୁରର ରାଜାଙ୍କର ଝିଅଟିଏ ଥିଲା । ସେ ତ୍ରିଲୋକ...

Read More

ଚିକିତ୍ସକଙ୍କର ସାଂସାରିକ ଜ୍ଞାନ

ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ...

Read More

ଗୁଣମଣି

ଦୁଇ ଶହ ବର୍ଷ ପୂର୍ବରୁ ମେସୁର କ୍ଷେତ୍ରରେ ‘ନିଜଗଲ୍ଲ’ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟର ରାଜାଙ୍କର ନାମ ରାମସ୍ୟ ନାୟକ ଥିଲା । ସେ ଜଣେ ବୀର ଏବଂ ସହୃଦୟ ଶାସକ ଥିଲେ । ତାଙ୍କର ମୁଖ୍ୟ ରାଣୀଙ୍କର ନାମ ‘ଲକୁମବା’ ଥିଲା ।                 ସେ ରାଜାଙ୍କ ପାଖରେ ସମସ୍ତ ପ୍ରକାର ବୈଭବ ଏବଂ ଐଶ୍ୱର୍ଯ୍ୟ ଭରି ରହିଥିଲା । ବିବାହର ଦୁଇ ବର୍ଷ ବିତିଗଲା କିନ୍ତୁ...

Read More

ଏହା ମୋର ଦାଢି

ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ ।...

Read More

ସମସ୍ତେ ସୁଖରେ ରହନ୍ତୁ

ଚିନୁ ତା’ ଜେଜେମାଆଙ୍କୁ କୁଣ୍ଢାଇ ପକାଇ ପଚାରିଲା “ଜେଜେମାଆ, ତୁମେ ଚିଂଟୁକୁ ମୋଠାରୁ ଅଧିକ ଭଲପାଅ । ଏ କଥା ସତ ନା?” ତହୁଁ ଜେଜେମାଆ କହିଲେ “ତୁମେ କାହିଁକି ଏପରି କଥା କହୁଛ, ଚିନୁ? ତୁମେ ମୋର ଯେତିକି ପ୍ରିୟ ତୁମର କାକା ପୁଅ ଭାଇ ଚିଂଟୁ ମଧ୍ୟ ମୋର ସେତିକି ପ୍ରିୟ । ତୁମେ ଦୁହେଁ ମୋର ଦୁଇ ଆଖି ପରି । ସମସ୍ତେ ମୋ ପାଇଁ ସମାନ ।”                 ଚିନୁ...

Read More

ତାଳ ଗଛ ଓ ଘାସର କାହାଣୀ

ଏକଦା ଜଂଗଲରେ ତାଳ ଗଛ ପାଖରେ ଘାସ ବୁଦାଟିଏ ଥିଲା । ତାଳ ଗଛ ସବୁବେଳେ ସେ ଘାସ ବୁଦାକୁ ତାତ୍ସଲ୍ୟ କରି ବହୁତ କଥା କହେ, “ହେ, ଘାସ ବୁଦା! ତୁମେ ତ ସବୁବେଳେ ଭୂମିରେ ଲାଖି ରହିଛ? ହେଲେ ମୋତେ ଦେଖ, ମୁଁ କେତେ ଉଚ୍ଚ ଏବଂ ଦୃଢ! ଏହି କାରଣରୁ ମୋ ସହିତ ତୁମର ତୁଳନା କରିବା ବୃଥା ।”                 ଏହାର ଜବାବ୍ରେ ଘାସ ପତ୍ର କହୁଥିଲା, “ଆତ୍ମପ୍ରଶଂସାରେ ଏତେଟା...

Read More

ସିଦ୍ଧିଲାଲୟମ୍ – ୧୯

(ଶିଖିମୁଖ ଏବଂ ବିକ୍ରମକେଶରୀ ସିଦ୍ଧିଲାଲୟମ୍ର ପୂଜାରୀର ଝୁମ୍ପୁଡିକୁ ଘେରିଯାଇ ନାଗମଲ୍ଲୀକୁ ବନ୍ଧନମୁକ୍ତ କଲେ । ପୂଜାରୀ ଶବରଗିଧ ସହିତ ଜଂଗଲ ଭିତରକୁ ପଳାଇଗଲା । ନାଗମଲ୍ଲୀ ଶିଖିମୁଖକୁ ବଚନ ଦେଲା ଯେ ସେ ବ୍ରହ୍ମପୁତ୍ରର ଘାଟୀରୁ ଫେରିବା ପର୍ଯ୍ୟନ୍ତ ବିବାହ କରିବ ନାହିଁ । ତା’ପରେ…) ଶିବାଲ ତାଙ୍କ ଅନୁଚରମାନଙ୍କୁ ସାଥୀରେ ଧରି ରାସ୍ତା ସାରା ଚିନ୍ତା କରି...

Read More

ଆଶା – ନିରାଶା

ରଙ୍ଗନାଥ ଏବଂ ରାମନାଥ ଉଭୟେ ପଡୋଶୀ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା । ରଂଗନାଥଙ୍କର ପୁଅ କାମ ଖୋଜୁଥିଲା । ସେ ବହୁ ଥର ଉଦ୍ୟମ କରି ବି ବିଫଳ ହୋଇଥିଲା । ଥରେ ସହରରେ ସେ ଗୋଟିଏ କାମ ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାହା ହରାଇଲା । ଫଳରେ ସମସ୍ତଙ୍କର ମନଦୁଃଖ ହେଲା ।                 କିଛି ଦିନ ପରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ