“ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ବଗୁଲିଆ ପିଲା ଥାଆନ୍ତି କେତେ ସେଥିରୁ କେତେବି ହୁଅନ୍ତି ଆଦର୍ଶ ଗୁରୁଙ୍କ ପ୍ରଭାବବଳରେ ସତେ । ଏହିଭଳି ଏକ ବଗୁଲିଆ ପିଲା ହୋଇଥିଲା ଦିନେ ବଡମଣିଷ ସିଏ ଥିଲେ ପଂଚସଖାରୁ ଜଣିଏ ତାଙ୍କ କଥା ବାରେ ଶୁଣିବା ଆସ ।” କଥାଟି ଅନେକ ଦିନ ତଳର । ପୁରୀ ଜିଲ୍ଲା ସ୍କୁଲ କଥା । ସେତେବେଳେ ସେଠାକାର...
Category - ଜୀବନୀ
“କାହା ସାଥେ ଯୁଦ୍ଧ କରିବାକୁ ହାତେ ନ ଥିଲା ତାଙ୍କର ଗୁଳିକମାଣ କଥାରେ କଥାରେ ଗୀତରେ ଗୀତରେ ହସିହସି କହୁଥିଲେ ବଚନ । ସେତିକିରେ କଥା ସରିଯାଉଥିଲା ବୁଝାପଡିବାରୁ ମରମ କଥା ଫେଡୁଥିଲେ ରାଜା ସେହି ଗଣକବି ବୈଷ୍ଣବ ପାଣିଙ୍କ ସକଳ ବ୍ୟଥା ।” ଗଣକବି ବୈଷ୍ଣବ ପାଣି ତ ଅନେକ ଗୀତିନାଟ୍ୟ ରଚନା କରିଥିଲେ । ଏହାକୁ ଯାତ୍ରା ମାଧ୍ୟମରେ...
କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ...
ସ୍ୱାମୀ ରାମତୀର୍ଥ ବିଦେଶଗସ୍ତରେ ଯାଉଥାନ୍ତି ଜଳ ଜାହାଜରେ ଲେଖାରେ ପଢାରେ ବ୍ୟସ୍ତଥିବା ଜଣେ ବୃଦ୍ଧଙ୍କୁ ସେଠାରେ ଦେଖିଦେଲେ । ପଚାରିଲେ ଆଜ୍ଞା ଏ ବୃଦ୍ଧ ବୟସେ କି ଲାଭ ମିଳିବ ଲେଖିପଢି ବୃଦ୍ଧ କହିଦେଲେ ଜୀବଥିଲାଯାଏଁ ପାଠ ସରିବନି ପଢାପଢି । ସମୟ ଅଯଥା ନଷ୍ଟ କରିବାକୁ ବଳୁନାହିଁ ଯେଣୁ ମୋର ମନ ତେଣୁ ମୁଁ ପାଠକୁ ମଲାଯାଏଁ ସଦା...
ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି । ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ । ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି ଦେଶକୁ ଶାସନ କରନ୍ତି ସିନା ସେ...
ଧର୍ମର ମହିମା ବଖାଣି ଦେଶବିଦେଶେ ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ । ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ...
ବଡଲୋକଙ୍କର ଜୀବନୀ ପୁସ୍ତକ ପଢି ପ୍ରଭାବିତ ହେଲା ବାଳକ ଆମେରିକା ରାଷ୍ଟ୍ରପତି ପଦ ଦିନେ ସେ ବାଳକ କରିଲା ଅଳଙ୍କୃତ । ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାରେ ଜାତ ଆଣେ ନାହିଁ ଜୀବନେ ସାର୍ଥକତା ସତ୍କର୍ମବଳେ ନିଃସ୍ୱ ମାନବ ବି ହୋଇପାରେ ଦିନେ ଜଗତଜିତା । ସମ୍ଭ୍ରାନ୍ତ, ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଦେଲେ ଜଣେ କଦାପି ମଧ୍ୟ ବଡ ମଣିଷ...
ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ । ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା । ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ ଆବିଷ୍କାର କରି ‘ରେଡିୟମ୍’ ଦିନେ...
ବିଜ୍ଞାନଯୁଗରେ ମିଳିପାରେ ସବୁ ମଣିଷର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ମାତ୍ର ସ୍ନେହଶ୍ରଦ୍ଧା ନଥାଏ ଟିକିଏ ମଣିଷ ମଣିଷ ଭିତରେ ଭାଇ । ମଣିଷ ଭିତରେ ମଣିଷପଣିଆ ଥିଲେ ସୃଷ୍ଟି ହୁଏ ସେନେହ ପ୍ରୀତି ମାତ୍ର ଏହା ଦେଇ ପାରେନା ବିଜ୍ଞାନ ଅସାଧ୍ୟ ସାଧନ ତା’ କରାମତି । ଆଇନଷ୍ଟାଇନ୍ ଏହିକଥା ଦିନେ କହିଥିଲେ ଜଣେ ସଜ୍ଜନ ଜନେ ବିଜ୍ଞାନ ନୁହଁଇ ମଣିଷପଣିଆ...
ସଂଚୟରେ ନୁହେଁ ଦାନରେ ମର୍ଯ୍ୟାଦା ବୃଦ୍ଧିପାଇଥାଏ ଧନର ସଦା ମନେ ଭାବି ଦେଖ କୃପଣମାନେ ଏ ସମାଜେ କିପରି ପାଆନ୍ତି ନିନ୍ଦା? ସତ୍ପାତ୍ରେ ଧନ ଦାନ କରି ଦାନୀ ଅରଜି ପାରଇ ଯଶ ଅପାର ଏଥିଲାଗି ଏକ ଗଳ୍ପଶୁଣି ସର୍ବେ ବେଳଥାଉଁ ଠିକ୍ ବାଟଟି ଧର । ଧନର ମର୍ଯ୍ୟାଦା ସଂଚୟରେ ନୁହେଁ ବରଂ ଦାନରେ ହିଁ ବୃଦ୍ଧି ପାଇଥାଏ । ସେଇଥିଲାଗି ଜଗତରେ ଧନ...
ବାର୍ଦ୍ଧକ୍ୟ ହେତୁରୁ ସନ୍ଥ ଖୋଜୁଥିଲେ ଶିଷ୍ୟଙ୍କ ଭିତରୁ ଅସଲ ଜଣେ ବାରାଙ୍ଗନା ଘରେ ପଶିଗଲେ ଗୁରୁ ଯାଉଯାଉ ବାଟେ ଶିଷ୍ୟଗହଣେ । ଏହାଦେଖି ଶିଷ୍ୟ ବାଇଶ ଭିତରୁ ଚାଲିଗଲେ ସର୍ବେ ଜଣକୁ ଛାଡି ଭାବୁଥିଲେ ମନେ ଗୁରୁବର ବୋଧେ ଯାଇଛନ୍ତି ତାଙ୍କ ପଥକୁ ହୁଡି । ଗୁରୁଙ୍କ ଅପେକ୍ଷା କରିଥିବା ଶିଷ୍ୟ ଅସଲ ଶିଷ୍ୟରେ ହୋଇଲା ଗଣା ଆଚରଣ ମନ୍ଦ ନ ଥିଲା...
ସାମାନ୍ୟ କଥାରେ କ୍ରୋଧାନ୍ୱିତ ହୋଇ ହରାଏ ମଣିଷ ବିଚାରଶକ୍ତି ଜାଣିପାରେ ନାହିଁ ଭଲମନ୍ଦ ସିଏ କରି-ବସେ ସଦା କୁକର୍ମ ଅତି । ସେହିପରି ଜଣେ ବଦ୍ରାଗୀ ପିଲା ପାଇ ମାଆଙ୍କର ପ୍ରେରଣା ଦିନେ ସମାଜ ସେବକ ଭାବରେ ସେ ଖ୍ୟାତ ହୋଇଯାଇଥିଲେ ବିଶ୍ୱ ଭୁବନେ । ଅନେକ ଦିନ ତଳର କଥା । ବିଶ୍ୱବିଖ୍ୟାତ ସମାଜସେବକ ବାବା ଆମ୍ତେଙ୍କର ପିଲାଦିନର ଘଟଣା...
ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ । ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ ।...
ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ । ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ । ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ...