ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜୀବନୀ

ମହାନୁଭବତା ମଣିଷକୁ ମହାନ୍ କରିଦିଏ

ଏକଦା ଗୁରୁ ନାନକ ଏବଂ ତାଙ୍କର ପ୍ରିୟ ଅନୁଗାମୀ ‘ମରଦନା’ ବିଭିନ୍ନ ସ୍ଥାନ ଭ୍ରମଣ କରି ଶେଷରେ ଲାହୋରଠାରେ ଯାଇ ପହଁଚିଲେ । ସେ ଯେଉଁ ସ୍ଥାନମାନଙ୍କରେ କିଛିଦିନ ଅବସ୍ଥାନ କରୁଥିଲେ ସେ ସ୍ଥାନରେ ଦେଉଥିବା ଧାର୍ମିକ ପ୍ରବଚନ ଲୋକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେଉଥିଲା । ସୁତରାଂ ତାଙ୍କର ପ୍ରବଚନ ଜନସମାଜରେ ଖୁବ୍ ପ୍ରଭାବ ପକାଉଥିଲା । ଫଳରେ ତାଙ୍କ ସଭାରେ ଢେର୍...

Read More

କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ

ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ ।                 ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି...

Read More

ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ

ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ ।                 ଏକଦା ରମଣଙ୍କୁ ଏକ ସଭାରେ...

Read More

ବିଚାରପତିଙ୍କ ଅଦ୍ଭୁତ ବିଚାର

କଥାଟି ଅନେକ ଦିନ ତଳର, ସେତେବେଳେ ତ ଆଉ ଇଣ୍ଡିଆ ସ୍ୱାଧୀନ ହୋଇ ନ ଥାଏ । ଆମ ଓଡିଶାକୁ ଲାଗି ପଶ୍ଚିମବଙ୍ଗଳା । ସେହି ରାଜ୍ୟର ଛୋଟ ଗାଁଟିଏ । ଗାଁ ପାଶ୍ୱର୍ରେ ବହି ଯାଇଥିବା ନଦୀ ଯୋଗୁଁ ତା’ର ମାଟି ବି ବେଶ୍ ଉର୍ବର । ଶସ୍ୟଶାମଳା ଫସଲ କ୍ଷେତ ଓ ବାଡିବଗିଚାରେ ଭରା ସେହି ଗାଁଟି ସତେ ଯେମିତି ଖାଲି ହସି ଉଠୁଥାଏ ।                 ସେଇ ଗାଁର ବୁଢୀଟିଏ, ତା’ର ତ...

Read More

ଅଳପ ହେଲେ ବି ଖୋଲା ମନରେ ଦାନ କର

“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା...

Read More

ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ     ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ ।     ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ     ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ ।     ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ     ନ ଥିଲା ତା’ ମୁହେଁ ଆଉ...

Read More

ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ

ପ୍ରେମଚାନ୍ଦ ଥିଲେ ହିନ୍ଦୀ ସାହିତ୍ୟର ଜଣେ ଖ୍ୟାତନାମା ଲେଖକ । ଆମ ଦେଶରେ ତ ସେତେବେଳେ ଗୋରା ସରକାରର ଶାସନ ଚାଲିଥାଏ । ସେତେବେଳେ ଉତ୍ତର ପ୍ରଦେଶର ବଡଲାଟ୍ ଥାଆନ୍ତି – ସାର୍ ମାଲକମ୍ ହେଲି । ଥରେ ହେଲି ପ୍ରେମଚାନ୍ଦଙ୍କ ନିକଟକୁ ଖବର ପଠାଇଲେ ଯେ, ତାଙ୍କୁ ତାଙ୍କର ସାହିତ୍ୟକୃତି ପାଇଁ “ରାୟସାହେବ” ଉପାଧିରେ ସମ୍ମାନିତ କରାଯିବ ।                 ଏ ସମ୍ବାଦ...

Read More

ଶ୍ରଦ୍ଧାପୂର୍ବକ ସେବା କର

ଥରେ ଫ୍ରାନ୍ସର ଜଣେ ସାମ୍ବାଦିକ ମଦର ଟେରେସାଙ୍କୁ ପ୍ରଶ୍ନ କଲେ, “ମଦର! ଆପଣ କାହାର ପ୍ରେରଣାରେ ଜୀବନବ୍ୟାପୀ ଦୀନଦୁଃଖୀଙ୍କର ସେବା କରି ଚାଲିଛନ୍ତି?” ତହୁଁ ମଦର ଟେରେସା ଗୋଟିଏ ଗପଛଳରେ ଏହାର ଉତ୍ତର ଦେଲେ । ସେହି ଗପଟି ଥିଲା – ଏକଦା କଲିକତା ମହାନଗରୀରେ ମା’ ଓ ପୁଅ ରହୁଥିଲେ । ପୁଅଟି ଭଲପାଠ ପଢିଲା ଓ ବଡ ଚାକିରିଟିଏ ବି କଲା । ଠିକଣା ବେଳରେ ତା’ର ବିବାହ...

Read More

ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର

 “ଦୀନ ଦୁଃଖୀରଙ୍କୀ ସେବା ଯେ’କରନ୍ତି ସେମାନେ ସାକ୍ଷାତ୍ ଈଶ୍ୱର ବୋଲି  ଯୁବକକୁ ଥରେ ଆଣ୍ଡୃଜ୍ ସାହେବ ଦୃଷ୍ଟାନ୍ତ ଛଳରେ କହିଲେ ଖୋଲି । ନାରାୟଣ ଆଉ କେଉଁଠି ନାହାଁନ୍ତି ନରଦେହେ ବିଦ୍ୟମାନ ସେ ଭବେ ଦୁଃଖୀର ଦୁଃଖ ଯେ’ ନାଶ କରିଥାନ୍ତି ତାଙ୍କୁ ଏକା ଭଗବାନ ମୁଁ ଭାବେ ।” ଆଣ୍ଡୃଜ୍ ସାହେବ ଜଣେ ଯୁବକଙ୍କୁ ବୁଝାଇବାକୁ ଯାଇ କହିଲେ, “ମହତ୍ ବ୍ୟକ୍ତିଙ୍କ ସଦ୍ଗୁଣାବଳୀ...

Read More

ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ

“ସ୍ୱାମୀ ଶ୍ରଦ୍ଧାନନ୍ଦ ନ ଥିଲେ କେବଳ ସାଧୁସନ୍ଥ ଶ୍ରେଣୀ ମଧ୍ୟରେ ଗଣା ସ୍ୱାଧୀନତା ଆନ୍ଦୋଳନରେ ଥିଲେ ସେ ସଚ୍ଚା ଦେଶପ୍ରେମୀ ଭାବରେ ଜଣା । ତାଙ୍କ ଦାମ୍ଭିକତା କଥାକୁ ଶୁଣିଲେ ଚକିତ ହୋଇବ ଶୁଣିବା ଲୋକ ଗେରୁଆବସ୍ତ୍ରରେ ସନ୍ନ୍ୟାସୀ ବେଶଟା କରିଥିଲା ସେି କେତେ ନିର୍ଭୀକ?” ସ୍ୱାମୀ ଶ୍ରଦ୍ଧାନନ୍ଦ କେବଳ ସାଧୁରୂପେ ଗଣା ନ ଥିଲେ । ସେ ମଧ୍ୟ ଜଣେ ସଚ୍ଚା ଦେଶପ୍ରେମୀ...

Read More

ସୂର୍ଯ୍ୟଙ୍କଠାରୁ କବି ଶିଖିଲେ

ନିଜର ସାଧନା ଓ ଅଧ୍ୟବସାୟ ବଳରେ ଯେଉଁମାନେ ଖ୍ୟାତି ଅର୍ଜନ କରି ଯୁଗଯୁଗକୁ ସ୍ମରଣୀୟ ହୋଇ ଯାଇଛନ୍ତି, ସେମାନଙ୍କ ଭିତରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଜଣେ । କଲିକତା ମହାନଗରୀରେ ଏକ ସମ୍ଭ୍ରାନ୍ତ ପରିବାରରେ ତାଙ୍କର ଜନ୍ମ । ବାଲ୍ୟକାଳରୁ ସେ କବିତା ଲେଖିବାରେ ମନ ଦେଇ ବିଶ୍ୱକବି ପାଲଟି ଯାଇଥିଲେ । ଏପରିକି ତାଙ୍କର ଅମର କାବ୍ୟ କୃତି ‘ଗୀତାଞ୍ଜଳି’ ପାଇଁ ତାଙ୍କୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ