ଥରେ ତେନାଲୀରାମାଙ୍କର ପତ୍ନୀଙ୍କର ଦେହ ଭୀଷଣ ଖରାପ ହେଲା । ତେଣୁ ତେନାଲୀରାମା ରାଜାଙ୍କଠାରୁ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଧାର୍ ଆଣିଲେ । ପତ୍ନୀ ଆରୋଗ୍ୟ ହେବା ପରେ ରାଜା ଯେତେବେଳେ ତେନାଲୀରାମାଙ୍କୁ ଧାର୍ ଆଣିଥିବା ପଇସା ଚୁକ୍ତି କରିବାକୁ କହିଲେ, ତେନାଲୀରାମା ସେ କଥା ମୋଟେ ଶୁଣିଲେ ନାହିଁ । ତେଣୁ ରାଜା ଭାବିଲେ, “ତେନାଲୀରାମାଙ୍କ ମୁଣ୍ଡ...
Category - ତେନାଲୀରାମା
ଏଣେ ସେ ତେନାଲୀରାମା ତ’ ରାଜଗୁରୁଙ୍କ ବ୍ୟବହାର କଦାପି ନିଜ ମନରୁ ଭୁଲି ପାରୁ ନଥାଆନ୍ତି । ତେଣୁ ମନେ ମନେ ସ୍ଥିର କରିଥାନ୍ତି ଦିନେ ନା ଦିନେ ସେ ରାଜଗୁରୁଙ୍କ ପ୍ରତି ଉପଯୁକ୍ତ ପ୍ରତିଶୋଧ ନିଶ୍ଚୟ ନେବେ । ତେନାଲୀରାମା ତ ପ୍ରତିଶୋଧ ନେବାପାଇଁ ଖାଲି ସୁଯୋଗ ଖୋଜୁଥାଆନ୍ତି । ତେନାଲୀରାମା ଜାଣିପାରିଲେ ଯେ ରାଜଗୁରୁ ପ୍ରତିଦିନ ଭୋରୁ ଉଠି ନଗରଠାରୁ...