ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ମନୋହର କାହାଣୀ

ସ୍ତ୍ରୀ ପ୍ରେମୀ ଅରଫିଅସ

ଗ୍ରୀସ୍ ଗୋଟିଏ ପ୍ରାଚୀନ ଦେଶ । ଏହି ଦେଶରେ କେଉଁ କାଳରେ ଅରଫିଅସ ନାମରେ ଜଣେ ଅଦ୍ଭୁତ ଲୋକ ବାସ କରୁଥିଲେ । ସେ ରାଜ୍ୟରେ ତାଙ୍କ ପରି ଆଉ କେହିବି ଏତେ ମଧୁର ସ୍ୱରରେ ବୀଣା ବଜାଇ ପାରୁନଥିଲେ । ବୀଣା ବଜାଇବା ଥିଲା ତାଙ୍କର ଏକ ସଉକ । ବୀଣା ବଜାଇ ସେ ଗୀତ ଗାଇଲେ ଗଛ ଲତା ବି ଜୀଇଁ ଉଠୁଥିଲେ । ମଣିଷ ଅବା କେତେ ମାତର । ଏହି ସଙ୍ଗୀତ ଶୁଣିଲେ ମଣିଷ ନିଜର ସମସ୍ତ ଦୁଃଖ...

Read More

ଧନସମ୍ପତ୍ତି କାହାରି ନୁହେଁ

ରାଜସ୍ଥାନରେ ଜୟପୁର ଗୋଟିଏ ବଡ ସହର । ସେହିଠାରେ ଜଣେ ଧନୀ ସୌଦାଗର ବାସ କରୁଥାଆନ୍ତି । ସହରରେ ତାଙ୍କର ବିରାଟ କୋଠା; ଦାସଦାସୀ, ଯାନବାହନ ଯାହାକୁ ଯେତେ । ତାଙ୍କ ପିଲାମାନେ ଅତ୍ୟନ୍ତ ବାଧ୍ୟ ଏବଂ ଯୋଗ୍ୟ । ଏତେ ବଡ ବ୍ୟବସାୟକୁ ସେମାନେ ସମ୍ଭାଳି ଥାଆନ୍ତି । ସଂସାରରେ ସୁଖସମ୍ପତ୍ତି କହିଲେ ଯାହା କୁହାଯାଏ, ସେ ଧନୀବଣିକଙ୍କର ସେହି ସବୁ ଭରପୁର ହୋଇ ରହିଥିଲା ।...

Read More

ଠକକୁ ଜିତେ ଠକ

ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ । ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ...

Read More

ଗନ୍ଧର୍ବ ମାଳା

ନଈ କୂଳରେ ଛୋଟ ଗାଁଟିଏ । ସେଇ ଗାଁରେ ବୁଢାବୁଢୀ ଦୁଇଜଣ ରହୁଥାଆନ୍ତି । ତାଙ୍କର ତ ଚାଷୀ ପରିବାର । ସୁଖେ ଦୁଃଖେ ତାଙ୍କର ସଂସାର ଡଙ୍ଗା ଚାଲିଥାଏ । ସେ ବୁଢାବୁଢୀଙ୍କର ତିନୋଟି ପୁଅ । ତାଙ୍କର ପ୍ରଥମ ଦୁଇପୁଅ ବେଶ୍ ଚତୁର । କାମ ଧନ୍ଦାରେ ସେମାନେ ଖୁବ୍ ନିପୁଣ । ସେମାନଙ୍କର ଘରକାମ, ବାହାରକାମ କେଉଁଥିରେ ବି କିଛି ଖୁଣିବାକୁ ନାହିଁ । ସକାଳୁ ସଞ୍ଜଯାଏଁ ସେମାନେ...

Read More

ଜାଦୂର ଥଳି

ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ...

Read More

ଜମିଦାର ରାଜା

ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ...

Read More

ବିଳାସୀ ମହନ୍ତ

ଗଙ୍ଗାକୂଳରେ ଗୋଟିଏ ଛୋଟ ସହର । ସେଠାରେ ଅନେକ ମନ୍ଦିର ଆଉ ମଠ । ତୀର୍ଥସ୍ଥାନ ବୋଲି ବର୍ଷ ସାରା ସେଠାରେ ଯାତ୍ରୀଗହଳି ଲାଗି ରହିଥାଏ । ବାରମାସରେ ତେର ପର୍ବ । କେତେ ଦୂର ଦେଶରୁ ସାଧୁ, ସନ୍ନ୍ୟାସୀ, ବଣିକ, ରାଜା, ଜମିଦାର ଏହି ସହରକୁ ଆସନ୍ତି ନିଜ ମନ ପରିବର୍ତ୍ତନ କରିବା ପାଇଁ । ଏହି ତୀର୍ଥଯାତ୍ରୀ ମାନଙ୍କଠାରୁ ହିଁ ମଠ ଓ ମନ୍ଦିରମାନଙ୍କର ଭଲ ଆୟ ହୋଇଥାଏ ।...

Read More

ଧର୍ମାନ୍ଧ ବ୍ରାହ୍ମଣ

ଆମର ଇଣ୍ଡିଆ ଏକ ବିଶାଳ ଦେଶ । ଏହାର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ । ଏହି ପବିତ୍ର ଦେଶରେ ବହୁକାଳ ପର୍ଯ୍ୟନ୍ତ ଧର୍ମର ଅନୁଶାସନ ଅତ୍ୟନ୍ତ କଠୋର ଭାବରେ ଚଳି ଆସିଥିଲା । ଏ ଦେଶରେ ଅସଂଖ୍ୟ ଧର୍ମବିଶ୍ୱାସ ଓ ଦେବଦେବୀ । ଧର୍ମର ଚଳଣି ଓ ବିଶ୍ୱାସ ହିନ୍ଦୁ ସମାଜକୁ ବହୁକାଳ ଯାବତ ବାନ୍ଧି ରଖିଥିଲା । ଧର୍ମ ନାମରେ ଏହି ଦେଶରେ କେତେ ସଂଘର୍ଷ, ରକ୍ତପାତ ଓ ଅତ୍ୟାଚାର...

Read More

ବିବେକୀ ରାଜା

ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର...

Read More

ଯୋଗ୍ୟ କିଏ?

ଆଗ କାଳର କଥା । ଗୋଟିଏ ରାଜ୍ୟରେ ରାଜା କୁମାରଗୁପ୍ତ ରାଜୁତି କରୁଥାଆନ୍ତି । ପ୍ରଜାମାନେ ତାଙ୍କର କିପରି ସୁଖରେ ରହିବେ, ସେଥିପାଇଁ ସେ ରାଜାଙ୍କର ସବୁବେଳେ ଚିନ୍ତା । ମନ୍ତ୍ରୀ, ସେନାପତିଙ୍କୁ ମଧ୍ୟ ସେ ରାଜାଙ୍କର କଠୋର ନିର୍ଧେଶ ଥାଏ, ଯେପରି ତାଙ୍କ ପ୍ରଜାମାନେ ଆଦୌ ଅତ୍ୟାଚାରିତ ନ ହୁଅନ୍ତି । ତେଣୁ ସେ ରାଜାଙ୍କର ଦଣ୍ଡ ଭୟରେ ଚୋରୀ, ଡକାୟତି ସେ ରାଜ୍ୟରେ ଆଦୌ ନ...

Read More

ଅବିଶ୍ୱାସି ବନ୍ଧୁ

ପ୍ରାଚୀନ କାଳର କଥା । ଗୁରୁଗୃହରେ ରହି ଶିଷ୍ୟମାନେ ବିଦ୍ୟାଶିକ୍ଷା କରିବାର ପ୍ରଥା ଥାଏ । ଗୋଟିଏ ସହରରେ ‘ବର୍ଷ’ ନାମରେ ଜଣେ ଗୁରୁ ଥିଲେ । ସବୁ ବିଦ୍ୟାରେ ସେ ଥିଲେ ପଣ୍ଡିତ । ନାନା ଦେଶରୁ ଶିଷ୍ୟମାନେ ଆସି ତାଙ୍କ ପାଖରେ ବିଦ୍ୟାଶିକ୍ଷା କରୁଥାଆନ୍ତି । ଥରେ ବ୍ୟାଡି, ବରୁରୁଚି ଓ ଇନ୍ଦ୍ରଦତ ନାମରେ ତିନିଜଣ ବନ୍ଧୁ ପାଠ ପଢିବା ପାଇଁ ଇଚ୍ଛା କଲେ । ସେମାନେ ତ ଗୁରୁ...

Read More

ଇର୍ସା ଅନର୍ଥର ମୂଳ କାରଣ

ପୂର୍ବ କାଳର କଥା । ଇରାବତୀ ନାମରେ ରାଜ୍ୟଟିଏ ଥିଲା । ସେହିଠାରେ ରାଜୁତି କରୁଥାଆନ୍ତି ରାଜା ପରିତ୍ୟାଗସେନ । ତାଙ୍କ ପ୍ରଜାମାନେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ରାଜା ଥିଲେ ପ୍ରବଳ ପ୍ରତାପୀ । ତେଣୁ ପାଖପଡୋଶୀ ରାଜାମାନେ ଆଦୌ ସାହସ କରୁ ନ ଥିଲେ ରାଜା ପରିତ୍ୟାଗସେନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ଆଚରଣ କରିବା ପାଇଁ । ସେ ରାଜାଙ୍କର ଦୁଇରାଣୀ । ବଡରାଣୀ...

Read More

ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ

ଅତୀତ କାଳର କଥା । ରାଧା ନାମକ ରାଜ୍ୟରେ ଉଗ୍ରଭଟ୍ଟ ନାମରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ରାଣୀ ଥିଲେ ପାଟଳୀପୁତ୍ର ରାଜାଙ୍କର ଦୁହିତା । ସେ ରାଇଜର ଲୋକେ ଅତ୍ୟନ୍ତ ସୁଖଶାନ୍ତିରେ ଥାଆନ୍ତି । ରାଣୀ ମନୋରମା ବି ଅତ୍ୟନ୍ତ ସୁନ୍ଦରୀ ଓ ଦୟାଶୀଳା ଥିଲେ । ପ୍ରଜାମାନଙ୍କୁ ସେ ନିଜର ସନ୍ତାନ ପରି ମନେ କରୁଥିଲେ । ଯୋଗୀ ଭିକାରୀ କେହି ବି କେବେ ଖାଲି ହାତରେ ସେ...

Read More

କଳିବୁଢୀ ଶାଶୁ

ପ୍ରାଚୀନ କାଳର କଥା । ହସ୍ତିନାପୁର ନାମରେ ଏକ ନଗର ଥିଲା । ଏହା ଥିଲା ରାଜ୍ୟର ରାଜଧାନୀ । ତାର ଚାରିଆଡେ ଖାଲି ସଉଧମାଳା । ସେଠାକାର ରାଜାଙ୍କ ନଅର ସବୁଠାରୁ ସୁନ୍ଦର । ରାଜାଙ୍କର ପାରିଷଦଗଣ ଏବଂ ସାଧବମାନଙ୍କର ଅଟ୍ଟାଳିକା ଦେଖିଲେ ଯେପରି ଜଣକର ମନ ପୂରି ଉଠିବ । ସେଠାକାର ନଗରର ଛକମାନଙ୍କରେ ସୁନ୍ଦର ପ୍ରମୋଦ ଉଦ୍ୟାନମାନ ଥାଏ । ସେ ରାଜ୍ୟର ଲୋକମାନଙ୍କର କୋଉଥିରେ...

Read More

କଳ୍ପବୃକ୍ଷ ଓ ଦୟାଳୁ ରାଜା

ବହୁ ପୁରୁଣା ଯୁଗର କଥା । କାଂଚନପୁର ନାମରେ ଏକ ରାଜ୍ୟ ଥିଲା । ସେଠାରେ ରାଜୁତି କରୁଥିଲେ ରାଜା ଜୀମୂତକେତୁ । ତାଙ୍କ ରାଣୀଙ୍କର ନାଁ ହେଲା କନକବତୀ । ସେ ରାଜାଙ୍କ ଶାସନରେ ତାଙ୍କ ପ୍ରଜାମାନେ ଅତ୍ୟନ୍ତ ସୁଖରେ କାଳ କାଟୁଥାଆନ୍ତି । ରାଜାଘରେ ଅବା ଅଭାବ କ’ଣ? ତଥାପି ବି ସେ ରାଜାରାଣୀଙ୍କ ମନରେ ଆଦୌ ସୁଖ ନଥାଏ । କାହିଁକିନା ତାଙ୍କ କୋଳରେ ପୁଅଟିଏ ନାହିଁ । ତାଙ୍କ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ