ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ...
Category - ମନୋହର କାହାଣୀ
ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର...
ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି...
ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ? ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି...
ଋଷି ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି । ଦିନକର କଥା, ସେଦିନ ପ୍ରବଳ ବର୍ଷା...
ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର...
ଗୋଟିଏ ରାଜ୍ୟରେ ଜଣେ ବଡ ଜମିଦାର ଥିଲେ । ସେ ଥିଲେ ଅତି ନିଷ୍ଠୁର, ଗର୍ବୀ ଓ ଅହଙ୍କାରୀ ବ୍ୟକ୍ତି କିନ୍ତୁ ତାଙ୍କର ସ୍ତ୍ରୀ ଥିଲେ ଦୟାଶୀଳା, କ୍ଷମାଶୀଳା ଓ ବୁଦ୍ଧିମତୀ । ଦୁହିଁଙ୍କର ଚରିତ୍ର ଓ ଆଚରଣରେ ଆଦୌଁ ମେଳ ନଥିଲା । ତାଙ୍କର ଅମାପ ସମ୍ପତ୍ତି ଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ । ସେଇ କାରଣରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବହୁତ ଦୁଃଖୀ ଥିଲେ । ଦିନେ...
ଅନେକ ଦିନ ତଳର କଥା । କୋଶଳ ଦେଶର ଗୋଟିଏ ରାଜ୍ୟରେ ଜଣେ ସାଧବ ଥିଲେ । ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା । ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା । ପୁଅଟି କିନ୍ତୁ ଭାରି ଚଗଲା । ଚାଲିଗଲା ଶଗଡରେ ହାତ ମାରିଦିଏ । ସାଧବ ତାକୁ ଯେତେ ଆକଟ କଲେ ମଧ୍ୟ ସେ କାହାରି କଥା ମାନେନାହିଁ । ଦିନକୁ ଦିନ ତା’ର ବୟସ ବଢିବା ସହିତ ଚଗଲାମିର...
ଗାଁର ଶେଷମୁଣ୍ଡରେ ଗୋଟିଏ ମନ୍ଦିର । ମନ୍ଦିର ପାଖରେ ଗୋଟିଏ ବିରାଟ ପୋଖରୀ । ପୋଖରୀ ଚାରିପଟେ ଗୁଡାଏ ବଡ ବଡ ଗଛମାନ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ସେହି ଗଛରେ ଗୋଟିଏ କାଉ ବସା ବାନ୍ଧି ରହିଥାଏ । ସେହି ପୋଖରୀରେ ଗୋଟିଏ ହଂସ ରହିଥାଏ । କାଉ ଓ ହଂସ ନିଜ ନିଜର ସୁଖରେ ରହିଥାଆନ୍ତି । ଦିନେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ହେବାରୁ ଦୁହେଁ ସାଙ୍ଗ ହୋଇଗଲେ ।...
ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ...
ଅନେକ ଦିନ ତଳର କଥା । ତଳ ବରାଦ ଗ୍ରାମ ପାଖରେ କଂଟାଣିଆ ପଡିଆ ଶେଷମୁଣ୍ଡକୁ ରହୁଥିଲା କୋତରୀ ବୁଢୀଟିଏ । ତା’ର ଘର ଚାରି ପାଖରେ ଘଂଚ ଜଙ୍ଗଲ । ବୁଢୀର କିଛି ଛୁଆ ପିଲା ନଥିଲେ । ସେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଛେଳି, କୁକୁଡା ଓ ଗାଈଟିଏ ପାଳିଥାଏ । ବୁଢୀଟି କୋତରୀ ହେଲେ କ’ଣ ହେବ, ବହୁତ କଠିନ ପରିଶ୍ରମ କରୁଥିଲା । ଛେଳି, କୁକୁଡା ଓ ଗାଈ ରହିବା ଲାଗି ତା’...
ଗୋଟିଏ ରାଜ୍ୟରେ ଥିଲେ ଜଣେ ରାଜା । ସେ ଥିଲେ ଭାରି ଖିଆଲି । ଥରେ ତାଙ୍କ ମୁଣ୍ଡରେ ସବାର ହେଲା ଗୋଟିଏ ନିଶା । ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ । ତେବେ ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରି ପାରିଲେ ନାହିଁ । ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି...
ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ? ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ...
ଜଣେ ଚୋର ଥିଲା, ମୃତ୍ୟୁ ସମୟ ନିକଟ ହୋଇଆସିବାରୁ ସେ ତା’ର ପୁଅକୁ ଡାକି କହିଲା ଚୋରି କରିବା ସମୟରେ କୌଣସି ଧର୍ମସ୍ଥଳୀ (ଉପାସନା ପୀଠ) ଧର୍ମଶାଳା ଭିତରେ ପଶିବୁ ନାହିଁ । ଯଦି ଧରାପଡୁ ଯେତେ ପିଟାପିଟି କଲେ ମଧ୍ୟ କୌଣସି ପରିସ୍ଥିତିରେ ଦୋଷ ସ୍ୱୀକାର କରିବୁ ନାହିଁ । ଏହାର କିଛି ଦିନପରେ ଚୋରଟି ମରିଗଲା । ପୁଅ, ବାପାଙ୍କ ଭଳି ପ୍ରାୟତଃ ଚୋରି କଲା । ଦିନେ ଚୋରି...
ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।” ...