ଗୋଟିଏ ଗାଁରେ ଚାଷୀ ପରିବାରଟିଏ ଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତାର ନାମ ହେଉଛି ମାଳତୀ । ବାପା, ମା’ ନିରକ୍ଷର ଥିଲେ । ତେଣୁ ସେମାନେ ଚାହିଁଲେ ମାଳତୀକୁ ପାଠ ପଢାଇ ମଣିଷ କରିବେ । ତାଙ୍କ ଗାଁରେ ତ ସ୍କୁଲ୍ ନଥିଲା ତେଣୁ ମାଳତୀ ପାଖ ଗାଁ ସ୍କୁଲ୍କୁ ପାଠ ପଢିବାକୁ ଯାଉଥିଲା । ନିଜ ଗାଁ ଠାରୁ ଆର ଗାଁଟି ଟିକିଏ ଦୂର । ମାଳତୀ ପ୍ରତିଦିନ ସକାଳେ ପଖାଳ ଗଣ୍ଡେ...
Category - କାହାଣୀ
ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ...
ଅନେକ ଦିନ ତଳର ଘଟଣା । ବନାରସ ସହରରେ ଦିଗମ୍ବର ନାମରେ ଜଣେ ଯୁବକ ରହୁଥିଲେ । ସେ ବହୁତ ପାଠ ପଢିଥିଲେ କିନ୍ତୁ ଚାକିରି ଆଦୌ ପାଇ ନ ଥିଲେ । ପିଲାଦିନରୁ ତାଙ୍କର ବାପ ମାଆ ତ ମରିଯାଇଥିଲେ । ତେଣୁ ସେ ନିଜେ ଟିଉସନ୍ କରି ପାଠ ପଢିଥିଲେ । କାହା ପାଖରେ ହାତ ପାତିବାକୁ ତାଙ୍କୁ ଭାରି ଲାଜ ମାଡୁଥିଲା । ଥରେ ଝଡ ବର୍ଷା ଲାଗି ରହିଲା ତେଣୁ ସେ ଆଉ କୁଆଡକୁ ଯାଇପାରିଲେ...
ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ’ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?” ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ...
ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ...
ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ...
ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ...
ଲକ୍ଷ୍ୟସ୍ଥଳ କୋଡାଇ କେନାଲ୍ । ଦକ୍ଷିଣ ଇଣ୍ଡିଆ ଭ୍ରମଣରେ ବାହାରିଛନ୍ତି ଓଡିଶାର ବିଭିନ୍ନ ସ୍କୁଲ୍ର ସ୍କାଉଟ୍ ପିଲାଏ । କେବଳ ସେଇଥିପାଇଁ ଭୁବନେଶ୍ୱର ରେଳଷ୍ଟେସନରେ କି ଗହଳି । ଆଉ ସେହି ଗହଳି ଭିତରେ ଚକ୍ଚକ୍ ସ୍କାଉଟ୍ ଡ୍ରେସ୍ରେ ବାରିହୋଇ ପଡୁଛନ୍ତି ପିଲାଏ । ଅଳ୍ପ ବୟସର ପିଲାଗୁଡା । ତାଙ୍କ ଦାୟିତ୍ୱରେ ଥିବା ଶିକ୍ଷକ ମଧ୍ୟ ପିନ୍ଧିଥାନ୍ତି ସ୍କାଉଟ୍ ପୋଷାକ ।...
ରାତିରେ ଶୋଇଛନ୍ତି ବୁଢା ବ୍ରାହ୍ମଣ । ହଠାତ୍ ସେ ତାଙ୍କ ସ୍ୱପ୍ନରେ ଦେଖିଲେ ଏକ ବିରାଟ ନାଗସାପ ଫଣାଟେକି ଠିଆ ହୋଇଛି ଓ ତାଙ୍କୁ ଡାକି କହୁଛି, “ବ୍ରାହ୍ମଣ ଶୁଣ! ମୋ ତଂଟିରେ କଂଟାଟିଏ ଲାଗି ଯାଇଛି, ତେଣୁ ମୋତେ ଭାରି କଷ୍ଟ ହେଉଛି, କାଢିଦିଅ, ଚଂଚଳ ଆସ ଆଉ ଡେରି କରନି ।” ଏତିକିରେ ସେ ବ୍ରାହ୍ମଣଙ୍କ ନିଦ ଭାଙ୍ଗିଗଲା । ତା’ପରେ ସେ ଉଠି ପଡିଲେ ।...
ସମୀର ଓ ଆନାଙ୍କ ସ୍କୁଲ୍ ବସ୍ ଆସିବାର ବେଳ ହୋଇଗଲାଣି । ସମୀରର ଫୋର୍ଥ ଓ ଆନାର ଷ୍ଟାଣ୍ଡାର୍ଡ ଉଆନ୍ । ଟାଇଗର୍କୁ ସତେକି ଘଂଟା ଦେଖି ଆସେ । ବହୁ ଦୂରରୁ ବସ୍ ମୋଡ ବୁଲିବା ପୂର୍ବରୁ ସେ ଯାଇ ବସିଥିବ ଗେଟ୍ ପାଖରେ । ଆଉ ଚାହିଁଥିବ ରାସ୍ତାକୁ । ମଝିରେ ମଝିରେ ଠିଆ ହୋଇପଡି ଲାଙ୍ଗୁଡ ହଲେଇ ପକଉଥିବ । ଘର ଆଡକୁ ପୁଣି ଟିକେ ଚାହିଁ ଦେଉଥିବ । ସତେକି ସେ ଦେଖିବାକୁ ମନ...
ଆଜି ଅଙ୍କିତାର ପଂଚମ ଶ୍ରେଣୀ ବୃତି ପରୀକ୍ଷା ସରିଛି । ତେଣୁ ସେ ନିଶ୍ଚିନ୍ତ ହୋଇ ଶୋଇଚି ଗାଢ ନିଦରେ । ମାମା ସେ ମଶାରୀ ପକାଇବାକୁ ଆସି ଦେଖିଲେ ଅଙ୍କିତାର ଆଖି ପତା ତଳେ ଡୋଳା ଏପଟ ସେପଟ ହେଉଛି । ତା ମୁହଁରେ ପୁଣି ହସର ଛିଟା । ଏଥିରୁ ମାମା ଜାଣି ଗଲେ ଯେ, ଅଙ୍କିତା ସ୍ୱପ୍ନ ଦେଖୁଚି ଆଉ ସେ ପୁଣି, କିଛି ଗୋଟାଏ ଭଲ ସ୍ୱପ୍ନ । ନ ହେଲେ ତା’ ମୁହଁ ଏମିତି ହସ ହସ...
ଅନେକ ବର୍ଷ ତଳେ ଜଣେ ଗୁରୁଥିଲେ । ତାଙ୍କ ନାମ ଗୁରୁ ଶିବଯୋଗୀ । ତାଙ୍କର ଅଳ୍ପ କେତେଜଣ ଖୁବ୍ ବାଧ୍ୟ ଛାତ୍ର ଥିଲେ । ସେମାନେ ଗୁରୁଙ୍କ ସହିତ ଗୋଟେ ପାହାଡ ଉପରେ ଥିବା ତାଙ୍କ ଆଶ୍ରମରେ ରହନ୍ତି । ଗୁରୁଙ୍କ ସହିତ ଏକାଠି ଖିଆପିଆ କରନ୍ତି ଓ ସେହି ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ ମଧ୍ୟ କରନ୍ତି । ଦିନେ ଗୁରୁ ତାଙ୍କର ସବୁଠାରୁ ପ୍ରିୟ ନିର୍ଭୀକ...
ଏ ହେଲା ପୃଥିବୀ ତିଆରି ହେବାବେଳର କଥା । ଅନ୍ଧାର ଭିତରୁ ସୃଷ୍ଟି ହେଲା ଏ ଉଜ୍ଜ୍ୱଳ ପୃଥିବୀ । କ୍ରମେ ପୃଥିବୀରେ ସୃଷ୍ଟି ହେଲେ ଜାତିଜାତିକା ଜୀବ । ଫଳରେ ଶୂନ୍ଶାନ୍ ପୃଥିବୀ ଭରିଗଲା କେତେ କେତେ ଗଛଲତା, ପଶୁପକ୍ଷୀରେ । ସବୁ ଚଢେଇ ଥିଲେ ଏକାପରି । ଖାଲି ଆକାରରେ କିଏ ବଡ ତ କିଏ ସାନ । ଅନ୍ଧାର ଭିତରୁ ବାହାରିଥିଲେ ତ ତେଣୁ ସମସ୍ତଙ୍କ ରଙ୍ଗ ଥିଲା କଳା । ପେଟତଳ...
ତୁମମାନଙ୍କ ଭିତରୁ କେହି କେହି ସୁନା ପାଗଳ ରାଜା ମିଦାସ୍ ଙ୍କ କାହାଣୀ ତ ଅବଶ୍ୟ ଶୁଣିଥିବ । ଗ୍ରୀକ୍ ପୁରାଣର କାହାଣୀ ସେ । ଯଦି ଶୁଣିନଥାଅ କାହାଣୀଟି ଏହିପରି – ଗ୍ରୀକ୍ ପୁରାଣ ଅନୁଯାୟୀ ଦେବତାମାନଙ୍କର ପିତା ହେଉଛନ୍ତି ଜିଅସ୍ । ଡାୟୋନିସସ୍ ହେଉଛନ୍ତି ଜିଅସ୍ ଙ୍କ ପୁଅ । ଡାୟୋନିସସ୍ ଙ୍କୁ କୁହାଯାଏ ମଦ ଦେବତା । ସେ ଥରେ ନିଜ ଦଳବଳ...
ଜାପାନ୍ରେ ଥିବା ଏକ ଜାଗାର ନାଆଁ ଫୁନାବାରା । ତାହା ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ସେହି ଜାଗା ଓ ତା’ ଆଖପାଖର ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଶ ବିଦେଶର ଲୋକମାନଙ୍କ ଭିଡ ଜମେ । ସେମାନଙ୍କ ରହଣି ପାଇଁ ଫୁଜି କାଙ୍କୋ ନାମକ ସଂସ୍ଥାଟିଏ ସେଠାରେ ତିଆରି କଲେ ଏକ ବିଳାସପୂର୍ଣ୍ଣ ହୋଟେଲ୍ । ହୋଟେଲ୍ଟିରେ ରହିବା ଖୁବ୍ ମହଙ୍ଗା । ପୁଣି ସେଠାରେ ରଖାଯାଇଥିଲା ସୁନାରେ...


